www.samajalive.in
Monday, December 15, 2025
26.1 C
Bhubaneswar

ଅକ୍ଟୋବରରେ ଏହି ୪ ରାଶିଙ୍କୁ କୋଟିପତି କରିବ ବୁଧଙ୍କ ଖାସ୍‌ ଚଳନ : ଧନ ଠାରୁ ଆରମ୍ଭ କରି ସୁନାରେ ଭର୍ତ୍ତି ହେବ ଆଲମିରା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ରାଜକୁମାର ବୁଧଙ୍କୁ ଧନ, ବାଣୀ, ବ୍ୟବସାୟର କାରକ ବୋଲି କୁହାଯାଏ । ଅକ୍ଟୋବର ମାସରେ ବୁଧ ୨ଥର ଚଳନ କରିବେ । ଏହି ପରିବର୍ତ୍ତନର ପ୍ରଭାବ ଅନେକ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ ।

ଜାତକରେ ବୁଧ ଗ୍ରହ ଶୁଭ ସ୍ଥିତିରେ ରହିଲେ ଭାଗ୍ୟ ସୁନା ଭଳି ଚମକିଥାଏ । କୋଟି ପତି କରିବା ସହ ବୁଦ୍ଧିମାନ ହୋଇଥାନ୍ତି । ଅକ୍ଟୋବର ମାସ ଆରମ୍ଭରେ ବୁଧ ଉଦୟ ହେବା ସହ ରାଶି ପରିବର୍ତ୍ତନ ମଧ୍ୟ କରିବେ ।
୨ ଅକ୍ଟୋବରରେ କନ୍ୟା ରାଶିରେ ବୁଧ ଉଦୟ ହେବେ । ପର ଦିନ ୩ ଅକ୍ଟୋବରରେ ବୁଧ ଚଳନ କରି ତୁଳା ରାଶିରେ ପ୍ରବେଶ କରିବେ । ବୁଧ ନିଜ ରାଶି କନ୍ୟା ରାଶିରେ ଉଦୟ ହେବା ଓ ଧନ ସମୃଦ୍ଧି ଦାତା ଶୁକ୍ରଙ୍କ ରାଶି ତୁଳାରେ ଚଳନ କରିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ । ଜାଣନ୍ତୁ କେଉଁ କେଉଁ ରାଶି ଭାଗ୍ୟବାନ୍‌ ହେବେ..

- Advertisement -

ମେଷ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଅଟକି ଥିବା ଧନ ମିଳିବ । ବିଶେଷ କରି ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ ।

ସିଂହ- ଅକ୍ଟୋବର ମାସର ଆରମ୍ଭ ଅନେକ ଶୁଭଫଳ ନେଇ ଆସୁଛି । କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । ନୂଆ ନୂଆ ସୁଯୋଗ ମିଳିବ । ସନ୍ତାନଙ୍କ ଉନ୍ନତି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ତୁଳା- ବୁଧଙ୍କ ଚଳନ ଶୁଭଫଳ ପ୍ରଦାନ କରିବ । କାର୍ଯ୍ୟରେ ସଫଳତା ମିଳିବ । ଅନେକ ଦିନର ଇଚ୍ଛା ପୂରଣ ହେବ । ବ୍ୟବସାୟରେ ଉନ୍ନତି ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୁତ ହେବ । କର୍ମକ୍ଷେତ୍ରରେ ସୁବର୍ଣ୍ଣ ସୁଯୋଗ ମିଳିବ ।

ବିଛା- ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ପ୍ରେମ କ୍ଷେତ୍ରରେ ସଫଳତା ସହ ଆର୍ଥିକ ସ୍ଥିତି ମଜଭୁତ ହେବ ।

ବଡ଼ ଆଶ୍ୱସ୍ତି.. ଜାଣନ୍ତୁ ୨୨ ସେପ୍ଟେମ୍ବର ପରେ କେତେ ଟଙ୍କା ଶସ୍ତା ହେବ କ୍ଷୀର, ଘିଅ ସହ ଏସବୁ ଖାଦ୍ୟଜିନିଷ..

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories