ବୁର୍ଲା ଜିରୋ ପଏଣ୍ଟ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ବୁର୍ଲା: ବରଗଡ଼଼ରେ ମାରି ବୁର୍ଲାରେ ଫିଙ୍ଗିଦେଲେ। ବୁର୍ଲା ଜିରୋ ପଏଣ୍ଟ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ମୃତ ଯୁବତୀଙ୍କ ଘର ବରଗଡ଼଼ ଜିଲାରେ ହୋଇଥିବା ସୂଚନା ମିଳିଛି। ଯୁବତୀଙ୍କୁ ହତ୍ୟା ପରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ବରଗଡ଼଼ ଓ ବୁଲା ପୁଲିସର ତଦନ୍ତ ଜାରି ରହିଛି।
Comments are closed.