ସମ୍ବଲପୁର: କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବୁର୍ଲା ଭିସୁଟ୍କୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆଜିଠୁ ଏହି କଟକଣା ଲାଗୁ ହୋଇଥିବା ବେଳେ ମଙ୍ଗଳବାର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କରୋନା ପଜିଟିଭ ଚିହ୍ନଟ ପରେ ଭିସୁଟ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ବିଶୋଧନ କରିବା ପାଇଁ କ୍ୟାମ୍ପସ ବନ୍ଦ ରଖାଯାଇଛି।



