BJD Bijuli 480×75 Mob

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ – ତେଲେଙ୍ଗାନା ବିଧାନସଭା ବାଚସ୍ପତିଙ୍କ ବିରୋଧରେ ବିଜେପିର ଅଭିଯୋଗ

BJD Bijuli 480×75 Mob

ଡେସ୍କ: ତେଲେଙ୍ଗାନାରେ ନିର୍ବାଚନ ପ୍ରଚାରରେ ଭାଗ ନେଇ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଧାନସଭା ବାଚସ୍ପତି ଜି ପ୍ରସାଦ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଆଜି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଜି ପ୍ରେମେନ୍ଦ୍ର ରେଡ୍ଡୀ ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ବିକାଶ ରାଜଙ୍କୁ ଅଭିଯୋଗ କରିଛନ୍ତି। ପୂର୍ବରୁ ଅଭିଯୋଗ ସତ୍ତ୍ୱେ ବାଚସ୍ପତି କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୯ ଆହତ

ବିଜେପି ହୋର୍ଡିଂ ନଷ୍ଟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେବା ସହ ଅନଧିକୃତ ବ୍ୟାନର ହଟାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ନେତାମାନେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି।

ଏଣିକି ପୁରିବନି ଗାଡି ଟାଙ୍କି, ତେଲ ବିକ୍ରି ଉପରେ ଲାଗିଲା କଟକଣା

Comments are closed.