ଯାଜପୁରରୁ ଜାକର୍ତ୍ତା: ଦୂତିଙ୍କ ସଂଘର୍ଷର କାହାଣୀ

ପିଲାବେଳେ ବ୍ରାହ୍ମଣୀ ନଦୀ ତଟରେ ଦୌଡ଼ୁଥିବା ବେଳେ ସାଙ୍ଗମାନେ କହୁଥିଲେ କାହିଁକି ଏ ନଈବାଲିଲେ ଦୌଡ଼ୁଛୁ? ଖେଳିବାର ଅଛି ତ କ୍ରିକେଟ ଖେଳ। ଦୌଡ଼ିଲେ କଣ ପାଇବୁ? ସାଙ୍ଗମାନଙ୍କ ଏ କଥାକୁ ମନେମନେ କିଛି ଦିନ ଭାବିଥିଲି।…
Read More...

ଫିଫା ପୁରସ୍କାର: ସଂକ୍ଷିପ୍ତ ତାଲିକାରେ ରୋନାଲଡୋ, ସାଲାହ୍‍ ଓ ମୋଡ୍ରିକ

ଲଣ୍ଡନ : ଚଳିତବର୍ଷର ଶ୍ରେଷ୍ଠ ଫୁଟବଲ ଖେଳାଳିଭାବେ ଫିଫା ପୁରସ୍କାର ପାଇଁ ତିନିଜଣ ଖେଳାଳିଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି। ଏମାନେ ହେଲେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ, ଇଜିପ୍ଟର ମହମ୍ମଦ ସଲାହ୍‍ ଓ…
Read More...

ବିଶ୍ୱକପ ସୁଟିଂ: ଅଞ୍ଜୁମ ଓ ଅପୂର୍ବୀଙ୍କୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ : ଦୁଇ ଭାରତୀୟ ମହିଳା ସୁଟର ଅଞ୍ଜୁମ ମୋଦଗିଲ ଓ ଅପୂର୍ବୀ ଚାନ୍ଦିଲା ୨୦୨୦ ଟୋକିଓ ଅଲିମ୍ପିକ୍‍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିଛନ୍ତି। ଦକ୍ଷିଣ କୋରିଆର ଚାଙ୍ଗ୍‍ୱନ୍‍ଠାରେ ଚାଲିଥିବା ଆଇଏସଏସଏଫ୍‍ ବିଶ୍ୱକପ…
Read More...

ଖୁବ୍‍ଶୀଘ୍ର କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ବେଙ୍ଗାଲୁର : କର୍ଣ୍ଣାଟକର ଏଚ.ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ସୂଚନା ମିଳିଛି। ସମ୍ପ୍ରସାରଣରେ ୭ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ ଓ…
Read More...

କ୍ୱାର୍ଟରରେ ନାଦାଲ ଓ ପ୍ଲିସ୍କୋଭା

ନ୍ୟୁୟର୍କ : ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ଦିନରେ ଖେଳାଯାଇଥିବା ସିଙ୍ଗଲ୍‍ସ ଇଭେଣ୍ଟରେ ରାଫେଲ ନାଦାଲ, ଜୁଆନ ମାର୍ଟିନ ଡେଲ ପୋଟ୍ରୋ, ସ୍ଲୋଏନ ଷ୍ଟିଫେନ୍‍ସ ଓ କ୍ୟାରୋଲିନା ପ୍ଲିସ୍କୋଭାଙ୍କ…
Read More...

ମଙ୍ଗଳବାର ପାକିସ୍ତାନ ରାଷ୍ଟ୍ରପତି ନିର୍ବାଚନ

ଇସଲାମାବାଦ : ପାକିସ୍ତାନ ରାଷ୍ଟ୍ରପତି ମାମନୁନ ହୁସେନ୍‍ଙ୍କ ୫ ବର୍ଷୀୟା କାର୍ଯ୍ୟକାଳ ସେପ୍ଟେମ୍ବର ୮ରେ ଶେଷ ହେବାକୁ ଯାଉଛି। ମାମନୁନ୍‍ ପୁନଃ ରାଷ୍ଟ୍ରପତି ଦାୟିତ୍ୱ ବହନ କରିବାକୁ ଯାଗ୍ୟ ଥିଲେ। ମାତ୍ର ସେଥିନେଇ ସେ…
Read More...

୧୧ କେଭି ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କଲମପୁର : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବଡକୁଟୁ ଛକ ରାମନଗର ଠାରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁସାରେ ବଡକୁଟୃ ଛକ…
Read More...

୧୪ରେ ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ

ସମ୍ବଲପୁର :ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ ହୋଯାଇଛି। ଆସନ୍ତା ୧୪ତାରିଖ ପୂର୍ବାହ୍ନ ୮ଟା ୧୦ ମିନିଟରୁ ୮ଟା ୪୦ ମଧ୍ୟରେ ମାଁ ସମଲେଇଙ୍କ ଠାରେ ନବାହ୍ନ ଲାଗି ହେବ। ଏଣୁ ସମ୍ବଲପୁର ସହର…
Read More...

ନାବାଳିକା ନିଖୋଜ ନେଇ ଥାନାରେ ଏତଲା

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କେଶରିଗୁଡା ପଞ୍ଚାୟତ ବେସରଗୁଡା ଗାଁର ଜଣେ ନାବାଳିକା ନିଖୋଜ ଥିବା ଥାନାରେ ଅଭିଯୋଗ ହୋଇଛି। ଶନିବାର ଏ ନେଇ ନିଖୋଜ ନାବାଳିକାଙ୍କ ଦାଦା ମୋହନା ଚାଇଲ୍ଡ ଲାଇନ ସହାୟତାରେ…
Read More...

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ଘଟଣା

ପିପିଲି : ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସ୍ୱାଇଁ (୫୦)ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ମାଡ ମରାଯିବା ଘଟଣାକୁ ନେଇ ପିପିଲି ବ୍ଲକ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ…
Read More...

ହିନ୍ଦୁ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର: ୫ ଗିରଫ

ନୂଆଦିଲ୍ଲୀ : ହିନ୍ଦୁ ସଂଗଠନର ନେତାମାନଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୪ ଜଣ ରବିବାର ଚେନ୍ନଇରୁ କୋଏମ୍ବାଟୁରରେ ପହଞ୍ଚିବା ପରେ ପୁଲିସର ସ୍ୱତନ୍ତ୍ର…
Read More...

ବଳାତ୍କାର ଅଭିଯୋଗରେ ନୌସେନା ଅଧିକାରୀ ଗିରଫ

କୋଟ୍ଟାୟାମ : ଆଠଥର ‘ମିଷ୍ଟର ଇଣ୍ଡିଆ’ ଘୋଷିତ ୩୮ ବର୍ଷ ବୟସ୍କ ନୌସେନା ଅଧିକାରୀ ମୁରଲୀ କୁମାରଙ୍କୁ ବଳାତ୍କାର ଅଭିଯୋଗରେ ପୁଲିସ ଗିରଫ କରିଛି। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମୁରଲୀ ତାଙ୍କ ଝିଅକୁ ବଳାତ୍କାର…
Read More...

କଂଗ୍ରେସର ନୂଆ ରଣନୀତି : ସାମାଜିକ ଗଣମାଧ୍ୟମ ଲୋକପ୍ରିୟତା ଆଧାରରେ ଟିକଟ୍‍

ନୂଆଦିଲ୍ଲୀ : ସମ୍ପ୍ରତି ସରକାର ଗଠନ ଦୃଷ୍ଟିରୁ ମାତ୍ର ୪ଟି ରାଜ୍ୟରେ ସୀମିତ ରହିଥିବା ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଏବେ ଦେଶରେ ‘ମୋଦୀ ମନ୍ତ୍ର’କୁ ଦୁର୍ବଳ କରି ନିଜର ଲୋକପ୍ରିୟତା ଏବଂ ସମର୍ଥନ ପୁନଃ ସୁଦୃଢ…
Read More...

ରୋହିଙ୍ଗ୍ୟା ହତ୍ୟାର ତଥ୍ୟ ସଂଗ୍ରହ କରୁଥିବା ୨ ସାମ୍ବାଦିକଙ୍କୁ ୭ ବର୍ଷ ଜେଲ

ନୂଆଦିଲ୍ଲୀ : କ୍ଷମତା ନିକଟରେ ଗଣତନ୍ତ୍ର ପୁନଃ ବନ୍ଧା ପଡ଼ିଛି। ରୋହିଙ୍ଗ୍ୟା ମୁସଲମାନଙ୍କୁ ଗଣହତ୍ୟା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରୁଥିବା ପ୍ରମୁଖ ଗଣମାଧ୍ୟମ ‘ରଏଟର’ର ୨ ଜଣ ସାମ୍ବାଦିକଙ୍କୁ ମ୍ୟାଁମାର୍‍ର ଏକ କୋର୍ଟ ୭…
Read More...

ଶିବରାଜ ଚୌହାନଙ୍କ ବସ ଉପରକୁ ଟେକା ମାଡ଼

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କର ଏକ ବସ୍‍ ଉପରକୁ ରବିବାର ଟେକାମାଡ଼ ହୋଇଛି। ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଶିବରାଜ ‘ଜନ ଆଶୀର୍ବାଦ ଅଭିଯାନ’ରେ ବାହାରି ରବିବାର ସିଧି ଜିଲାର…
Read More...

କର୍ଣ୍ଣାଟକ ପୌର ନିର୍ବାଚନ: କଂଗ୍ରେସ ଉଡ଼ାଇଲା ବିଜୟ ବୈଜୟନ୍ତୀ

ନୂଆଦିଲ୍ଲୀ : ଚଳିତବର୍ଷ ଶେଷ ଆଡକୁ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ଧ୍ୱନୀ ଶୁଣିବାକୁ ମିଳିଛି। ଏଠାରେ ଅନୁଷ୍ଠିତ ପୌର ନିର୍ବାଚନରେ ଦଳ ୯୮୨ଟି ୱାର୍ଡରେ ବିଜୟ…
Read More...

ଚୀନର ଋଣ ଜାଲରେ ପାକିସ୍ତାନ ସମେତ ୮ ଦେଶ

ନ୍ୟୁୟର୍କ : ଦକ୍ଷିଣ ଏସିଆରେ ନିଜର କୂଟନୈତିକ ପ୍ରଭୁତ୍ୱ ବିସ୍ତାର ପାଇଁ ଚୀନ ଏବେ ଋଣ ଜାଲ ବିଛାଇଛି। ଏହି ଜାଲରେ ପାକିସ୍ତାନ ସମେତ ୮ଟି ଦେଶ ପଡ଼ିଛନ୍ତି। ଏହି ଦେଶଗୁଡ଼ିକ ଉପରେ ଚୀନର ୨୦%ରୁ ଅଧିକ ଋଣ ରହିଛି। ଏହି…
Read More...

ସିଡନିରୁ ଲଣ୍ଡନ ଯାତ୍ରା କରିବ ବିଶ୍ୱର ସବୁଠୁ ଦୂରଗାମୀ ଅବିରାମ ବିମାନ

ଦୋହା : ସିଡନିରୁ ଲଣ୍ଡନ ପର୍ଯ୍ୟନ୍ତ ଅବିରାମ ବିମାନ ଯାତ୍ରା ପରିକଳ୍ପନା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ଏହି ଉଡ଼ାଣ ପାଇଁ ବିଶ୍ୱର ଅଗ୍ରଣୀ ଉଡ଼ାଜାହାଜ ନିର୍ମାଣକାରୀ କମ୍ପାନୀଙ୍କ ସହ ଅଷ୍ଟ୍ରେଲିଆର କ୍ୱାଣ୍ଟାସ୍‍…
Read More...

କର୍ଣ୍ଣାଟକ: କଂଗ୍ରେସର ବିଜୟ ଶୋଭାଯାତ୍ରା ଉପରେ ଏସିଡ୍‍ ଆକ୍ରମଣ, ୧୦ ଆହତ

ବେଙ୍ଗାଲୁର : କର୍ଣ୍ଣାଟକ ପୌର ନିର୍ବାଚନକୁ ନେଇ ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ତୁମକୁର ନଗର ନିଗମ ନିର୍ବାଚନରେ ଜିତିବା ପରେ କଂଗ୍ରେସ ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା…
Read More...

ଉତ୍ତରକାଶୀରେ ଖାଇକୁ ଖସିଲା ଟେମ୍ପୋ, ୧୩ ମୃତ

ଡେରାଡୁନ୍‌ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ୧୦୦ ମିଟର ଗଭୀର ଖାଇକୁ ଏକ ଟେମ୍ପୋ ଖସିପଡ଼ି ଅନୁ୍ୟନ୍‌ ୧୩ ଜଣଙ୍କ ମୃତୁ୍ୟ ଘଟିଛି ଓ ୨ ଜଣ ଆହତ ହୋଇଛନ୍ତି । ୨୨ ସିଟ୍‌ର ଟେମ୍ପୋ ଟ୍ରାଭେଲରଟି ଗଙ୍ଗୋତ୍ରିରୁ ଫେରୁଥିଲେ ।…
Read More...

ନଦୀରେ ବୁଡ଼ି ମଲା ଚାଷୀ, ଭିଡ଼ିଓ ଉତ୍ତୋଳନ କରୁଥିଲେ ଗ୍ରାମବାସୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଝାନ୍ସୀ ଜିଲା ଫତେପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଏଠାକାର ଏକ ନଦୀର ବନ୍ୟା ଜଳରେ ବୁଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ହେଲେ ପରିତାପର ବିଷୟ ଯେ ସେଠାକାରେ ଉପସ୍ଥିତ…
Read More...

ତେଲେଙ୍ଗାନାରେ ଆଗୁଆ ନିର୍ବାଚନ ସମ୍ଭାବନା ଟଳିଲା

ହାଇଦରାବାଦ : ତେଲେଙ୍ଗାନାରେ ଆଗୁଆ ବିଧାନସଭା ନିର୍ବାଚନ ଲାଗି କ୍ଷେତ୍ର ପ୍ରସ୍ତୁତି ନିମନ୍ତେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ବିଧାନସଭା ଭାଙ୍ଗ କରିବା ନେଇ ରାଜନୈତିକ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ…
Read More...

ଗଙ୍ଗାରେ ଅଳକାନନ୍ଦ ବୋର୍ଟରେ ଜଳତୀର୍ଥର ଶୁଭାରମ୍ଭ

ଲକ୍ଷ୍ନୌ : ଏଣିକି ପର୍ଯ୍ୟଟକମାନେ ପବିତ୍ର ଗଙ୍ଗା ନଦୀରେ ‘ଜଳତୀର୍ଥ’ର ସୁଯୋଗ ଲାଭ କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରାଣାସୀଠାରେ ରବିବାର ଏଥିନିମନ୍ତେ ‘ଅଳକାନନ୍ଦ’ ନାମକ ଏକ ପଞ୍ଚତାରକା…
Read More...

ଉତ୍ତରପ୍ରଦେଶ, ବିହାରରେ ମେଣ୍ଟ ପାଇଁ କଂଗ୍ରେସର ଭିତିରିଆ ଉଦ୍ୟମ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମ୍ପ୍ରତି ପିବିତ୍ର ଶୈବପୀଠ କୌଳାଶ ମାନସରୋବର ଯାତ୍ରାରେ ଥିବା ବେଳେ ଦଳୀୟ ସହଯୋଗୀମାନେ ବିଜେପି ବିରୋଧରେ ମହାମେଣ୍ଟ ମଜବୁତ କରିବାର ପ୍ରକ୍ରିୟା ଜାରି ରଖିଛନ୍ତି।…
Read More...

ଉପରାଷ୍ଟ୍ରପତିଙ୍କ ପୁସ୍ତକ ଉନ୍ମୋଚନ କଲେ ମୋଦୀ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭାବେ ଭେଙ୍କିଆ ନାଇଡୁଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକକୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି। ‘ମୁଭିଂ...ଅନ୍‍ ମୁଭିଂ ଫର୍‍ୱାର୍ଡ: ଏ ଇଅର ଇନ୍‍ ଅଫିସ’ ଶୀର୍ଷକ…
Read More...

ବେଗୁସରାଇରୁ ନିର୍ବାଚନ ଲଢିବେ କହ୍ନେୟା

ପାଟନା : ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ) ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ବାମପନ୍ଥୀ ନେତା କହ୍ନେୟା କୁମାର ୨୦୧୯ ଲୋକସଭା ନିର୍ବାଚନରେ ବେଗୁସରାଇରୁ ସିପିଆଇ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ।…
Read More...

ୟୁପିରେ ମହାମେଣ୍ଟ ସହ ମିଶି ନିର୍ବାଚନ ଲଢିବ ଆରଏଲ୍‍ଡି!

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଉତ୍ତରପ୍ରଦେଶରେ ମହାମେଣ୍ଟ ଗଠନ ନେଇ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ନେତା ଜୟନ୍ତ ଚୌଧୁରୀ ସଂକେତ ଦେଇଛନ୍ତି। ସେ କହିଛନ୍ତି ଯେ…
Read More...

୧୨ରୁ ୧୩ ବର୍ଷ ମଧ୍ୟରେ ସମୁଦ୍ରରେ ବୁଡ଼ିଯିବ ବ୍ୟାଙ୍କକ୍‍!

ବ୍ୟାଙ୍କକ୍‍ : ଜୟବାୟୁ ପରିବର୍ତ୍ତନର କୁପ୍ରଭାବ ଧୀରେ ଧୀରେ ବିଶ୍ୱକୁ ଗ୍ରାସିବାରେ ଲାଗିଛି। ଏବେ ଜୟବାୟୁ ପରିବର୍ତ୍ତନ ଏକ ଜଣାଶୁଣା ଶବ୍ଦରେ ପରିଣତ ହୋଇଛି। ବିଶ୍ୱ ଏଥିରେ ପୀଡ଼ିତ ପରିଲକ୍ଷିତ ହେଉଛି। ଜଳବାୟୁ…
Read More...

ବିଜେପି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଣବ, ସ୍ମାର୍ଟ ପ୍ରକଳ୍ପର କଲେ ଉଦ୍‍ଘାଟନ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆରଏସ୍‍ଏସ୍‍ ପରେ ଏବେ ବିଜେପିର ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହା କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀଙ୍କ ସହ…
Read More...

ଉତ୍ତରପ୍ରଦେଶରେ ଝଡ଼ ବର୍ଷା: ୧୬ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟା ଧରି ଲାଗି ରହିଥିବା ଝଡବର୍ଷାରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୨ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶନିବାର ଅପରାହ୍ଣରୁ ଝଡ଼ ବର୍ଷା ଲାଗି ରହିଛି। ଶାହଜାହାଁପୁରରେ…
Read More...

କେରଳର ୫ କ୍ରିକେଟର ନିଲମ୍ବିତ

ତିରୁଅନନ୍ତପୁରମ : କେରଳ କ୍ରିକେଟ ଆସୋସିଏସନ (କେସିଏ) ପକ୍ଷରୁ ଶନିବାର ରାଜ୍ୟର ୫ ଜଣ କ୍ରିକେଟରଙ୍କୁ ନିଲମ୍ବିତ କରାଯାଇଛି। ଏହାବ୍ୟତୀତ ଅନ୍ୟ ଆଠଜଣ କ୍ରିକେଟରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଥିବା ଜଣାପଡିଛି। ସଂଘ…
Read More...

କ୍ରିକେଟ୍‍ରୁ ସନ୍ନ୍ୟାସ ନେଲେ ବଦ୍ରିନାଥ୍‍

ଚେନ୍ନଇ : ଭାରତୀୟ କ୍ରିକେଟ୍‍ର ସୁବ୍ରମଣ୍ୟମ୍‍ ବଦ୍ରିନାଥ୍‍ କ୍ରିକେଟ୍‍ରୁ ସନ୍ନ୍ୟାସ ନେଇଛନ୍ତି। ଭାରତ ତରଫରୁ ଅନ୍ତର୍ଜାତୀୟ ଓ ତାମିଲନାଡ଼ୁ ତରଫରୁ ଘରୋଇ କ୍ରିକେଟ୍‍ ଖେଳିଥିବା ବଦ୍ରିନାଥ୍‍ ଗତ ଶୁକ୍ରବାର ଅବସର ଘୋଷଣା…
Read More...

ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ମନଜିତ୍‍ ସିଂହ

ଚଣ୍ଡିଗଡ଼ : ଚଳିିତ ଏସୀୟ କ୍ରୀଡ଼ାରେ ପୁରୁଷ ୮୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ଧାବକ ମନ୍‍ଜିତ ସିଂହ। ଏସୀୟ କ୍ରୀଡ଼ା ପୂର୍ବରୁ ମନଜିତ୍‍ଙ୍କ ନିକଟରେ ସ୍ଥାୟୀ ଚାକିରି ନ ଥିବାରୁ ସେ ଚାଷ ଜମିରେ କାମ…
Read More...

ପୁରୁଷ ହକି ଦଳ ପ୍ରଦର୍ଶନରେ ହରେନ୍ଦ୍ର ଅସନ୍ତୁଷ୍ଟ

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାର ପୁରୁଷ ହକି ସେମିଫାଇନାଲରେ ମାଲେସିଆଠାରୁ ପରାସ୍ତ ହୋଇଛି ଭାରତ। ଦଳ ସେମିଫାଇନାଲରେ ଯେପରି ପ୍ରଦର୍ଶନ କରିଥିଲା ତାହାକୁ ନେଇ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ଅସନ୍ତୋଷ ବ୍ୟକ୍ତ…
Read More...

ନୂଆ କ୍ରିକେଟ୍‍ ସଂଘ ନିମନ୍ତେ ନିୟମ କୋହଳ କରିପାରେ ବିସିସିଆଇ

ନୂଆଦିଲ୍ଲୀ : ଆଗାମୀ ଘରୋଇ ସିଜିନ୍‍ରେ ଖେଳିବାକୁ ଯାଉଥିବା ୯ଟି ନୂଆ ରାଜ୍ୟ କ୍ରିକେଟ୍‍ ସଂଘ ନିମନ୍ତେ ନିୟମରେ କିଛିଟା କୋହଳ କରିପାରେ ବିସିସିଆଇ। ସୂଚନାଥାଉକି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ୬ ଓ ଅନ୍ୟ ୩ଟି ନୂଆ ରାଜ୍ୟ…
Read More...

ପାରିବାରିକ ସମସ୍ୟାକୁ ପଛରେ ପକାଇ ଏସୀୟ କ୍ରୀଡ଼ାରେ ପଦକ ଜିତିଲେ ପିଙ୍କି

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାର କୁରସ୍‍ ବିଭାଗରେ ଭାରତ ପାଇଁ ୫୨ କେଜି ବିଭାଗରେ ରୌପ୍ୟ ପଦକ ଜିତିଥିଲେ ଦିଲ୍ଲୀର ୧୯ ବର୍ଷୀୟା ପିଙ୍କି ବଲହାରା। ତେବେ ଏସୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ପିଙ୍କି ବହୁ ପାରିବାରିକ…
Read More...

ଏସିଆ କପ୍‍ରେ ହାର୍ଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଜନସନ୍‍

ମୁମ୍ବଇ : ଆଗାମୀ ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ଭାରତକୁ ବିଜୟୀ କରାଇବାରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମତ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର…
Read More...

କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଜାଣିହେବ ଭୂମିକମ୍ପ ସୂଚନା

ନୂଆଦିଲ୍ଲୀ : ଏବେ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଜାଣିହେବ ଭୂମିକମ୍ପ ଆସିବାର ସୂଚନା। କେବେ, କେଉଁ ସମୟରେ ଭୂମିକମ୍ପ ଆସିବ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। ଏନେଇ ହାବର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ…
Read More...

ଥୁଆମୁଳ ରାମପୁର ଅଞ୍ଚଳରେ ବଢ଼ୁଛି ଗୋ ମଢକ

କଲମପୁର : ଥୁଆମୁଳ ରାମପୁର ଅଞ୍ଚଳରେ ଦିନକୁ ଦିନ ଗାଈ, ବଳଦ, ଛେଳି ମେଣ୍ଢା ଓ ମହିଷୀ ଆଦି ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହୋଇ ଆସୁଛି। ପ୍ରଥମେ ମହୁଲପାଟଣା ପଞ୍ଚାୟତର ପଣ୍ଡପୁସ ପଡାରେ ୧୯ ଜଣଙ୍କର ୬୦ରୁ ଅଧିକ ଗାଈ,…
Read More...

ସାଲେପୁରରେ ସଙ୍କୁଳସ୍ତରିୟ ଶିକ୍ଷାପରିଷଦ କର୍ମଶାଳା

ନେମାଳ : ନେମାଳ ଥାନା ଅନ୍ତର୍ଗତ ସାନ୍ତପୁର ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ଆନୁକୂଲ୍ୟରେ ସାଲେପୁର ସଂକୁଳସ୍ତରୀୟ ଶିକ୍ଷାପରିଷଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ଭୈରବ ଚନ୍ଦ୍ର ଜେନାଙ୍କ…
Read More...

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ

ନେମାଳ : ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଶନିବାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ତଥା ଚିତ୍ରୋତ୍ପଳା ଦୀପାଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହିତ ନଗସପୁର ପଞ୍ଚାୟତର ଏକ ପ୍ରକଳ୍ପର…
Read More...

ସାମସଙ୍ଗ୍‍ ଗାଲାକ୍ସି ଜେ-୮ ଏବଂ ଗାଲାକ୍ସି ଜେ-୪ ଫୋନ୍‍ରେ ପାଇପାରିବେ ରିଆତି

ନୂଆଦିଲ୍ଲୀ : ସାମସଙ୍ଗ୍‍ର ଦୁଇଟି ନୂଆ ଫୋନ୍‍ର ମୂଲ୍ୟରେ ହ୍ରାସ ଘଟିଛି। ଏହି ଫୋନ୍‍ ଦୁଇଟି ହେଉଛି ସାମସଙ୍ଗ୍‍ ଗାଲାକ୍ସି ଜେ-୮ ଏବଂ ଗାଲାକ୍ସି ଜେ-୪। ମୂଲ୍ୟ ହ୍ରାସ ପରେ ଡୁଆଲ ରିୟର କ୍ୟାମେରା ଥିବା ସାମସଙ୍ଗ୍‍…
Read More...

ହୀରାକୁଦ: ଜଳସ୍ତର ୬୨୩.୪୭ ଫୁଟ, ୧୦ଟି ଫାଟକ ଖୋଲା

ସମ୍ବଲପୁର : ହୀରାକୁଦ ନଦୀବନ୍ଧର ଜଳସ୍ତର ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୨୩.୪୭ଫୁଟ ରହିଛିି। ସନ୍ଧ୍ୟାରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧,୮୪,୦୭୬ ଘନଫୁଟ ଜଳ ପ୍ରବେଶ କରୁଛି। ସମାନ ସମୟରେ ବନ୍ଧରୁ ୧,୭୩,୦୨୯…
Read More...

ଅସହାୟ ରୋଗୀ ମାନଙ୍କ ପାଇଁ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ସମାଜସେବୀ

କଟକ : କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ରୋଗୀମାନଙ୍କ ପାଇଁ କାର୍ଯ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମାଜସେବୀ ଧାରଣା ଦେଇଥିଲେ। ଖବରଅନୁସାରେ କିଛିଦିନ ତଳେ ସମାଜସେବୀମାନେ ଜଣେ…
Read More...

ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକ ସହ ୨ଗିରଫ

ଅନୁଗୋଳ : ଅନୁଗୋଳ ଜରପଡା ଥାନା ଅଞ୍ଚଳରେ ଏକ ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକ ସହ ୨ଜଣଙ୍କୁ ଜରପଡା ଥାନା ପୁଲିସ ଗିରଫ କରିଛି । ଟ୍ରକଟି ସମ୍ବଲପୁରରୁ ଅନୁଗୋଳ ଆସୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବରପାଇ ଟ୍ରକ୍‍ ସହ…
Read More...

ରାସ୍ତା ଉପରେ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ମାଡ ମାରିବା ଘଟଣା

ଅନୁଗୋଳ : ଅନୁଗୋଳ ଛେଣ୍ଡିପଦା ଥାନା ଅନ୍ତର୍ଗତ ସାପୋଇ ସାହି ଗ୍ରାମରେ ଥିବା ଏକ ଘରୋଇ ନର୍ସିଂ ହୋମ ଆଗରେ ଯୁବକଙ୍କୁ ମାଡ ମରାଯାଇଥିଲା। ମାଡ ମାରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ପୀଡିତ ଯୁବକଙ୍କ ପରିବାର…
Read More...

ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନେମାଳ : ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ଆଦର୍ଶ କିରାଣୀ କୈଳାସ ଚନ୍ଦ୍ର ଭୋଳଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅକ୍ଷୟ କୁମାର ବେହେରାଙ୍କ…
Read More...

ଗୁଗୁଲ୍‍ : ଭାରତର କୋଣ ଅନୁକୋଣରେ ପହଞ୍ଚିବ ଇଣ୍ଟରନେଟ୍‍

ନୂଆଦିଲ୍ଲୀ : ଭାରତର ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ନିକଟରେ ଆମେରିକା ଗସ୍ତ କରିଥିଲେ। ଏହି ଗସ୍ତରେ ସେ ଭାରତରେ ଜନ୍ମଲାଭ କରିଥିବା ଗୁଗୁଲ୍‍ର ମୂଖ୍ୟ କାର୍ଯ୍ୟକାରୀ ଅଧିକାରୀ…
Read More...

ବାଙ୍ଗିରିପୋଷି ଥାନାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

ଦ୍ୱାରଶୁଣି : ବାଙ୍ଗିରିପୋଷି ଥାନା ପରିସର ମଧ୍ୟରେ ବାଙ୍ଗିରିପୋଷି ଥାନା ଅଧିକାରୀ ଚନ୍ଦନ ଘଡାଇଙ୍କ ଅଧ୍ୟକ୍ଷତାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ଚନ୍ଦନ କୁମାର ଘୋଡେଇଙ୍କ ଅଧ୍ୟକ୍ଷତାରେ…
Read More...

ବଜ୍ରାଘାତରେ ଜଣେ ମହିଳା ଓ ୫ଗାଈ ମୃତ

ବଣେଇ : ସୁନ୍ଦରଗଡ ଜିଲ୍ଲା କୋରଡା ଥାନା ଅନ୍ତର୍ଗତ ପାନପୋଷିଆ ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ସମେତ ୫ଟି ଗାଈଙ୍କର ମୃତ୍ୟୁ ଘଟିଛି। ସୂଚାମୁତାବକ ପାନପୋଷିଆ ଗ୍ରାମର ଜାନକୀ ମୁଣ୍ଡା ନାମକ ଜଣେ ମହିଳା ଆଜି ଅପରାହ୍ନରେ…
Read More...

ବିଦ୍ୟାଳୟର ଉନ୍ନତି ପାଇଁ ୧୧ହଜାର ଟଙ୍କା ଦାନ କଲେ ପୁରାତନ ଛାତ୍ର

କଲମପୁର : କେବଳ ସରକାରୀ ଅନୁଦାନ ନୁହେଁ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ର ଛାତ୍ରୀଙ୍କ ସହଯୋଗ ମିଳିଲେ ବିଦ୍ୟାଳୟର ଉନ୍ନତି ସମ୍ଭବ ହୋଇ ପାରିବ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଲମପୁର…
Read More...

ଭାରତୀୟ ବଜାରକୁ ଆସିଲା ‘ୱାଇୟୁ ଏସିଇ’

ନୂଆଦିଲ୍ଲୀ : ମାଇକ୍ରୋମାକ୍ସ ସ୍ମାର୍ଟଫୋନ୍‍ କମ୍ପାନୀ ଭାରତୀୟ ବଜାରରେ ‘ୱାଇୟୁ ଏସିଇ’ ନାମକ ଏକ ନୂଆ ସ୍ମାର୍ଟଫୋନ୍‍ ଲଞ୍ଚ୍‍ କରିଛି। ଏହି ଫୋନ୍‍ରେ କମ୍ପାନୀ ତରଫରୁ ୧୮:୯ ଆସପେକ୍ଟ ରେଶିୟୋ ଥିବା ଡିସପ୍ଲେ ଦିଆଯାଇଛି।…
Read More...

ଗୋଷ୍ଠୀବଦ୍ଧ ଆକ୍ରମଣ ରୋକିବାକୁ ନିର୍ଦେଶାବଳୀ ଜାରି କଲେ ୟୁପି ସରକାର

ଲକ୍ଷ୍ନୌ : ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଉତ୍ତର ପ୍ରଦେଶ ସରକାର ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା ଘଟଣା ରୋକିବା ନିମନ୍ତେ ନିର୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦେଶାବଳୀ ଅନୁସାରେ ଆଗାମୀ ଦିନରେ…
Read More...

ହିଜ୍‍ବୁଲ୍‍ ମୁଜାହିଦ୍ଦିନ ମୁଖ୍ୟର ପୁଅ ଗିରଫ

ଶ୍ରୀନଗର : ହିଜିବୁଲ୍‍ ମୁଜାହିଦ୍ଦିନର ୨ ପ୍ରମୁଖ ଆତଙ୍କବାଦୀ ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇବା ପରେ ସଂଗଠନକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ସଂଗଠନର ମୁଖ୍ୟ ସୟିଦ୍‍ ସଲାହୁଦ୍ଦିନର ପୁଅ ସକିଲକୁ ଜାତୀୟ ତଦନ୍ତକାରୀ…
Read More...

ମଇଁଷି ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଲକ୍ଷ୍ନୌ : ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ସତ୍ତ୍ବେ ଦେଶରେ ପୁନର୍ବାର ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା ଘଟଣା ଘଟିଛି। ଉତ୍ତରପ୍ରଦେଶର ବରେଲିଠାରେ ୨୨ ବର୍ଷ ବୟସ୍କ ଜଣେ ଯୁବକଙ୍କୁ ମଇଁଷି ଚୋର ସନ୍ଦେହରେ…
Read More...

ସାଂସଦ, ବିଧାୟକଙ୍କ ଅପରାଧ ରେକର୍ଡ ରଖି ନ ଥିବାରୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ରହିଥିବା ଅପରାଧ ମାମଲା ସମ୍ବନ୍ଧରେ କୌଣସି ରେକର୍ଡ ରଖି ନ ଥିବାରୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଗୁରୁବାର ତୀବ୍ର ଭର୍ତ୍ସନା କରିଛନ୍ତି। ସାଂସଦ ଓ…
Read More...

ଲାଲୁଙ୍କ ଆତ୍ମସମର୍ପଣ

ରାଞ୍ଚି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଆର୍‍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ପୁନଃ ଜେଲ୍‍ ଯିବାକୁ ପଡିଛି। ସର୍ତ୍ତମୂଳକ ଜାମିନ ଅବଧି ଶେଷ ହେବା ପରେ ଲାଲୁ ଗୁରୁବାର ସମର୍ଥକଙ୍କ ଗହଣରେ…
Read More...

ମାଓବାଦୀଙ୍କ ଲୁକ୍କାୟିତ ନେଟ୍‍ୱର୍କ ଚିହ୍ନଟ

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ସମଗ୍ର ଦେଶରେ ଲୁକ୍କାୟିତ ଭାବେ କାର୍ଯ୍ୟ କରୁଥିବା ମାଓବାଦୀମାନଙ୍କର ଏକ ନେଟ୍‍ୱର୍କକୁ ଗୁଇନ୍ଦା ବିଭାଗ ଚିହ୍ନଟ କରିଛି। ବେଆଇନ ଘୋଷିତ ସିପିଆଇଏମ୍‍ (ମାଓବାଦୀ)ର ବହୁ…
Read More...

ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ବାନ୍ଦିପୋରା ଜିଲାର ହାଜିନ୍‍ ଅନ୍ତର୍ଗତ ପରେ ମହଲାଠାରେ ଗୁରୁବାର ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରୁବାର ପୂର୍ବାହ୍ଣରେ ଆତଙ୍କବାଦୀମାନେ…
Read More...

ବିହାରରେ ୨୦-୨୦ ଫର୍ମୁଲାରେ ହେବ ଏନ୍‍ଡିଏର ଆସନ ଭାଗବଣ୍ଟା

ପାଟନା : ବିହାରରେ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟାକୁ ନେଇ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନ୍‍ଡିଏ) ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନର ବାଟ ଖୋଲିଛି। ଏନ୍‍ଡିଏ ଆସନ ବଣ୍ଟନ ପାଇଁ ଏକ ନୂଆ ଫର୍ମୁଲା…
Read More...

ସରକାର ଗଠନର ୧୦୦ ଦିନରେ ୫୦ ମନ୍ଦିର ବୁଲିଛନ୍ତି କୁମାରସ୍ୱାମୀ

ବେଙ୍ଗାଲୁର : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଏଚ୍‍ଡ଼ି କୁମାରସ୍ୱାମୀଙ୍କ ସରକାର ଗୁରୁବାର ୧୦୦ ଦିନ ପୂର୍ଣ୍ଣ କରିଛି। ୧୦୦ ଦିନ ପୂର୍ତ୍ତି ଅବସରରେ କୁମାରସ୍ୱାମୀ କହିଛନ୍ତି ଯେ ସରକାରୀ କାମ ଭଗବାନଙ୍କ କାମ ସହ ସମାନ।…
Read More...

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟ ଆଜିଠାରୁ

ସାଉଥହାମ୍ପଟନ୍‍ : ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‍ ହାରିବା ପରେ ଭାରତୀୟ ଦଳ ଲଢ଼ୁଆ ପ୍ରଦର୍ଶନ କରି ୩ୟ ଟେଷ୍ଟମ୍ୟାଚ୍‍ ଜିତି ସିରିଜ୍‍କୁ ଫେରିପାରିଛି। ଘରୋଇ ଦଳ ୨-୧ରେ ଆଗୁଆ ରହିଥିବା ବେଳେ ଭାରତୀୟ ଦଳ ନିଶ୍ଚୟ ସିରିଜ୍‍କୁ…
Read More...

ଏସୀୟ କ୍ରୀଡ଼ାରେ ଆଜି (ଗୁରୁବାର) ଭାରତ

ଦୌଡ଼କୁଦ: ପୁରୁଷ ୫୦ କି.ମି. ଚାଲି- ସନ୍ଦୀପ କୁମାର (ସକାଳ ୪.୩୦); ମହିଳା ଡିସ୍‍କସ ଥ୍ରୋ ଫାଇନାଲ- ସନ୍ଦୀପ କୁମାରୀ, ସୀମା ପୁନିଆ (ସନ୍ଧ୍ୟା ୫.୧୦); ମହିଳା ୧୫୦୦ ମି. ଫାଇନାଲ- ମୋନିକା ଚୌଧୁରୀ, ପି.ୟୁ. ଚିତ୍ରା;…
Read More...

ବକ୍ସିଂ: ସେମିଫାଇନାଲରେ ବିକାଶ କୃଷ୍ଣନ୍‌, ଅମିତ ପାନ୍‌ଗଲ

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାର ପୁରୁଷ ବକ୍ସିଂର ସେମିଫାଇନାଲକୁ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ବିକାଶ କୃଷ୍ଣନ୍‍ ଓ ଅମିତ ପାନ୍‍ଗଲ। ଦୁଇ ବକ୍ସର ସେମିଫାଇନାଲରେ ପ୍ରବେଶ କରିଥିବାରୁ ସେମାନେ ଅତିକମ୍‍ରେ…
Read More...

ଏସୀୟ କ୍ରୀଡ଼ା: ମହିଳା ହକି ଫାଇନାଲରେ ଭାରତ

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାରେ ମହିଳା ହକି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ବୁଧବାର ଖେଳା ଯାଇଥିବା ୨ୟ ସେମିଫାଇନାଲ ମ୍ୟାଚ୍‍ରେ ଭାରତ ୧-୦ ଗୋଲ୍‍ରେ ଚୀନ୍‍କୁ ପରାସ୍ତ କରିଛି। ଏହି ବିଜୟ ସହ ସ୍ୱର୍ଣ୍ଣପଦକ…
Read More...

ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ପ୍ରଦାନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନଜନକ ସର୍ବୋଚ୍ଚ କ୍ରୀଡା ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର -୨୦୧୭ ପ୍ରଦାନ ଉତ୍ସବ ବୁଧବାର ପୂର୍ବାହ୍ଣରେ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
Read More...

ଦୟାଲୁ ଆମ୍ମାଲ ଡାକ୍ତରଖାନାରେ ଭର୍ତ୍ତି

ଚେନ୍ନଇ : ଦିବଂଗତ ଡିଏମକେ ମୁଖ୍ୟ ଏମ୍‍ କରୁଣାନିଧିଙ୍କ ପତ୍ନୀ ଦୟାଲୁ ଆମ୍ମାଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ରାତିରେ ଆମ୍ମାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ…
Read More...

ସାମ୍ବାଦିକଙ୍କ ଗିରଫକୁ ନେଇ ଆଇଏନଏସ୍‍ର ଉଦ୍‍ବେଗ

ନୂଆଦିଲ୍ଲୀ : ସାମ୍ବାଦିକ ଦୁର୍ଗ ସିଂହ ରାଜପୁରୋହିତଙ୍କ ଗିରଫକୁ ନେଇ ଇଣ୍ଡିଆନ ନ୍ୟୁଜପେପର୍ସ ସୋସାଇଟି (ଆଇଏନଏସ୍‍) ଉଦ୍‍ବେଗ ପ୍ରକାଶ କରିଛି। ଚଳିତ ମାସ ଆରମ୍ଭରେ ବିହାର ପୁଲିସ ଦୁର୍ଗ ସିଂହଙ୍କୁ ରାଜସ୍ଥାନର ବାରମେର…
Read More...

ବାଂଲାଦେଶରେ ଟିଭି ସାମ୍ବାଦିକାଙ୍କୁ ହତ୍ୟା

ଢାକା : ବାଂଲାଦେଶର ଏକ ଟିଭି ଚ୍ୟାନେଲର ଜଣେ ସାମ୍ବାଦିକାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ହତ୍ୟାର ଶିକାର ସାମ୍ବାଦିକା ଜଣଙ୍କ ହେଉଛନ୍ତି ସୁବର୍ଣ୍ଣା ନୋଦି (୩୨)। ଆନନ୍ଦ ଟିଭି ନାମକ ଏକ ଘରୋଇ ଟେଲିଭିଜନ…
Read More...

ବନ୍ୟାରେ ଭାଙ୍ଗିଲା ୧୪୪ ଘର, ୪୦ ହେକ୍ଟର ଜମି ହେଲା ବାଲିଚର

କଲମପୁର : ଲଗାଣ ବର୍ଷା ଫଳରେ ଥୁଆମୁଳ ରାମପୁର ଅଂଚଳରେ ବନ୍ୟାରେ ୧୪୪ଘର ଭାଙ୍ଗିଜିବା ସହ ୪୦ହେକ୍ଟର ଜମି ବାଲିଚର ହୋଇଯାଇଛି। ବନ୍ୟାରେ ୪ଶହ ହେକ୍ଟରୁ ଅଧିକ ଚାଷ ଜମି ବାଲି ଓ ଜଙ୍ଗଲର ପଥର ମାଟି ଦ୍ୱାରା ପୋତି ହେଇଥିବା…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ରକ୍ତ ଦାନ ଶିବିର

କଲମପୁର : କଲମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବୁଧବାର ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ରକ୍ତ ଦାନ ଜୀବନ ଦାନ ଏକ ମହତ୍‍ ଦାନ ସମ୍ବନ୍ଧରେ ବିଦ୍ୟା ମନ୍ଦିରର ଶିଶୁ…
Read More...

ଜାତିକୁ ନେଇ ରାଜନୀତି କରୁଛି ଆପ୍‍: ଆଶୁତୋଷ

ନୂଆଦିଲ୍ଲୀ : ଆମ୍‍ ଆଦମୀ ପାର୍ଟି (ଆପ୍‍) ପାଇଁ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ପୂର୍ବେ ଆପ୍‍ରୁ ଇସ୍ତଫା ଦେଇଥିବା ନେତା ଆଶୁତୋଷ ଏବେ ଦଳ ବିରୋଧରେ ଜାତିକୁ ନେଇ ରାଜନୀତି କରିବାର ଅଭିଯୋଗ…
Read More...

କିନ୍ନରଙ୍କ କଳସ ଶୋଭାଯାତ୍ରା

ବ୍ରହ୍ମପୁର : ଛତ୍ରପୁର କିନ୍ନରଙ୍କ ପକ୍ଷରୁ ଏକ କଳସ ଶୋଭାଯାତ୍ରା କରିଛନ୍ତି । ବହୁଚରି ମାଆଙ୍କ ପଥ ଉତ୍ଛବ ପରିକ୍ରମା କରି ନିଜ ନିଜ ହାତରେ କଳସକୁ ନେଇ ମାଁଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ଏହି ଉତ୍ଛବରେ କେରଳରେ…
Read More...

ସାତ ଫୁଟର ଅଜଗର ସାପ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ମର୍କାଣ୍ଡେଇ ବେହେରା ସାହିରୁ ଏକ ସାତ ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି । ନିକଟସ୍ଥ ଏକ ପୋଖରୀରେ ମାଛ ଧରିବା ପାଇଁ ମତ୍ସ୍ୟଜୀବୀ ମାନେ ଜାଲ ପକାଇଥିବା ବେଳେ ଏହି ସାପଟି…
Read More...

ସିନ୍ଧୁ ଜଳ ରାଜିନାମା ଉପରେ ଭାରତ-ପାକ୍‍ ଆଲୋଚନା

ଲାହୋର : ଭାରତ ଓ ପାକିସ୍ତାନ ମଧ୍ୟରେ ବୁଧବାର ଲାହୋରଠାରେ ସିନ୍ଧୁ ଜଳ ରାଜିନାମା ଉପରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ପାକିସ୍ତାନ ଜାତୀୟ ଇଞ୍ଜିନିୟରିଂ ସେବା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିବା…
Read More...

ହିଲାରୀ କ୍ଲିଣ୍ଟନ୍‍ଙ୍କ ଇମେଲ୍‍ ହ୍ୟାକିଂ ଅଭିଯୋଗକୁ ଚୀନ୍‍ର ଅସ୍ୱୀକାର

ବେଜିଂ : ଆମେରିକାର ଡେମୋକ୍ରାଟିକ୍‍ ନେତ୍ରୀ ହିଲାରୀ କ୍ଲିଣ୍ଟନ୍‍ଙ୍କ ଇମେଲ୍‍ ହ୍ୟାକିଂ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‍ ବିରୋଧରେ ଆଣିଥିବା ଅଭିଯୋଗକୁ ଏଠାକାର ସରକାର ଅସ୍ୱୀକାର କରିଛନ୍ତି। ଚୀନ୍‍ ସମସ୍ତ…
Read More...

ମୁଶରଫଙ୍କୁ ଗିରଫ ନେଇ ପାକ୍‍ର ଅନୁରୋଧକୁ ଇଣ୍ଟରପୋଲର ଅଗ୍ରାହ୍ୟ

ଇସ୍‍ଲାମାବାଦ୍‍ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ଗିରଫ କରିବା ନିମନ୍ତେ ସେଠାକାର ସରକାରଙ୍କ ଅନୁରୋଧକୁ ଇଣ୍ଟରପୋଲ ଅଗ୍ରାହ୍ୟ କରିଦେଇଛି। ଇଣ୍ଟରପୋଲ ରାଜନୈତିକ…
Read More...

କାଶ୍ମୀର ଯୁବକଙ୍କୁ ଆତଙ୍କବାଦ ପ୍ରଶିକ୍ଷଣ ପାଇଁ ପଠାଇବା ଅଭିଯୋଗ: ଉପ୍‍-କାରାଅଧୀକ୍ଷକ ଗିରଫ

ଶ୍ରୀନଗର : କାଶ୍ମୀର ଯୁବକଙ୍କୁ ଆତଙ୍କବାଦ ପ୍ରଶିକ୍ଷଣ ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ପଠାଇବା ଅଭିଯୋଗରେ ଜାମ୍ମୁର ଆମ୍ବଫଳ କାରାଗାରର ଉପ୍‍-କାରାଅଧୀକ୍ଷକ ଫିରୋଜ ଅହମ୍ମଦ ଲୋନ୍‍ଙ୍କୁ ବୁଧବାର ଜାତୀୟ…
Read More...

ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମାଡ଼

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମରେ ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଥୁରୀ ଗ୍ରାମର ବିଶ୍ଵନାଥ ସିଂ ଓ ତାଙ୍କ ପତ୍ନୀ ବଦନ ସିଂଙ୍କୁ ଉକ୍ତ…
Read More...

ସେନାର ୧୬ଟି ବାରାକ ଜଳି ପାଉଁଶ

ଜାମ୍ମୁ : ଉତ୍ତର କାଶ୍ମୀରର କୁପୱାରା ଜିଲା ଅନ୍ତର୍ଗତ ମାଚିଲ ସେକ୍ଟରସ୍ଥ ନିୟନ୍ତ୍ରଣ ରେଖା ନିକଟରେ ଥିବା ଭାରତୀୟ ସେନାର ୧୬ଟି ବାରାକ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା…
Read More...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଛନ୍ତି ମାଓବାଦୀ ସମର୍ଥକ: ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ : ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ମାଓବାଦୀଙ୍କ ସମର୍ଥକମାନେ ସିପିଆଇ (ମାଓବାଦୀ) ଏବଂ ଜାମ୍ମୁ-କାଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ…
Read More...

ନକଲି ଜର୍ଦ୍ଦା ବୋଝେଇ ଗାଡି ସହ ଡ୍ରାଇଭର ଗିରଫ

ଭଦ୍ରକ : ପୁରୁଣାବଜାର ପୁଲିସ ଏକ ନକଲି ଜର୍ଦ୍ଦା ବୋଝେଇ ଟାଭେରା ଲକ୍ଷାଧିକ ଟଙ୍କା ର ନକଲି ଜର୍ଦ୍ଦା ନେଇ ଭଦ୍ରକ ରୁ ଖୋର୍ଦ୍ଧା ଯାଉଥିଲା ବେଳେ ଗାଡିକୁ ଜବତ କରିବା ସହ ଚାଳକକୁ ଗିରିଫ କରିଛି । ଗତ କିଛି ଦିନ ତଳେ…
Read More...

ସାବଧାନ! ବଜାରରେ ବୁଲୁଛି ନକଲି ୫୦ ଓ ୧୦୦ ଟଙ୍କିଆ ନୋଟ୍‍

ନୂଆଦିଲ୍ଲୀ : ବଜାରରେ ବହୁ ସଂଖ୍ୟାରେ ୫୦ ଏବଂ ୧୦୦ ଟଙ୍କିଆ ଜାଲ୍‍ ନୋଟ ବୁଲୁଛି। ଲୋକେ ଏହାକୁ ସହଜରେ ଚିହ୍ନି ପାରୁନାହାନ୍ତି। ତବେ ବ୍ୟାଙ୍କକୁ ଜମା ପାଇଁ ଆସିବା ବେଳେ ଏଭଳି ଅନେକ୍‍ ଜାଲ ନୋଟ ଧରାପଡୁଛି। ଏହା…
Read More...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରୁ ବଞ୍ଚିତ କେଶପଙ୍କା ଗ୍ରାମ

ବ୍ର୍ରହ୍ମପୁର : ସ୍ୱାଧୀନତାର ୭୨ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରୁ ବଞ୍ଚିତ ରହିଛି ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ଗୌଡ଼ଗୋଠ ପଞ୍ଚାୟତର କେଶପଙ୍କା ଗ୍ରାମ।…
Read More...

ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ ୫ ସାମାଜିକ କର୍ମୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଏବଂ ଭୀମା କୋରେଗାଓଁ ହିଂସା ମାମଲାରେ ଗିରଫ ୫ ବାମପନ୍ଥୀ ନେତା ଓ ସାମାଜିକ କର୍ମୀଙ୍କୁ ଟ୍ରାଜିଟ୍‍ ରିମାଣ୍ଡ କିମ୍ବା ହାଜତକୁ ପଠାଇବା ପାଇଁ…
Read More...

ବାଲିମେଳା ଜଳଭଣ୍ଡାରର ୨ଟି ଫାଟକ ଖୋଲାଗଲା

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇଥିବାରୁ ଜଳ ଭଣ୍ଡାରର ଦୁଇଟି ଫାଟକ ଖୋଲାଯାଇଛି। ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ବିଜୟ…
Read More...

ସପା ଛାଡ଼ିବେ ଶିବପାଲ ଯାଦବ!

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ସପା) ନେତା ତଥା ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ ଯାଦବ ବୁଧବାର ଦଳ ତ୍ୟାଗ କରିବାର ସଂକେତ ଦେଇଛନ୍ତି। ଶିବପାଲ କହିଛନ୍ତି ଯେ ସମାନ୍ତରଳ ଭାବେ ସମାଜବାଦୀ ଧର୍ମନିରପେକ୍ଷ…
Read More...

ନରେନ୍ଦ୍ରପୁର ଗୋଷ୍ଠୀ ସଂଘର୍ଷ : ଗଠନ ହେଲା ଶାନ୍ତି କମିଟି

ନେମାଳ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ନରେନ୍ଦ୍ରପୁର ଓ କାଉଡିଆ ପଡ଼କ୍ଷ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପାଇଁ ବୁଧବାର ଶାନ୍ତି କମିଟି ଗଠନ କରାଯାଇଛି। ଏଥିରେ କଟକ ଉପଜିଲ୍ଲାପାଳ, କଟକ ଏସପି,…
Read More...

ଚୋରି ଅଭିଯୋଗରେ ୫ଜଣ ଗିରଫ

ବ୍ରହ୍ମପୁର : ଚୋରି ଅଭିଯୋଗରେ ନାବାଳକ ସମେତ ୫ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ସଦର ଥାନା ପୁଲିସ। ଏହି ଅପରାଧୀ ମାନେ ବିଭିନ୍ନ ସମୟରେ ଘରେ ଏବଂ ମନ୍ଦିରରେ ପଶି ଟଙ୍କା, ସୁନା ଅଳଙ୍କାର ଆଦି ଚୋରି କରିଥିବା ନେଇ…
Read More...

ଆତଙ୍କବାଦୀଙ୍କ ଆକ୍ରମଣରେ ୪ ପୁଲିସ୍‍ କର୍ମୀ ସହିଦ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ସୋପିଆନା ଜିଲା ଅରହାମାଠାରେ ବୁଧବାର ଆତଙ୍କବାଦୀଙ୍କ ଆକ୍ରମଣରେ ୪ ପୁଲିସ୍‍ କର୍ମୀ ସହିଦ ହୋଇଛନ୍ତି। ସହିଦ୍‍ ପୁଲିସ୍‍ କର୍ମୀ ହେଲେ କନେଷ୍ଟବଳ ଜାଭେଦ ଅହମଦ ଭଟ୍ଟ, କନଷ୍ଟେବଳ ମୋହମ୍ମଦ…
Read More...

ଏସୀୟ କ୍ରୀଡ଼ାରେ ଆଜି (ବୁଧବାର) ଭାରତ

ଦୌଡ଼କୁଦ: ମହିଳା ୨୦୦ ମିଟର ଫାଇନାଲ- ଦୂତି ଚାନ୍ଦ: ସନ୍ଧ୍ୟା ୫.୨୦; ପୁରୁଷ ୨୦ କି.ମି. ଚାଲି- ଇର୍ଫାନ୍‍ ଥୋଡ଼ି, ମନୀଷ ସିଂହ ରାୱତ: ସକାଳ ୪.୩୦। ମହିଳା ୨୦ କି.ମି. ଚାଲି- ସୌମ୍ୟା ବେବି, ଖୁସବୀର କୌର: ସକାଳ ୪.୪୦;…
Read More...

ପାରିବାରିକ କଳହରୁ ସାଂପ୍ରଦାୟିକ ଦଙ୍ଗା

ନେମାଳ : ବଚସାକୁ କେନ୍ଦ୍ର କରି ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ସାଂପ୍ରଦାଇକ ଦଙ୍ଗା ଉଗ୍ର ରୂପ ନେଇଥିବା ବେଳେ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମରେ ୧୪୪ ଧାରା ଜାରି…
Read More...

ଜାତୀୟ କ୍ରୀଡ଼ା ଦିବସରୁ ହାର୍ଟ ବିଟ୍‍ ଫର ହକି ପ୍ରଚାର ଆରମ୍ଭ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତାକୁ ସାରା ଦେଶର କୋଣ ଅନୁକୋଣରେ ପହଞ୍ଚିପାରିବ; ସେ ନେଇ ଏକ ୩୬୦ ଡିଗ୍ରୀ ଅଭିଯାନ…
Read More...

ବକ୍ସିଂ: କ୍ୱାର୍ଟରରେ ବିକାଶ, ଅମିତ ଓ ଧୀରଜ

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାର ପୁରୁଷ ବକ୍ସିଂ ବିଭାଗରେ ସୋମବାର ଭାରତୀୟ ବକ୍ସର ଭଲ ପ୍ରଦର୍ଶନ କରିଛନ୍ତି। ଭାରତୀୟ ବକ୍ସର ବିକାଶ କୃଷ୍ଣନ୍‍ ଓ ଅମିତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୭୫ କେଜି ବିଭାଗ…
Read More...

ବ୍ରାଡ୍‌ମ୍ୟାନଙ୍କୁ ଗୁଗୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ମେଲବୋର୍ଣ୍ଣ : ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପକ୍ଷରୁ ସୋମବାର ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସାର ଡନ୍‍ ବ୍ରାଡମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୋମବାର ବ୍ରାଡମ୍ୟାନଙ୍କର ୧୧୦ତମ…
Read More...

ଡେଙ୍ଗୁ ଓ ମେଲେରିଆକୁ ଆମନ୍ତ୍ରଣ କରୁଛି କଲମପୁର ବିପର୍ଯ୍ୟସ୍ଥ ପରିମଳ ବ୍ୟବସ୍ତା

କଲମପୁର : ଦିନକୁ ଦିନ ବିପର୍ଯ୍ୟସ୍ଥ ହେଉଛି କଲମପୁର ପରିମଳ ବ୍ୟବସ୍ତା। ରାସ୍ତା କଡରେ ଜମି ରହୁଛି କୁଢ କୁଢ ମଇଳା। ମଇଳା ପାଣି ପ୍ରବାହିତ ପାଇଁ ଥିବା ନାଳି ସବୁ ମରାମତି ଅଭାବ ଓ ସଫେଇ କରିବାରେ ଅବହେଳା କରାଯାଉଥିବାରୁ…
Read More...

ଶ୍ରେଣୀ ଗୃହ ଛାତରୁ ଗଳୁଛି ପାଣି ଛାତ୍ରଛାତ୍ରୀ ହନ୍ତସନ୍ତ

କଲମପୁର : ବିଦ୍ୟାଳୟ  ଛାତରୁ ବର୍ଷା ହେଲେ ପାଣି ଗଳୁଥିବାରୁ ଛାତ୍ରଛାତ୍ରୀ ମାନେ ହନ୍ତସନ୍ତ ହେଉଛନ୍ତି । ବିଦ୍ୟାଳୟ ହେବାର ଦୀର୍ଘ ୫୦ ବର୍ଷ ବିତି ସାରିଛି। କିନ୍ତୁ ଏହି ପୁରୁଣା ବିଦ୍ୟାଳୟର ଅବସ୍ଥା ଦିନକୁ ଦିନ…
Read More...

ମାତ୍ର ୧୬ ମିନିଟ୍‍ରେ ମହାକାଶରେ ପହଞ୍ଚିବେ ୩ ଭାରତୀୟ : ଇସ୍ରୋ

ନୂଆଦିଲ୍ଲୀ : ଆସନ୍ତା ୨୦୨୨ ସୁଦ୍ଧା ଭାରତ ପକ୍ଷରୁ ପ୍ରଥମଥର ଲାଗି ମହାକାଶକୁ ମାନବବାହୀ ମହାକାଶଯାନ ‘ଗଗନୟାନ’ ପଠାଯିବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମୁଖ୍ୟ କେ. ଶିବନ ପ୍ରକାଶ କରିଛନ୍ତି। ଚଳିତ…
Read More...

ଡୁଆଲ ରିୟର କ୍ୟାମେରା ଏବଂ ଫୁଲ ଭ୍ୟୁ ଡିସପ୍ଲେ ସହିତ ଭାରତୀୟ ବଜାରକୁ ଆସିଲା ଓପୋ ଏ-୫

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ୍‍ ନିର୍ମାତା କମ୍ପାନୀ ଓପୋ ନିଜର ଡୁଆଲ ରିୟର କ୍ୟାମେରା ଥିବା ସ୍ମାର୍ଟଫୋନ୍‍ ଓପୋ ଏ-୫ ଭାରତରେ ଲଞ୍ଚ୍‍ କରିଛି। ଓପୋ ଏ-୫ ଫୋନ୍‍କୁ ପ୍ରଥମଥର ପୂର୍ବ ମାସରେ ଚୀନରେ ଲଞ୍ଚ୍‍…
Read More...

ଭାରତୀୟ ବଜାରକୁ ଆସିଲା ୫୦୦୦ଏମ୍‍ଏଚ୍‍ ବ୍ୟାଟେରୀ ଥିବା ଆସସ୍‍ ଜେନଫୋନ୍‍ ମାକ୍ସ ପ୍ରୋ ଏମ୍‍-୧ ନୀଳ ରଙ୍ଗର ଫୋନ୍‍

ନୂଆଦିଲ୍ଲୀ : ଶାଓମୀ ରେଡମି ନୋଟ୍‍-୫ ପ୍ରୋକୁ ଟକ୍କର ଦେବାପାଇଁ ଆସସ୍‍ ଜେନଫୋନ୍‍ ମାକ୍ସ ପ୍ରୋ ଏମ୍‍-୧ ଏବେ ନୂଆରଙ୍ଗରେ ଭାରତୀୟ ବଜାରରେ ପ୍ରବେଶ କରିଛି। ଏହା ପୂର୍ବରୁ ଏହିଫୋନ୍‍ କଳା ଏବଂ ଧୂସର ରଙ୍ଗରେ ଉପଲବ୍ଧ…
Read More...