ସୁନା ଅଳଙ୍କାର ହଜି ଯାଉଛି କି? ତେବେ ଜାଣନ୍ତୁ ଏହା କେଉଁ ଗ୍ରହର ପ୍ରଭାବ

0

ସୂର୍ଯ୍ୟ,ଚନ୍ଦ୍ର,ମଙ୍ଗଳ,ବୁଧ,ଗୁରୁ,ଶୁକ୍ର,ଶନି,ରାହୁ ଓ କେତୁ ୯ଟି ଗ୍ରହକୁ ଜ୍ୟୋତିଷ ଶାସ୍ତ୍ରରେ ସ୍ଥାନ ଦିଆଯାଇଛି। ଏହାର ଶୁଭ ଓ ଅଶୁଭ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ।

ସୂର୍ଯ୍ୟଙ୍କୁ ଗ୍ରହ ମାନଙ୍କ ମଧ୍ୟରେ ରାଜା ବୋଲି ଗ୍ରହଣ କରାଯାଇଛି। ଏହି ଗ୍ରହ ମାନ-ସମ୍ମାନ, ପ୍ରସିଦ୍ଧି ଓ ଭାଗ୍ୟ କାରକ ଅଟନ୍ତି।

prayash

କିନ୍ତୁ ଜାତକରେ ଏହି ଗ୍ରହ ଅଶୁଭ ସ୍ଥାନରେ ରହିଲେ ଜୀବନରେ ଦୁର୍ଭାଗ୍ୟ ଆସିଥାଏ। ଏପରିକି ପୂର୍ବରୁ ଆମ୍ଭମାନଙ୍କୁ ସଙ୍କେତ ମିଳିଯାଏ। ଯେପରି ସୁନା ଅଳଙ୍କାର ହଜିବା। ଏହା ଏକ ଅଶୁଭର ସଙ୍କେତ ହୋଇଥାଏ।

ସେତେବେଳେ ଆପଣଙ୍କୁ ବୁଝିବାକୁ ହେବ ଯେ, ସୂର୍ଯ୍ୟଙ୍କ ଅଶୁଭ ସ୍ଥିତି ଆପଣଙ୍କ ଜାତକରେ ଅଶୁଭ ସ୍ଥାନରେ ରହିଛି।

ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ବା ଜଳ ଅର୍ପଣ କରନ୍ତୁ। ଏହା ଦ୍ବାରା ଅଶୁଭ ପ୍ରଭାବ ଦୂର ହୋଇଥାଏ।

kalyan agarbati
Leave A Reply