www.samajalive.in
Friday, December 5, 2025
27.1 C
Bhubaneswar

ଅପରାହ୍ଣ ୫ଟା ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ୍‌ କଲ୍, ଏନେଇ ଏକ୍ସ ପୋଷ୍ଟରେ ସୂଚନା ଦେଲେ ପିଏମ୍‌ ମୋଦୀ, ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଡୋନାଲ୍ଡ ଟ୍ରମ୍ପ୍..

- Advertisement -

ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଦିଗରେ ଆଲୋଚନା-ମୋଦୀ..

ଭୁବନେଶ୍ବରରେ ଦୁଇ ବସ୍ତି ମଧ୍ୟରେ ବୋମାମାଡ଼
ଗୌତମ ନଗର ବସ୍ତି ଏବଂ ଫାଳିକିଆ ବସ୍ତି ଭିତରେ ବୋମାମାଡ଼..

ଅକ୍ଟୋବରରେ ଏହି ୪ ରାଶିଙ୍କୁ କୋଟିପତି କରିବ ବୁଧଙ୍କ ଖାସ୍‌ ଚଳନ : ଧନ ଠାରୁ ଆରମ୍ଭ କରି ସୁନାରେ ଭର୍ତ୍ତି ହେବ ଆଲମିରା..

ଡିଜେ ଗାଡି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କଟକଣା : ମୂଳ ଢାଞ୍ଚାକୁ ବେଆଇନ ପରିବର୍ତ୍ତନ ବିରୋଧରେ ସର୍କୁଲାର ଜାରି, ଗାଡିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲଂଘନ କଲେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ..

କଳିଙ୍ଗା ଘାଟି ଭୂସ୍ଖଳନ : ମରାମତି ପାଇଁ ଲାଗିବ ପ୍ରାୟ ୭ ଦିନ..

ଏସବିଆଇରୁ ୨୦ କୋଟି ଲୁଟିନେଲେ ସଶସ୍ତ୍ର ଡକାୟତ, କର୍ଣ୍ଣାଟକର ବିଜୟପୁରାସ୍ଥିତ ବ୍ୟାଙ୍କରେ ହୋଇଛି ଡକାୟତି..

ମହିଳା କନଷ୍ଟେବଳ ହତ୍ୟା ଘଟଣା, ୧୦ ଲକ୍ଷ ଟଙ୍କା ପାଇଁ ହତ୍ୟା-ପୁଲିସ କମିଶନର

ଜିଏସ୍‌ଟି ପ୍ରଭାବ ; ଶସ୍ତାରେ ମିଳିବ ଏସବୁ ଶାମ୍ପୁ,ସାବୁନ୍‌

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories