www.samajalive.in
Wednesday, December 10, 2025
18.1 C
Bhubaneswar

୧୨ ବର୍ଷ ପରେ ବୃହସ୍ପତି କରିବେ ଏମିତି ଚଳନ ; ଏହି ରାଶିଙ୍କର ଆଉ ରହିବନି ଚିନ୍ତା, ହେବେ ଧନୀ, ହେବ ବିବାହ, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ସମୃଦ୍ଧି, ଜ୍ଞାନ, ଜ୍ୟୋତିଷ, ପୂଜା-ପାଠ ଓ ଶିକ୍ଷାର ମଧ୍ୟ କାରକ କୁହାଯାଏ । ଗୁରୁ ଗ୍ରହ ୧୩ ମାସକୁ ଥରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଦୀର୍ଘ ୧୨ ବର୍ଷ ପରେ ୧୪ ମେ’ରେ ବୁଧଙ୍କ ରାଶି ମିଥୁନରେ ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ଜାଣନ୍ତୁ ବୃହସ୍ପତିଙ୍କ ଏହି ଚଳନରେ କେଉଁ କେଉଁ ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ ।

ଗୁରୁ ବୃହସ୍ପତିଙ୍କ ଏହି ଚଳନ କନ୍ୟା, କର୍କଟ, ତୁଳା, ବୃଷ, ମକର ଓ ମିଥୁନ ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ନୂଆ ଗାଡି, ଘର କିଣିବାର ମଧ୍ୟ ଯୋଗ ରହିଛି । ନୂଆ କାମ ଆରମ୍ଭ କରି ଲାଭବାନ୍‌ ହେବେ । ମାନସିକ ଶାନ୍ତି ମିଳିବ । ବିଦେଶ ଯାତ୍ରାର ମଧ୍ୟ ଯୋଗ ରହିଛି । ସନ୍ତାନଙ୍କ ସହ ଜଡିତ ଶୁଭ ଖବର ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ। ବ୍ୟବସାୟୀ ଲାଭବାନ୍‌ ହେବେ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

- Advertisement -

ଗୁରୁଙ୍କ ଚଳନ ଫଳରେ କୁମ୍ଭ, ମୀନ, ଧନୁ ଓ ବିଛା ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟମ ଫଳ ମିଳିବ । ସମସ୍ୟା ଆସିଲେ ମଧ୍ୟ ଧିରେ ଧିରେ ଦୂର ହେବ । ଅଟକି ଥିବା ଧନ ମିଳିବ । ଧନର ଲାଭ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories