www.samajalive.in
Tuesday, December 9, 2025
17.1 C
Bhubaneswar

ବିବାଦ ସତ୍ତ୍ବେ ରାଫେଲ ବିମାନ ଅନାବରଣ

ଇସ୍‍ଟ୍ରେ-ଲେ ଟ୍ୟୁବ ବିମାନଘାଟୀ : ରାଫେଲ ବିମାନ କାରବାରକୁ ନେଇ ଲାଗି ରହିଥିବା ବିବାଦକୁ ଭୃକ୍ଷେପ ନ କରି ଫ୍ରାନ୍ସର ଡାସଲ୍ଟ ଆଭିଏସନ୍‍ କମ୍ପାନୀ ମଙ୍ଗଳବାର ଦେଶର ଇସ୍‍ଟ୍ରେ-ଲେ ଟ୍ୟୁବ ବିମାନଘାଟୀଠାରେ ଏହି ବିମାନର ପ୍ରଥମ ନମୁନା ଅନାବରଣ କରିଛି। ରାଜିନାମା ଅନୁସାରେ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଭାରତୀୟ ବାୟୁସେନାକୁ ପ୍ରଥମ ରାଫେଲ ବିମାନ ଯୋଗାଇ ଦିଆଯିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ବିମାନ ଭାରତୀୟ ବାୟୁସେନାକୁ ପ୍ରଦାନ କରାଯିବ ବୋଲି କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ (ସିଇଓ) ଏରିକ ଟ୍ରାପିଅର ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories