www.samajalive.in
Saturday, December 6, 2025
23.1 C
Bhubaneswar

ଧନତେରସ୍‌ରେ ଝାଡୁ କିଣିବା ପରେ କ’ଣ କରିବେ..

ଅକ୍ଟୋବର ୨୯ରେ ପାଳନ କରାଯାଉଛି ଧନତେରସ୍‌ ପର୍ବ । ଧନତେରସ୍‌ରେ ସୁନା, ରୁପା, ପିତ୍ତଳ ଆଦି ବିଭିନ୍ନ ଧାତୁ କିଣିବା ସହ ଝାଡୁ କିଣିବାର ମଧ୍ୟ ପରମ୍ପରା ରହିଛି । ଧନତେରସ୍‌ରେ ଝାଡୁ କିଣିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ସମ୍ପନ୍ନତା ଆସିଥାଏ । ଧନର ଅଭାବ ଦୂର ହୋଇଥାଏ । ହସଖୁସିରେ ଘର ପୂରି ଉଠେ।

ଧନତେରସ୍‌ରେ ଝାଡୁ କିଣିବା ପରେ ଏଥିରେ କଳା ସୂତା ବାନ୍ଧି ଦିଅନ୍ତୁ ।
ଝାଡୁକୁ ଶୁକ୍ର ଓ କଳା ସୂତାକୁ ଶନିଙ୍କ ପ୍ରତୀକ ବୋଲି କୁହାଯାଏ । ତେଣୁ ଏପରି କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଘରେ ହସଖୁସିର ବାତାବରଣ ରହିଥାଏ । ସମସ୍ୟା ଦୂର ହୋଇଥାଏ ।

ଧନତେରସ୍‌ରେ ମହାସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ବଦଳିଯିବ ଜୀବନ..

- Advertisement -

ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିବା ସହ ବର୍ଷଯାକ ସଦସ୍ୟଙ୍କ ଉନ୍ନତି ହୋଇଥାଏ ।
ଏହି ଦିନ ଧନତେରସ୍‌ରେ ପୁରୁଣା ଝାଡୁକୁ ବାହାରେ ପକାନ୍ତୁ ନାହିଁ । ଏହାଦ୍ୱାରା ଧନ କ୍ଷୟ ହୋଇଥାଏ । ଶନିବାର ଦିନ ଝାଡୁ ପକାଇ ପାରିବେ।

ଜାଣନ୍ତୁ; ଧନତେରସ୍‌ରେ କାହିଁକି କିଣିବେ ଲୁଣ..

ଝାଡୁରେ ଅଇଁଠା ଆଦୌ ସଫା କରନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି । ଦରିଦ୍ରତା ଆସିଥାଏ ।

ଏହି ଦିନ ଝାଡୁ ମଧ୍ୟାହ୍ନ ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ କିଣିବେ । ରାତିରେ ଝାଡୁ କିଣିବା ଅଶୁଭ ବୋଲି କୁହାଯାଏ । ୨ଟି ଝାଡୁ ନିଶ୍ଚୟ କିଣନ୍ତୁ । ଗୋଟିଏ ଘରେ ରଖି ଅନ୍ୟଟି ମନ୍ଦିରକୁ ଦାନ କରି ପାରିବେ ।

ଧନତେରସ୍‌ରେ ଫୁଲ୍‌ଝାଡୁ କିଣନ୍ତୁ । ମାତ୍ର ପ୍ଲାଷ୍ଟିକ୍‌ ଝାଡୁ କିଣନ୍ତୁ ନାହିଁ ।
ଝାଡୁକୁ କଦାପି ଠିଆ କରି ରଖନ୍ତୁ ନାହିଁ ।

ମୋମୋ ଖାଇ ମହିଳା ମୃତ; ୨ଶିଶୁ ସମେତ ୫୦ ଚିିକିତ୍ସାଧୀନ, ୨ ଗିରଫ, ଭୟଭୀତ କରିବ ଘଟଣା..

ଦେଖନ୍ତୁ ଭିଡିଓ; ଗୋଟିଏ ନୁହେଁ ଥରକେ ୩ଟି ସାପକୁ ପାଟିରୁ ବାହାର କଲା ଅହିରାଜ..

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories