www.samajalive.in
Monday, December 15, 2025
26.1 C
Bhubaneswar

ଏଣିକି ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା

ନୂଆଦିଲ୍ଲୀ : ସିବିଏସଇ ପକ୍ଷରୁ ଆସନ୍ତା ବର୍ଷ ୨୦୨୬ରୁ ବର୍ଷକୁୁ ୨ ଥର ଦଶମ ବୋର୍ଡ ପରୀକ୍ଷା ଆୟୋଜନ କରିବା ପାଇଁ ମାନଦଣ୍ଡଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହି ସୂଚନା ପରୀକ୍ଷା ନିୟନ୍ତ୍ରକ ସଂଯମ ଭରଦ୍ୱାଜ ବୁଧବାର ଅର୍ଥାତ୍‌ ଜୁନ୍‌ ୨୫ ତାରିଖରେ ସୂଚନା ଦେଇଛନ୍ତି। ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବ। ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ’ ମାସରେ ଅନୁଷ୍ଠିତ ହେବ। ଯେଉଁ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରହିବ ତାହାକୁ ଗ୍ରହଣ କରାଯିବ । ଫେବୃଆରୀରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ ଓ ଏପ୍ରିଲରେ ଏହାର ପରୀକ୍ଷାଫଳ ବାହାରିବ। ମେ’ ମାସରେ ଇଚ୍ଛାଧୀନ ଭାବେ ୨ୟ ପର୍ଯ୍ୟାୟ ପରୀକ୍ଷା ହେବ। ମାତ୍ର ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ କ୍ୟାଲେଣ୍ଡର ବର୍ଷରେ ଥରେ ହେବ ।

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଜୁଲାଇ ୭କୁ ଅପେକ୍ଷା, ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହଠାତ୍‌ ହେବେ କୋଟିପତି, କିଣିବେ ଘର, ମିଳିବ ସବୁକିଛି..

- Advertisement -

ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ । ମାତ୍ର ୨ୟ ପର୍ଯ୍ୟାୟରେ ଇଚ୍ଛାଧୀନ । ମୂଲ୍ୟାଙ୍କନ କେବଳ ଥରେ କରାଯିବ ।

ମୋଟୋରୋଲା ଏଜ୍‌ ୬୦ ପ୍ରୋର ସେଲ୍‌ ଆରମ୍ଭ ; ୭ ହଜାର ଟଙ୍କା ରିହାତିରେ କିଣି ଆଣନ୍ତୁ, ଆହୁରି ବି ଅଛି ଅନ୍ୟ ଅଫର୍‌

ଏହି ନିଷ୍ପତ୍ତି ଦ୍ୱାରା ଛାତ୍ରଛାତ୍ରୀଙ୍କୁ ନିଜର ମାର୍କ ସୁଧାରିବା ପାଇଁ ସୁଯୋଗ ମିଳିବ । ଯଦି କୌଣସି ଛାତ୍ରଛାତ୍ରୀଙ୍କ ମାର୍କ ପ୍ରଥମ ପର୍ଯ୍ୟାୟରେ କମ୍‌ ଥାଏ, ତେବେ ସେ ୨ୟ ପର୍ଯ୍ୟାୟରେ ଉତ୍ତମ ପ୍ରଦର୍ଶନ ପାଇଁ ସୁଯୋଗ ପାଇବେ ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଶ୍ରେଣୀ ପାଇଁ ବର୍ଷକୁ ୨ଥର ବୋର୍ଡ ପରୀକ୍ଷା ଆୟୋଜିତ କରିବା ପାଇଁ ମାନଦଣ୍ଡକୁ ମଞ୍ଜୁରୀ ଦେଇଛି । ଯାହା ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି)ରେ ସୁପାରିଶ କରାଯାଇଥିବା ଏକ ପଦକ୍ଷେପ ।

ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବାଘ-ମଣିଷ ଲଢେଇ, ଜିତିଲା କିଏ? ହଠାତ୍‌ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲା ବାଘ..

ଦେଖନ୍ତୁ ଭିଡିଓ ; ପାଣି ପିଇବା ବେଳେ ବେକ ଧରି ଘୋଷାଡି ନେଲା କୁମ୍ଭୀର

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories