www.samajalive.in
Monday, December 15, 2025
24.1 C
Bhubaneswar

ବିହାରରେ ଚମକିଲେ ଚିରାଗ ପାଶୱାନ, ୨୨ସିଟରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନାରେ ଭୋଟ ଗଣତି ଜାରି ରହିଛି । ଚିରାଗ ପାଶୱାନଙ୍କ ଦଳ ଏଲଜେପି(ଆର), ଏପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ଟ୍ରେଣ୍ଡରେ ଏକ ଦୃଢ ପ୍ରଦର୍ଶନ ଦେଖାଇଛନ୍ତି । ଏନଡିଏରୁ ୨୯ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଚିରାଗ ପାଶୱାନଙ୍କ ଦଳ ୨୨ଆସନରେ ଆଗୁଆ ଅଛି । ଚିରାଗ ପାସୱାନଙ୍କ ବିଜୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏନଡିଏ ଏଥର ଚିରାଗ ପାଶୱାନଙ୍କୁ ଦେଇଥିବା ୨୯ଆସନ ମଧ୍ୟରୁ ୨୬ଟି ଆସନ ଥିଲା ଯେଉଁଠାରେ ୨୦୨୦ ନିର୍ବାଚନରେ ବିଜେପି ଏବଂ ଜେଡିୟୁ ପରାସ୍ତ ହୋଇଥିଲେ ।

ସୂଚନା ଅନୁସାରେ ଚିରାଗ ପାଶୱାନ ପୁଣି ଥିରେ ଲୋକସଭା ନିର୍ବାଚନର ଫଳାଫଳକୁ ଦୋହରାଇବାରେ ସଫଳ ହେବାକୁ ଯାଉଛନ୍ତି । ଚିରାଗ ୫ଟି ଯାକ ଲୋକସଭା ଆସନ ଜିତି ସଭିଁଙ୍କୁ ଚକିତ କରିଥିଲେ । ଏବେ ବିଧାନସଭା ନିର୍ବାଚନରେ, ଚିରାଗଙ୍କ ଦଳ ପୁଣି ଥରେ ନିଜକୁ ମୋଦୀଙ୍କ ହନୁମାନ ବୋଲି ପ୍ରମାଣିତ କରିଛନ୍ତି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories