ଚୌଦ୍ୱାର:ଚୌଦ୍ୱାର ପୁଲିସ୍ ବ୍ରହ୍ମପୁର ପଞ୍ଚାୟତର ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମରେ ଚଢ଼ଉ କରି ଗୋଟିଏ ଘରେ ବେଆଇନ୍ ଭାବେ ମହଜୁଦ ଥିବା ୨୮ଲିଟର ଦେଶୀମଦ ଜବତ କରିବା ସହିତ ମଦ ବେପାରୀ ସେହି ଗ୍ରାମର ବନମାଳି ମଳିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏଏସ୍ଆଇ ନିରଞ୍ଜନ ଗୌଡ଼ ସୂଚନା ଦେଇଛନ୍ତି।
Popular Categories



