www.samajalive.in
Friday, December 5, 2025
20.1 C
Bhubaneswar

ଜିଏସ୍‌ଟି ପ୍ରଭାବ ; ଶସ୍ତାରେ ମିଳିବ ଏସବୁ ଶାମ୍ପୁ,ସାବୁନ୍‌

ନୂଆଦିଲ୍ଲୀ : ସେବା ଓ ସାମଗ୍ରୀ ଟିକସ (ଜିଏସଟି)ରେ ହ୍ରାସ ହେବା ପରେ କମ୍ପାନୀ ଅନେକ ଜିନିଷ ଦାମ୍‌ରେ ପରିବର୍ତ୍ତନ କରିଛି । ଏହି ନୂଆ ଦର ୨୨ ସେପ୍ଟେମ୍ବରରୁ ଦେଶରେ ଲାଗୁ ହେବ । ଏସବୁ ଜିନିଷ ମଧ୍ୟରେ ଡବ୍‌ ଶାମ୍ପୁ ଠାରୁ ଆରମ୍ଭ କରି ଲାଇଫ୍‌ବଏ ସାବୁନ ଦାମ୍‌ ମଧ୍ୟ ସାମିଲ ରହିଛି ।

୩୪୦ଏମଏଲ ଡବ୍‌ ଶାମ୍ପୁ ବୋତଲ ୪୯୦ ଟଙ୍କାରୁ ହ୍ରାସ ହୋଇ ୪୩୫ ଟଙ୍କା ହେବାକୁ ଯାଉଛି ।
୭୫ ଗ୍ରାମ୍‌ ଲାଇଫ୍‌ବଏ ସାବୁନର ଦାମ୍‌ ଏବେ ୬୦ ଟଙ୍କା ହେବ । ଏହା ପୂର୍ବରୁ ୬୮ ଟଙ୍କା ଥିଲା ।
କ୍ଲିନିକ୍‌ ପ୍ଲସ୍‌ ୩୫୫ ଏମଏଲ୍‌ ଶାମ୍ପୁ ୩୯୩ ଟଙ୍କାରୁ କମ୍‌ ହୋଇ ୩୪୦ ଟଙ୍କାରେ ମିଳିବ ।

- Advertisement -

ସନସିଲ୍କ ବ୍ଲାକ୍‌ ସାଇନ୍‌ ଶାମ୍ପୁ ୩୫୦ ଏମଏଲର ଦାମ୍‌ ୪୩୦ ଟଙ୍କାରୁ କମ୍‌ ହୋଇ ୩୭୦ ଟଙ୍କାରେ ମିଳିବ ।
ଲକ୍ସ ସାବୁନ୍‌ (୭୫x୪) ୯୬ ଟଙ୍କାରୁ କମ୍‌ ହୋଇ ୮୫ ଟଙ୍କାରେ ଉପଲବ୍ଧ ହେବ ।
କ୍ଲୋଜ୍‌ଅପ୍‌ ଟୁଥ୍‌ପେଷ୍ଟ (୧୫୦ ଗ୍ରାମ୍‌) ୧୪୫ ଟଙ୍କାରୁ କମ୍‌ ହୋଇ ଏବେ ୧୨୯ ଟଙ୍କାରେ ମିଳିବ ।
ବ୍ରୁ କଫି ୭୫ ଗ୍ରାମ୍‌ର ଦାମ୍‌ ୩୦୦ ଟଙ୍କାରୁ କମ୍‌ ହୋଇ ୨୭୦ ଟଙ୍କାରେ ମିଳିବ।

ଅକ୍ଟୋବରରେ ଏହି ୪ ରାଶିଙ୍କୁ କୋଟିପତି କରିବ ବୁଧଙ୍କ ଖାସ୍‌ ଚଳନ : ଧନ ଠାରୁ ଆରମ୍ଭ କରି ସୁନାରେ ଭର୍ତ୍ତି ହେବ ଆଲମିରା..

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories