ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୧୮୮୧ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୬୭୦୫୨୭କୁ ବୃଦ୍ଧି
ଭୁବନେଶ୍ବର: ଆଜି ରାଜ୍ୟରେ ୧୧୮୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୬୬୦୫୨୭କୁ ବୃଦ୍ଧି ପାଇଛି।
ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୬୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ ୧୧୫୪, କଟକ ୧୦୬୬, ସୁନ୍ଦରଗଡ଼ ୭୧୩, ଯାଜପୁରରୁ ୬୪୭, ମୟୂରଭଞ୍ଜ ୬୩୩, ବାଲେଶ୍ବର ୫୧୦, କଳାହାଣ୍ଡି ୪୮୨, ପୁରୀ ୪୭୧, ନବରଙ୍ଗପୁର ୩୫୪, ଷ୍ଟେଟପୁଲ ୩୨୪, ଜଗତସିଂହପୁର ୩୨୧, ବରଗଡ଼ ୩୦୦, ବଲାଙ୍ଗିର ୨୯୭, ସମ୍ବଲପୁର ୨୯୨, କେନ୍ଦ୍ରାପଡ଼ା ୨୮୫, ନୟାଗଡ଼ ୨୫୩, କେନ୍ଦୁଝର ୨୧୬, କୋରାପୁଟ ୨୧୪, ଝାରସୁଗୁଡ଼ା ୨୧୧, ରାୟଗଡ଼ା ୧୯୦, ଭଦ୍ରକ ୧୭୭, ଗଞ୍ଜାମ ୧୭୬, ସୋନପୁର ୧୫୮, ବୌଦ୍ଧ ୧୨୪, ଢେଙ୍କାନଳ ୧୨୦, କନ୍ଧମାଳ ୧୧୧, ମାଲକାନଗିରି ୧୦୮, ଗଜପତି ୧୦୧, ଦେବଗଡ଼ ୯୮, ନୂଆପଡ଼ାରୁ ୮୫ ଜଣ ଚିହ୍ନଟ ହୋଇଛନ୍ତି।
Another 11881 Covid patients have recovered and are being discharged on 30.05.2021
1690 from Khordha
1154 from Anugul
1066 from Cuttack
713 from Sundargarh
647 from Jajapur
633 from Mayurbhanj
510 from Baleswar
482 from Kalahandi
471 from Puri
354 from Nabarangpur— H & FW Dept Odisha (@HFWOdisha) May 30, 2021
321 from Jagatsinghpur
300 from Bargarh
297 from Bolangir
292 from Sambalpur
285 from Kendrapara
253 from Nayagarh
216 from Keonjhar
214 from Koraput
211 from Jharsuguda
190 from Rayagada
177 from Bhadrak
176 from Ganjam
158 from Sonepur
124 from Boudh
120 from Dhenkanal— H & FW Dept Odisha (@HFWOdisha) May 30, 2021
111 from Kandhamal
108 from Malkangiri
101 from Gajapati
98 from Deogarh
85 from Nuapada
324 from State PoolThe total recovered cases of Odisha now stand at 670527
— H & FW Dept Odisha (@HFWOdisha) May 30, 2021
Comments are closed.