ମୋଟୋରୋଲା ଏଜ୍‌ ୬୦ ପ୍ରୋର ସେଲ୍‌ ଆରମ୍ଭ ; ୭ ହଜାର ଟଙ୍କା ରିହାତିରେ କିଣି ଆଣନ୍ତୁ, ଆହୁରି ବି ଅଛି ଅନ୍ୟ ଅଫର୍‌

ନୂଆଦିଲ୍ଲୀ : ମୋଟୋରୋଲା ଭାରତୀୟ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା ଜାରି ରଖିଛି । ଗତ କିଛି ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ଜବରଦସ୍ତ ଫିଚର ସହ ଭିନ୍ନ ଭିନ୍ନ ସେଗ୍‌ମେଣ୍ଟ ର ଫୋନ୍‌ ମଧ୍ୟ କମ୍ପାନୀ ପକ୍ଷରୁ ଲଞ୍ଚ କରାଯାଉଛି । ମୋଟୋରୋଲା ଏଜ୍‌ ସିରିଜ୍‌ ଅନ୍ତର୍ଗତ ବିଭିନ୍ନ ନୂଆ ସ୍ମାର୍ଟଫୋନ୍‌ ବଜାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମୋଟୋରୋଲା ଏଜ୍‌ ୬୦ ସିରିଜରେ ମୋଟୋ ୬୦ … Continue reading ମୋଟୋରୋଲା ଏଜ୍‌ ୬୦ ପ୍ରୋର ସେଲ୍‌ ଆରମ୍ଭ ; ୭ ହଜାର ଟଙ୍କା ରିହାତିରେ କିଣି ଆଣନ୍ତୁ, ଆହୁରି ବି ଅଛି ଅନ୍ୟ ଅଫର୍‌