ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୦୨୪୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୫୩୬୫୯୫କୁ ବୃଦ୍ଧି
ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୦୨୪୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୫୩୬୫୯୫କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୧୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୯୪୩, କଟକ ୮୮୭, ପୁରୀ ୭୦୭, ସମ୍ବଲପୁର ୬୪୧, କଳାହାଣ୍ଡି ୪୪୮, ଅନୁଗୁଳ ୪୩୮, ଝାରସୁଗୁଡ଼ା ୩୩୧, ବାଲେଶ୍ବର ୩୦୧, ନବରଙ୍ଗପୁର ୨୯୧, ବଲାଙ୍ଗିର ୨୭୩, ଷ୍ଟେଟପୁଲ ୨୭୨, ନୟାଗଡ଼ ୨୫୪, ଯାଜପୁର ୨୨୨, ନୂଆପଡ଼ା ୨୧୪, ମୟୂରଭଞ୍ଜ ୨୦୭, ଗଞ୍ଜାମ ୧୯୫, ସୋନପୁର ୧୭୯, କେନ୍ଦୁଝର ୧୭୭, ଢେଙ୍କାନାଳ ୧୬୭, କେନ୍ଦ୍ରାପଡ଼ା ୧୫୮, ଜଗତସିଂହପୁର ୧୩୭, ଦେବଗଡ଼ ୧୩୬, ରାୟଗଡ଼ା ୧୩୬, କୋରାପୁଟ ୧୨୨, ଗଜପତି ୧୧୬, ବୌଦ୍ଧ ୧୧୩, ଭଦ୍ରକ ୧୦୦, କନ୍ଧମାଳ ୧୦୦ ଓ ମାଲକାନଗିରିରୁ ୯୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
Another 10242 Covid patients have recovered and are being discharged on 18.05.2021
1418 from Khordha
943 from Sundargarh
887 from Cuttack
707 from Puri
641 from Sambalpur
465 from Kalahandi
448 from Bargarh
438 from Anugul
331 from Jharsuguda
301 from Baleswar— H & FW Dept Odisha (@HFWOdisha) May 18, 2021
291 from Nabarangpur
273 from Bolangir
254 from Nayagarh
222 from Jajapur
214 from Nuapada
207 from Mayurbhanj
195 from Ganjam
179 from Sonepur
177 from Keonjhar
167 from Dhenkanal
158 from Kendrapara
137 from Jagatsinghpur
136 from Deogarh
136 from Rayagada
122 from Koraput— H & FW Dept Odisha (@HFWOdisha) May 18, 2021
116 from Gajapati
113 from Boudh
100 from Bhadrak
100 from Kandhamal
94 from Malkangiri
272 from State PoolThe total recovered cases of Odisha now stand at 536595
— H & FW Dept Odisha (@HFWOdisha) May 18, 2021
Comments are closed.