ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବାଘ-ମଣିଷ ଲଢେଇ, ଜିତିଲା କିଏ? ହଠାତ୍‌ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲା ବାଘ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଜୀବଜନ୍ତୁଙ୍କ ଅନେକ ଭିଡିଓ ଭୟଭୀତ କରିଥାଏ । ବାଘ ନାଁ ଶୁଣିଲେ ଭୟ ଲାଗିବା ସାଧାରଣ କଥା । କେବେ ବାଘ-ମଣିଷର ଲଢେଇ ଦେଖିଛନ୍ତି କି, ଆଜ୍ଞା ହଁ ଲକ୍ଷ୍ମୀପୁର ଖେରିରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭୟଭୀତ କରୁଛି । ଏଠାରେ ଧୌରାହରା ବନ ରେଞ୍ଜ ଅନ୍ତର୍ଗତ ବବୁରୀରେ ଏକ କଲରାପତରିଆ ବାଘ ହଠାତ୍‌ ଇଟାଭାଟିରେ କାମ କରୁଥିବା ଜଣେ ଶ୍ରମିକଙ୍କ ଆକ୍ରମଣ … Continue reading ଦେଖନ୍ତୁ ଭୟଙ୍କର ଦୃଶ୍ୟ ; ବାଘ-ମଣିଷ ଲଢେଇ, ଜିତିଲା କିଏ? ହଠାତ୍‌ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲା ବାଘ..