ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଭିଡିଓରେ ଏକ କଲରାପତରିଆ ବାଘ ହଠାତ୍ ଘର ବାହାରେ ଖେଳୁଥିବା ଏକ ଶିଶୁ ଉପରେ ଆକ୍ରମଣ କରିବାକୁ ଆସୁଛି । ମାତ୍ର କୁକୁରଙ୍କ ସାହସ କାରଣରୁ ବଡ ଅଘଟଣ ଟଳିବା ସହ ଶିଶୁଟିର … Continue reading ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..
Copy and paste this URL into your WordPress site to embed
Copy and paste this code into your site to embed