www.samajalive.in
Friday, December 5, 2025
23.1 C
Bhubaneswar

ସେପ୍ଟେମ୍ବର ୨୧ରେ ସୂର୍ଯ୍ୟପରାଗ.. ଜାଣନ୍ତୁ ଭାରତରେ ଦୃଶ୍ୟମାନ କି ନୁହେଁ: କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର, ଚାକିରି ଠାରୁ ଆରମ୍ଭ କରି ଜୀବନରେ ମିଳିବ ଅନେକ ଖୁସି..

ସେପ୍ଟେମ୍ବର ୨୧ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହା ଉପରେ ଉଭୟ ଜ୍ୟୋତିର୍ବିଦ ଓ ବୈଜ୍ଞାନିକଙ୍କ ନଜର ରହିଛି । ଏହି ଦିନ ସୂର୍ଯ୍ୟ, ଚନ୍ଦ୍ରମା ଓ ପୃଥିବୀ ଏକ ସରଳରେଖାରେ ରହିବେ । ମାତ୍ର ଭାରତରେ ଏହି ପରାଗ ଦୃଶ୍ୟମାନ ହେବ ନାହିଁ । କିନ୍ତୁ ଅନ୍ୟ କିଛି ଦେଶରେ ଏହି ପରାଗ ଦୃଶ୍ୟମାନ ହେବ ।
ଧାର୍ମିକ ମାନ୍ୟତାନୁସାରେ ପରାଗ ଓ ଗ୍ରହଣ ସମୟରେ ଶୁଭ କାର୍ଯ୍ୟ କରିବା ପାଇଁ ବାରଣ କରାଯାଏ । ଫଳରେ ଲୋକେ ଏହି ସମୟରେ ପୂଜାପାଠ, ଦାନ ନକରିବା ସହ ମନ୍ତ୍ର ଜପ କରି ଥାନ୍ତି । ତେବେ ଜାଣନ୍ତୁ ଏହି ସୂର୍ଯ୍ୟପରାଗର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଶୁଭଙ୍କର ।

ମେଷ- ଏହି ରାଶିଙ୍କୁ ଭାଗ୍ୟର ସାଥ୍‌ ମିଳିବ । ଦୀର୍ଘ ଦିନରୁ ଇଚ୍ଛା କରିଥିବା କାମ ପୂରଣ ହେବ । ଚାକିରିରେ ଉନ୍ନତି ସହ ନୂଆ ନୂଆ ସୁଯୋଗ ମିଳିବ । ଛାତ୍ରଛାତ୍ରୀ ମଧ୍ୟ ଲାଭବାନ୍‌ ହେବେ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ। କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ। ଅଟକି ଥିବା କାମ ପୂରଣ ହେବ। ସମସ୍ୟା ଦୂର ହେବ । ଧନ-ସମ୍ପତ୍ତି ମାମଲାରେ ଲାଭ ମିଳିବ।

- Advertisement -

ସିଂହ- ଭାଗ୍ୟ ସୁନା ଭଳି ଚମକିବ। କାରଣ ସୂର୍ଯ୍ୟ ସିଂହ ରାଶିଙ୍କ ସ୍ୱାମୀ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ। ଧନ ଲାଭ ସହ ଟଙ୍କା ନିବେଶରୁ ଲାଭବାନ୍‌ ହେବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବ। ଚାକିରିରେ ପଦନ୍ନୋତି ସହ ବ୍ୟବସାୟୀ ଜବରଦସ୍ତ ଲାଭ ପାଇବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ। ମନର ଇଚ୍ଛା ପୂରଣ ହେବ। ଶିକ୍ଷା, କର୍ମକ୍ଷେତ୍ର ଓ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ। ପ୍ରେମ ଓ ବୈବାହିକ ଜୀବନ ସୁଖମୟ ହେବ।
ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହା ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ପ୍ରଶାନ୍ତର କିଛି ଅଞ୍ଚଳରେ ନଜର ଆସିବ।

ଭିଭୋ ୱାଇ୩୧ ୫ଜି ସିରିଜ୍‌ ହେଲା ଲଞ୍ଚ : ରହିଛି ଜବରଦସ୍ତ ଫିଚର୍‌, ଦାମ୍‌ ମାତ୍ର ଏତିକି..

 

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories