Author
Samaja Digital (SM)
ଅପରାହ୍ଣ ୪ଟା ମୁଖ୍ୟ ଖବର
ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର..
କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ପରିଣତ ହେଲା, ପଶ୍ଚିମ -ଉତ୍ତର ପଶ୍ଚିମ ଆଡକୁ ମୁହାଁଇବ ଲଘୁଚାପ କ୍ଷେତ୍ର..
ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା…
Read More...
Read More...
ଦେଖନ୍ତୁ ଭିଡିଓ; ଘରୁ ଆସୁଥିଲା ଅଜବ ଶବ୍ଦ, ଗଦି ଉଠାଇବା ପରେ ଯାହା ଦେଖିଲେ ଉଡିଗଲା ହୋସ୍..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ସାମ୍ନାକୁ ଆସିଥାଏ । କିଛି ଭିଡିଓ କୌତୁକିଆ ହେବା ସହ କିଛି ଭୟଭୀତ କରିଥାଏ । ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିଛି । ଜଣେ…
Read More...
Read More...
ଜାଣନ୍ତୁ; ଉଷୁମ ପାଣି ନା ପାଣି? ଶରୀର ପାଇଁ କିଏ ଅଧିକ ଉପକାରୀ, ୫୬ ପ୍ରକାର ରୋଗ କରେ ଦୂର..
ବର୍ତ୍ତମାନ ସମୟରେ ଅଧିକାଂଶ ନିଜ ଦିନର ଆରମ୍ଭ ପାଣି ପିଇବାରୁ କରୁଛନ୍ତି । କିଛି ଲୋକେ ସକାଳୁ ଉଠିବା ପରେ ପାଣି ପିଇବାକୁ ପସନ୍ଦ କରନ୍ତି ତ କିଛି ଉଷୁମ ପାଣି ପିଅନ୍ତି । ତେବେ ଉଷୁମ ପାଣି ନା ପାଣି ପିଇବା ସ୍ୱାସ୍ଥ୍ୟ…
Read More...
Read More...
ମୋ ଭଉଣୀକୁ ହତ୍ୟା କରାଯାଇଛି -ଅଭିଯୋଗ ପରେ ମୃତଦେହ ବ୍ୟବଚ୍ଛେଦ ହେଲା
ରାଜଗାଙ୍ଗପୁର : ରାଜଗାଙ୍ଗପୁର ବିଧାନସଭା ଅଞ୍ଚଳ ଖତକୁରବାହାଲରେ ଗତ ୨୬ ତାରିଖରେ ଜଣେ ବିବାହିତ ଯୁବତୀଙ୍କ ମୃତ୍ୟୁ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ମୃତ୍ୟୁର ଦୁଇ ଦିନ ପରେ ମୃତ ଯୁବତୀଙ୍କ ଭାଇ ଭଉଣୀକୁ ନିର୍ଯାତନା…
Read More...
Read More...
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଅଗ୍ନିକାଣ୍ଡ; ଅନେକ ଶିଶୁ ଗୁରୁତର
କୋରାପୁଟ : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଶୁକ୍ରବାର ଏକ ବଡ ଅଘଟଣ ଘଟିଛି । ଶିଶୁ ଯତ୍ନ ୟୁନିଟରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଏଥିରେ ଅନେକ ଶିଶୁ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ…
Read More...
Read More...
ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର
ଭୁବନେଶ୍ୱର : ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଆରମ୍ଭ ହେବ ଫାଇନାନସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ । ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ ।…
Read More...
Read More...
ଯୁବକଙ୍କର ଲାଗିଲା ୩.୫୫ ଲକ୍ଷ ଟଙ୍କା ଲଟେରୀ, କିନ୍ତୁ କଲେ ଆତ୍ମହତ୍ୟା, ଜାଣନ୍ତୁ କାରଣ..
ନୂଆଦିଲ୍ଲୀ : ଅନଲାଇନ ଲଟେରୀରେ ୩.୫୫ ଲକ୍ଷ ଟଙ୍କା ଜିତିବା ପରେ ୨୪ ବର୍ଷୀୟ ଚା’ ବିକ୍ରେତାଙ୍କ ଖୁସି ଶୀଘ୍ର ନିରାଶାରେ ବଦଳି ଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ଅମେଠୀରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି…
Read More...
Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର
ଆଜି କୋରାପୁଟ ଓ ଗଜପତି ଜିଲ୍ଲାରେ ସ୍କୁଲ ଛୁଟି : ବର୍ଷା ପାଇଁ ରେଡ୍ ସତର୍କତା ଥିବାରୁ ଉଭୟ ଜିଲ୍ଲାରେ ସ୍କୁଲ ଛୁଟି..
ସ୍କୁଲ ଛୁଟି ସହ କୋରାପୁଟରେ ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର..
ଆସୁଛି ବଡ ବର୍ଷା…
Read More...
Read More...
ଜାଣନ୍ତୁ ସେପ୍ଟେମ୍ବର ମାସର ସୌଭାଗ୍ୟଶାଳୀ ରାଶି, ଗ୍ରହଙ୍କ ଚଳନ ଚମକାଇବ ଭାଗ୍ୟ,ହଠାତ୍ ମିଳିବ ଧନ,ସୁଖମୟ ଜୀବନ..
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ-ନକ୍ଷତ୍ର ରାଶି ଉପରେ ପ୍ରଭାବ ପକାଇ ଥାଆନ୍ତି । ସେପ୍ଟେମ୍ବର ମାସ ଗ୍ରହ-ନକ୍ଷତ୍ରଙ୍କ ଦୃଷ୍ଟିରୁ ଅନୁକୂଳ ରହିଛି । ସେପ୍ଟେମ୍ବର ମାସରେ ବୁଧ, ସୂର୍ଯ୍ୟ ଓ ଶୁକ୍ର ରାଶି ପରିବର୍ତ୍ତନ…
Read More...
Read More...
ଦେଖନ୍ତୁ ଭିଡିଓ; ଉଡିଯିବ ହୋସ୍, କେମିତି ତିଆରି ହୁଏ ଏହି ଆମ୍ବ ଜୁସ୍..
ନୂଆଦିଲ୍ଲୀ : ଆମ୍ବ ଜୁସ୍ ପିଇବାକୁ ଅଧିକାଂଶ ପସନ୍ଦ କରନ୍ତି । ଖରାଦିନେ ଏହାର ଚାହିଦା ଅଧିକ ଥାଏ । ଘରେ ମଧ୍ୟ ଲୋକେ ଏହାର ଜୁସ୍ ପ୍ରସ୍ତୁତ କରି ସେବନ କରନ୍ତି । କେବଳ ଖରାଦିନେ ନୁହେଁ ବଜାରରେ ବିକ୍ରି ହେଉଥିବା…
Read More...
Read More...
ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଇସମାଜ ଯୁବ ପରିଷଦର ଜିଲ୍ଲାପାଳଙ୍କୁ ଦାବି
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆବାସିକ ବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ସମସ୍ୟା ନେଇ କୁଇ ସମାଜ ଯୁବପରିଷଦ କନ୍ଧମାଳ ତରଫରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି…
Read More...
Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର
ସୃଷ୍ଟି ହେଲା ଲଘୁଚାପ; ୧ ଯାଏଁ ପ୍ରବଳ ବର୍ଷିବ..
ମାଲକାନଗିରି, କୋରାପୁଟ, ଗଜପତିକୁ ରେଡ୍ ୱାର୍ଣ୍ଣିଂ ଜାରି..
ମଣିଷକୁ ସଂକ୍ରମଣ ହୋଇ ନାହିଁ ବାର୍ଡ ଫ୍ଲୁ- ସ୍ୱାସ୍ଥ୍ୟମନ୍ତ୍ରୀ..…
Read More...
Read More...
ନଖର ଏହି ସଙ୍କେତରୁ ଜାଣନ୍ତୁ ଶରୀରରେ ଅଛି କେଉଁ ଭିଟାମିନର ଅଭାବ..
ସୁନ୍ଦର ନଖ ସଭିଁଙ୍କୁ ପସନ୍ଦ । ସୁସ୍ଥ ଓ ମଜଭୁତ ନଖ କେବଳ ହାତର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ତାହା ନୁହେଁ ବରଂ ଉତ୍ତମ ସ୍ୱାସ୍ଥ୍ୟର ମଧ୍ୟ ସଙ୍କେତ ଦେଇଥାଏ । ଯଦି ନଖ ମଜଭୁତ ଓ ସଠିକ୍ ସମୟ ଅନୁସାରେ ବୃଦ୍ଧି…
Read More...
Read More...
ବିରୁଡି ଆକ୍ରମଣରେ ଜଣେ ଗୁରୁତର
ବାସୁଦେବପୁର: ବିରୁଡି ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ଥାନା ଅଧିନ ଲୁଙ୍ଗା ପଞ୍ଚାୟତ ନୂଆସାହି ଗ୍ରାମର ଧନେଶ୍ୱର ମଳିକ…
Read More...
Read More...
ନନ୍ଦନକାନନରେ ନୂଆ ଅତିଥି ; ମାଆ ହେଲା ବିଜଲୀ
ଭୁବନେଶ୍ୱର : ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ମାଆ ହେଲା ସିଂହୀ ବିଜଲୀ। ଚତୁର୍ଥ ଥର ପାଇଁ ବିଜଲୀ ମାଆ ହୋଇଥିବା ବେଳେ ୫ଟି ଶାବକ ଜନ୍ମ ଦେଇଛି । ବର୍ତ୍ତମାନ ତା’କୁ ୯ ବର୍ଷ ବୟସ…
Read More...
Read More...
ସୃଷ୍ଟି ହେଲା ଲଘୁଚାପ; ୧ ଯାଏଁ ପ୍ରବଳ ବର୍ଷିବ, ଏହି ଜିଲାକୁ ରେଡ୍ ୱାର୍ଣ୍ଣିଂ ଜାରି..
ଭୁବନେଶ୍ୱର : ଲଘୁଚାପ କ୍ଷେତ୍ର ଯୋଗୁଁ ପହିଲା ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଗଷ୍ଟ ୩୦ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ଗଜପତିକୁ ରେଡ୍…
Read More...
Read More...
ମଣିଷକୁ ସଂକ୍ରମଣ ହୋଇ ନାହିଁ ବାର୍ଡ ଫ୍ଲୁ- ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇ ନାହିଁ । ଏନେଇ ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ନେଗେଟିଭ୍ ଆସିଛି। ସମ୍ପୃକ୍ତ…
Read More...
Read More...
ଦେଖନ୍ତୁ ଭିଡିଓ; କାର୍ କି ପାଲିଙ୍କି ନୁହେଁ ରକେଟରେ ବିଦା ହେଲେ ବର-କନ୍ୟା..
ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବିବାହ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥାଏ । ମାତ୍ର ନିକଟରେ ବିବାହ ସମୟର ଏକ ଭିନ୍ନ ଓ କୌତୁକିଆ ଭାଇରାଲ ହେଉଥିବା ଭିଡିଓ ଏବେ ଚର୍ଚ୍ଚାର କାରଣ ପାଲଟିଛି ।…
Read More...
Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର
ଆଜି ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ଅଷ୍ଟମ ଦିନ..
ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା , ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା..
ଆଜିଠୁ ୩୧ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା…
Read More...
Read More...
ଆଗାମୀ ୩ ଘଣ୍ଟା ଭୁବନେଶ୍ୱରରେ ପ୍ରବଳ ବର୍ଷିବ; ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆଗାମୀ ୩ ଘଣ୍ଟା ପାଇଁ ଭୁବନେଶ୍ୱରରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପୁରୀ,…
Read More...
Read More...
ଦେଖନ୍ତୁ ଭିଡିଓ; ସାମ୍ନାରୁ ଆସୁଥିଲା ମାଲଗାଡି, ରେଳ ଧାରଣା ପାର୍ କରୁଥିଲେ ମହିଳା, ହେଲେ..
ମୁମ୍ବଇ : ମହାରାଷ୍ଟ୍ରର ଜଲଗାଓଁ ରେଳ ଷ୍ଟେସନରେ ଏକ ଛାତିଥରା ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳା ରେଳ ଧାରଣା ପାର୍ କରିବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସେ ପ୍ଲାଟଫର୍ମରେ ଚଢିବା…
Read More...
Read More...
ଧାନ ବିଲରେ ଥିବା ଗଭୀର ନଳକୂପକୁ ଭାଙ୍ଗିଲା ହାତୀ
ସମ୍ବଲପୁର: ସମ୍ବଲପୁର ଜିଲାରେ ନିୟମିତ ବଣୁଆ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବହୁ ଦାବି ସତ୍ୱେ ଏହାକୁ ରୋକିବାରେ ସରକାର କିମ୍ବା ବନ ବିଭାଗ ବାରମ୍ବାର ବିଫଳ ହେଉଛନ୍ତି । ଏଭଳି ଏକ ଘଟଣାରେ ମଙ୍ଗଳବାର ବିଳମ୍ବିତ…
Read More...
Read More...
ଆଜି ଏକାଦଶୀରେ ହେଉଛି ଅତ୍ୟନ୍ତ ଶୁଭ ସଂଯୋଗ; ଏହି ୫ ରାଶିଙ୍କ ଚମକିବ ଭାଗ୍ୟ, ହେବ ବଡ ଲାଭ..
ଗୁରୁବାର, ଅଗଷ୍ଟ ୨୯ରେ ଏକାଦଶୀରେ ସିଦ୍ଧି ଯୋଗ ସହ ଅନେକ ଶୁଭ ଯୋଗ ସୃଷ୍ଟି ହେଉଛି । ଏହାସହ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏକାଦଶୀ ଗୁରୁବାର ଦିନ ପଡିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଏହାଦ୍ୱାରା ପ୍ରଭୁଙ୍କ…
Read More...
Read More...
ସମାଜ ପାଠକ ମଞ୍ଚର ବରିଷ୍ଠ ସଦସ୍ୟ ତଥା ସର୍ବଭାରତୀୟ ଶିକ୍ଷକ ନେତାଙ୍କ ପରଲୋକ
ଗୁରୁଡିଝାଟିଆ: ସର୍ବଭାରତୀୟ ଶିକ୍ଷକ ନେତା ତଥା ଗୁରୁଡିଝାଟିଆ ସମାଜ ପାଠକ ମଞ୍ଚର ବରିଷ୍ଠ ସଦସ୍ୟ ବିଶିଷ୍ଟ ଶିକ୍ଷାବିତ୍ ରାଜକିଶୋର ଖଟୁଆଙ୍କ ୮୯ବର୍ଷ ବୟସରେ ନିଜ ନାରଙ୍ଗବସ୍ତ ବାସଭବନରେ ପରଲୋକ ଘଟିଛି। ସ୍ୱର୍ଗତ ଖଟୁଆ…
Read More...
Read More...
ଖୁଣ୍ଟଣୀ ରାଧାନାଥ ବିଦ୍ୟାପୀଠର ବିକଳ ଚିତ୍ର ; ବିଦ୍ୟାର୍ଥୀ ହେଉଛନ୍ତି ହୀନସ୍ତା
ଗୁରୁଡିଝାଟିଆ : ମାସ କେଇଟା ପୂର୍ବରୁ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି ଓ ସ୍ମାର୍ଟ ଶ୍ରେଣୀ ପାଇଁ ବ୍ୟୟ ହୋଇଥିଲା ଲକ୍ଷଲକ୍ଷ ଟଙ୍କା। ରାଜ୍ୟ ରାଜକୋଷରୁ ଶିକ୍ଷାର ଭିତ୍ତିଭୂମି ଓ ଉନ୍ନତି…
Read More...
Read More...
କୁଶଙ୍ଗ-ବାଣିଗୋଛା ରାସ୍ତା ଅବସ୍ଥା ଶୋଚନୀୟ
ହରଭଙ୍ଗା : ହରଭଙ୍ଗା ବ୍ଲକ ଅର୍ନ୍ତଗତ କୁଶଙ୍ଗ ଠାରୁ ବାଣିଗୋଛା ରାସ୍ତା ଏବେ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ରାସ୍ତା ଉପରେ ବିଭିନ୍ନ ସ୍ଥାନରେ ବଡ ବଡ ଖାଲ ଖମା ଯୋଗୁଁ ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଥିବା…
Read More...
Read More...
ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଟକ
ଗୁରୁଡିଝାଟିଆ: ଜଣେ ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ କରି ଅନ୍ତସତ୍ତ୍ୱା କରିବା ଅଭିଯୋଗରେ ଜଣକୁ ଅଟକ ରଖି ଖୁଣ୍ଟୁଣୀ ପୁଲିସ ପଚରାଉଚରା କରୁଛି। ପ୍ରକାଶଯୋଗ୍ୟ ଏହି ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ଗ୍ରାମର ଜୈନିକ…
Read More...
Read More...
କୁକୁଡା ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଘଟଣା ; ଭାଇ ମାରିଥିଲା ଗୁଳି, ୪ ଗିରଫ..
ଝାରସୁଗୁଡା : ଭାଇକୁ ହତ୍ୟା କଲା ଭାଇ। ମଙ୍ଗଳବାର ଝାରସୁଗୁଡ଼ା ବେହେରାପାଟ ନିକଟରେ ଘଟିଥିବା ଗୁଳିକାଣ୍ଡ ଘଟଣାର ବୁଧବାର ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ ମାମଲାରେ ପୁଲିସ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି। କୁକୁଡ଼ା…
Read More...
Read More...
ରାଜଧାନୀରୁ ନକଲି ଡାକ୍ତର ଗିରଫ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି। ତାଙ୍କ ନାମ ଅଜୟ କୁମାର କାଣ୍ଡି।
ଗିରଫ କରାଯିବା ସହ ବହୁ ପରିମାଣରେ ଔଷଧ ମଧ୍ୟ ଜବତ କରାଯାଇଛି। ଓଜନ କମାଇବା, ସୁନ୍ଦର ଦେଖାଯିବା,…
Read More...
Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର
ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ୩୭୦ ପେଟ୍ରୋଲ ପମ୍ପ ଠକିଛନ୍ତି -ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର..
ଆଉ ଏକ ଲଘୁଚାପ: ୩୧ ଯାଏଁ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ..
ଆଜି ବିଜୁଳି…
Read More...
Read More...
ଗ୍ରାହକଙ୍କୁ ୩୭୦ ପେଟ୍ରୋଲ ପମ୍ପ ଠକିଛନ୍ତି – ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର : ରାଜ୍ୟରେ ମାପ ଏବଂ ଓଜନରେ ଗ୍ରାହକଙ୍କୁ ୩୭୦ ପେଟ୍ରୋଲ ପମ୍ପ ଠକିଛନ୍ତି। ବୁଧବାର ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଉତ୍ତର ରଖିଛନ୍ତି । ମନ୍ତ୍ରୀ…
Read More...
Read More...
ଅଧିକ ଘୁଙ୍ଗୁଡି ମାରୁଥିଲେ ହୋଇପାରେ ଗଳା କର୍କଟ; ଜାଣନ୍ତୁ କେମିତି ଦୂର ହେବ ସମସ୍ୟା..
ଘୁଙ୍ଗୁଡି ମାରିବା ସାଧାରଣ କଥା। ମାତ୍ର ଅନେକ ସମୟରେ ଏହା ମାରାତ୍ମକ ରୋଗର ସଙ୍କେତ ହୋଇପାରେ । ଅନେକ ଗବେଷଣାରୁ ଜଣାପଡିଛି, ଅଧିକ ଓ ଲଗାତାର ଘୁଙ୍ଗୁଡି ମାରୁଥିଲେ, ଗଳା କର୍କଟ ହେବାର ସଙ୍କେତ ହୋଇପାରେ । ପରିବାର…
Read More...
Read More...
ବାର୍ଡ ଫ୍ଲୁ ; କୁକୁଡା ଚାଷୀଙ୍କୁ ମିଳିବ କ୍ଷତିପୂରଣ
ଭୁବନେଶ୍ୱର : ବାର୍ଡ ଫ୍ଲୁ ପାଇଁ କୁକୁଡା ଚାଷୀଙ୍କୁ ମିଳିବ କ୍ଷତିପୂରଣ। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ଏପର୍ଯ୍ୟନ୍ତ ୩୦ ହଜାର କୁକୁଡାଙ୍କୁ ମରାଯାଇଛି।…
Read More...
Read More...
ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କଲେ ଜିଲ୍ଲାପାଳ
ବାସୁଦେବପୁର: ଆଜି ବାସୁଦେବପୁର ବ୍ଲକର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଦୀଲ୍ଲପ ରାଉତରାୟ। ଏହି ଅବସରରେ ବାସୁଦେବପୁର ପଞ୍ଚାୟତ ସମିତି…
Read More...
Read More...
ଘର ସମ୍ମୁଖରୁ ବାଇକ ଚୋରି
ହରଭଙ୍ଗା :ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଆଡ଼େନିଗଡ଼ ଗ୍ରାମର ପ୍ରତାପ ସାହୁଙ୍କ ଘର ସମ୍ମୁଖରୁ ଗତ ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ ବାଇକ ଚୋରି କରିଥିବା ନେଇ ସେ ପୁରୁଣାକଟକ ଥାନାର ଦ୍ୱାରସ୍ଥ…
Read More...
Read More...
ମଣିଷକୁ ଡେଇଁଲା ବାର୍ଡ ଫ୍ଲୁ!
ଭୁବନେଶ୍ୱର : ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ପକ୍ଷରୁ ବୁଧବାର ସୂଚନା ମିଳିଛି । ୨ ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତ ବୋଲି କହି ହେବନି । ଲକ୍ଷଣ…
Read More...
Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର
ଆସୁଛି ଆଉ ଏକ ଲଘୁଚାପ..
୩୧ ଯାଏଁ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ..
ଆଜି ବିଜୁଳି , ଘଡଘଡି ସହ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ସତର୍କତା ଜାରି..
ବିଧାନସଭାରେ…
Read More...
Read More...
ଦେଖନ୍ତୁ ଭିଡିଓ ; ଫ୍ୟାନ୍ ଉପରେ ଫଣା ଟେକି ରହିଥିଲା ନାଗ ସାପ..
ନୂଆଦିଲ୍ଲୀ : ସାପକୁ ଦେଖି ଭୟ ଲାଗିବା ସାଧାରଣ କଥା। ସୋସିଆଲ ମିଡିଆରେ ସାପ ସହ ଜଡିତ ଅନେକ ଭିଡିଓ ଭାଇରାଲ ହେଉଛି । ସାପ କେତେବେଳେ ହେଲମେଟ ଭିତରେ, ଜୋତା ଭିତରେ ଗଦି ତଳେ, ଗାଡି ଭିତରେ, ରୋଷେଇ ଘରେ ଥିବା…
Read More...
Read More...
ମାନବିକତା ଦେଖାଇଲେ ପୁଲିସ ଏସଆଇ; ଜମିରୁ ଅପରିଚିତ ବୃଦ୍ଧ ଉଦ୍ଧାର
କଲମପୁର: ଜଣେ ଅପରିଚିତ ବୃଦ୍ଧ ଦୁଇ ଦିନ ଧରି ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ଗୌନ୍ତିଆପଡା ନିକଟସ୍ଥ ଏକ ଜମିରେ ପଡି ରହିଥିଲେ। ଅନେକ ଲୋକ ସେହି ରାସ୍ତା ଦେଇ ଯାତାୟତ କରୁଥିଲେ ମଧ୍ୟ କେହି ବୃଦ୍ଧଙ୍କ…
Read More...
Read More...
ସେପ୍ଟେମ୍ବରରେ ଗ୍ରହଙ୍କ ମହାଚଳନ ; ଏହି ରାଶିଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିବ, ହେବ ଧନବର୍ଷା..
ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚଳନ କରି ଥାଆନ୍ତି । ପ୍ରତ୍ୟେକ ମାସରେ ଗ୍ରହଙ୍କ ଚଳନ ଫଳରେ ଏହାର ପ୍ରଭାବ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ସେପ୍ଟେମ୍ବର ମାସର ଆରମ୍ଭ ହେବାକୁ ଯାଉଛି । ଏହି…
Read More...
Read More...
ଦେଖନ୍ତୁ ଭିଡିଓ ; ଦୁନିଆର ସବୁଠାରୁ ବୁଦ୍ଧିମାନ କାଉ, ପ୍ଲାଷ୍ଟିକ୍ ବୋତଲ ଧରିଲା,ତା’ପରେ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟ ଲାଗିବା ସହ କୌତୁକିଆ ହୋଇଥାଏ । ତେବେ ବୁଦ୍ଧିମାନ ଜୀବଜନ୍ତୁ ଓ ପକ୍ଷୀଙ୍କର ମନଛୁଆଁ ଭିଡିଓ ମଧ୍ୟ ଦେଖିବାକୁ ସଭିଏଁ ଖୁବ୍ ପସନ୍ଦ କରି…
Read More...
Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର
ରାଜଧାନୀରେ ଭଙ୍ଗାଯିବ ୧୯୧ଟି ଆପାର୍ଟମେଣ୍ଟ
ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର..
ରାଜ୍ୟସଭାକୁ ମମତା…
Read More...
Read More...
ଚାଉଁରିପୁର ସେତୁରୁ ମହାନଦୀକୁ ଡେଇଁବା ଘଟଣା; ମିଳିଲା ଛାତ୍ରୀଙ୍କ ମୃତଦେହ
ସମ୍ବଲପୁର : ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ସମ୍ବଲପୁର ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ମୃତଦେହ ଦୀର୍ଘ ୪ ଦିନ ପରେ ମଙ୍ଗଳବାର ଆଠଗଡ ଥାନା କନ୍ଦରପୁର ସ୍ଥିତ ମହାନଦୀ କୂଳରୁ ଠାବ ହୋଇଛି…
Read More...
Read More...
ରାଜଧାନୀରେ ଭଙ୍ଗାଯିବ ୧୯୧ଟି ବେଆଇନ୍ ଆପାର୍ଟମେଣ୍ଟ-ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଭଙ୍ଗା ଯିବ ଆପାର୍ଟମେଣ୍ଟ। ଭୁବନେଶ୍ୱରରେ ଥିବା ବେଆଇନ୍ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ମଙ୍ଗଳବାର ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର…
Read More...
Read More...
କୁକୁଡା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା
ଝାରସୁଗୁଡା : ଝାରସୁୁଗୁଡା ସଦର ଥାନା ବେହେରାପାଟରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଜଣାପଡିଛି। ଜଣେ କୁକୁଡା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା କରିବା ପରେ ମୃତଦେହକୁ ନଦୀରେ ଫିଙ୍ଗି ଦେଇଛନ୍ତି । ମୃତ…
Read More...
Read More...
ଦୁଇ ହଜାର କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ପୁଲିସ
ଝୁମ୍ପୁରା : ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ବର୍ଦ୍ଧନା ଗ୍ରାମରେ ବର୍ଷ ସାରା ଅବାଧରେ ମହୁଲି ମଦ କାରବାର ହୋଇଆସୁଛି। ଏହି ଗ୍ରାମରେ ଚାଲିଥିବା ମହୁଲି ମଦ କାରବାରକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ…
Read More...
Read More...
ଆଉ ମାତ୍ର ୧୦ ଦିନ ବାକି ; ଜବରଦସ୍ତ ଧମାକା କରିବ ଥଲପତି ବିଜୟଙ୍କ ଫିଲ୍ମ, ଦେଖନ୍ତୁ ଝଲକ୍..
ହାଇଦ୍ରାବାଦ : ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ପ୍ରଂଶସକଙ୍କ ଅପେକ୍ଷା ଆଉ ୧୦ ଦିନ ପରେ ଶେଷ ହେବାକୁ ଯାଉଛି । ତାଙ୍କର ସାଇନ୍ସ ଫିକ୍ସନ୍ ଆକ୍ସନ ଫିଲ୍କ ‘ଗୋଟ୍’ ଅର୍ଥାତ୍ ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’…
Read More...
Read More...
ଧାନ ବିକ୍ରି ପାଉଣା ହଡପ, ଦ୍ଵିତୀୟ ଦିନରେ ଚାଷୀଙ୍କ ଧାରଣା,ଆତ୍ମହତ୍ୟା ଧମକ
ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଲିଖୁଣ୍ଟି ମଣ୍ଡିରେ ଗତ ଖରିଫରେ ଧାନ ବିକ୍ରି କରିଥିଵା ଚାଷୀଙ୍କ ପାଉଣା ୮ ମାସ ପରେ ମଧ୍ୟ ଅଦ୍ୟାବଧି ମିଳି ପାରିନାହିଁ। ଏହାକୁ ନେଇ ଚାଷୀ ଆଜି…
Read More...
Read More...
କଲକାତା ପରେ ରତ୍ନାଗିରିରେ ଲଜ୍ଜା ; ନର୍ସିଂ ଛାତ୍ରୀଙ୍କୁ ଦୁଷ୍କର୍ମ
ନୂଆଦିଲ୍ଲୀ : କଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ତଥାପି ଥମୁନି ଦୁଷ୍କର୍ମ ମାମଲା । ମହାରାଷ୍ଟ୍ରରୁ ଜଣେ ନର୍ସିଂ ଛାତ୍ରୀଙ୍କ ସହ ଦୁଷ୍କର୍ମର ଏକ…
Read More...
Read More...
ଦେଖନ୍ତୁ ଭିଡିଓ ; ମହାନଦୀ ଘାଟରେ ଘଡିଆଳ କୁମ୍ଭୀର
ହରଭଙ୍ଗା :ବୌଦ୍ଧ ବନଖଣ୍ଡ ଅଧିନସ୍ଥ କରଡ଼ି ମହାନଦୀ ଘାଟରେ ଏକ ଘଡିଆଳ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଅନ୍ୟପଟେ କୁମ୍ଭୀରର ସୁରକ୍ଷା ଦୃଷ୍ଟି…
Read More...
Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ରାହୁଲ ନବୀନ..
ସନ୍ଧ୍ୟା ପ୍ରାୟ ୭ ଟା ୫୫ ମିନିଟ୍ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ..
ସେଠାରୁ ସିଧାସଳଖ ପୁରୀ…
Read More...
Read More...
ଦେଖନ୍ତୁ ଭିଡିଓ ; ସାପକୁ କେମିତି ଆକ୍ରମଣ କରୁଛି କାଉ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟ କରିବା ଭଳି ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଗୋଟିଏ ପକ୍ଷୀ (ଏକ ପ୍ରକାର କାଉ) ଏକ ବିରାଟ ନାଗ ସାପ ସହ ଲଢେଇ କରୁଛି । ଭିଡିଓଟି ଏବେ ସୋସିଆଲ ମିଡିଆରେ…
Read More...
Read More...
ସାପ କାମୁଡାରେ ଶିଶୁ ମୃତ
ବଲାଙ୍ଗିର : ବଲାଙ୍ଗିର ଜିଲା ସଦର ବ୍ଲକ ତଥା ଲୋଇସିଂହା ଥାନା ଅନ୍ତର୍ଗତ ମନହୀରା ଗାଁରେ ସାପ କାମୁଡାରେ ଜଣେ ୭ ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତକ ଗାଁର ଦାଶରଥି ବାଗଙ୍କ ଏକମାତ୍ର ପୁଅ ସାହିଲ। ସୂଚନା ଅନୁସାରେ…
Read More...
Read More...
କଲରାପତରିଆ ବାଘ ଚମଡା ସହ ଦେଶୀ ବନ୍ଧୁକ ଜବତ,୩ ଅଟକ
ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ପକ୍ଷରୁ ହୀରାଲୋଇ ଗ୍ରାମରେ ସୋମବାର ରାତିରେ ଚଢାଉ କରାଯାଇ ଏକ କଲରାପତରିଆ ବାଘର ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ…
Read More...
Read More...
ଗୋରୁ ବୋଝେଇ ଗାଡିକୁ ଅଟକ ରଖି ପୁଲିସ୍ ଜିମାଦେଲେ ଦାରା ସେନା
ପାଟଣା : ଦିନକୁ ଦିନ ଗୋ ଚାଲାଣ ବୃଦ୍ଧି ହେବାରେ ଲାଗିଥିବା ବେଳେ ଗତକାଲି ରାତ୍ର ପ୍ରାୟ ୧୧ଟା ସମୟରେ ପାଟଣା ଥାନା ମାଛଗଡ଼ ପଞ୍ଚାୟତ ସୁନାରିପଶି ଗ୍ରାମ ନିକଟରେ ଦାରା ସେନା ପକ୍ଷରୁ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ…
Read More...
Read More...
ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଗ୍ରହଙ୍କ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗୁରୁ ଗ୍ରହ ସୁଖ-ସୌଭାଗ୍ୟ, ଜ୍ଞାନ, ଯଶ ପ୍ରଦାନ କରି ଥାଆନ୍ତି । ଜାତକରେ ଗୁରୁ ଗ୍ରହ ଶୁଭ ସ୍ଥାନରେ ରହିଲେ ଯଶ ପ୍ରାପ୍ତି ହୋଇଥାଏ ।…
Read More...
Read More...
ଦିନ ୩ଟା ମୁଖ୍ୟ ଖବର
ଆଜି ପବିତ୍ର ଜନ୍ମାଷ୍ଟମୀ, ଧୁମଧାମରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ ନେଇ ପ୍ରସ୍ତୁତି..
ଆଜି ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିବେ ପ୍ରଭୁ ଶ୍ରୀକୃଷ୍ଣ..
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମ ନୀତି…
Read More...
Read More...
ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମ ନୀତି ; ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ : ଶ୍ରୀମନ୍ଦିରରେ ସୋମବାର ଭାଦ୍ରକ କୃଷ୍ଣ ଅଷ୍ଟମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଚାରି ଘଣ୍ଟା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ଆଳତୀ ଭୋଗ ପରେ ସନ୍ଧ୍ୟା ୭ଟାରୁ…
Read More...
Read More...
ରାସ୍ତା ଖରାପ ; ରାସ୍ତାରେ ଧାନ ରୋଇ ପ୍ରତିବାଦ କାଲେ ଗ୍ରାମବାସୀ
ମାଲକାନଗିରି : ପ୍ରତିବର୍ଷ ବର୍ଷା ଦିନ ଆସିଲେ ଯନ୍ତ୍ରଣା ଭୋଗୁଛନ୍ତି ତାଳଗୁଡାବାସୀ। ଗତ କିଛି ବର୍ଷ ଧରି ସତୀଗୁଡା ରାସ୍ତା ମରାମତି ନିମନ୍ତେ ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ରାସ୍ତାକୁ ସତୀଗୁଡା ଜଳ ସେଚନ ବିଭାଜନ…
Read More...
Read More...
ଏଥିପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉପରକୁ ଗରମ ପାଣି ଛାଟି ଦେଲେ ଅଗ୍ନିଶମ ହାବିଲଦାର
କଳାବାଡିଆ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଅଘଟଣ। ନିଜର ଜଣେ ତଳ କର୍ମଚାରୀଙ୍କ ଉପରକୁ ଫୁଟନ୍ତା ଗରମ ପାଣି ଫିଙ୍ଗି ଗୁରୁତର ଆହତ କରିଦେଲେ ଜଣେ କାର୍ଯ୍ୟରତ ହାବିଲଦାର।…
Read More...
Read More...
ଦେଖନ୍ତୁ ଭିଡିଓ ଖାଇ ସାରିଥିଲେ ଅଧା ଦୋସା, ବାହାରିଲା ପୋଡି ଯାଇଥିବା ଅସରପା..
ନୂଆଦିଲ୍ଲୀ : ଖାଦ୍ୟପେୟ ଜିନିଷ ପ୍ରତି ଶୁଦ୍ଧତା ଓ ଧ୍ୟାନ ଦେବା ନିତାନ୍ତ ଜରୁରୀ । ମାତ୍ର ବର୍ତ୍ତମାନ ସମୟରେ ମହଙ୍ଗା ହୋଟେଲ ହେଉ କିମ୍ବା ଅନ୍ୟ ସ୍ଥାନରେ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଉନଥିବା ଦେଖା ଯାଉଛି ।…
Read More...
Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର
ଆଜି ପବିତ୍ର ଜନ୍ମାଷ୍ଟମୀ, ଧୁମଧାମରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ ନେଇ ପ୍ରସ୍ତୁତି..
ଆଜି ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିବେ ପ୍ରଭୁ ଶ୍ରୀକୃଷ୍ଣ..
ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାଣ୍ଡକୁ ପୂରିଛି…
Read More...
Read More...
ଜନ୍ମାଷ୍ଟମୀରେ ରାଶି ଅନୁଯାୟୀ ଏସବୁ ଦାନ କରନ୍ତୁ , ଦେଖନ୍ତୁ ଚମତ୍କାର..
ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବର ଖୁବ୍ ମହତ୍ତ୍ୱ ରହିଛି । ଏହି ଦିନ ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । ଜନ୍ମାଷ୍ଟମୀ ପର୍ବ ଭାଦ୍ରକ ମାସର କୃଷ୍ଣ ପକ୍ଷର…
Read More...
Read More...
‘ସମାଜ’ ପ୍ରଭାବ ; ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ
ଫୁଲବାଣୀ :ଫୁଲବାଣୀ ସହରର ମୁଖ୍ୟ ରାସ୍ତାର ମାଦିକୁନ୍ଦା ଛକ ନିକଟସ୍ଥ ଭବାନୀ ବଜାରର ଏକ ଚାହା ଦୋକାନ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ଥିବା ନେଇ ଗତ ୧୧ ତାରିଖ ଦିନ ଦୈନିକ ଖବରକାଗଜ…
Read More...
Read More...
ଦୁଷ୍କର୍ମ ଅଭିଯୋଗରେ କାର ଚାଳକ ଗିରଫ
ପାଟଣା :ଜଣେ ବିବାହିତା ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପାଟଣା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଜଣେ କାର ଚାଳକ ଓ ସେ କରଞ୍ଜିଆର କାହ୍ନା ଓରଫ ବେଣୁଧର…
Read More...
Read More...
ଗୀତା ଆବୃତି ପ୍ରତିଯୋଗୀତା
ଫୁଲବାଣୀ: ସ୍ଥାନୀୟ ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଗୀତା ଆବୃତି ପ୍ରତିଯୋଗୀତା ରବିବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଫୁଲବାଣୀ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ…
Read More...
Read More...
ହାତୀ ଉପଦ୍ରବ; ୩ ଘର ଭାଙ୍ଗିଲା, କାନ୍ଥ ପଡି ଜଣେ ଗୁରୁତର
ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ସରାସକୋଲା ଗ୍ରାମରେ ହାତୀପଲ ପଶି ୩ଟି ଘର ଭାଙ୍ଗିଛନ୍ତି। ହୃଦାନନ୍ଦ ମହାନ୍ତଙ୍କ ଘର ଭାଙ୍ଗିବା ସମୟରେ କାନ୍ଥ ଖସି ପଡିବାରୁ ଘରେ ଶୋଇଥିବା ତାଙ୍କ ବଡ଼ ଭାଇ ନିଶାକାର ମହାନ୍ତ ଗୁରୁତର…
Read More...
Read More...
ଖୁବ୍ ଖାସ୍ ଏ ବର୍ଷର ଜନ୍ମାଷ୍ଟମୀ: ୪ଟି ଦୁର୍ଲ୍ଲଭ ସଂଯୋଗ,ପୂରଣ ହେବ ମନସ୍କାମନା..
ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପର୍ବ ପ୍ରତ୍ୟେକ ବର୍ଷ ଭଗବାନ କୃଷ୍ଣଙ୍କ ଜନ୍ମ ଦିନ ଭାବରେ ପାଳନ କରାଯାଏ । ଚଳିତ ବର୍ଷ ୨୬ ଅଗଷ୍ଟରେ ପାଳନ କରାଯାଉଥିବା ଏହି ପର୍ବ ଖୁବ୍ ଖାସ୍ । ଚଳିତ ବର୍ଷର ଜନ୍ମାଷ୍ଟମୀ ଅବସରରେ…
Read More...
Read More...
ନୂଆଗାଁ ରାସ୍ତାରେ ବୋହୁଛି କେନାଲ ପାଣି
ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ନୂଆଗାଁ ରାସ୍ତାରେ ବୋହି ଚାଲିଛି କେନାଲ ପାଣି। ରାସ୍ତାରେ କେନାଲ ପାଣି ବୋହୁଥିବା ଯୋଗୁଁ ଲୋକଙ୍କ ଯିବା ଆସିବାରେ ଘୋର ଅସୁବିଧା…
Read More...
Read More...
ଓଡିଶାରୁ କୁକୁଡା ରପ୍ତାନୀ ଉପରେ ରୋକ୍ ଲଗାଇଲା ପଶ୍ଚିମବଙ୍ଗ
ପିପିଲି : ପୁରୀ ଜିଲାର ପିପିଲି ବ୍ଳକରେ ବ୍ରଏଲର କୁକୁଡାଙ୍କ ଠାରେ ବାର୍ଡ-ଫ୍ଲୁ ରୋଗ ଚିହ୍ନଟ ହେବା ପରେ ଏହା ରାଜ୍ୟର କୁକୁଡା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ୱେଷ୍ଟବେଙ୍ଗଲ ପୋଲଟ୍ରି ଫେଡେରେସନ ପକ୍ଷରୁ ଓଡିଶାରୁ…
Read More...
Read More...
ଖୁବ୍ ଶୁଭ ଏ ବର୍ଷର ଜନ୍ମାଷ୍ଟମୀର ଯୋଗ, ପୂରଣ ହେବା ମନସ୍କାମନା..
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ । ସାରା ଦେଶରେ ଏହାକୁ ଖୁବ୍ ଧୂମଧାମରେ ପାଳନ କରାଯାଏ । ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ୨୬ ଅଗଷ୍ଟ ସୋମବାର ଦିନ ପାଳନ…
Read More...
Read More...
ବାଇକ ଚୋରି ; ହତ୍ୟା ଅଭିଯୁକ୍ତ ନାବାଳକ ସହ ୬ ଗିରଫ
ବାଲେଶ୍ୱର: ଟାଉନ ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଧରିବା ସହିତ ସେମାନଙ୍କ ଠାରୁ ୧୭ଟି ଚୋରି ବାଇକ ଜବତ କରିଛି। ଏହି ୬ ଜଣଙ୍କ ମଧ୍ୟରେ ତିନି ଜଣ ହେଉଛନ୍ତି ନାବାଳକ। ତିନି ଜଣଙ୍କ…
Read More...
Read More...
ଅପରାହ୍ଣ ୪ଟା ମୁଖ୍ୟ ଖବର
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବା ପରେ ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା..
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ନୀତି, ଅପରାହ୍ନ…
Read More...
Read More...
ରାଜ୍ୟସ୍ତରୀୟ କଳିଙ୍ଗ କପ୍ ଟାଇକୋଣ୍ଡ ପ୍ରତିଯୋଗିତା ଉଦ୍ଘାଟିତ
ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜବାହର ବିଦ୍ୟାପୀଠ ପରିସରସ୍ଥ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ପୁରୀ ଜିଲା ଟାଇକୋଣ୍ଡ ଆସୋସିଏସନ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କଳିଙ୍ଗ କପ୍ ଟାଇକୋଣ୍ଡ…
Read More...
Read More...
୩ ଦିନ ପ୍ରବଳ ବର୍ଷିବ; ୨୯ରେ ଆସୁଛି ପୁଣି ଏକ ଲଘୁଚାପ
ଭୁବନେଶ୍ୱର : ବଙ୍ଗୋପସାଗରରେ ସିରିଜ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଶନିବାର ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପର ରୂପ ନେବା ପରେ ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ପ୍ରବଳରୁ ଅତି…
Read More...
Read More...
ସାଲିଆସାହିରେ ବୁଲିଲା ବୁଲଡୋଜର; ଡିସିପି କହିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ..
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସାଲିଆସାହିରେ ଶନିବାର ବୁଲିଲା ବୁଲଡୋଜର। ସାଲିଆସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହେବା ପରେ ବୁଲିଲା ବୁଲଡୋଜର। ବୁଲଡୋଜର ଲଗାଇ ଚୋରା ମଦ ଭାଟି ପୁଲିସ ଭାଙ୍ଗିଛି । ଘଟଣାସ୍ଥଳରେ…
Read More...
Read More...
ଭୋଗରାଇ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାଲେଶ୍ୱର : ବାଲେଶ୍ୱର ଭୋଗରାଇ ବ୍ଲକରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ସକାଳୁ ବନ୍ଦ କୋଠରୀରୁ ମିଳିଛି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ । ମୃତ ଯୁବତୀ ଜଣକ ମୋନାଲିସା ହେମ୍ବ୍ରମ। ସେ ଭୋଗରାଇ ବ୍ଲକରେ କନିଷ୍ଠ…
Read More...
Read More...
ତାମିଲ, କନ୍ନଡ ପରେ ହିନ୍ଦୀରେ ଏହି ଦିନ ରିଲିଜ୍ ହେବ ତଙ୍ଗଲାନ,କରିବ ଜବରଦସ୍ତ ଧମାକା..
ମୁମ୍ବଇ : ନିର୍ଦ୍ଦେଶକ ପା ରଞ୍ଜିତଙ୍କ ଦ୍ୱାରା ନିର୍ଦ୍ଦେଶିତ ସାଉଥ୍ ଫିଲ୍ମ ‘ତଙ୍ଗଲାନ’ ଅଗଷ୍ଟ ୧୫ରେ ତାମିଲ, କନ୍ନଡ,ମାଲାୟାଲମ୍ ଆଦି ଭାଷାରେ ରିଲିଜ୍ ହେବା ପରେ ଏବେ ହିନ୍ଦୀରେ ୩୦ ଅଗଷ୍ଟରେ ରିଲିଜ୍ ହେବାକୁ…
Read More...
Read More...
ଦେଖନ୍ତୁ ଭିଡିଓ; ମନ୍ଦିରକୁ ୨୫ କେଜି ସୁନା ପିନ୍ଧି ଦର୍ଶନ ପାଇଁ ଆସିଲେ..
ନୂଆଦିଲ୍ଲୀ : ପୁଣେର କିଛି ଭକ୍ତ ପ୍ରାୟ ୧୮ କୋଟି ଟଙ୍କାର ୨୫ କେଜି ସୁନା ପିନ୍ଧି ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲାର ଭେଙ୍କେଟେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି…
Read More...
Read More...
ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଭୀଷଣ ବର୍ଷା ନେଇ ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ସତର୍କତା..
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁରେଖା: ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା…
Read More...
Read More...
ଦେଖନ୍ତୁ ଭିଡିଓ ; ନଦୀ କୂଳରେ ବୁଲୁଥିଲା କୁକୁର, ଆଖି ପିଛୁଳାକେ ଝାମ୍ପି ନେଲା କୁମ୍ଭୀର..
ନୂଆଦିଲ୍ଲୀ : କୁମ୍ଭୀର ଏକ ଭୟଙ୍କର ଜନ୍ତୁ। ଏହାକୁ ଦେଖିବା ମାତ୍ରେ ସାଧାରଣତଃ ଭୟ ଲାଗିଥାଏ। ତେବେ ଚିନ୍ତା କରନ୍ତୁ ନଦୀ କୂଳରେ ବୁଲୁଥିବା ସମୟରେ ହଠାତ୍ ଯଦି କୁମ୍ଭୀର ଆସିଯାଏ, ପରିସ୍ଥିତି କ’ଣ ହେବ। ସୋସିଆଲ…
Read More...
Read More...
ଦେଖନ୍ତୁ ମନଛୁଆଁ ଭିଡିଓ ; ଜନ୍ମ ହେବା ମାତ୍ରେ ମାଆ ପଛେ ପଛେ ଚାଲୁଛି ହାତୀଛୁଆ..
ନୂଆଦିଲ୍ଲୀ : ବନ୍ୟ ଜୀବଜନ୍ତୁ ପ୍ରେମୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ନିକଟରେ ନବଜାତ ହାତୀ ଛୁଆ ଓ ମାଆ ହାତୀର ଏକ ମନଛୁଆଁ ଭିଡିଓକୁ ଦେଖିବାକୁ ଲୋକେ ବେଶ…
Read More...
Read More...
ଜନ୍ମାଷ୍ଟମୀରେ ଚମକିବ ଏହି ରାଶିଙ୍କ ଭାଗ୍ୟ..
ପ୍ରତ୍ୟେକ ବର୍ଷ ଭାଦ୍ରବ ମାସର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ। ଏହି ଦିନକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ । ଚଳିତ ବର୍ଷ ୨୬ ଅଗଷ୍ଟରେ ଜନ୍ମାଷ୍ଟମୀ ପାଳନ…
Read More...
Read More...
ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବୀ ତେଜିଲା
ଫୁଲବାଣୀ : ରାଜ୍ୟରେ ଗତ ୬ ବର୍ଷ ଧରି ପୂର୍ବତନ ସରକାର କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଥିଲେ। ରାଜ୍ୟ ଆଇନ ମନ୍ତ୍ରୀ ଆସନ୍ତା ବର୍ଷ ଠାରୁ ନିର୍ବାଚନ ହେବା ନେଇ ସୂଚନା ଦେବା ପରେ ରାଜ୍ୟ ବ୍ୟାପି କଲେଜ…
Read More...
Read More...