www.samajalive.in
Sunday, December 7, 2025
23.1 C
Bhubaneswar

ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଅନେକ ବୁଥରେ ମତଦାନ ବିଳମ୍ବ

ଟିଟିଲାଗଡ : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଅନେକ ସ୍ଥାନରେ ଭୋଟ ଗ୍ରହଣ ଆରମ୍ଭ ହୋଇ ନାହିଁ। ଏହାସହ ଇଭିଏମ୍‌ ଅଚଳ ହୋଇଥିବା ଯୋଗୁଁ କେତେକ ସ୍ଥାନରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଛି। ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ୨୦ନମ୍ବର ବୁଥ ଓ ଗୁଖରୁଙ୍ଗ ବୁଥରେ ସକାଳ ୮ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ବୁଥ ନମ୍ବର ୨୦୭ରେ ବିଳମ୍ବରେ ଅର୍ଥାତ ୭.୨୨ମିନିଟରେ ମତଦାନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ବାବୁଉଳଭା ବୁଥରେ ମଧ୍ୟ ଇଭିଏମ୍ ଅଚଳ ଯୋଗୁଁ ମତଦାନ ଆରମ୍ଭ ହୋଇ ନାହିଁ। ସେହିପରି ଆଦର୍ଶ ବୁଥ ନମ୍ବର ୧୬୦ରେ ଭିଭିପାଟରେ ସମସ୍ୟା ନେଇ ୮୨ଟି ଭୋଟ ଗ୍ରହଣ ପରେ ମତଦାନ ବନ୍ଦ ହୋଇଯାଇଛି। ଏହି ବୁଥରେ ୬୧୧ ଜଣ ଭୋଟର ପଞ୍ଜିକୃତ ଅଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories