www.samajalive.in
Monday, December 8, 2025
24.1 C
Bhubaneswar

ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୧୮୮୧ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୬୭୦୫୨୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୧୮୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୬୬୦୫୨୭କୁ ବୃଦ୍ଧି ପାଇଛି।
ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ ୧୧୫୪, କଟକ ୧୦୬୬, ସୁନ୍ଦରଗଡ଼ ୭୧୩, ଯାଜପୁରରୁ ୬୪୭, ମୟୂରଭଞ୍ଜ ୬୩୩, ବାଲେଶ୍ବର ୫୧୦, କଳାହାଣ୍ଡି ୪୮୨, ପୁରୀ ୪୭୧, ନବରଙ୍ଗପୁର ୩୫୪, ଷ୍ଟେଟପୁଲ ୩୨୪, ଜଗତସିଂହପୁର ୩୨୧, ବରଗଡ଼ ୩୦୦, ବଲାଙ୍ଗିର ୨୯୭, ସମ୍ବଲପୁର ୨୯୨, କେନ୍ଦ୍ରାପଡ଼ା ୨୮୫, ନୟାଗଡ଼ ୨୫୩, କେନ୍ଦୁଝର ୨୧୬, କୋରାପୁଟ ୨୧୪, ଝାରସୁଗୁଡ଼ା ୨୧୧, ରାୟଗଡ଼ା ୧୯୦, ଭଦ୍ରକ ୧୭୭, ଗଞ୍ଜାମ ୧୭୬, ସୋନପୁର ୧୫୮, ବୌଦ୍ଧ ୧୨୪, ଢେଙ୍କାନଳ ୧୨୦, କନ୍ଧମାଳ ୧୧୧, ମାଲକାନଗିରି ୧୦୮, ଗଜପତି ୧୦୧, ଦେବଗଡ଼ ୯୮, ନୂଆପଡ଼ାରୁ ୮୫ ଜଣ ଚିହ୍ନଟ ହୋଇଛନ୍ତି।

- Advertisement -

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories