ଭବାନୀପାଟଣା: ସ୍ଥାନୀୟ ବସୁନ୍ଧରା ଜୁଏଲର୍ସ ନାମକ ଗହଣା ଦୋକାନରେ ଆଜି ଜିଏସଟି ବିଭାଗର ଚଢାଉ ଚାଲିଛି। ସ୍ଥାନୀୟ ଜିଏସଟି କାର୍ଯ୍ୟାଳୟର ୮ ଜଣିଆ ଟିମ୍ ଦିନ ୧୧ ଟାରୁ ଚଢାଉ ଜାରି ରଖିଛନ୍ତି। ଗହଣା ଦୋକାନରେ କାଗଜପତ୍ର ଯାଞ୍ଚ ଚାଲିଛି। ସମ୍ପୃକ୍ତ ଗହଣା ବ୍ୟବସାୟୀ କେତେ ପରିମାଣରେ ଜିଏସଟି ଫାଙ୍କିଛନ୍ତି ସେନେଇ ଚଢାଉ ଶେଷରେ ଜଣାପଡ଼ିବ ବୋଲି ଚଢ଼ାଉରେ ସାମିଲ ଅଧିକାରୀ କହିଛନ୍ତି।
ଧନତେରସ୍ରେ ମହାସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ମିଳିବ ଧନ, ବଦଳିଯିବ ଜୀବନ..



