ଜିଏସ୍‌ଟି ପ୍ରଭାବ ; ଶସ୍ତାରେ ମିଳିବ ଏସବୁ ଶାମ୍ପୁ,ସାବୁନ୍‌

ନୂଆଦିଲ୍ଲୀ : ସେବା ଓ ସାମଗ୍ରୀ ଟିକସ (ଜିଏସଟି)ରେ ହ୍ରାସ ହେବା ପରେ କମ୍ପାନୀ ଅନେକ ଜିନିଷ ଦାମ୍‌ରେ ପରିବର୍ତ୍ତନ କରିଛି । ଏହି ନୂଆ ଦର ୨୨ ସେପ୍ଟେମ୍ବରରୁ ଦେଶରେ ଲାଗୁ ହେବ । ଏସବୁ ଜିନିଷ ମଧ୍ୟରେ ଡବ୍‌ ଶାମ୍ପୁ ଠାରୁ ଆରମ୍ଭ କରି ଲାଇଫ୍‌ବଏ ସାବୁନ ଦାମ୍‌ ମଧ୍ୟ ସାମିଲ ରହିଛି । ୩୪୦ଏମଏଲ ଡବ୍‌ ଶାମ୍ପୁ ବୋତଲ ୪୯୦ ଟଙ୍କାରୁ ହ୍ରାସ ହୋଇ ୪୩୫ ଟଙ୍କା ହେବାକୁ ଯାଉଛି । ୭୫ … Continue reading ଜିଏସ୍‌ଟି ପ୍ରଭାବ ; ଶସ୍ତାରେ ମିଳିବ ଏସବୁ ଶାମ୍ପୁ,ସାବୁନ୍‌