www.samajalive.in
Friday, December 5, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ ; ପାଣି ପିଇବା ବେଳେ ବେକ ଧରି ଘୋଷାଡି ନେଲା କୁମ୍ଭୀର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ତେବେ କୁମ୍ଭୀରକୁ ଏକ ଚାଲାକ୍‌ ଶିକାରୀ ବୋଲି କୁହାଯାଏ । ନିକଟରେ ଭାଇରାଲ୍‌ ହେଉଥିବା କୁମ୍ଭୀରର ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓଟି ଏକ କୁମ୍ଭୀର ଓ ହରିଣର । ଭିଡିଓ ଭାଇରାଲ୍‌ ହେବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

- Advertisement -

ଭିଡିଓଟି ୧୨ ସେକେଣ୍ଡର । ମାତ୍ର ଏହାକୁ ଦେଖିବା ପରେ ଭୟଭୀତ ମଧ୍ୟ ଅନୁଭବ ହେଉଛି । ଭିଡିଓର ଆରମ୍ଭରେ ଦେଖିପାରିବେ, ଏକ ହରିଣ ନଦୀ କୂଳରେ ଠିଆ ହୋଇ ଆରାମରେ ପାଣି ପିଉଛି । ସେହି ସମୟରେ ପାଣି ଭିତରେ ଲୁଚି ରହିଥିବା ଏକ ବିଶାଳକାୟ କୁମ୍ଭୀର କିଛି କ୍ଷଣରେ ହରିଣଟି ଉପରେ ଆକ୍ରମଣ କରୁଛି । କୁମ୍ଭୀର ଏମିତି ଆକ୍ରମଣ କରିଛି ଯେ, ହରିଣ ନିଜକୁ ରକ୍ଷା କରିବାକୁ ଆଦୌ ସକ୍ଷମ ହୋଇ ପାରି ନାହିଁ । ହରିଣଟି ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଛି, ମାତ୍ର ସେ ଅସଫଳ ହେଉଛି । କୁମ୍ଭୀର ଆକ୍ରମଣରେ ହରିଣର ଜୀବନ ଚାଲିଯାଉଛି ।

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଜୁଲାଇ ୭କୁ ଅପେକ୍ଷା, ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହଠାତ୍‌ ହେବେ କୋଟିପତି, କିଣିବେ ଘର, ମିଳିବ ସବୁକିଛି..

ଖୁସି ଖବର; କମିଲା ସୁନା, ୨ ହଜାର ଟଙ୍କା କମିଲା ଦାମ୍‌!

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories