www.samajalive.in
Sunday, December 14, 2025
26.1 C
Bhubaneswar

ଖୁବ୍‍ଶୀଘ୍ର ନବୀନଙ୍କ ଜିଲା ଗସ୍ତ

ଭୁବନେଶ୍ବର : ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଜିଲା ଗସ୍ତକୁ ନେଇ ଚର୍ଚ୍ଚା ଲାଗି ରହିଛି। ମାତ୍ର ଖୁବ୍‍ଶୀଘ୍ର ଜିଲା ଗସ୍ତ ନେଇ ତାରିଖ ଚୂଡ଼ାନ୍ତ ହେବ ବୋଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ଶ୍ରୀ ମୁଦୁଲି କହିଛନ୍ତି ଯେ, ନବୀନଙ୍କ ଜିଲା ଗସ୍ତ ନେଇ ତାରିଖ ଚୂଡ଼ାନ୍ତ ହୋଇନାହିଁ। ଦଳର ସଭାପତି ଖୁବ୍‍ଶୀଘ୍ର ନିଷ୍ପତ୍ତି ନେବେ। ଏହାକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ। ବିଜେଡି ଏବେବି ସଙ୍ଗଠିତ ଅଛି। ଆମ୍ବ ଟାକୁଆ ପ୍ରସଙ୍ଗରେ ଦେଶ ସହ ବିଦେଶରେ ଓଡ଼ିଶାର ଛବି ମଳିନ ହୋଇଛି। ବିଜେପି ଶାସନରେ ମନ୍ତ୍ରୀ ଶସ୍ତା ଟିପ୍ପଣୀ ଦେଉଥିବାବେଳେ ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟର ଛବି ଖରାପ ହେଉଛି ବୋଲି ସେ କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories