www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ; ଗୋଟିଏ ନୁହେଁ ଥରକେ ୩ଟି ସାପକୁ ପାଟିରୁ ବାହାର କଲା ଅହିରାଜ..

ନୂଆଦିଲ୍ଲୀ : ସାପକୁ ଦେଖିବା ପରେ ଏଭଳିକି ସାପ ନାମ ଶୁଣିବା ମାତ୍ରେ ଭୟଭୀତ ହେବା ସାଧାରଣ କଥା । ସାପଙ୍କ ମଧ୍ୟରେ ଅହିରାଜ ଆକାରରେ ବିରାଟକାୟ,ଭୟଙ୍କର ଦେଖାଯାଉଥିବା ବେଳେ ଭୋକ ସମୟରେ ଏମାନେ ଅନ୍ୟ ସାପକୁ ମଧ୍ୟ ଖାଇ ଦେଇ ଥାଆନ୍ତି । ଅନ୍ୟ ଛୋଟ ଛୋଟ ସାପକୁ ଆକ୍ରମଣ କରି ଥାଆନ୍ତି । ନିକଟରେ ଏହାର ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କୁ ଭୟଭୀତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି ।


ଭିଡିଓରେ ଦେଖିପାରିବେ, ରାସ୍ତା ମଝିରେ ଏକ ଅହିରାଜ ସାପ ପୂର୍ବରୁ ଗିଳି ଥିବା ୩ଟି ସାପକୁ ଗୋଟିଏ ଗୋଟିଏ କରି ପାଟିରୁ ବାହାର କରୁଥିବା ନଜର ଆସୁଛି । ଏହି ଭୟଙ୍କର ଦୃଶ୍ୟକୁ ଦେଖି ସେଠାରେ ଥିବା ଲୋକେ କାବା ହୋଇ ଯାଇଥିବା ଦେଖି ପାରିବେ । ଅହିରାଜ ସାପଟି ଆକାରରେ ବିରାଟକାୟ ହୋଇଥିବା ଦେଖାଯାଉଛି । ଲକ୍ଷ ଲକ୍ଷ ଲୋକେ ଏହି ଭିଡିଓଟିକୁ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ମୋମୋ ଖାଇ ମହିଳା ମୃତ; ୨ଶିଶୁ ସମେତ ୫୦ ଚିିକିତ୍ସାଧୀନ, ୨ ଗିରଫ, ଭୟଭୀତ କରିବ ଘଟଣା..

- Advertisement -

ଧନତେରସ୍‌ରେ ମହାସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ବଦଳିଯିବ ଜୀବନ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories