www.samajalive.in
Saturday, December 6, 2025
23.1 C
Bhubaneswar

ଶରୀର ପାଇଁ ଲାଭଦାୟକ ଡାର୍କ ଚକୋଲେଟ

ଚକୋଲେଟ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ। ଏହା ଅନେକ ଲୋକଙ୍କର ମାନସିକ ଭାବ ପରିବର୍ତ୍ତନ କରିଥାଏ। କିନ୍ତୁ ଡାର୍କ ଚକୋଲେଟ ଖାଇବା ଦ୍ବାରା ଆପଣ ସ୍କାର୍ଟ ରହିବା ସହ ସୁସ୍ଥ ରହିପାରିବେ। ସ୍ବାସ୍ଥ୍ୟ ପାଇଁ ଡାର୍କ ଚକୋଲେଟ ଅତ୍ୟନ୍ତ ଲାଭଦାୟକ ଅଟେ। ଏହା ଶରୀରକୁ ସୁସ୍ଥ ରଖିବା ସହ ଅନେକ ସମସ୍ୟା ଦୂର କରିଥାଏ।

ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ :

- Advertisement -

ଡାର୍କ ଚକୋଲେଟରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହା ଆପଣଙ୍କ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ଡାର୍କ ଚକୋଲେଟରେ କେଫିନ୍ ସଠିକ ପରିମାଣରେ ରହିଥାଏ। ଏହା ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।ମୁହଁ ପାଇଁ ଲାଭ ଦାୟକ :

ଡାର୍କ ଚକୋଲେଟ ଖାଇବା ଦ୍ବାରା ମୁହଁରେ ସୂର୍ଯ୍ୟଙ୍କ ହାନିକାରକ କିରଣର କୁପ୍ରଭାବ ପଡିପାରେ ନାହିଁ। ଏହା ଖାଇବା ଦ୍ବାରା  ଶରୀର ସୁସ୍ଥ ରହିବା ସହ ସୌନ୍ଦର୍ଯ୍ୟ ମଧ୍ୟ ବଢିଥାଏ।

କୋଲେଷ୍ଟ୍ରୋଲର ମାତ୍ରା କମ ହୋଇଥାଏ :

ଅଧ୍ୟୟନରୁ ଜଣାପଡିଛି ଯେ, ଡାର୍କ ଚକୋଲେଟ ସେବନ କରିବା ଦ୍ବାରା ଶରୀରରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା କମ ହୋଇଥାଏ। ଭଲ କୋଲେଷ୍ଟ୍ରୋଲର ମାତ୍ରା ବୃଦ୍ଧି ପାଇଥାଏ। ଡାର୍କ ଚକୋଲେଟ ଖାଇବା ଦ୍ବାରା ହୃଦୟ ସୁସ୍ଥ ରହିଥାଏ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories