ଧନତେରସ୍‌ରେ ଝାଡୁ କିଣିବା ପରେ କ’ଣ କରିବେ..

ଅକ୍ଟୋବର ୨୯ରେ ପାଳନ କରାଯାଉଛି ଧନତେରସ୍‌ ପର୍ବ । ଧନତେରସ୍‌ରେ ସୁନା, ରୁପା, ପିତ୍ତଳ ଆଦି ବିଭିନ୍ନ ଧାତୁ କିଣିବା ସହ ଝାଡୁ କିଣିବାର ମଧ୍ୟ ପରମ୍ପରା ରହିଛି । ଧନତେରସ୍‌ରେ ଝାଡୁ କିଣିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ସମ୍ପନ୍ନତା ଆସିଥାଏ । ଧନର ଅଭାବ ଦୂର ହୋଇଥାଏ । ହସଖୁସିରେ ଘର ପୂରି ଉଠେ। ଧନତେରସ୍‌ରେ ଝାଡୁ କିଣିବା ପରେ ଏଥିରେ କଳା ସୂତା ବାନ୍ଧି ଦିଅନ୍ତୁ । ଝାଡୁକୁ ଶୁକ୍ର … Continue reading ଧନତେରସ୍‌ରେ ଝାଡୁ କିଣିବା ପରେ କ’ଣ କରିବେ..