ଦେଖନ୍ତୁ ଭିଡିଓ ; ପାଣି ପିଇବା ବେଳେ ବେକ ଧରି ଘୋଷାଡି ନେଲା କୁମ୍ଭୀର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ତେବେ କୁମ୍ଭୀରକୁ ଏକ ଚାଲାକ୍‌ ଶିକାରୀ ବୋଲି କୁହାଯାଏ । ନିକଟରେ ଭାଇରାଲ୍‌ ହେଉଥିବା କୁମ୍ଭୀରର ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓଟି ଏକ କୁମ୍ଭୀର ଓ ହରିଣର । ଭିଡିଓ ଭାଇରାଲ୍‌ ହେବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ … Continue reading ଦେଖନ୍ତୁ ଭିଡିଓ ; ପାଣି ପିଇବା ବେଳେ ବେକ ଧରି ଘୋଷାଡି ନେଲା କୁମ୍ଭୀର