ନୌସେନାକୁ ୬ ଅତ୍ୟାଧୁନିକ ବୁଡା ଜାହାଜ ମିଳିବା ପ୍ରକ୍ରିୟା ତ୍ୱାରାନିତ୍ୱ

ନୂଆଦିଲ୍ଲୀ .- ଭାରତୀୟ ନୌସେନାକୁ ୬ଟି ଅତ୍ୟାଧୁନିକ ବୁଡା ଜାହାଜ ମିଳିବା ପ୍ରକ୍ରିୟା ତ୍ୱରାନିତ୍ୱ ହୋଇଛି ।  ଏଥିପାଇଁ ୪୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

prayash

 ପି-୭୫ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ବୁଡାଜାହାଜମାନଙ୍କୁ ନିର୍ମାଣ କରାଯିବ ।  ଭାରତୀୟ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣକାରୀ ସଂସ୍ଥାଙ୍କ ସହ ଅନ୍ୟ ଅନ୍ତର୍ଜାତୀୟ ସଂସ୍ଥା ଏହାକୁ ନିର୍ମାଣ କରିବେ । ଏହି ବୁଡାଜାହାଜର ମଡେଲ ଫ୍ରାନ୍ସର କମ୍ପାନୀ ନୋବେଲ୍‌ ତିଆରି କରିଛି।

kalyan agarbati

Comments are closed.