ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ, ବରଗଡରେ ସର୍ବାଧିକ ଓ ସୁନ୍ଦରଗଡରେ ସର୍ବନିମ୍ନ ଭୋଟିଂ
ଭୁବନେଶ୍ୱର: ଆଜି ରାଜ୍ୟରେ ୫ଟି ସଂସଦୀୟ କ୍ଷେତ୍ର ଓ ୩୫ବିଧାନସଭା ଆସନରେ ଭୋଟିଂ ହେଉଛି। ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ବରଗଡରେ ସର୍ବାଧିକ ୯.୩୧ ପ୍ରତିଶତ ଭୋଟ୍ ପଡିଛି। ଆସିକାରେ ୭.୬୨ ପ୍ରତିଶତ, ବଲାଙ୍ଗୀରରେ ୫.୭୬ ପ୍ରତିଶତ, କନ୍ଧମାଳରେ ୬.୭୯ପ୍ରତିଶତ, ଏବଂ ସୁନ୍ଦରଗଡରେ ୪.୮୯ ପ୍ରତିଶତ ମତଦାନ ହୋଇଛି।
Comments are closed.