www.samajalive.in
Monday, December 15, 2025
24.1 C
Bhubaneswar

ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ

ସମାଜ ଡିଜିଟାଲ ଡେସ୍କ: ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ। ଏମାନଙ୍କୁ ଆକାଉଣ୍ଟଧାରୀଙ୍କ ଉତ୍ତରାଧିକାରୀ ବିବେଚନା କରାଯିବ। ଆକାଉଣ୍ଟଧାରୀଙ୍କ ଅନ୍ତେ ତାଙ୍କ ଅଂଶ ନୋମିନୀମାନଙ୍କୁ ମିଳିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କ୍ଲେମ କରିବା ପାଇଁ ଏଭଳି ସମାନ ଏବଂ ସହଜ ବ୍ୟବସ୍ଥା ଆଣିଛନ୍ତି।

ସରକାରଙ୍କ ଏହି ନୂତନ ସୁବିଧାର ଲାଭ ମିଳିବ ଗ୍ରାହକଙ୍କୁ। ଗ୍ରାହକମାନେ ଏଣିକି ନିଜ ଆକାଉଣ୍ଟରେ ସର୍ବାଧିକ ୪ ଜଣ ନୋମିନୀଙ୍କୁ ସାମିଲ କରିବା ସହିତ କେଉଁ ନୋମିନୀ କେତେ ଅଂଶର ହକଦାର ହେବେ ତାହା ବି ଦର୍ଶାଇ ପାରିବେ। କେଉଁ ନୋମିନୀଙ୍କୁ ଅଧିକ ଅଗ୍ରାଧିକାର ଦିଆଯିବ ତାହା ଆକାଉଣ୍ଟଧାରୀ ଧାର୍ଯ୍ୟ କରିପାରିବେ। ଗ୍ରାହକ ଏକା ସାଙ୍ଗରେ ୪ ଜଣ ନୋମିନୀ ଦେଇପାରିବେ, ନଚେତ ଜଣ ଜଣ କରି ପର୍ଯ୍ୟାୟକ୍ରମେ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories