ନୂଆଦିଲ୍ଲୀ : ଜାତୀୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଜୁନ୍ ମାସରେ ୧୨ କୋଟି ଟିକା ଉପଲବ୍ଧ ହେବ ବୋଲି ସରକାର କହିଛନ୍ତି। ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କମାନଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ୬ କୋଟି ୯ ଲକ୍ଷ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣା ଯୋଗାଇ ଦିଆଯିବ। ଏଥିସହିତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ବେସରକାରୀ ହସ୍ପିଟାଲ୍ଗୁଡ଼ିକ ୫ କୋଟି ୮୬ ଲକ୍ଷରୁ ଊର୍ଦ୍ଧ୍ବ ପାନ ସିଧାସଳଖ କିଣି ପାରିବେ।
Popular Categories



