www.samajalive.in
Wednesday, December 10, 2025
16.1 C
Bhubaneswar

୬୩ଟି ପଥର ଖାଦାନରେ ୧୬୩ ଧାରା ଲାଗୁ

ବାଲେଶ୍ଵର: ବାଲେଶ୍ଵର ଜିଲା ସୋର ଅଞ୍ଚଳରେ ଥିବା ଖଞ୍ଜାମାହଳର ପଥର ଖାଦାନରେ ଜିଲାପ୍ରଶାସନ ତରଫରୁ ୧୬୩ ଧାରା ଲାଗୁ କରାଯାଇଛି । ବିଭିନ୍ନ ସମୟରେ ପଥରଖାଦାନରୁ ପଥର ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହେଉଥିଲା। ଖଞ୍ଜାମାହଳର ୬୩ଟି ପଥର ଖାଦାନରେ ଆଜି ସନ୍ଧ୍ୟା ପରଠାରୁ ୧୬୩ ଧାରା ଲାଗୁ କରାଯାଇଛି।

ଜିଲା ପ୍ରଶାସନ ତରଫରୁ ୬୩ଟି ପଥର ଖାଦାନରେ ଥିବା ଅସ୍ଥାୟୀ ଆଉଟ୍‌ ପୋଷ୍ଟ ଗୁଡିକରେ ୨୪ ଘଣ୍ଟିଆ ପୁଲିସ ନିୟୋଜିତ ହେବା ସହ ସମ୍ପୃକ୍ତ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି । ଖାଦାନରୁ ପଥର ଚୋରା ଚାଲାଣ ରୋକିବା ପାଇଁ ବାଲେଶ୍ଵର ଜିଲାପାଳଙ୍କ ତରଫରୁ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories