ବିନେଶ-ସୋମବୀରଙ୍କ ନିର୍ବନ୍ଧ ଶେଷ

ନୂଆଦିଲ୍ଲୀ : ଏସିୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଥିବା ମହିଳା ମୁଷ୍ଟିଯୋଦ୍ଧା ବିନେଶ୍‍ ଫୋଗଟଙ୍କ ଜୀବନରେ ଆଉ ଏକ ଆନନ୍ଦ ଆସିଛି। ଜାକର୍ତ୍ତାରୁ ବିମାନ ଯୋଗେ ପ୍ରତ୍ୟାବର୍ତ୍ତନ କରିବା ପରେ ଦୀର୍ଘ…
Read More...

କେରଳ ବନ୍ୟା ବିପନ୍ନଙ୍କୁ ସହାୟତା ସର୍ତ୍ତରେ ୩ ଜଣଙ୍କ ଜାମିନ ମଞ୍ଜୁର

ରାଞ୍ଚି : ପ୍ରଳୟଙ୍କରୀ ବନ୍ୟାରେ ବିଧ୍ୱସ୍ତ କେରଳର ବିପନ୍ନ ଲୋକଙ୍କୁ ସହାୟତା ଯୋଗାଇ ଦେବା ଦିଗରେ ଦେଶର ବିଚାର ବିଭାଗ ମଧ୍ୟ ଯତ୍ନଶୀଳ ହୋଇପଡିଛି। ଏକ ବିରଳ ଘଟଣାକ୍ରମେ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ…
Read More...

ଅଭିଯୁକ୍ତ ସାଂସଦ, ବିଧାୟକଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଅପରାଧ ମାମଲାରେ ଅଭିଯୁକ୍ତ ଥିବା ସାଂସଦ ତଥା ବିଧାୟକମାନେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ସେମାନଙ୍କ ସଦସ୍ୟତା ରଦ୍ଦ କରିବାକୁ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ସଂରକ୍ଷିତ…
Read More...

ରାମମନ୍ଦିର ବିବାଦ: ରିଜ୍‍ଭୀଙ୍କ ବିରୋଧରେ ଫତ୍‍ୱା ଜାରି

ନୂଆଦିଲ୍ଲୀ : ୨୬ ବର୍ଷ ପୁରୁଣା ଅଯୋଧ୍ୟା ମାମଲାକୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ୱାକଫର ସମ୍ପତ୍ତି ଉପରେ ମନ୍ଦିର ଅଥବା ଅନ୍ୟ କୌଣସି ଧାର୍ମିକ ପୀଠ ସ୍ଥାପନର ଅନୁମତି ପ୍ରଦାନ କରାଯାଇପାରିବ…
Read More...

ଅଦାଲତ ପରିସରରେ ଗ୍ୟାଙ୍ଗଷ୍ଟର ସନ୍ତୋଷ ଝା’ଙ୍କୁ ଗୁଳି ମାରି ହତ୍ୟା

ପାଟନା : ସୀତାମଢି ଜିଲା ଦୌରାଜଜଙ୍କ ଅଦାଲତ ପରିସରରେ କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟର ସନ୍ତୋଷ ଝା’ଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ତାଙ୍କୁ ଅଦାଲତରେ ହାଜର ପାଇଁ ଅଣାଯାଇଥିଲା। ଅଦାଲତରେ ହାଜର ପରେ ସେ…
Read More...

ଧ୍ୟାନ ଦିଅନ୍ତୁ ଗ୍ରାହକ! ଏସ୍‍ବିଆଇର ୧୩୦୦ ବ୍ୟାଙ୍କର ନାମ ଏବଂ ଆଇଏଫଏସ୍‍ସି କୋଡ ବଦଳିଲା

ନୂଆଦିଲ୍ଲୀ : ଛଅ ସହଯୋଗୀ ବ୍ୟାଙ୍କର ବିଲୟ ପରେ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ (ଏସ୍‍ବିଆଇ) ଦେଶ ବ୍ୟାପୀ ପାଖାପାଖି ୧୩୦୦ ବ୍ୟାଙ୍କ ଶାଖାର ନାମ ଏବଂ ଆଇଏଫଏସ୍‍ସି କୋଡ଼ରେ ପରିବର୍ତ୍ତନ କରିଛି। ବ୍ୟାଙ୍କ ଏହି ଶାଖାର ନାମ,…
Read More...

ତାଳି ଉପକାର

ଆମ ଦେଶରେ ଭଜନ ଗାଇବା ବେଳେ ତାଳି ବଜାଇଥାନ୍ତି। ଭାଷଣ ଶୁଣିବା ତଥା ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ସକାଶେ ମଧ୍ୟ ତାଳି ବଜାଯାଇଥାଏ। ତାଳି ବଜାଇବା କେବଳ ଏକ ପରମ୍ପରା ନୁହେଁ, ଏହାର ସ୍ୱାସ୍ଥ୍ୟ ଉପକାରୀ କାରଣ…
Read More...

ପାକସ୍ଥଳୀ କର୍କଟ

ପାକସ୍ଥଳୀର ଅସାଧାରଣ କୋଷଗୁଡିକର ଅନିୟନ୍ତ୍ରିତ ବୃଦ୍ଧିକୁ ‘ପାକସ୍ଥଳୀ କର୍କଟ’ (ଷ୍ଟୋମାକ୍‌ କ୍ୟାନସର୍‌) ବା ‘ଗ୍ୟାଷ୍ଟ୍ରିକ କ୍ୟାନ୍‌ସର’ କୁହାଯାଏ। ଏହି କୋଷର ଉତ୍ପତ୍ତି ସ୍ଥଳ ଅନୁସାରେ ପାକସ୍ଥଳୀ କର୍କଟର ବିଭାଗୀକରଣ…
Read More...

ଭୀମା କୋରେଗାଓଁ ହିଂସା ମାମଲା: ୨ ଗିରଫ

ନୂଆଦିଲ୍ଲୀ/ମୁମ୍ବଇ : ମହାରାଷ୍ଟ୍ର ଭୀମା କୋରେଗାଁଓ ହିଂସାକାଣ୍ଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ପାଇଁ ମାଓବାଦୀଙ୍କ ଷଡ଼ଯନ୍ତ୍ର ମାମଲାରେ ପୁଣେ ପୁଲିସ୍‍ ମଙ୍ଗଳବାର ୨ ଜଣ ସାମାଜିକ କର୍ମୀଙ୍କୁ ଗିରଫ…
Read More...

ଡିସିପି କାର୍ଯ୍ୟାଳୟ ନୂତନ ଗୃହ ଉଦ୍‍ଘାଟିତ

କଟକ : ମହାନଦୀ ରିଂବନ୍ଧ ପାର୍ଶ୍ବରେ ନବନିର୍ମିତ କଟକ ଡିସିପିଙ୍କ କାର୍ଯ୍ୟାଳୟକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି। ଏହି ନୂତନ କାର୍ଯ୍ୟାଳୟରେ ଅତ୍ୟାଧୁନିକ ପୁଲିସ ନିୟନ୍ତ୍ରଣକକ୍ଷ, ପୁଲିସ…
Read More...

ସର୍ବଭାରତୀୟ ଡାକ ଚେସ୍‍ ଚମ୍ପିଆନଶିପ୍‍ ଉଦ୍‍ଘାଟିତ

ପୁରୀ : ୩୩ତମ ସର୍ବଭାରତୀୟ ଡାକ ଚେସ୍‍ ଚମ୍ପିଆନସିପ୍‍ ସୋମବାର ପୁରୀରେ ଆରମ୍ଭ ହୋଇଛି। ଡାକ ବୋର୍ଡ ସଭ୍ୟା ଉଷା ଚନ୍ଦ୍ରଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାକୁ ଉଦ୍‍ଘାଟନ କରିଛନ୍ତି। ସେ କହିଲେ ଭାରତୀୟ ଡାକ ଲୋକଙ୍କ…
Read More...

୧୭ ବର୍ଷ ଧରି ନିଃଶୁଳ୍କ ଶିକ୍ଷାଦାନ କରୁଥିବା ବିଦ୍ୟାଳୟ

ଇନ୍ଦୋରସ୍ଥିତ ଏକ ବିଦ୍ୟାଳୟ ହେଉଛି ‘ପାଲିବାଲ୍‌ ବାଲ୍ ବିନୟ ମନ୍ଦିର’। ୧୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟରୁ ଏହା ମଧ୍ୟରେ ୪,୫୦୦ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣ…
Read More...

ଦୃଷ୍ଟିହୀନ ଚଳାଇବେ କମ୍ପ୍ୟୁଟର

ସ୍ବପ୍ନ ତ’ ସମସ୍ତେ ଦେଖନ୍ତି, ହେଲେ ପ୍ରତ୍ୟେକଙ୍କ ଚିତ୍ରପଟ ଭିନ୍ନ। ଜଣେ ଦୃଷ୍ଟିହୀନର ସ୍ବପ୍ନ କିଭଳି ହୋଇଥିବ, ଏହି କଥା ପିଲାବେଳୁ ହିଁ ବ୍ୟଥିତ କରୁଥିଲା ଗୌରବ ମୋଦବୱାଲାଙ୍କୁ। ଇଂଜିନିୟର ହେବା ପରେ ସେ ବିଭିନ୍ନ…
Read More...

ମସାବା ଗୁପ୍ତାଙ୍କ ବିବାହ ବିଚ୍ଛେଦ

ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା କୌଣସି ବଲିଉଡ ସେଲିବ୍ରିଟିଙ୍କଠାରୁ କମ୍ ପରିଚିତ ନୁହେଁ। କେବଳ ଭାରତ ନୁହେଁ, ବରଂ ଅନ୍ତର୍ଜାତୀୟସ୍ତରରେ ମସାବା ଜଣେ ଆଗଧାଡ଼ିର ଫେସନ୍ ଡିଜାଇନର। ୨୦୧୫ରେ ମସାବା…
Read More...

ଅନୁରାଗ-ରଣବୀରଙ୍କ ବନ୍ଧୁତା !

ନିର୍ଦେଶକ ଅନୁରାଗ ବସୁଙ୍କ ଚଳଚ୍ଚିତ୍ର ‘ବର୍ଫି’ରେ ଅଭିନୟ କରିବା ପରେ ରଣବୀର କପୁରଙ୍କ ସ୍ଥିତି ବଲିଉଡରେ ଦୃଢ଼ ହେବା ସହ ସେ ସୁପରଷ୍ଟାର୍‌ର ମାନ୍ୟତା ପାଇଥିଲେ। ଅନୁରାଗ ଜଣେ ଦମଦାର୍ ନିର୍ଦେଶକ, ଏହା ସମସ୍ତଙ୍କୁ ଜଣା।…
Read More...

ବିଜେଡି ସରକାରରେ ହିରୋ ନୁହେଁ; ଜିରୋ ପାଲଟିବେ ଯୁବକ: ନିରଞ୍ଜନ

ଭୁବନେଶ୍ୱର : ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୮ ବର୍ଷର ବିଜେଡି ସରକାର ସମୟରେ ରାଜ୍ୟରେ ଯୁବଗୋଷ୍ଠୀ ସବୁଠାରୁ ଅବହେଳିତ ଏବଂ ପ୍ରତାରିତ ହୋଇଛନ୍ତି। ଜନସଂଖ୍ୟା ପ୍ରାୟ ୪.୫ କୋଟି ଥିବାବେଳେ ୨୦୧୮ ମାର୍ଚ୍ଚ…
Read More...

ପେନ୍‍ସନ ଯନ୍ତ୍ରଣାରୁ ମିଳିବ ମୁକ୍ତି

ଭୁବନେଶ୍ୱର :ପେନ୍‍ସନ ଗଣ୍ଡାକ ପାଇଁ ସାଧାରଣ ଲୋକଙ୍କୁ ଆଉ ବିଶେଷ ଭାବେ ହଇରାଣ ହରକତ ହେବାକୁ ପଡିବ ନାହିଁ। ଡିଜିଟାଲ ମୋଡରେ ଟ୍ରେଜେରୀ କର୍ତ୍ତୃପକ୍ଷଙ୍କ ଦସ୍ତଖତ ହେବାକ୍ଷଣି ପେନ୍‍ସନଧାରୀଙ୍କ ଆକାଉଣ୍ଟକୁ ମାସିକ…
Read More...

କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମାସକର ଦରମା ଦେବେ ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ ଓ ବିଧାୟକ

ଭୁବନେଶ୍ୱର : କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ, ଦଳର ସାଂସଦ ଓ ବିଧାୟକମାନେ ମାସକର ଦରମା ପ୍ରଦାନ କରିବେ। ଦଳ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି।…
Read More...

ବିଜେପି ବିରୋଧୀମେଣ୍ଟ ସପକ୍ଷରେ ଚିଦମ୍ବରମ୍‍

କଲକାତା : ବିଜେପିକୁ ଆଗାମୀ ଲୋକସଭା ନିର୍ବାଚନରେ ପରାଜିତ କରିବା ନିମନ୍ତେ ବିରୋଧୀ ଦଳଗୁଡିକର ଏକ ଅପରାଜେୟ ମେଣ୍ଟ ଗଠନ କରାଯାଇପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‍ କହିଛନ୍ତି। ଏହି ମହାମେଣ୍ଟର…
Read More...

ମତଭେଦ ଭୁଲିଯିବାକୁ କହିଲେ କୁମାରସ୍ୱାମୀ

ବେଙ୍ଗାଲୁରୁ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଏସ୍‍ ଆର ମହେଶଙ୍କ ମଧ୍ୟ ଦେଖାଯାଇଥିବା ବିବାଦ ଥମି ନାହିଁ। କାରଣ କଂଗ୍ରେସ ଏହି ପ୍ରସଙ୍ଗରେ ନିର୍ମଳାଙ୍କ…
Read More...

ସୁସ୍ଥ ହୋଇ ଘରକୁ ଫେରିଲେ ଜୟୀ

ଭୁବନେଶ୍ୱର : ଲୋକପ୍ରିୟ ହାସ୍ୟାଭିନେତା ଜୟୀରାମ ସାମଲ ହୃଦ୍‍ରୋଗର ଶିକାର ହୋଇ ଏଠାରେ ଏକ ଘରୋଇ ହସ୍‍ପିଟାଲରେ ସପ୍ତାହେ ହେଲା ଚିକିତ୍ସିତ ହେଉଥିଲେ। ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇ ସୋମବାର ହସ୍‍ପିଟାଲରୁ ଘରକୁ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଜଞ୍ଜାଳ ବୃଦ୍ଧି ହୋଇପାରେ। ସୁଖମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ମିଳିପାରେ। ବୃଷ: କାର୍ଯ୍ୟକୁ…
Read More...

ଏସୀୟ କ୍ରୀଡ଼ାରେ ଆଜି (ମଙ୍ଗଳବାର) ଭାରତ

ତୀରନ୍ଦାଜୀ: ମହିଳା କମ୍ପାଉଣ୍ଡ ଦଳଗତ ସ୍ୱର୍ଣ୍ଣପଦକ ମ୍ୟାଚ୍‍: ଭାରତ-କୋରିଆ- ପୂର୍ବାହ୍ନ ୧୧.୧୫। କମ୍ପାଉଣ୍ଡ ଦଳଗତ ସ୍ୱର୍ଣ୍ଣପଦକ ମ୍ୟାଚ୍‍: ଭାରତ-କୋରିଆ- ଅପରାହ୍‍ଣ ୧୨.୦୫। ଦୌଡ଼କୁଦ: ମହିଳା ୨୦୦ ମିଟର ଯୋଗ୍ୟତା…
Read More...

ହକି ବିଶ୍ୱକପ ଆଉ ୯୧ ଦିନ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୯୨ ଦିନ ପରେ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତାର ଚତୁର୍ଦଶତମ ସଂସ୍କଣର ଆୟୋଜିତ ହେବ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା…
Read More...

ସାଇନାଙ୍କୁ ବ୍ରୋଞ୍ଜ; ସିନ୍ଧୁ ଫାଇନାଲରେ

ଜାକର୍ତ୍ତା : ଭାରତର ପିଭି ସିନ୍ଧୁ ଚଳିତ ଏସୀୟ କ୍ରୀଡାର ମହିଳା ବ୍ୟାଡମିଣ୍ଟନ ଇଭେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍‍ସ ସେମିଫାଇନାଲରେ ପରାସ୍ତ ହେବାରୁ ସାଇନା ନେହୱାଲଙ୍କୁ ବ୍ରୋଞ୍ଜପଦକରେ…
Read More...

ଏକକାଳୀନ ନିର୍ବାଚନକୁ ଆଞ୍ଚଳିକ ଦଳଙ୍କ ବିରୋଧ

ନୂଆଦିଲ୍ଲୀ : ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଞ୍ଚଳିକ ଦଳଗୁଡିକ ବିରୋଧ କରୁଥିବା ମୁଖ୍ୟ ନିର୍ବାଚନ କମିସନ(ସିଇସି) ଓ.ପି. ରାୱତ୍‍ ସୋମବାର ପ୍ରକାଶ କରିଛନ୍ତି। ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’…
Read More...

ମେଘାଳୟ ବିଧାନସଭା ଉପନିର୍ବାଚନ: ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମାଙ୍କ ବିଜୟ

ଶିଲଂ : ମେଘାଳୟର ଦକ୍ଷିଣ ଟୁରା ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଏନ୍‍ପିପି (ନ୍ୟାସନାଲ ପିପୁଲ୍‍ସ ପାର୍ଟି) ମୁଖ୍ୟ କର୍ଣ୍ଣାଡ କରନାଡ(କେ) ସାଙ୍ଗମା ବିଜୟଲାଭ କରିଛନ୍ତି। ସେ ତାଙ୍କ ନିକଟତମ…
Read More...

ଗୋଧ୍ରା ଟ୍ରେନ୍‍ ପୋଡ଼ି ମାମଲା: ୩ ଦୋଷମୁକ୍ତ, ୨ ଜଣଙ୍କୁ ଆଜୀବନ ଜେଲ୍

ଅହମ୍ମଦାବାଦ : ଗୋଧ୍ରା ଟ୍ରେନ୍‍ ପୋଡ଼ି ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି)ର ସ୍ୱତନ୍ତ୍ର କୋର୍ଟ ସୋମବାର ୨ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଫାରୁକ ଭାନା ଏବଂ ଇମ୍ରାନ୍‍ ଶେରୁ ନାମକ…
Read More...

୧୯୮୧ ବିମାନ ଅପହରଣ ମାମଲା : ୨ ଅଭିଯୁକ୍ତ ମୁକ୍ତ

ନୂଆଦିଲ୍ଲୀ : ପାଖାପାଖି ୪୦ ବର୍ଷ ପୁରୁଣା ଇଣ୍ଡିଆନ୍‍ ଏୟାରଲାଇନ ବିମାନ ଅପହରଣ ମାମଲାରେ ଦିଲ୍ଲୀ ଅତିରିକ୍ତ ଦୌରା କୋର୍ଟ ବିଚାରପତି ଅଜୟ ପାଣ୍ଡେ ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି। ସରକାରୀ ଓକିଲଙ୍କ…
Read More...

ମୋଦୀଙ୍କୁ ମନମୋହନଙ୍କ ଚିଠି; ନେହେରୁ ସ୍ମାରକୀରେ ପରିବର୍ତ୍ତନ କରା ନ ଯାଉ

ନୂଆଦିଲ୍ଲୀ : ତିନି ମୂର୍ତ୍ତି ଭବନଠାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍‍ ନେହେରୁଙ୍କ ସ୍ମୃ୍‍ତି ବହନ କରୁଥିବା ମେମୋରିଆଲ ମ୍ୟୁଜିୟମ ଓ ଳାଇବ୍ରେରୀରେ କୌଣସି ପ୍ରକାରର ପରିବର୍ତ୍ତନ ନ କରିବାକୁ ବର୍ତ୍ତମାନର…
Read More...

ଆଧାର ତଥ୍ୟ ଜାଲ୍‍କରି ଖାଉଟି ସାମଗ୍ରୀ ହଡ଼ପ!

ଲକ୍ଷ୍ନୌ : ଆଧାର କାର୍ଡ ତଥା ଏହାର ତଥ୍ୟ ଅପବ୍ୟବହାର ପୂର୍ବକ ସରକାରୀ ଖାଉଟି ସାମଗ୍ରୀ ହଡ଼ପ ସମ୍ପର୍କିତ ବଡ଼ ଖବର ଏବେ ଉତ୍ତରପ୍ରଦେଶରେ ଝଡ଼ ସୃଷ୍ଟି କରିଛି। ମିଳିଥିବା ସୂଚନାନୁସାରେ ୮୫୯ ଆଧାର କାର୍ଡକୁ ୧ଲକ୍ଷ ୮୦ହଜାର…
Read More...

କେରଳ ବନ୍ୟା ଦୁର୍ଗତଙ୍କ କାହାଣୀ; କବରସ୍ଥାନରେ ସପ୍ତାହେ!

ଆଲାପ୍ପୁଝା : ବିପଦ ସମୟରେ ଶବ ବି ଆଶ୍ରା- ଏଭଳି ଆପ୍ତବାକ୍ୟ ସତ୍ୟ ପ୍ରମାଣିତ ହୋଇଛି କେରଳ ବନ୍ୟାରେ। ଆଲାପ୍ପୁଝା ଜିଲା ଅନ୍ତର୍ଗତ କୈନାକାରୀ ଗାଁର ପ୍ରାୟ ୨୦ଟି ପରିବାର ବନ୍ୟାରେ ନିଜର ବାସଗୃହ ହରାଇବା ପରେ ଯିବେ…
Read More...

କୁମ୍ଭମେଳା ପାଇଁ ୧୯୨ ଦେଶକୁ ନିମନ୍ତ୍ରଣ ପଠାଯିବ

ଲକ୍ଷ୍ନୌ : ଆସନ୍ତା ବର୍ଷ ଆହ୍ଲାବାଦର ହେବାକୁ ଥିବା କୁମ୍ଭମେଳା ପାଇଁ ଉତ୍ତରପ୍ରଦେଶ ସରକାର ୧୯୦ରୁ ଊର୍ଦ୍ଧ୍ବ ଦେଶକୁ ଆମନ୍ତ୍ରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। କୁମ୍ଭମେଳା ଅବସରରେ…
Read More...

ନିର୍ବାଚନ ଅପରାଧ ସମ୍ବନ୍ଧୀୟ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ନିର୍ବାଚନ ବେଳେ ରାଜନୈତିକ ଦଳ ତଥା ପ୍ରାର୍ଥୀମାନେ ଭୋଟର୍‍ଙ୍କୁ ପ୍ରଭାବିତ ତଥା ପ୍ରଲୋଭନ କରିବା ଏବଂ ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ଦେବା ଭଳି ଘଟଣାଗୁଡିକୁ ଅପରାଧ ପରିସରଭୁକ୍ତ କରି ଏନେଇ ଅତିକମ୍‍ରେ ୨…
Read More...

ଚେନ୍ନଇ ଅନାଥାଶ୍ରମରେ ଯୌନ ନିର୍ଯାତନା: ୪୪ ଶିଶୁ ଉଦ୍ଧାର

ଚେନ୍ନଇ : ତାମିଲନାଡୁ ରାଜଧାନୀ ଚେନ୍ନଇସ୍ଥିତ ଏକ ଅନାଥାଶ୍ରମର ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା କଥା ପଦାକୁ ଆସିଛି। ବିହାରର ଏକାଧିକ ଆଶ୍ରୟ କେନ୍ଦ୍ରରେ ଅନ୍ତେବାସିନୀମାନଙ୍କୁ ଯୌନ ନିର୍ଯାତନା…
Read More...

ମାଲେଗାଓଁ ବିସ୍ଫୋରଣ ମାମଲା : ହାଜତରେ ନିର୍ଯାତନା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଲେ.କର୍ଣ୍ଣେଲ ପୁରୋହିତ

ନୂଆଦିଲ୍ଲୀ : ମାଲେଗାଓଁ ବିସ୍ଫୋରଣ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତ ହାଜତରେ ତାଙ୍କ ଉପରେ ନିର୍ଯାତନାର ସ୍ୱତନ୍ତ୍ର ତଦନ୍ତ ଦାବି କରି ସୋମବାର ସୁପ୍ରିମକୋର୍ଟଙ୍କ…
Read More...

ରାହୁଲ ଏବଂ ସୀତାରାମ ୟେଚୁରୀଙ୍କୁ ନିଜ କାର୍ଯ୍ୟକ୍ରମକୁ ଡାକିବ ଆରଏସ୍‍ଏସ୍‍

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‍ଏସ) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସିପିଏମ୍‍ ମହାସଚିବ ସୀତାରାମ ୟେଚୁରୀଙ୍କ ସମେତ ବିରୋଧୀ ଦଳର କେତେକ ନେତାଙ୍କୁ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ନିଜ…
Read More...

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କୁ ସମନ

ଇସଲାମାବାଦ : ବେଆଇନ ଅର୍ଥ କାରବାର ଓ ଜାଲ୍‍ ବ୍ୟାଙ୍କ ଆକାଉଣ୍ଟ ମାମଲାରେ ପାକିସ୍ତାନ ସଙ୍ଘୀୟ ତଦନ୍ତ ଏଜେନ୍ସି (ଏଫଆଇଏ) ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲି ଜର୍ଦ୍ଦାରୀ ଓ ତାଙ୍କ ଭଉଣୀ ଫାରୟାଲ ତାଲପୁରଙ୍କୁ ସମନ ଜାରି…
Read More...

ଆଧ୍ୟାତ୍ମିକ ଦିଗରେ ଛୋଟା ସକିଲର ପୁଅ

ମୁମ୍ବଇ : ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ୍‍ର ଘନିଷ୍ଠ ସହଯୋଗୀ ଛୋଟା ସକିଲର ପୁଅ ଅପରାଧ ଦୁନିଆରୁ ଦୂରେଇ ଆଧ୍ୟାତ୍ମିକ ମାର୍ଗକୁ ଆପଣାଇଛି। ପାକିସ୍ତାନର କରାଚିରେ ରହୁଥିବା ଛୋଟା ସକିଲର ତୃତୀୟ ତଥା ସର୍ବକନିଷ୍ଠ…
Read More...

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପମାନିତ କରୁଛନ୍ତି: ରାହୁଲ

ଲଣ୍ଡନ : ଭାରତ ବିଶ୍ୱକୁ ଭବିଷ୍ୟତର ରାସ୍ତା ଦେଖାଇଛି। ଭାରତୀୟଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ଓ କଂଗ୍ରେସ ଏଥିରେ ପୂର୍ଣ୍ଣ ସହଯୋଗ କରିଛି। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ଯେ ସେ କ୍ଷମତାକୁ…
Read More...

ହରିଦ୍ୱାର: ବିପଦସଙ୍କେତ ଉପରେ ଗଙ୍ଗା

ନୂଆଦିଲ୍ଲୀ : ଉତରାଖଣ୍ଡର ବିଭିନ୍ନସ୍ଥାନରେ ପ୍ରବଳ ବର୍ଷା କାରଣରୁ ଗଙ୍ଗା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି। ରବିବାର ପୂର୍ବାହ୍ଣ ସୁଦ୍ଧା ହରିଦ୍ୱାରଠାରେ ଗଙ୍ଗାନଦୀର ବନ୍ୟା ଜଳ ବିପଦ ସଙ୍କେତ ଛୁଇଁ ଥିବାରୁ ସ୍ଥାନୀୟ…
Read More...

ଡିଏମ୍‍କେ ଅଧ୍ୟକ୍ଷ ପଦ ପାଇଁ ଷ୍ଟାଲିନ୍‍ଙ୍କ ପ୍ରାର୍ଥିପତ୍ର ଦାଖଲ

ଚେନ୍ନାଇ : ଏମ୍‍ କରୁଣାନିଧିଙ୍କ ପରଲୋକ ପରେ ଡିଏମ୍‍କେ ଅଧ୍ୟକ୍ଷ ପଦ ପାଇଁ ତାଙ୍କ ପୁତ୍ର ତଥା ଦଳୀୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏମ୍‍କେ ଷ୍ଟାଲିନ୍‍ ରବିବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କରୁଣାନିଧି ୨୦୧୭…
Read More...

ଆମେରିକାରେ ବଢୁଛି ଶିଖ୍‍ଙ୍କ ଉପରେ ଆକ୍ରମଣ ଘଟଣା

ୱାଶିଂଟନ୍‍ : ଆମେରିକାରେ ଶିଖ୍‍ଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କାଲିଫର୍ଣ୍ଣିଆସ୍ଥିତଏକ ଗୁରୁଦ୍ୱାରା ବାହାରେ ଅକାଳି ଦଳ ନେତା ତଥା ଦିଲ୍ଲୀ ଶିଖ୍‍ ଗୁରୁଦ୍ୱାରା ପରିଚାଳନା କମିଟି ସଦସ୍ୟ…
Read More...

ଭେଙ୍କୈୟା ନାଇଡୁଙ୍କୁ ରାକ୍ଷୀ ବାନ୍ଧିଲେ ସୁଷମା

ନୂଆଦିଲ୍ଲୀ : ଭାଇ-ଭଗିନୀ ମଧ୍ୟରେ ସ୍ନେହ ଓ ଶ୍ରଦ୍ଧାର ପର୍ବ ରକ୍ଷାବନ୍ଧନ ଅବସରରେ ରବିବାର ଶତାଧିକ ସ୍କୁଲ୍‍ ଛାତ୍ରଛାତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ…
Read More...

ବିଜେପିକୁ ହରାଇବାକୁ ଗଠନ ହୋଇପାରେ ଅପରାଜେୟ ବିରୋଧୀ ମେଣ୍ଟ: ଚିଦାମ୍ବରମ୍‍

କଲିକତା : ବିଜେପିକୁ ଆଗାମୀ ଲୋକସଭା ନିର୍ବାଚନରେ ପରାଜିତ କରିବା ନିମନ୍ତେ ବିରୋଧୀ ଦଳଗୁଡିକର ଏକ ଅପରାଜେୟ ମେଣ୍ଟ ଗଠନ କରାଯାଇପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‍ କହିଛନ୍ତି। ଏହି ମହାମେଣ୍ଟର…
Read More...

ଶତାଧିକ ସ୍ୱତନ୍ତ୍ର ଷ୍ଟେସନ୍‍, ଟର୍ମିନାଲ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ : ଦେଶରେ ଖୁବ୍‍ଶୀଘ୍ର ୧୦୦ରୁ ଊର୍ଦ୍ଧ୍ବ ସ୍ୱତନ୍ତ୍ର ରେଳଷ୍ଟେସନ୍‍ ଏବଂ ଟର୍ମିନାଲ ପ୍ରତିଷ୍ଠା କରାଯିବ। ଏ ନେଇ ରେଳବାଇ ଅଧୀନସ୍ଥ ସମର୍ପିତ ମାଲ୍‍ ପରିବହନ ପରିକ୍ଷେତ୍ର ନିଗମ ପକ୍ଷରୁ ୮୧,୪୫୯ କୋଟି ଟଙ୍କାର…
Read More...

ଚିନ୍ତା! ଅଲକାଏଦାରେ କାଶ୍ମୀର ଯୁବକଙ୍କ ଯୋଗଦାନ ହାର ବଢୁଛି

ନୂଆଦିଲ୍ଲୀ : ଚଳିତ ବର୍ଷ କାଶ୍ମୀରର ୧୩୧ ଯୁବକ ଅଏକାଏଦାର ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ସୁରକ୍ଷା ସଂସ୍ଥାର ରିପୋର୍ଟ ଅନୁସାରେ ୨୦୧୦ ପରେ ୨୦୧୮ରେ ସର୍ବାଧିକ କାଶ୍ମୀର ଯୁବକ ଆତଙ୍କବାଦୀ ହୋଇଛନ୍ତି।…
Read More...

ମୋର କେହି ସମ୍ମାନ କରୁନାହାନ୍ତ, ବୋଧେ ମଲା ପରେ କରିବେ : ମୁଲାୟମ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ସପା)ର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଦଳରେ ନିଜର ଉପେକ୍ଷାକୁ ନେଇ ଶନିବାର କ୍ଷୋଭ ଏବଂ କୋହ ଭରା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ମୋର ହେକି ସମ୍ମାନ କରୁନାହାନ୍ତି, ବୋଧେ…
Read More...

ବସୁନ୍ଧରାଙ୍କ ‘ରାଜସ୍ଥାନ ଗୌରବ’ ଯାତ୍ରା ଉପରେ ପଥର ମାଡ଼

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ‘ରାଜସ୍ଥାନ ଗୌରବ’ ରଥ ଯାତ୍ରାକୁ ଯୋଧପୁରରେ ଘୋର ବିରୋଧ କରାଯାଇଛି। ଶନିବାର ରାତିରେ ଯୋଧପୁରର ପିପାରରେ ରଥ ଉପରକୁ ଢେଲା ଓ ପଥର ମାଡ଼ କରାଯାଇଛି। ଫଳରେ…
Read More...

ଏନ୍‍ଡିଏ ଛାଡ଼ି ମହାମେଣ୍ଟରେ ସାମିଲ ହେବେ ଉପେନ୍ଦ୍ର କୁଶୱାହା!

ପାଟନା : କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଅଧ୍ୟକ୍ଷ ଉପନ୍ଦ୍ରେ କୁଶୱାହା ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ମେଣ୍ଟ ଛାଡ଼ି ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହେବେ ବୋଲି ସଂକେତ ଦେଇଛନ୍ତି। ଶନିବାର…
Read More...

ଗଙ୍ଗାଧର ଓ ସିଦ୍ଧ କାବ୍ୟର ମନ୍ତ୍ର

ଗଙ୍ଗାଧର ଚିରଦିନ ଆଧୁନିକ। ପ୍ରାଚୀନ ଓ ଆଧୁନିକ ଯୁଗ ମଧ୍ୟରେ ସମୃଦ୍ଧ, ଶିଷ୍ଟ ସାରସ୍ୱତ ସୁବାସ ମାଧ୍ୟମରେ, ଗଙ୍ଗାଧର ସମ୍ପର୍କରେ ସେତୁବନ୍ଧଟିଏ। ଆଚରଣ ଓ ଉଚ୍ଚାରଣ ଭିତରେ କିଛି ଫରକ୍‌ ନଥାଇ ସେ ଜଣେ ସତ୍‌କବି,…
Read More...

ସ୍ବଭାବ କବି ଗଙ୍ଗାଧର

ସୁରଭାରତୀଙ୍କ ପ୍ରିୟନନ୍ଦନ ‘ବାଲ୍ମୀକି-ବ୍ୟାସ-କାଳିଦାସ’ଙ୍କ ସାରସ୍ବତ ସୌରଭରେ ସୁରଭିତ ଥିଲା ଉତ୍କଳର ପ୍ରଖ୍ୟାତ ବାଣୀସାଧକ ସ୍ବଭାବକବି ଗଙ୍ଗାଧର ମେହେରଙ୍କ କାବ୍ୟ କବିତାର ମହାର୍ଘ ସମ୍ଭାର। ଶାଶ୍ବତ ବୈଦିକ ସଂସ୍କୃତିର…
Read More...

ରାଜପୁତ ଜିମ୍ବାୱେ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ

ମୁମ୍ବଇ: ଜିମ୍ବାୱେ କ୍ରିକେଟ ବୋର୍ଡ ପକ୍ଷରୁ ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଲାଲଚାନ୍ଦ ରାଜପୁତଙ୍କୁ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକଭାବେ ନିଯୁକ୍ତ କରାଯାଇଛି। ଶନିବାର ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ…
Read More...

ଓଡ଼ିଆ ଖେଳାଳିଙ୍କ ଉପରେ ନଜର ରହିବ: ଦେବାଶିଷ

ଭୁବନେଶ୍ୱର : ବିସିସିଆଇ ପକ୍ଷରୁ ଜାତୀୟ ଜୁନିୟର କ୍ରିକେଟ ମନୋନୟନ କମିଟିର ସଦସ୍ୟ ନିଯୁକ୍ତ ହୋଇଥିବା ଓଡ଼ିଶାର ପ୍ରଥମ ସିନିୟର ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଭୁବନେଶ୍ବରର ସହିଦ୍‍ ସ୍ପୋର୍ଟିଂ କ୍ଲବ…
Read More...

ଏସୀୟ କ୍ରୀଡ଼ାରେ ଆଜି (ରବିବାର) ଭାରତ

ତୀରନ୍ଦାଜୀ: ପୁରୁଷ ଦଳଗତ କମ୍ପାଉଣ୍ଡ: ଭାରତ-କାତାର; ସକାଳ ୯.୨୦। ମହିଳା ଦଳଗତ କମ୍ପାଉଣ୍ଡ- ଅପରାହ୍‍ଣ ୧୨.୧୦। ଦୌଡ଼କୁଦ: ପୁରୁଷ ୪୦୦ମି. ହର୍ଡଲ୍‍ସ (ଯୋଗ୍ୟତା ପର୍ଯ୍ୟାୟ)- ଆୟାସ୍ୱାମୀ ଧାରୁନ୍‍, ସନ୍ତୋଷ କୁମାର:…
Read More...

ରାଜଧାନୀରେ ସମିତି ସଭ୍ୟ ସଂଘର ରଣହୁଙ୍କାର

ଭୁବନେଶ୍ବର : ରାଜ୍ୟ ସମିତି ସଭ୍ୟ/ସଭ୍ୟା ମହାସଂଘର ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାସଂଘର ସଭାପତି ଶରତ ଖିଲାର ସଭାପତିତ୍ବ କରି ସଭାର ନିଷ୍ପତ୍ତି ଅନୁଯାୟୀ ପୂର୍ବରୁ ସଂଘ…
Read More...

ଫାଟ ନିରୀକ୍ଷଣ ଓ ରକ୍ଷଣାବେକ୍ଷଣ ଜରୁରୀ

ବୁର୍ଲା : ମହାନଦୀ ଜଳ ପରିଚାଳନା ନେଇ ଶୁକ୍ରବାର ଓଡ଼ିଶା-ଛତିଶଗଡ଼ ଆଲୋଚନା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଆଜି ହୀରାକୁଦ ବନ୍ଧ ସୁରକ୍ଷା ସମୀକ୍ଷା ପ୍ୟାନେଲର ୯ ଜଣ ବିଶେଷଜ୍ଞ ବନ୍ଧର ସ୍ଥିତି ଓ ସୁରକ୍ଷା ଦିଗ ଅନୁଧ୍ୟାନ…
Read More...

ଏଆଇସିସି ପ୍ରଚାର କମିଟିରେ ଭକ୍ତ ଦାସ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ପ୍ରଚାର କମିଟି, କୋର କମିଟି ଓ ଇସ୍ତାହାର କମିଟିର ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଏଆଇସିସି ୧୩ଜଣିଆ ପ୍ରଚାର କମିଟିରେ ଓଡ଼ିଶାର…
Read More...

୨୦୯ ପଞ୍ଚାୟତ ପାଇଁ ୧୬୫୦ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ଟି ଜିଲାର ୧୦ଟି ବ୍ଲକ ଅନ୍ତର୍ଗତ ୨୦୯ଟି ପଞ୍ଚାୟତ ପାଇଁ ୧୬୫୦ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏଥିରେ ୪୯.୬୯ କୋଟି ଟଙ୍କା…
Read More...

ସ୍ବଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ ପାଇଁ ଦିଆଯିବ ପୁରସ୍କାର:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁସ୍ଥ ରହିବା ଆମ ଦାୟିତ୍ବ। ସୁସ୍ଥ ରହିଲେ ଆମେ ପରିବାର, ସମାଜ ଓ ଦେଶ ପାଇଁ କିଛି କରିପାରିବା। ନାଗରିକମାନଙ୍କ ସ୍ବାସ୍ଥ୍ୟ ସହିତ ଦେଶର ଅର୍ଥନୀତି ଓ ବିକାଶର ସମ୍ପର୍କ ରହିଛି। ତେଣୁ ସୁସ୍ଥ ରହିବା ପାଇଁ…
Read More...

କେରଳବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା

କୋଚି : ଶତାବ୍ଦୀର ଭୟଙ୍କର ବନ୍ୟାର ବିଷାଦର ଛାୟା ରହିଥିବା ବେଳେ ପରସ୍ପରର ଦୁଃଖରେ ସମଦୁଃଖୀ ହୋଇ ଶନିବାର ପବିତ୍ର ଓଣମ୍‍ ଉତ୍ସବ ପାଳନ କରିଛନ୍ତି ରାଜ୍ୟବାସୀ। ରିଲିଫ୍‍ କ୍ୟାମ୍ପରେ ଆଶ୍ରୟ ନେଇଥିବା ଲୋକଙ୍କୁ ଆହାର…
Read More...

ଭାରତରେ ପ୍ରଥମ ଜନ୍ମିତ ପେଙ୍ଗୁଇନ୍‌ ମୃତ

ମୁମ୍ବଇ : ଭାରତରେ ତଥା ମୁମ୍ବଇର ବାଇକୁଲା ଚିଡିଆଖାନାରେ ପ୍ରଥମ କରି ଜନ୍ମ ହୋଇଥିବା ହମବୋଲ୍ଟ ପ୍ରଜାତିର ପେଙ୍ଗୁଇନ ଛୁଆଟି ଶୁକ୍ରବାର ମରିଯାଇଛି। ଦକ୍ଷିଣ ଆମେରିକୀୟ ପ୍ରଜାତିର ପେଙ୍ଗୁଇନଟି ଅଗଷ୍ଟ ୧୫ ସ୍ୱାଧୀନତା…
Read More...

ନାବାଳିକା ବଳାତ୍କାରକୁ ନେଇ ହିଂସା

ନୂଆଦିଲ୍ଲୀ : ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ଜଣେ ନାବାଳିକାକୁ ବଳାତ୍କାର ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ହିଂସାକାଣ୍ଡ ଘଟାଇବାରୁ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହା ସହିତ ଗାଡି…
Read More...

ଆଉ ଥରେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ: ସିଦ୍ଧରମେୟା

ବାଙ୍ଗାଲୋର : ପୁଣି ଥରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ଆଶା ବ୍ୟକ୍ତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ଶୁକ୍ରବାର ସିଦ୍ଧରମେୟା କହିଛନ୍ତି ରାଜନୀତି ହେଉଛି ଏକ…
Read More...

ହସ୍ପିଟାଲରୁ ବାହାରିଲେ ଲାଲୁ

ମୁମ୍ବଇ : ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଶନିବାର ଡିସଚାର୍ଜ (ମୁକ୍ତ) କରାଯାଇଛି। ଡାକ୍ତରଖାନାରୁ ଡିସଚାର୍ଜ ପରେ ଲାଲୁ ପାଟନା…
Read More...

ରବିବାର ରାଶିଫଳ

ମେଷ: ବ୍ୟବସାୟରେ ଅର୍ଥ ବିନିଯୋଗ ଫଳପ୍ରଦ ହେବ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ଶୁଭଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଅର୍ଥ ମିଳିବ। ବୃଷ:…
Read More...

ରାଷ୍ଟ୍ରପତିଙ୍କୁ ପ୍ରଥମ ଶ୍ରେଣୀ ବିମାନ ଯାତ୍ରା ମନା

ଇସଲାମାବାଦ : ନିର୍ବାଚନ ପୂର୍ବ ପ୍ରତିଶ୍ରୁତି ମୁତାବକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଖର୍ଚ୍ଚକାଟ ଉପରେ ଅନେକ ପଦକ୍ଷେପ ନେଇଛନ୍ତି। ପଦକ୍ଷେପ ସ୍ୱରୂପ ପାକିସ୍ତାନ ଭିଭିଆଇପିଙ୍କ ପ୍ରଥମ ଶ୍ରେଣୀ ବିମାନ…
Read More...

୩ କମିଟି ଗଠନ କଲେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନକୁ ନେଇ ତତ୍ପର ହୋଇପଡିଛନ୍ତି। ଦଳର ବିଜୟ ସୁନିଶ୍ଚିତ କରିବା ନିମନ୍ତେ କଡ଼ା ରଣନୀତି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିକ୍ରମେ ଶନିବାର ସେ…
Read More...

ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟାକୁ ଉପେକ୍ଷା କରାଯାଇଛି

କଲକାତା : ରାଫେଲ୍‍ ଯୁଦ୍ଧବିମାନ କ୍ରୟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସର ଆକ୍ରମଣକୁ ଜୋରଦାର କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ଦଳୀୟ ନେତା ପି. ଚିଦମ୍ବରମ୍‍। ସେ ଅଭିଯୋଗ କରିଛନ୍ତି ଯେ ରାଫେଲ୍‍…
Read More...

୪୦୦ମି. ଫାଇନାଲରେ ଅନାସ୍‍ ଓ ରାଜୀବ

ଜାକର୍ତ୍ତା : ଏସୀୟ କ୍ରୀଡ଼ାରେ ପୁରୁଷ ୪୦୦ ମିଟର ଦୌଡ଼ର ଫାଇନାଲରେ ପ୍ରବେଶ କରିଛନ୍ତି ଦୁଇ ଭାରତୀୟ ଧାବକ ମହମ୍ମଦ ଅନାସ୍‍ ୟାହିୟା ଓ ରାଜୀବ ଆରୋକିଆ। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ମହମ୍ମଦ ଅନାସ୍‍ ୪୫.୩୦ ସେକେଣ୍ଡ…
Read More...

ସ୍କ୍ୱାସ୍‍: ଦୀପିକା, ଜ୍ୟୋତ୍ସ୍ନା, ସୌରଭଙ୍କୁ ବ୍ରୋଞ୍ଜ

ଜାକର୍ତ୍ତା : ଭାରତର ଦୀପିକା ପାଲିକଲ, ଜ୍ୟୋତ୍ସ୍ନା ଚିନାପ୍ପା ଓ ସୌରଭ ଘୋଷାଲ ଏସୀୟ କ୍ରୀଡାର ସ୍କ୍ୱାସ୍‍ରେ ବ୍ରୋଞ୍ଜପଦକ ହାସଲ କରିଛନ୍ତି। ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ ପ୍ରଥମ ସେମିଫାଇନାଲରେ ମାଲେସିଆର…
Read More...

୧୦୦ମି. ସେମିଫାଇନାଲରେ ଦୁତି

ଜାକର୍ତ୍ତା : ଓଡ଼ିଶାର ଧାବିକା ଦୁତି ଚାନ୍ଦ ପ୍ରଥମଥର ପାଇଁ ଏସୀୟ କ୍ରୀଡ଼ାରେ ଭାଗ ନେଉଥିବା ବେଳେ ଏଥିରେ ତାଙ୍କ ପ୍ରଥମ ପଦାର୍ପଣରେ ସଫଳ ହୋଇଛନ୍ତି। ଦୁତି ୧୮ଶ ଏସୀୟ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ର ସେମିଫାଇନାଲ ଲାଗି…
Read More...

ଖୁସି ରହିବାର ଅଭ୍ୟାସ

କାମର ଚାପ ଏତେ ବଢ଼ୁଛି ଯେ ଯୁବବର୍ଗ ନିଜ ଅସ୍ତିତ୍ବ ଏହା ମଧ୍ୟରେ ଭୁଲିଗଲେଣି। ଅଧିକାଂଶ ପରିବାରରେ ଆଜିକାଲି ନିୟମିତ କଳିଝଗଡ଼ା ଲାଗିରହୁଛି। ଏହା ପଛର ମୁଖ୍ୟ କାରଣ ହେଲା ପରସ୍ପରର ଅସୁବିଧାକୁ ନ ବୁଝିବା। ଏ ବାବଦରେ…
Read More...

ଅମିରଙ୍କ ସ୍ପଷ୍ଟୋକ୍ତି

ବଲିଉଡର ‘ଶ୍ରୀମାନ୍ ପରଫେକ୍‌ସନିଷ୍ଟ’ ସ୍ଥାନକୁ ନିଜ କବ୍‌ଜାରେ ରଖିଛନ୍ତି ଅମିର ଖାନ୍। ଚଳିତ ବର୍ଷ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦଙ୍ଗଲ’ର ପ୍ରଚାର ନିମନ୍ତେ ଅମିର ଚୀନ୍ ଯାଇଥିଲେ। ସେ ସମୟରେ ସେଠାକାର ସଂଖ୍ୟାଧିକ…
Read More...

ସରକାରଙ୍କୁ ‘ଖୁସି’ ମହଙ୍ଗା

ଭୁବନେଶ୍ୱର : ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟର କିଶୋରୀମାନଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରିବାପାଇଁ ରାଜ୍ୟ ସରକାର ଫେବୃଆରୀ ୨୬ରେ ‘ଖୁସି’ଯୋଜନା ପ୍ରଣୟନ କରିଛନ୍ତି। ଆସନ୍ତା ଅକ୍ଟୋବର ୨ତାରିଖ ତଥା ଗାନ୍ଧି…
Read More...

ଆରସିବି ପ୍ରଶିକ୍ଷକ ପଦରୁ ଭେଟୋରି ହଟିଲେ

ବେଙ୍ଗାଲୁରୁ : ଆଇପିଏଲ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ମୁଖ୍ୟ ପ୍ରଶିକ୍ଷକ ପଦରୁ ଡାନିଏଲ ଭେଟୋରିଙ୍କୁ ଅବ୍ୟାହତି ଦିଆଯାଇଛି। ଭେଟୋରିଙ୍କ ବ୍ୟତୀତ ବ୍ୟାଟିଂ/ଫିଲ୍ଡିଂ ପ୍ରଶିକ୍ଷକ ଟ୍ରେଣ୍ଟ…
Read More...

ଏସୀୟ କ୍ରୀଡ଼ାରେ ଆଜି (ଶନିବାର) ଭାରତ

ଦୌଡ଼କୁଦ: ପୁରୁଷ ଲଙ୍ଗ୍‍ଜମ୍ପ ଯୋଗ୍ୟତା- ଶ୍ରୀଶଙ୍କର: ସନ୍ଧ୍ୟା ୫.୧୫। ପୁରୁଷ ୪୦୦ମି. ହିଟ୍‍ସ- ରାଜୀବ ଆରୋକିଆ ଓ ମହମ୍ମଦ ଆନାସ୍‍; ସକାଳ ୯.୪୦। ପୁରୁଷ ସଟ୍‍ପୁଟ୍‍ ଯୋଗ୍ୟତା- ତେଜିନ୍ଦର ତୁର୍‍: ସନ୍ଧ୍ୟା ୬.୩୦।…
Read More...

ସୁଟିଂରେ ହିନାଙ୍କୁ ବ୍ରୋଞ୍ଜ୍‍

ପାଲେମବାଙ୍ଗ୍‍ : ଚଳିତ ଏସୀୟ କ୍ରୀଡ଼ାର ମହିଳା ୧୦ ମିଟର ଏୟାର ପିସ୍ତଲ୍‍ ବିଭାଗରେ ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି ହିନା ସିଧୁ। ଅନ୍ୟପକ୍ଷରେ ୧୬ ବର୍ଷୀୟା ସୁଟର୍‍ ମାନୁ ଭାକେର ନୈରାଶ୍ୟଜନକ ପ୍ରଦର୍ଶନ କରି ୫ମ ସ୍ଥାନରେ…
Read More...

ଟେନିସ୍‍ରେ ପ୍ରାଜ୍ଞେଶଙ୍କୁ ବ୍ରୋଞ୍ଜ୍‍

ଜାକର୍ତ୍ତା : ୧୮ଶ ଏସୀୟ କ୍ରୀଡ଼ାରେ ଟେନିସ୍‍ରେ ୩ଟି ପଦକ ଜିତି ଭାରତୀୟ ଖେଳାଳି ସେମାନଙ୍କ ଅଭିଯାନ ଶେଷ କରିଛନ୍ତି। ଗୁରୁବାର ମହିଳା ସିଙ୍ଗଲ୍‍ସରେ ଭାରତର ଅଙ୍କିତା ରୈନା ବ୍ରୋଞ୍ଜ୍‍ ପଦକ ଜିତିଥିବା ବେଳେ ଶୁକ୍ରବାର…
Read More...

କୃଷକଙ୍କ ଦ୍ୱାରା ବିକଶିତ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଉ

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ…
Read More...

ବିଜେଡିରେ ମିଶିଲେ ଶତାଧିକ ଆଇଏନ୍‍ଟିୟୁସି କର୍ମକର୍ତ୍ତା

ଭୁବନେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନବଗଠିତ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ଶୋଭାଯାତ୍ରା କ୍ୟାପିଟାଲ୍‍ ହସ୍ପିଟାଲ ଛକରୁ ବାହାରି ନବୀନ ନିବାସରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରା ଅବସରରେ…
Read More...

ବଡ଼ମ୍ବା-ନରସିଂହପୁରରେ ବ୍ୟାପୁଛି କିଡ୍‍ନୀ ରୋଗ

ଭୁବନେଶ୍ୱର : କଟକ ଜିଲା ବଡମ୍ବା ଓ ନରସିଂହପୁର ବ୍ଲକ୍‍ରେ କିଡ୍‍ନୀ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ପ୍ରତିକାର ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ସେଠାରେ ଖୁବ୍‍ଶୀଘ୍ର ଡାଏଲିସିସ୍‍ ୟୁନିଟ୍‍ ଏବଂ ଆନାଲାଇଜର…
Read More...

ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ

ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ଅନୁଷ୍ଠାନ ମିଳିତ ସହଯୋଗରେ ଜୟଦେବଭବନଠାରେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ଅସ୍ତ୍ର ଚୋରି ଅଭିଯୋଗରେ କଂଗ୍ରେସ ବିଧାୟକ ଗିରଫ

ଇମ୍ଫାଲ : ଅସ୍ତ୍ରଶସ୍ତ୍ର ଚୋରି ଅଭିଯୋଗରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଶୁକ୍ରବାର ମଣିପୁରର କଂଗ୍ରେସ ବିଧାୟକ ୟାମଥୋଙ୍ଗ ହାଓକିପଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ୧୫ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ…
Read More...

ରାଜସ୍ଥାନ ପାଠ୍ୟପୁସ୍ତକରେ ସ୍ଥାନ ପାଇବେ ବାଜପେୟୀ

ଜୟପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କ ଜୀବନକାଳ ମଧ୍ୟରେ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ତାହାକୁ ରାଜସ୍ଥାନ ପାଠ୍ୟପୁସ୍ତକରେ ଲିପିବଦ୍ଧ କରାଯିବ। ଆସନ୍ତା ଶିକ୍ଷାବର୍ଷଠାରୁ ଏହି…
Read More...

ବିଜେପି ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ତେଜପ୍ରତାପ

ବୈଶାଳୀ : ବିଜେପି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ରାଷ୍ଟ୍ରୀୟ ଜନତା ଦଳ (ଆର୍‍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜ ପ୍ରତାପ ଯାଦବ ଅଭିଯୋଗ କରିଛନ୍ତି। ବୁଧବାର ଇଦ୍‍ ଉଲ୍‍-ଜୁହା ଅବସରରେ…
Read More...

ମୋ ସରକାରରେ ମଧ୍ୟସ୍ଥଙ୍କ ସ୍ଥାନ ନାହିଁ: ମୋଦୀ

ଅହମଦାବାଦ : କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁର ହେଉଥିବା ପ୍ରତିଟି ଅର୍ଥ ଗରିବଙ୍କ ନିକଟରେ ପହଞ୍ଚୁଛି। କାରଣ ତାଙ୍କ ସରକାରରେ କୌଣସି ମଧ୍ୟସ୍ଥ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପୂର୍ବତନ…
Read More...

କୁଳଭୂଷଣଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି: ପାକ୍‍

ଇସ୍‍ଲାମାବାଦ : ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲ୍‍ରେ ବନ୍ଦୀଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ରାହିଛି ବୋଲି ପାକିସ୍ତାନର ନବ ନିଯୁକ୍ତ ବୈଦେଶିକ ମନ୍ତ୍ରୀ…
Read More...

ଆଜି ଆସୁଛନ୍ତି ଉପରାଷ୍ଟ୍ରପତିି

ଭୁବନେଶ୍ୱର : ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍‍ସ)ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆସନ୍ତାକାଲି(ଶନିବାର)ରେ ଅନୁଷ୍ଠିତ ହେବ। ଏଥିରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ…
Read More...

ଶନିବାର ରାଶିଫଳ

ମେଷ: ଆନନ୍ଦ ଉତ୍ସବରେ ମଜ୍ଜି ରହିବେ। ବିଭିନ୍ନ ସୂତ୍ରରୁ; ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରସନ୍ନ ରହିପାରେ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ…
Read More...

ମହାନଦୀ ଜଳ ପରିଚାଳନା : ଓଡିଶା-ଛତିଶଗଡ ଆଲୋଚନା

ବୁର୍ଲା : ଚଳିତ ମୌସୁମୀ ଋତୁରେ ମହାନଦୀ ଜଳ ପରିଚାଳନା ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୁର୍ଲା ଅଶୋକ ନିବାସରେ ଏହି ଉଚ୍ଚ ସ୍ତରୀୟ ଆଲୋଚନା ଅନୁଷ୍ଠିିତ ହୋଇଯାଇଛି।…
Read More...

ସ୍ୱଚ୍ଛ ପରିବହନ: ଶୀର୍ଷରେ ଭୋପାଳ ଏବଂ କଲକତା

ନୂଆଦିଲ୍ଲୀ : ଦେଶରେ ସ୍ୱଚ୍ଛ ପରିବହନ କ୍ଷେତ୍ରରେ ଭୋପାଳ ଏବଂ କଲକତା ସହର ଶୀର୍ଷରେ ରହିଛନ୍ତି। ଏଠାରେ ସାଧାରଣ ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣ ପରିମାଣ କମ୍ ରହିଛି । ଶୁକ୍ରବାର ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର…
Read More...

ସ୍କଟ୍‍ ମରିସନ୍‍ ଅଷ୍ଟ୍ରେଲିଆର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆର ଅର୍ଥମନ୍ତ୍ରୀ ସ୍କଟ୍‍ ମରିସନ୍‍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବେ। ଶୁକ୍ରବାର ଲିବରାଲ ପାର୍ଟିର ନେତା ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ପଦ ଲାଭ କରିବା ନେଇ…
Read More...

ଶୁଣାଣିର ସିଧା ପ୍ରସାରଣ ମାମଲା : ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଅଦାଲତରେ ମାମଲା ଶୁଣାଣିର ସିଧାପ୍ରସାରଣ ସମ୍ବନ୍ଧୀୟ କେତେକ ଆବେଦନ ଉପରେ ସୁପ୍ରିମକୋର୍ଟ ବିଚାର କରିଥିବାବେଳେ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ଏକ ପ୍ରୟୋଗିକ ପରିଯୋଜନା କ୍ରମେ ପ୍ରଧାନ ବିଚାରପତିଙ୍କ…
Read More...

ଡୋକଲାମ ପ୍ରସଙ୍ଗର ଯବନିକା ପଡି ନାହିଁ: ରାହୁଲ

ଲଣ୍ଡନ : ସିକିମ ସୀମାନ୍ତ ଡୋକଲାମରେ ଚୀନ ସେନାର ଉପସ୍ଥିତି ଏବେ ବି ରହିଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ଶୁକ୍ରବାର ଲଣ୍ଡନସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଷ୍ଟ୍ରାଟେଜିକ୍‍ ଷ୍ଟଡିଜର…
Read More...

ପେରୁ-ବ୍ରାଜିଲ ସୀମାରେ ଭୂମିକମ୍ପ

ବ୍ରାସିଲିଆ : ପେରୁ-ବ୍ରାଜିଲ ସୀମାରେ ଶୁକ୍ରବାର ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ବୋଲି ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା କହିଛି। ପେରୁ ପୂର୍ବାଞ୍ଚଳରେ ୬୦୯…
Read More...

ତାମିଲନାଡୁକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ; ମୁଲାପେରିୟାର ଡ୍ୟାମ୍‍ ଜଳସ୍ତର ୧୩୯ ଫୁଟ୍‍ ରହିବ

ନୂଆଦିଲ୍ଲୀ : କେରଳରେ ପ୍ରଳୟଙ୍କରୀ ବନ୍ୟା ବିଭୀଷିକାକୁ ଦୃଷ୍ଟିରେ ରଖି ମୁଲାପେରିୟାର ଜଳଭଣ୍ଡାରର ଜଳସ୍ତର ଅଗଷ୍ଟ ୩୧ ପର୍ଯ୍ୟନ୍ତ ୧୩୯ ଫୁଟ୍‍ ମଧ୍ୟରେ ସୀମତ ରଖିବାକୁ ତାମିଲନାଡ଼ୁ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ…
Read More...

ମିର୍ଚ୍ଚପୁର ଦଳିତ ହତ୍ୟା ମାମଲା: ଦୋଷମୁକ୍ତଙ୍କୁ ଦୋଷୀ ଘୋଷଣା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ମିର୍ଚ୍ଚପୁର ଦଳିତ ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ ଦୋଷମୁକ୍ତ ହୋଇଥିବା ୨୦ ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦୋଷୀ ଘୋଷଣା କରିଛନ୍ତି। ଏଥିସହ ହାଇକୋର୍ଟ ମାମଲାର ୧୩ ଜଣ ଦୋଷୀଙ୍କ…
Read More...

ଏୟାରସେଲ୍‍-ମାକ୍ସିସ୍‍ ମାମଲା: ଚିଦାମ୍ବରମ୍‍ଙ୍କୁ ଜେରା

ନୂଆଦିଲ୍ଲୀ : ଏୟାରସେଲ୍‍-ମାକ୍ସିସ୍‍ ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍‍ଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶୁକ୍ରବାର ଜେରା କରିଛନ୍ତି। ବେଆଇନ ଅର୍ଥ କାରବାର ନିରୋଧ ଆଇନ…
Read More...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ ନାକଚ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଫଳାଫଳ ନାକଚ କରିବା ନେଇ ବିରୋଧୀ ଦଳ ପକ୍ଷରୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ଯେଉଁ ଆସନରେ କେବଳ ଜଣେ ମାତ୍ର ପ୍ରାର୍ଥୀ ପ୍ରାର୍ଥିୀପତ୍ର…
Read More...