ଭିଭୋ ୱାଇ୩୧ ୫ଜି ସିରିଜ୍‌ ହେଲା ଲଞ୍ଚ : ରହିଛି ଜବରଦସ୍ତ ଫିଚର୍‌, ଦାମ୍‌ ମାତ୍ର ଏତିକି..

ନୂଆଦିଲ୍ଲୀ : ଭିଭୋ ୱାଇ୩୧ ସିରିଜ୍‌ ଭାରତରେ ଲଞ୍ଚ ହୋଇ ସାରିଛି। ଏହା କମ୍ପାନୀର ୱାଇ-ସିରିଜରେ ଲାଟେଷ୍ଟ ଏଡିସନ୍‌ । ଏହାକୁ କମ୍ପାନୀ ଏହି ସପ୍ତାହରେ ଲଞ୍ଚ କରିଛି । ଏହି ସିରିଜ୍‌ରେ ୨ଟି ସ୍ମାର୍ଟଫୋନ୍‌ ଭିଭୋ ୱାଇ୩୧ ୫ଜି ଓ ଭିଭୋ ୱାଇ ୩୧ ପ୍ରୋ ୫ଜି ଲଞ୍ଚ ହୋଇଛି । ଯାହା ଦମ୍‌ଦାର୍‌ ଫିଚର ସହ ଆସିଥାଏ । ଉଭୟ ଫୋନ୍‌ ମଧ୍ୟମ ଧରଣର ଦାମ୍‌ ସହ ଗ୍ରାହକଙ୍କ ବଜେଟ୍‌କୁ ସୁହାଇବା ଭଳି । … Continue reading ଭିଭୋ ୱାଇ୩୧ ୫ଜି ସିରିଜ୍‌ ହେଲା ଲଞ୍ଚ : ରହିଛି ଜବରଦସ୍ତ ଫିଚର୍‌, ଦାମ୍‌ ମାତ୍ର ଏତିକି..