www.samajalive.in
Saturday, December 6, 2025
17.1 C
Bhubaneswar

ମିନିଟ୍ରକ ଧକ୍କାରେ ଜଣେ ମୃତ

ଭବାନୀପାଟଣା: ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା ଫାଣ୍ଡି ସାମ୍ନାରେ ବିଳମ୍ୱିତ ସନ୍ଧ୍ୟାରେ ଏକ ମିନି ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ କନକପୁର ଗାଁର ମୁକୁନ୍ଦ ମାଝି (୪୦) ବୋଲି ଜଣାପଡିଛି। ମୃତକ ଏକ ବାଇକରେ ଯିବାବେଳେ ମିନି ଟ୍ରକ ପଛ ପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଦୁର୍ଘଟଣା ଘଟାଇଥିବା ମିନିଟ୍ରକରେ ଧାନ ବୋଝେଇ ହେଇଥିବା ଦେଖାଯାଇଛି। ମିନି ଟ୍ରକଟି ଧାନ ମିଲକୁ ଯାଉଥିବା ଚର୍ଚ୍ଚା ହେଉଛି। ମୃତକ ଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପରିବାର ଲୋକେ ଘଟଣାସ୍ଥଳରେ ରାସ୍ତା ରୋକ କରିଥିଲେ। ଜୟପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଜାଣନ୍ତୁ ଟପ୍‌ ୧୦ ତାଲିକା; ଦୁନିଆରେ ସବୁଠାରୁ ଅଧିକ ବିକ୍ରି ହୋଇଛି ଏହି ସ୍ମାର୍ଟଫୋନ୍‌..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories