www.samajalive.in
Friday, December 5, 2025
17.1 C
Bhubaneswar

ବଲାଙ୍ଗୀର

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ ଷ୍ଟେସନରେ ସ୍ଥାନୀୟ କାଉନ୍‌ସିଲର୍‌ ଥିବା ଜଣେ ଦାଦନ ଶ୍ରମିକ ସର୍ଦାର ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର କୁଇବାହାଲ ପଞ୍ଚାୟତର ସେମଲା ଗାଁରୁ ୨ ଶିଶୁ ସହ ୧୫ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଦାଦନ ଶ୍ରମିକମାନେ ଲାଠୋର, ପାଟଣାଗଡ଼...

ଓଡ଼ିଶାରେ ଓବିସି, ଛତିଶଗଡ଼ରେ ଆଦିବାସୀ

ବଲାଙ୍ଗିର : ଓଡ଼ିଶାରେ ସେମାନେ ଓବିସି(ପଛୁଆବର୍ଗ)। ସେମାନଙ୍କ ଗାଁରୁ ୫ କିଲୋମିଟର ଦୂର ଛତିଶଗଡ଼ ରାଜ୍ୟ ସୀମା । ରାଜ୍ୟ ସେପଟେ ଥିବା ସେମାନଙ୍କ ଜାତିର...

ପଥର ବନ୍ଧା ଅବସ୍ଥାରେ କୂଅରୁ ଯୁବକଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୋରମାଲ ଗାଁର ବିଲ ମଝିରେ ଥିବା ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ପଥର ବନ୍ଧା ଅବସ୍ଥାରେ ଜବତ ହୋଇଛି।...

ବାପାଙ୍କ ଉପରେ ଚଢିଗଲା ପୁଅର ବରଯାତ୍ରୀ ଗାଡି

ପାଟଣାଗଡ଼ : ବେଲପଡ଼ା ଥାନା ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ଅଘଟଣ। ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପାଙ୍କର ମୃତ୍ୟୁ ଘଟିଥିବା...

ଗୋଟିଏ ଜୁଇରେ ଜେଜେମା-ନାତି

ବଲାଙ୍ଗୀର : ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଏକାସଙ୍ଗେ ଜଳିଲା ଦୁଇ ଜଣଙ୍କ ଚିତା। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଦର...

ନଦୀରୁ ନରକଙ୍କାଳ ଉଦ୍ଧାର: ପୁଲିସର ତଦନ୍ତ ଆରମ୍ଭ

ବଲାଙ୍ଗିର: ବଲାଙ୍ଗିର ଜିଲା ସଦର ଥାନା କୁମିଆପାଲି ଗାଁ ସୁକତେଲ ନଦୀରୁ ପୁଲିସ ଏକ ନର କଙ୍କାଳ ଉଦ୍ଧାର କରିଛି । ଗ୍ରାମବାସୀଙ୍କ ପାଖରୁ ଖବର...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ ୫ଜଣ ଶିଶୁ ସମୁଦାୟ ୧୩ ଜଣଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ଶ୍ରମିକମାନଙ୍କୁ...