mission shakti banner

ବିଜେପିର ରୋଡ଼ ଶୋ

BSKY banner  750×100

ଫୁଲନଖରା: ନିଆଳି ବିଧାନସଭା ସଂରକ୍ଷିତ ଆସନ ପାଇଁ ବିଜେପି ପ୍ରାର୍ଥୀ ଛବି ମଲିକଙ୍କ ପକ୍ଷରୁ ମଙ୍ଗଳବାର ରୋଡ ଶୋ’ କରାଯାଇଥିଲା। ବାରଙ୍ଗ ବ୍ଲକ କୁରାଙ୍ଗଶାସନ ପଞ୍ଚାୟତ ଅନ୍ତର୍ଗତ ନଡ଼ିଆଗୁରୁଡ଼ି ଜଗନ୍ନାଥ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଏଥିରେ ନ୍ୟାୟବ୍ରତ ରାଉତ, ଇଂ. ରବିନାରାୟଣ ମହାପାତ୍ର, ବାରଙ୍ଗ ବ୍ଲକ ଉପାଧ୍ୟକ୍ଷା ସୁମିତ୍ରା ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ।

Comments are closed.