www.samajalive.in
Sunday, December 14, 2025
16.1 C
Bhubaneswar

ଜାଣନ୍ତୁ; ଧନତେରସ୍‌ରେ କାହିଁକି କିଣିବେ ଲୁଣ..

ଚଳିତ ବର୍ଷ ୨୯ ଅକ୍ଟୋବର କାର୍ତ୍ତିକ ମାସ ତ୍ରୟୋଦଶୀ ଦିନ ଧନତେରସ୍‌ର ପର୍ବ ପାଳନ କରାଯାଉଛି । ଧନତେରସ୍‌ରେ ଜିନିଷ କିଣିବାର ଅନେକ ମହତ୍ତ୍ୱ ରହିଛି । ଜାଣନ୍ତୁ କିଛି ବିଶେଷ ଉପାୟ ବିଷୟରେ..

ଏହି ଦିନ ଧନର ଦେବୀ ମା’ଲକ୍ଷ୍ମୀ, କୁବେର, ଭଗବାନ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା କରାଯାଏ ।

- Advertisement -

ଏହି ଦିନ ବିଭିନ୍ନ ଜିନିଷ କିଣିବାର ବିଧି ରହିଛି । ମାତ୍ର ଏପରି ଏକ ଜିନିଷ ବିଷୟରେ ଜାଣନ୍ତୁ, ଯାହାକୁ କିଣିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ପ୍ରବେଶ କରିବା ସହ ଅତ୍ୟନ୍ତ ଶୁଭଙ୍କର ହୋଇଥାଏ ।

ଧନତେରସ୍‌ରେ ମହାସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ବଦଳିଯିବ ଜୀବନ..

ଏହି ଦିନ ଲୁଣ ନିଶ୍ଚୟ କିଣନ୍ତୁ । ଲୁଣ କିଣିବା ଖୁବ୍‌ ଶୁଭଙ୍କର । ଲୁଣ କିଣିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । କୁବେର ଦେବତାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଏହି ଦିନ ଲୁଣ କିଣି ଆଣନ୍ତୁ ଓ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏହାଦ୍ୱାରା ବର୍ଷଯାକ ଧନର ଅଭାବ ଦୂର ହୋଇଥାଏ । ଧନ ବୃଦ୍ଧି ହୋଇଥାଏ ।

ମାତ୍ର ଏହି ଦିନ କାହାକୁ ମଧ୍ୟ ଲୁଣ ଦିଅନ୍ତୁ ନାହିଁ । ନଚେତ୍‌ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ।

ଲୁଣ କିଣି ଆଣିବା ଦ୍ୱାରା ବର୍ଷଯାକ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । ଏହା ବ୍ୟତୀତ ଏକ ଲାଲ କପଡାରେ ଲୁଣ ରଖି ଘରର ଏପରି ସ୍ଥାନରେ ରଖନ୍ତୁ ଯେପରି କାହା ନଜର ପଡୁନଥିବ । ଏହାଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ।

ମୋମୋ ଖାଇ ମହିଳା ମୃତ; ୨ଶିଶୁ ସମେତ ୫୦ ଚିିକିତ୍ସାଧୀନ, ୨ ଗିରଫ, ଭୟଭୀତ କରିବ ଘଟଣା..

ଦେଖନ୍ତୁ ଭିଡିଓ; ଗୋଟିଏ ନୁହେଁ ଥରକେ ୩ଟି ସାପକୁ ପାଟିରୁ ବାହାର କଲା ଅହିରାଜ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories