୩୫ତମ ଶିଶୁ କ୍ରୀଡ଼ା ଉତ୍ସବ samajalive Nov 16, 2023 ଫୁଲବାଣୀ : ଫୁଲବାଣୀର ସର୍ବପୁରାତନ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ୩୫ତମ ଶିଶୁ କ୍ରୀଡ଼ା ଉତ୍ସବ ପାଳିତ ହୋଇ ଯାଇଛି । ଫୁଲବାଣୀ ପୌର ପରିଷଦର ସମସ୍ତ ସ୍କୁଲର ଛାତ୍ର-ଛାତ୍ରୀ ମାନେ… Read More...
ଘଟଗାଁ ଓ ପାଟଣା ବ୍ଲକରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ samajalive Nov 15, 2023 ପାଟଣା : କେନ୍ଦୁଝରର ଘଟଗାଁ ଓ ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । କେନ୍ଦୁଝର ଘଟଗାଁ ବ୍ଲକ ଖଣ୍ଟଘର ପଞ୍ଚାୟତ କାଶିବେଡା ଗ୍ରାମରେ ବିର୍ସା ମୁଣ୍ଡା ମାର୍ଶାଲ ହୋ ଆଖଳା… Read More...
ଉଦୟପୁରରେ କାଳୀ ପୂଜା samajalive Nov 15, 2023 ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଠାରେ ଆଜକୁ ତିନି ଦିନ ହେଲା କାଳୀ ପୂଜା ଧୂମଧାମରେ ପାଳିତ ହେଉଛି। ଗ୍ରାମାଞ୍ଚଳ ହୋଇଥିବାରୁ ଗ୍ରାମର ଲୋକ ମାନେ ପୂଜା ଦେଖିବା ସହିତ ମେଲୋଡିର ମଜା ନେଉଛନ୍ତି । ପ୍ରତିଦିନ… Read More...
ଚୋରି ଅଭିଯୋଗରେ ୨ ଗିରଫ samajalive Nov 15, 2023 ଚୌଦ୍ୱାର : ଚୌଦ୍ୱାର ପୁଲିସ ୨ଜଣ ଚୋରଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ସେମାନେ ହେଲେ ଏହି ଥାନା ମହିସାଲଣ୍ଡା ପଞ୍ଚାୟତ ମାଛପଙ୍ଗୀ ଗ୍ରାମର ଅଶୋକ ଦେହୁରୀ ଓ ସୋମନାଥ ଦେହୁରୀ। ସେମାନଙ୍କ ନିକଟରୁ ପୁଲିସ ୨ଟି ଚୋରି… Read More...
ଇସ୍ତଫା ପତ୍ର ପ୍ରତ୍ୟାହାର କଲେ କାଉନସିଲର samajalive Nov 15, 2023 ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୦ ନମ୍ବର ୱାର୍ଡ଼ କାଉନସିଲର ବିଜୟ କୁମାର ମଲ୍ଲିକ ମଙ୍ଗଳବାର ଦିନ କାଉନସିଲର ପଦବୀରୁ ଇସ୍ତଫା ଦେଇ ଚୌଦ୍ୱାର-କଟକ ବିଧାୟକଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହି ଖବର ଜଣା ପଡ଼ିବା… Read More...
ଡକାୟତି ଉଦ୍ୟମ ଅଭିଯୁକ୍ତକୁ କାରାଦଣ୍ଡ samajalive Nov 15, 2023 ଆଠଗଡ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁଶପଙ୍ଗି ନିକଟ କନ୍ଦର୍ପ ଛକଠାରେ ଜାତୀୟ ରାଜପଥରେ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ଏକ ଡକାୟତ ଦଳର ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା… Read More...
ବିଜେପିର ଜନ ଆକ୍ରୋଶ ବିକ୍ଷୋଭ ସମାବେଶ samajalive Nov 15, 2023 ଆଠଗଡ : ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ଆଠଗଡ ଭାରତୀୟ ଜନତା ଦଳ ପକ୍ଷରୁ ବୁଧବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜନ ଆକ୍ରୋଶ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା… Read More...
ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗକୁ ବିଜେଡି ପକ୍ଷରୁ ଖଣ୍ଡନ samajalive Nov 13, 2023 ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ପ୍ରଗତି ସବୁକ୍ଷେତ୍ରରେ ଦେଖିବାରେ ମିଳୁଛି। କୃଷି, ସାମାଜିକ ସୁରକ୍ଷା, ଶ୍ରମିକ, ଶିଳ୍ପ, ଗମନାଗମନ ଆଦି କ୍ଷେତ୍ରରେ ଢେର ବିକାଶ ହୋଇଛି । ହେଲେ ଏହାକୁ କିଛି… Read More...
ଧବଳେଶ୍ୱରଙ୍କୁ ଦର୍ଶନ କଲେ ଦେଢଲକ୍ଷ ଶ୍ରଦ୍ଧାଳୁ samajalive Nov 13, 2023 ଗୁରୁଡିଝାଟିଆ: କାର୍ତ୍ତିକର ସୋମବାରରେ ପ୍ରଭୁ ଧବଳେଶ୍ୱରଙ୍କ ପୀଠରେ ଅହେତୁକ ଭିଡ ପରିଲଖିତ ହୋଇଥିଲା। ଶ୍ରଦ୍ଧାଳୁଙ୍କ ସଂଖ୍ୟା ପ୍ରାୟ ଦେଢଲକ୍ଷ ହୋଇଥିବାରୁ ଏହା ପଞ୍ଚକର ଭ୍ରମ ସୃଷ୍ଟି କରିଥିଲା। ଶ୍ରଦ୍ଧାଳୁମାନେ ଦୀର୍ଘ… Read More...
ମୀନଗୁର ଧାନମଣ୍ଡିିରେ କଂଗ୍ରେସର କର୍ମୀ ସମ୍ମିଳନୀ samajalive Nov 13, 2023 କଲମପୁର : ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଲମପୁର ବ୍ଲକ ଅଧୀନସ୍ଥ ମୀନଗୁର ଧାନମଣ୍ଡିରେ କଲମପୁର ବ୍ଲକ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ବ୍ଲକ ସଭାପତିଙ୍କ ଅନୁପସ୍ଥିତିରେ… Read More...
ଆନ୍ତଃ ମହାବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା samajalive Nov 13, 2023 କୋକସରା : ପାଞ୍ଚୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ… Read More...
ମା ଦକ୍ଷିଣ କାଳୀଙ୍କ ସମ୍ବତ୍ସରିକ ପୂଜା, ମହାଭୈରବୀ ବେଶରେ ଦର୍ଶନ samajalive Nov 13, 2023 ସାକ୍ଷୀଗୋପାଳ : କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁରସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବଙ୍ଗୀୟ ତନ୍ତ୍ରପୀଠ ମା ଦକ୍ଷିଣ କାଳୀଙ୍କ ପୀଠରେ ପବିତ୍ର… Read More...
କଂଗ୍ରେସ ପକ୍ଷରୁ ଡିସେମ୍ବର ପହିଲାରେ ତୁଳସୀ ଯାତ୍ରା : ଶରତ ପଟ୍ଟନାୟକ samajalive Nov 13, 2023 ଭୁବନେଶ୍ୱର : ଆସନ୍ତା ଡିସେମ୍ବର ଏକ ତାରିଖ ଦିନ ତୁଳସୀ ଯାତ୍ରା କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ… Read More...
କୁଇ ସମାଜ ସେବା ସମିତି ଫୁଲବାଣୀର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ samajalive Nov 13, 2023 ଫୁଲବାଣୀ : କୁଇ ସମାଜ ସେବା ସମିତି ଫୁଲବାଣୀ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ପ୍ରତିଷ୍ଠା ଦିବସ ଖଜୁରୀପଡା ବ୍ଲକ ସଦର ମହକୁମା ଠାରେ ଧୁମଧାମରେ ପାଳନ ହେବ।… Read More...
ବାଲିଗାଁରେ ପାଳନ ହେବ ରାଜ୍ୟସ୍ତରୀୟ ଉତ୍ସବ samajalive Nov 13, 2023 ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଚଳିତ କାର୍ତ୍ତିକ ଶୁକ୍ଳ ଏକାଦଶୀ ୨୩ ତାରିଖ ଗୁରୁବାର ଦିନ ଭକ୍ତଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠରେ ପାଳନ… Read More...
ଉତ୍ତରାଖଣ୍ଡ ଟନେଲ ଭୁଶୁଡ଼ିବା ଘଟଣା : ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି samajalive Nov 13, 2023 ଡେରାଡୁନ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସିଲ୍କୟାରା ଟନେଲ୍ ଭୁଶୁଡ଼ି ପଡ଼ିବା ଘଟଣାରେ ଆଜି ଦ୍ୱିତୀୟ ଦିନ ପାଇଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉତ୍ତରକାଶୀ ଜିଲ୍ଲାପାଳ ଅଭିଷେକ… Read More...
ଛଟ୍ ପୂଜା ଉପଲକ୍ଷେ ପୁରୀ-ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ samajalive Nov 13, 2023 ଡେସ୍କ : ପୂର୍ବତଟ ରେଳପଥ ପକ୍ଷରୁ ଛଟ୍ ପୂଜା ଉପଲକ୍ଷେ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ନିୟମିତ ଟ୍ରେନ୍ରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ… Read More...
ଦୀପାବଳି ବାଣଫୁଟା : ଭୁବନେଶ୍ୱର ସମେତ ଅନେକ ସହରର ବାୟୁର ମାନ ହ୍ରାସ samajalive Nov 13, 2023 ଡେସ୍କ : ଦୀପାବଳିରେ ବାଣଫୁଟା ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ ସହରର ବାୟୁର ଗୁଣାତ୍ମକ ସୂଚକାଙ୍କ ବୃଦ୍ଧି ପାଇଛି। ଆତସବାଜିରେ ଥିବା କ୍ଷତିକାରକ ରାସାୟିକ ପଦାର୍ଥ ଓ ଧୂଳିକଣା ବାୟୁମଣ୍ଡଳରେ ପ୍ରବେଶ… Read More...
ଘୂର୍ଣ୍ଣିବଳୟ ସକ୍ରିୟ : ୨୪ଘଣ୍ଟା ମଧ୍ୟରେ ଲଘୁଚାପ ! samajalive Nov 13, 2023 ଡେସ୍କ : ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।… Read More...
ସେମିରେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁକାବିଲା samajalive Nov 11, 2023 ଡେସ୍କ : ଆଇସିସି କ୍ରିକେଟ ବିଶ୍ବକପ-୨୦୨୨୩ର ସେମିଫାଇନାଲ ଲାଇନଅପ୍ ଚୂଡାନ୍ତ ହୋଇଛି । ସବୁ କଳ୍ପନା ଜଳ୍ପନା ଓ ଆକଳନର ଅବସାନ ଘଟିଛି । ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ… Read More...
ଦୀପାବଳୀ ଓ କାଳୀପୂଜା ପାଇଁ ମାର୍ଗଦର୍ଶିକା samajalive Nov 11, 2023 ଡେସ୍କ : ରବିବାର ଦୀପାବଳୀ ଓ କାଳୀପୂଜା । ଏହି ଅବସରରେ ଦେବୀପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇ ପଡିଛି । ପୂଜା ମଣ୍ଡପ, ମନ୍ଦିର ଓ ଘର ଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀକୁ ପରିବେଶ… Read More...
ଦୀପାବଳୀରେ ୮୦ ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ samajalive Nov 11, 2023 ଚଣ୍ଡିଗଡ : ଦୀପାବଳୀ ଅବସରରେ ପାକିସ୍ତାନ ୮୦ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି। ମତ୍ସ୍ୟଜୀବୀମାନେ ଅଟାରୀ-ୱାଘା ସୀମା ଦେଇ ଶୁକ୍ରବାର ବିଳମ୍ବିତ ରାତିରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଛନ୍ତି । ବିଏସଏଫ… Read More...
ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ samajalive Nov 11, 2023 ଜି.ଉଦୟଗିରି : ଚଳିତ ମାସ ୨୯ ତାରିଖରେ ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦରେ ହେବାକୁ ଥିବା ଅଧ୍ୟକ୍ଷା ଉପ ନିର୍ବାଚନ ନିମନ୍ତେ ଶନିବାର ଶେଷ ଦିନରେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡିର ପ୍ରାର୍ଥୀ… Read More...
ସରକାରୀ ମେଡିକାଲରେ ବଢିବ ଶଯ୍ୟା ସଂଖ୍ୟା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ samajalive Nov 11, 2023 ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ… Read More...
ଭିନ୍ନକ୍ଷମ କଲ୍ୟାଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ samajalive Nov 11, 2023 ଭୁବନେଶ୍ୱର : ଭିନ୍ନକ୍ଷମଙ୍କ ସୁରକ୍ଷା ଓ କଲ୍ୟାଣ ଉଦ୍ଦେଶ୍ୟରେ ବିଭାଗ ଏବଂ ସାଇଟ୍ସେଭର୍ସ ଇଣ୍ଡିଆ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା… Read More...
ପୁରୀରେ ଦୀପାବଳି ଓ କାଳୀପୂଜା ପାଇଁ ଜୋରଦାର ପ୍ରସ୍ତୁତି samajalive Nov 11, 2023 ଡେସ୍କ : ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ପାଳନ କରିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନେ ରବିବାର ସକାଳେ ଶ୍ରୀମନ୍ଦିରର ଉତ୍ତରଦ୍ୱାର ନିକଟରେ ପିତୃପୁରୁଷଙ୍କ… Read More...
୧୫ରେ ବାଇଡେନ-ଜିନପିଙ୍ଗ ସାକ୍ଷାତ ଆଲୋଚନା samajalive Nov 11, 2023 ୱାଂଶିଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଆସନ୍ତା ୧୫ରେ ସାକ୍ଷାତ ଆଲୋଚନା କରିବା ନେଇ ହ୍ୱାଇଟ ହାଉସ ପକ୍ଷରୁ ଘୋଷଣା କରାଯାଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ହ୍ୱାଇଟ୍ ହାଉସ… Read More...
ରାୟଗଡ଼-ତାଳଚେର ଜାତୀୟ ରାଜପଥକୁ ଅର୍ଥନୈତିକ କୋରିଡର ନେଇ ଧର୍ମେନ୍ଦ୍ରଙ୍କ ଚିଠି samajalive Nov 11, 2023 ନୂଆଦିଲ୍ଲୀ/ଭୁବନେଶ୍ୱର : ଛତିଶଗଡର ରାୟଗଡ଼ ଠାରୁ ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁର ଓ ଅନୁଗୋଳ ଜିଲ୍ଲାର ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କୋରିଡରରେ ପରିଣତ କରିବା ପାଇଁ କେନ୍ଦ୍ର… Read More...
କୋକସରା ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର samajalive Nov 11, 2023 କୋକସରା : କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଆଭିମୁଖ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ… Read More...
ଆସ ବୁଲିଯିବା : ପୁରାଣ ପ୍ରସିଦ୍ଧ ତ୍ରୀକୁଟ ଧାମ samajalive Nov 11, 2023 କଳାପଥର : କଟକ ଜିଲ୍ଲାର ବାଙ୍କୀ ବ୍ଲକ୍ ଅନ୍ତର୍ଗତ ବୈଦ୍ୟେଶ୍ୱର ଗ୍ରାମର ମହାନଦୀକୂଳରେ ଓ ଗର୍ଭରେ ଅବସ୍ଥିତ ଏହି ମନ୍ଦିର ତ୍ରୟ। ନୈସର୍ଗକ ସୁଷମା ରାଜି ପରିବେଷ୍ଠିତ ତ୍ରୀକୁଟ ଧାମ ଅତ୍ୟନ୍ତ ମନରୋମ ଶୋଭା ସମ୍ଭାରରେ… Read More...
ଲୋକ ଚରିତ୍ରର ସ୍ଖଳନ samajalive Nov 11, 2023 ମୁଁ ଡ଼ାକ୍ତର ହେବି, ଗରିବଙ୍କ ସେବାରେ ନିଜକୁ ଉସତ୍ସର୍ଗୀକୃତ କରିବି, ମୁଁ ଆଇ.ଏ.ଏସ୍ ହୋଇ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ସମାଜର ଶେଷଧାଡ଼ିରେ ଥିବା ମଣିଷମାନଙ୍କ ନିକଟରେ ପହଞ୍ଚାଇବି,ମୁଁ ଭବିଷ୍ୟତରେ ଜଣେ… Read More...
ଭୋକର ଭୂଗୋଳରେ ବିକାଶର ଚିତ୍ରକଳ୍ପ samajalive Nov 11, 2023 ‘ଭୋକର ଭୂଗୋଳ’ ଭାବେ ଦିନେ ଜନସାଧାରଣରେ ଓ ସରକାରରେ ଭ୍ରୂକୁଞ୍ଚିତ ଭାବ ଓ ଖେଦ ସୃଷ୍ଟି କରିଥିବା ଆଜିର ‘କଳାହାଣ୍ଡି’ ଆଉ ସେ ଦୟନୀୟ ଅବସ୍ଥାରେ ନାହିଁ, ଅବଶ୍ୟ ଆହୁରି ବହୁତ କିଛି କରିବାକୁ ବାକି ରହିଛି। ସେ ଦିନର ଏ… Read More...
ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟଣା, ଜଣେ ମୃତ samajalive Nov 11, 2023 ଡେସ୍କ : ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ପୁଷ୍ପାଞ୍ଜଳି ଦାସ । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ନୋଳିଆ… Read More...
ଦୀପାବଳିରେ ସଂଯମତା ଜରୁରୀ samajalive Nov 11, 2023 ଆଲୋକର ପର୍ବ, ଆନନ୍ଦ ଉଲ୍ଲାସର ସମୟ ଦୀପାବଳି ଉତ୍ସବ ଏବେ ଉପସ୍ଥିତ। ବର୍ଷକର ଅପେକ୍ଷା ପରେ ଦେଶବାସୀ ପୁଣି ଥରେ ଆତସବାଜିର ଶବ୍ଦରେ ପ୍ରକମ୍ପିତ, ଏଥିରୁ ସୃଷ୍ଟ ବିଷାକ୍ତ ଗ୍ୟାସ ଭିତରେ ଅଣ ନିଃଶ୍ବାସୀ ହୋଇ ଏହି ମହାନ… Read More...
ଅଷ୍ଟମ ଥର ସେମିଫାଇନାଲ ଖେଳିବ ଭାରତ samajalive Nov 11, 2023 ନୂଆଦିଲ୍ଲୀ : ଚଳିତ ଆଇସିସି ବିଶ୍ବକପର ତ୍ରୟୋଦଶତମ ସଂସ୍କରଣରେ ଆୟୋଜକ ଭାରତ ଟେବୁଲର ଶୀର୍ଷ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି। ଭାରତ ୧୫ରେ ପ୍ରଥମ ସେମିଫାଇନାଲ ପ୍ରାୟତଃ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ଭାରତ ୮ମ… Read More...
ଚମତ୍କାରିତା ପାକିସ୍ତାନର ଏକମାତ୍ର ବିକଳ୍ପ samajalive Nov 11, 2023 କଲକାତା/ପୁଣେ : ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଶନିବାର ଦୁଇଟି ଲିଗ୍ ମ୍ୟାଚ ଖେଳାଯିବ। ପୁଣେରେ ଅଷ୍ଟ୍ରେଲିଆ-ବାଂଲାଦେଶକୁ ଓ କଲକାତାର ଇଡେନଗାର୍ଡେନରେ ପାକିସ୍ତାନ-ଇଂଲଣ୍ଡକୁ ଭେଟିବ। ଉକ୍ତ ଦୁଇ ମ୍ୟାଚ… Read More...
ମରଣଯନ୍ତା ଏନଏଚ-୪୯ : ୩ ବର୍ଷ ବିତିଲା, ପ୍ରକଳ୍ପ ରିପୋର୍ଟ ଅସମ୍ପୂର୍ଣ୍ଣ samajalive Nov 11, 2023 ଝାରସୁଗୁଡ଼ା : ଝାରସୁଗୁଡ଼ାରୁ କନକତୋରା ପର୍ଯ୍ୟନ୍ତ ଜାତୀୟ ରାଜପଥ -୪୯ର ୬୮ କିଲୋମିଟର ରାସ୍ତାରେ ୨୦୧୮ରୁ ୨୦୨୨ ମଧ୍ୟରେ ୩୫୭ଟି ଦୁର୍ଘଟଣା ଘଟି ପ୍ରାୟ ୩୦୦ଜଣଙ୍କର ମୃତ୍ୟୁ ଘଟିଲାଣି। ତ୍ରୁଟିପୂର୍ଣ୍ଣ ନିର୍ମାଣ,… Read More...
ଭାରତ-ଆମେରିକା ୨+୨ କଥାବାର୍ତ୍ତା samajalive Nov 11, 2023 ନୂଆଦିଲ୍ଲୀ : ଭାରତ ଓ ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଶୁକ୍ରବାର ଅନୁଷ୍ଠିତ ହୋଇଛି। ୨+୨ କଥାବାର୍ତ୍ତା ଭାବେ ପରିିଚିତ ଏହି ମନ୍ତ୍ରୀସ୍ତରୀୟ ଆଲୋଚନାରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ… Read More...
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରେ ଛାଡ଼ିଲା କେନ୍ଦ୍ର samajalive Nov 11, 2023 ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଏପର୍ଯ୍ୟନ୍ତ ଅନୁଷ୍ଠିତ… Read More...
ଶନିବାର ରାଶିଫଳ (୧୧.୧୧.୨୦୨୩) samajalive Nov 11, 2023 ମେଷ : ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ; ମାତ୍ର ଧନ କ୍ଷୟ ହୋଇପାରେ। ସୁସ୍ଥ ରହିବେ। ସ୍ନେହ, ଶ୍ରଦ୍ଧା ପାଇ ସହାୟକଙ୍କ ନିକଟରେ କୃତଜ୍ଞ ହେବେ। ଋଣ ପରିଶୋଧ କରି ଧନହୀନ ହୋଇପାରନ୍ତି। ବୃଷ : ନିଧି ପ୍ରାପ୍ତିରେ… Read More...
ଧନତେରସ୍ରେ ୨୦୦ କୋଟିର ବେପାର samajalive Nov 11, 2023 ଭୁବନେଶ୍ବର : ଧନତେରସ୍ରେ ସାରା ରାଜ୍ୟରେ ଶୋ’ରୁମ୍, ଜୁଏଲାରୀ ଏବଂ ସୁନା ଅଳଙ୍କାର ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମିଛି। ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀରେ ସୁନା, ରୁପା ଏବଂ ହୀରା ଆଦି ଧାତୁରେ ନିର୍ମିତ… Read More...
‘ପଞ୍ଜାବ ରାଜ୍ୟପାଳ ନିଆଁ ସହ ଖେଳୁଛନ୍ତି’ samajalive Nov 11, 2023 ଅଧିବେଶନକୁ ରାଜ୍ୟପାଳ ଭୁଲ୍ କହିବାର ସାମ୍ବିଧାନିକ ଆଧାର ନାହିଁ, ରାଜ୍ୟପାଳଙ୍କ ଭୂମିକା ସଂସଦୀୟ ଗଣତନ୍ତ୍ରର ସ୍ଥାୟିତ୍ବ କ୍ଷେତ୍ରରେ ବିପଦ ନୂଆଦିଲ୍ଲୀ : ବିଧାନସଭାରେ ଗୃହୀତ ବିଧେୟକଗୁଡ଼ିକରେ ସ୍ବାକ୍ଷର ନକରି… Read More...
‘ହିନ୍ଦୁମାନେ ସହନଶୀଳ; ଆମେ ସେମାନଙ୍କଠାରୁ ବଞ୍ଚିବା ଶିଖିଛୁ’ samajalive Nov 11, 2023 ନୂଆଦିଲ୍ଲୀ : ଲବ୍ଧପ୍ରତିଷ୍ଠ କବି ତଥା ଗୀତିକାର ଜାଭେଦ ଅଖତାର ହିନ୍ଦୁ ସମ୍ପ୍ରଦାୟଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜାଭେଦ କହିଛନ୍ତି ଯେ ହିନ୍ଦୁମାନେ ବହୁତ ସହନଶୀଳ। ସେମାନଙ୍କ ଠାରୁ ଆମେ ଜୀବନ ବଞ୍ଚିବାର ଶୈଳୀ… Read More...
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପୂର୍ବ ଦୀପାବଳି ଉତ୍ସବ ପାଳନ samajalive Nov 11, 2023 ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଭଞ୍ଜ ମଣ୍ଡପରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ପୂର୍ବ ଦୀପାବଳି ଉତ୍ସବ ପାଳନ ହୋଇଥିଲା। ଏଥିରେ ଅତିଥି ଭାବେ ଜେଏନୟୁର ପ୍ରଫେସର… Read More...
ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଦାବିପତ୍ର samajalive Nov 11, 2023 ସମ୍ବଲପୁର : ଦେଶରେ ଜନସଂଖ୍ୟା ବିସ୍ପୋରଣ ଏକ ବଡ ସମସ୍ୟାର ରୂପ ଧାରଣ କଲାଣି । ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ କରା ନ ଗଲେ ଭବିଷ୍ୟତରେ ଏହା ଦେଶର ଆଭ୍ୟନ୍ତରୀଣ, ବାହ୍ୟ ସୁରକ୍ଷା ସହିତ ଆର୍ଥିକ, ସାମାଜିକ, ରାଜନୈତିକ… Read More...
୨୨ରେ ସମ୍ବଲପୁର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ samajalive Nov 11, 2023 ସମ୍ବଲପୁର : ଆସନ୍ତା ୨୧ ତାରିଖ ବୁଧବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ସମ୍ବଲପୁର ଗସ୍ତରେ ଆସିବେ। ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଏହା ଶ୍ରୀମତୀ ମୁର୍ମୁଙ୍କ ହେବ ପ୍ରଥମ ସମ୍ବଲପୁର… Read More...
ପଥର ବୋଝେଇ ଟ୍ରକ ଓ ଟ୍ରାକ୍ଟର ଜବତ samajalive Nov 11, 2023 ଆଠଗଡ : ଆଠଗଡ ତହସିଲର ସ୍ୱତନ୍ତ୍ର ସ୍କ୍ବାର୍ଡ ଶୁକ୍ରବାର ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରି ମାଙ୍କଡା ପଥର ବୋଝେଇ ୨ଟି ଟ୍ରକ ଓ ଗୋଟିଏ ଟ୍ରାକ୍ଟର ଜବତ କରିଥିବା ଜଣାପଡିଛି । ନବନିଯୁକ୍ତ ତହସିଲଦାର କ୍ଷେତ୍ରମୋହନ… Read More...
ଆଠଗଡ ମହୋତ୍ସବ ପ୍ରସ୍ତୁତି ବୈଠକ samajalive Nov 11, 2023 ଆଠଗଡ : ଆଠଗଡ ପ୍ରଶାସନ ପକ୍ଷରୁ ଗତବର୍ଷ ଆରମ୍ଭ ହୋଇଥିବା ଆଠଗଡ ମହୋତ୍ସବ ଚଳିତ ବର୍ଷ ଡିସେମ୍ବର ୧୫-୧୯ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଆୟୋଜିତ ହେବ । ଏଥିପାଇଁ ଶୁକ୍ରବାର ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟିର କାର୍ଯ୍ୟକାରୀ… Read More...
ସହରାଞ୍ଚଳର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି samajalive Nov 11, 2023 ଆଠଗଡ : ରାଜ୍ୟ ସରକାର ରାଜ୍ୟର ସାମଗ୍ରିକ ବିକାଶ ସହିତ ସହରାଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବ୍ୟାପକ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରାଧାନ୍ୟ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଠଗଡ ସହରକୁ ସରସ ସୁନ୍ଦର… Read More...
ସାଂସଦଙ୍କ ଉପସ୍ଥିତରେ ବରିଷ୍ଠ ନାଗରିକଙ୍କ ପକ୍ଷରୁ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସ୍ମାରକ ପତ୍ର ପ୍ରଦାନ samajalive Nov 11, 2023 ଗଞ୍ଜାମ : ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକଙ୍କ ପକ୍ଷରୁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉପସ୍ଥିତରେ ଗଞ୍ଜାମ ରେଳ ଷ୍ଟେସନରେ ପୁରୀ -ତିରୁପତି ଦ୍ରୁତଗାମୀ ଟ୍ରେନ ରହଣି ନେଇ ଏକ ସ୍ମାରକ ପତ୍ର ରେଳ ବିଭାଗ ଉଚ୍ଚ… Read More...
ଲକ୍ଷ୍ମୀପୁର ବ୍ଲକରେ ଆମ ଓଡିଆ ନବୀନ ଓଡିଆ କାର୍ଯ୍ୟକ୍ରମ samajalive Nov 11, 2023 ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଆମ ଓଡିଆ ନବୀନ ଓଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ୧୩ ପଞ୍ଚାୟତରୁ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ। ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଲେଖାଏଁ ମୋଟ… Read More...
ବସ୍ତିବାସିନ୍ଦା ସଂଘ ବୈଠକ samajalive Nov 10, 2023 ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୭ନଂ ୱାର୍ଡ ସୁଇପର କଲୋନି ବସ୍ତିବାସିନ୍ଦା ସଂଘର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରକାଶ କୁମାର ଗୋଚ୍ଛାୟତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି… Read More...
ଟ୍ରାକ୍ଟର-ଟ୍ରକ୍ ଧକ୍କା, ୨ଗୁରୁତର samajalive Nov 10, 2023 ଚୌଦ୍ୱାର : ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟବର୍ତ୍ତି ଦେବୀ ନଗର ଗଡ଼ା ନିକଟରେ ଏକ ଟ୍ରାକ୍ଟର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ କାଠ ବୋଝେଇ ହୋଇଥିବା… Read More...
ତିଗିରିଆ ଓ ଆଠଗଡ ପୁଲିସର ତନାଘନା, ଘଟଣା ସ୍ଥଳରେ ଉଚ୍ଚ ପୁଲିସ ଅଧିକାରଙ୍କ ତଦନ୍ତ samajalive Nov 10, 2023 ତିଗିରିଆ : ତିଗିରିଆ ଥାନା ଅନ୍ତର୍ଗତ ନୂଆସଡ଼କ - ଗୋଡ଼ିଝରିଆ ରାସ୍ତାର ଜଙ୍ଗଲ ନିକଟବର୍ତ୍ତୀ ରାଇସ୍ ମିଲ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଏକ ଏଟିଏମ୍ ଟଙ୍କା ଗାଡ଼ିରୁ ୧.୬୭ ଲକ୍ଷ ଟଙ୍କା ଲୁଟ… Read More...
ନିର୍ବାଚନମଣ୍ଡଳୀ ସ୍ତରୀୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ samajalive Nov 10, 2023 ପିପିଲି : ପିପିଲି ନିର୍ବାଚନମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଶୁକ୍ରବାର ଦିନ ପିପିଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ… Read More...
କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ : ପଣ୍ଟିଂ samajalive Nov 10, 2023 କଲକାତା : ବର୍ତ୍ତମାନ ସମୟରେ ଭାରତର ବିରାଟ କୋହଲି ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ… Read More...
ଦୀପାବଳି ଓ ଧନତେରସ୍ samajalive Nov 10, 2023 ଦୀପାବଳି ହେଉଛି ଆଲୋକର ପର୍ବ; କିନ୍ତୁ ବାଣଫୁଟାଇ ଦୀପାବଳି ପାଳନ କରିବାର ଏକ ଅପ-ସଂସ୍କୃତି ବା ଅପ-ପରମ୍ପରାରେ ମନୁଷ୍ୟ ଆଜି ମୋହଗ୍ରସ୍ତ। ବାସ୍ତବରେ ସୁସଜ୍ଜିତ ଆଲୋକମାଳାକୁ ହିଁ ଦୀପାବଳି ବା ଦୀୱାଲି ବୁଝାଉଥାଏ।… Read More...
ନିରଞ୍ଜନ ରଥ ପାଇବେ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ’ samajalive Nov 10, 2023 ଭୁବନେଶ୍ୱର : ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ-୨୦୨୩ ଅବସରରେ ଚଳିତବର୍ଷ ରାଜ୍ୟର ୩୨ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ ପ୍ରଦାନ ସହିତ ୭ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତି… Read More...
ସବୁ ଧାନ କିଣିବେ ସରକାର : ୨୧ରୁ ବରଗଡ଼, ୨୨ରେ ସମ୍ବଲପୁର ଜିଲାରେ ଧାନସଂଗ୍ରହ samajalive Nov 10, 2023 ଭୁବନେଶ୍ୱର : ଚଳିତମାସ ୨୧ରୁ ବରଗଡ଼ ଜିଲାରେ ଖରିଫ ଋତୁ ଲାଗି ପ୍ରଥମ ପର୍ଯ୍ୟାୟ ଧାନ ସଂଗ୍ରହ କରାଯିବ। ଏହାପରେ ୨୨ତାରିଖରେ ସମ୍ବଲପୁର ସଦରରେ ଧାନ ସଂଗ୍ରହ ହେବ। ୨୭ରେ ସମ୍ବଲପୁରର କୁଚିଣ୍ଡା ଓ ରେଢ଼ାଖୋଲରେ ଧାନ… Read More...
ବିଶ୍ବ ଆୟୁର୍ବେଦ ଦିବସ samajalive Nov 10, 2023 ଭାରତୀୟ ଚିକିତ୍ସା ବିଜ୍ଞାନ ତଥା ବିଶ୍ବର ସର୍ବପୁରାତନ ଚିକିତ୍ସା ପଦ୍ଧତି ଭାବେ ଆୟୁର୍ବେଦ ଜନ କଲ୍ୟାଣରେ ନିୟୋଜିତ ହୋଇଆସୁଛି। ବୈଦିକ ଯୁଗରୁ ଆଧୁନିକ ପର୍ଯ୍ୟନ୍ତ ଜନମାନସରେ ଏହାର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି।… Read More...
ଶୁକ୍ରବାର ରାଶିଫଳ (୧୦.୧୧.୨୦୨୩ ) samajalive Nov 10, 2023 ମେଷ : ଭ୍ରାତୃତ୍ବ ଭାବ ଅତୁଟ ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ସୁସ୍ଥ ରହିବେ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରି ଜୀବନରେ ସେବା ମନୋଭାବର ହେବେ। କର୍ମଠ ହେବେ। ବୃଷ :… Read More...
ଜାତୀୟ କ୍ରୀଡ଼ା : ୫୮ ପଦକ ସହ ଓଡ଼ିଶାର ସର୍ବଶ୍ରେଷ୍ଠ ପ୍ରଦର୍ଶନ samajalive Nov 10, 2023 କଟକ : ଗୋଆରେ ଆୟୋଜିତ ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଓଡ଼ିଶା ୧୦ଟି ସ୍ବର୍ଣ୍ଣ, ୧୮ଟି ରୌପ୍ୟ ୩୦ଟି କାଂସ୍ୟ ସହ ୫୮ ପଦକ ଜିତିଛି। ୨୦୨୨ ଗୁଜରାଟ ଜାତୀୟ କ୍ରୀଡ଼ାରେ ଓଡ଼ିଶା ୬ଟି… Read More...
ପ୍ରତିଶ୍ରୁତିରେ ଅଟକିଛି ଥଇଥାନ : ଗାଁ ଛାଡିଲେ ୧୩ ଆଦିବାସୀ ପରିବାର samajalive Nov 10, 2023 ପାତ୍ରପୁର : ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଦୁର୍ଗମ ଆଙ୍କୁଲି ପଞ୍ଚାୟତର ୫ଆଦିବାସୀ ଗ୍ରାମର ଲୋକମାନେ ବାଘଲଟି ଜଳଭଣ୍ଡାର ନିର୍ମାଣ ପରଠାରୁ ଯାବତୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତିତଲି ବାତ୍ୟା ପରେ ଲୋକଙ୍କ… Read More...
୧୦ କିମି ଭାରରେ ଆସିଲେ ଗର୍ଭବତୀ, ଆମ୍ବୁଲାନ୍ସରେ ପ୍ରସବ samajalive Nov 10, 2023 ମାଲକାନଗିରି : ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ମାଲକାନଗିରି ଜିଲାରୁ ଶୁଭାରମ୍ଭ କରୁଛନ୍ତି। ମାଲକାନଗିରି ଜିଲାକୁ ମୁଖ୍ୟମନ୍ତ୍ରୀ ଲଞ୍ଚିଙ୍ଗ ପ୍ୟାଡ୍ର ଆଖ୍ୟା ଦେଇଥିବାବେଳେ ଆଜି ବି ଜିଲାରେ… Read More...
ମିଲେଟ ମିଶନରେ ଶ୍ରେଷ୍ଠ ପ୍ରଦର୍ଶନ : ରାୟଗଡା ଜିଲାକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ samajalive Nov 10, 2023 ରାୟଗଡା : ରାୟଗଡା ଜିଲାରେ ମିଲେଟ ମିଶନ ଅଧୀନରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାୟଗଡା ଜିଲାକୁ ପୁରସ୍କୃତ କରିଛନ୍ତି। ଏହି ଜିଲାରେ ମାଣ୍ଡିଆ ଚାଷ… Read More...
କୁକୁଡା କଟା କାଠ ଗଣ୍ଡିରେ ଜଗନ୍ନାଥଙ୍କ ପ୍ରତିଛବି samajalive Nov 10, 2023 ପାଟଣା : ଦୀର୍ଘ ଦିନରୁ କୁକୁଡା କଟା ଯାଉଥିବା କାଠଗଣ୍ଡିଟି ଖାଲୁଆ ହୋଇଯିବାରୁ ଗୁରୁବାର ସନ୍ଧ୍ୟାରେ କୁକୁଡା ବେପାରୀ ଜଣକ ଏକ ମେସିନ କରତ ସାହାଯ୍ୟରେ କାଠ ଗଣ୍ଡିର ଉପର ଖାଲୁଆ ଅଂଶକୁ କାଟି ଦେବା ପରେ ଏକ ଅଦ୍ଭୁତ… Read More...
ସାହାରପଡା ଓ ପାଟଣା ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ samajalive Nov 10, 2023 ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କଂଗ୍ରେସ ପକ୍ଷରୁ ଉଦୟପୁର ଜଗନ୍ନାଥ ମନ୍ଦିର ନିକଟରେ ବ୍ଲକ କଂଗ୍ରେସ ସଭାପତି ମୁକୁନ୍ଦ ମହାନ୍ତଙ୍କ ସଭାପତିତ୍ୱରେ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ… Read More...
ଗୋପାଳପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦ ପୂରଣ ନେଇ ସିଡିଏମଓଙ୍କୁ ଦାବିପତ୍ର samajalive Nov 10, 2023 ଗୋପାଳପୁର : ଗୋପାଳପୁରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ନୂତନ)ରେ ଦୀର୍ଘ ମାସ ହେଲା ଡାକ୍ତର ପଦବୀ ଖାଲି ପଡ଼ିଥିବା ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ତୁରନ୍ତ ସ୍ଥାୟୀ ଡାକ୍ତର ନିଯୁକ୍ତି ପ୍ରଦାନ… Read More...
ଗହଣା ଦୋକାନରେ ଜିଏସଟି ଚଢଉ samajalive Nov 10, 2023 କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହର ଦୈନିକ ବଜାରରେ ଥିବା ବନମାଳୀ ଜୁଏଲର୍ସ ଗହଣା ଦୋକାନରେ ବଲାଙ୍ଗୀର ଓ ନୂଆପଡା ବାଣିଜ୍ୟକର ଓ ଦ୍ରବ୍ୟ ସେବାକର ଏନଫୋର୍ସମେଣ୍ଟ ଟିମ ଓ ବଲାଙ୍ଗୀର ପୁଲିସର ମିଳିତ ଭାବେ ଏକ ୧୫ଜଣିଆ ଟିମ… Read More...
ଶ୍ରୀମନ୍ଦିରର ଚାରି ଦ୍ଵାର ସହ ରତ୍ନ ଭଣ୍ଡାର ଖୋଲିବା ପାଇଁ କଂଗ୍ରେସର ସଙ୍କୀର୍ତ୍ତନ ସତ୍ୟାଗ୍ରହ samajalive Nov 10, 2023 ଚାନ୍ଦିପୁଟ : ଗଜପତି ଜିଲ୍ଲାର ମୋହନାରେ ଗୁରୁବାର ପ୍ରଦେଶ କଂଗ୍ରେସ ପକ୍ଷରୁ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥି… Read More...
ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଶିକ୍ଷା ପାଇଁ ଟାବଲେଟ ବଣ୍ଟନ samajalive Nov 10, 2023 ଆଠଗଡ : ଆଠଗଡ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କରେ ଶିକ୍ଷାଦାନକୁ ସହଜ କରିବା ପାଇଁ ଟାବଲେଟ… Read More...
ଶିକ୍ଷା ସଚେତନତା ରଥ ଉଦ୍ଘାଟିତ samajalive Nov 9, 2023 ଆଠଗଡ : ଆଠଗଡ ଅଞ୍ଚଳରେ ପରିକ୍ରମା କରିବାକୁ ଥିବା ଶିକ୍ଷା ସଚେତନତା ରଥକୁ ଗୁରୁବାର ଆଠଗଡ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀମତୀ… Read More...
ଆଇନ ବିଷୟରେ ଅଜ୍ଞତା କ୍ଷମଣୀୟ ନୁହେଁ samajalive Nov 9, 2023 ଆଠଗଡ : ଆଠଗଡ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଗୁରୁବାର ଜାତୀୟ ଆଇନସେବା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ ତଥା ଆଇନସେବା… Read More...
ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ସଚିବଙ୍କ କନ୍ଧମାଳ ଗସ୍ତ samajalive Nov 9, 2023 ଫୁଲବାଣୀ : ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ-ତଥା- ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ସଚିବ ଏସ୍.କେ. ବଶିଷ୍ଠ କନ୍ଧମାଳ ଜିଲା ଗସ୍ତ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର… Read More...
ମା’ ଧାମରାଇ ଆଞ୍ଚଳିକ ବୋଇତ ବନ୍ଦାଣ ଉତ୍ସବ କମିଟିର ପ୍ରସ୍ତୁତି ବୈଠକ samajalive Nov 8, 2023 ଧାମରା : ଧାମରାରେ ମା’ ଧାମରାଇ ଆଂଚଳିକ ବୋଇତ ବନ୍ଦାଣ ଉତ୍ସବ କମିଟିର ପ୍ରସ୍ତୁତି ବୈଠକ ନରହରି ମଲିକଙ୍କ ଆବାହକତ୍ୱରେ ଧାମରାଇ ମନ୍ଦିର ପାନ୍ଥଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ୨୭… Read More...
ହରଭଙ୍ଗାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ samajalive Nov 8, 2023 ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ପ୍ୟାରେଡ଼ ପଡିଆରେ ବୁଧବାର ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆଭାସୀ ମାଧ୍ୟମରେ ହୋଇଯାଇଛି। ହରଭଙ୍ଗା… Read More...
କମିଶନରେଟ ପୁଲିସ ପକ୍ଷରୁ ବାଣ ବିକ୍ରି ଲାଇସେନ୍ସ ନେଇ କଟକଣା samajalive Nov 8, 2023 ଡେସ୍କ : କଟକ-ଭୁବନେଶ୍ୱରରେ ବାଣ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ ଉପରେ କମିଶନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଦୀପାବଳିରେ ଘାତକ ବାୟୂ ପ୍ରଦୂଷଣ ସୃଷ୍ଟିକାରୀ ବାଣ ବିକ୍ରୟ ଓ ବ୍ୟବହାର ଉପରେ… Read More...
ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟିତ samajalive Nov 8, 2023 ଚୌଦ୍ୱାର : ଚୌଦ୍ୱାର ସହରାଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସୌଭିକ୍ ବିଶ୍ୱାଳ… Read More...
ଇସ୍ରାଏଲ–ହମାସ ବିବାଦ : ଯୁଦ୍ଧ ବିରତି ପାଇଁ ଜି-୭ ବିଦେଶ ମନ୍ତ୍ରୀଙ୍କ ଆହ୍ୱାନ samajalive Nov 8, 2023 ଟୋକିଓ : ମାନବୀୟ ସହାୟତା ପାଇଁ ଇସ୍ରାଏଲ–ହମାସ ବିବାଦରେ ଯୁଦ୍ଧ ବିରତି ପାଇଁ ଜି-୭ ଦେଶ ଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଆହ୍ୱାନ ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ଟୋକିଓରେ ଜି-୭ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଶେଷ… Read More...
ଗୁନାରେ ନିର୍ବାଚନୀ ସଭା : କଂଗ୍ରେସ ଉପରେ ବର୍ଷିଲେ ମୋଦୀ samajalive Nov 8, 2023 ଗୁନା(ମଧ୍ୟପ୍ରଦେଶର) : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅବସରରେ ଗୁନାଠାରେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସକୁ ବିକାଶର ବିରୋଧୀ ବୋଲି ଦର୍ଶାଇ… Read More...
ବ୍ଲକସ୍ତରୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ samajalive Nov 8, 2023 ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର… Read More...
ମେମୁ ଟ୍ରେନ୍ ଲାଇନଚ୍ୟୁତ samajalive Nov 8, 2023 ଡେସ୍କ : ସମ୍ବଲପୁରର ସରଲା ନିକଟରେ ମେମୁ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଏକ ମଇଁଷିକୁ ଧକ୍କା ଦେଇ ଟ୍ରେନର ୪ ନମ୍ବର ବଗି… Read More...
ମାନବ ଚାଲାଣ ମାମଲାରେ ୧୦ଟି ରାଜ୍ୟରେ ଏନଆଇଏର ଚଢ଼ଉ samajalive Nov 8, 2023 ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମାନବ ଚାଲାଣ ମାମଲାରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛି। ସେହି ରାଜ୍ୟଗୁଡ଼ିକ ହେଲା ତ୍ରିପୁରା, ଆସାମ, ପଶ୍ଚିମବଙ୍ଗ, କର୍ଣ୍ଣାଟକ,… Read More...
ଯୁବ ରେଡକ୍ରସ୍ ତାଲିମ କାର୍ଯ୍ୟକ୍ରମ samajalive Nov 8, 2023 ରେଙ୍ଗାଲି : ସ୍ଥାନୀୟ ସୂରଜମଲ୍ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ପକ୍ଷରୁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ.ମନୋଜ କୁମାର ପ୍ରଦୀପ ପ୍ରଜ୍ଜଳନ କରି ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷା… Read More...
ଆରମ୍ଭ ହେଲା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ’ samajalive Nov 8, 2023 ଭୁବନେଶ୍ୱର : ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା କଳିଙ୍ଗ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେଇଛି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ‘ଉତ୍ସାହ’। ମିଶନ… Read More...
ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ samajalive Nov 8, 2023 ସୁନ୍ଦରଗଡର ୬ଟି ନିର୍ବାଚନମଣ୍ଡଳୀ ପାଇଁ ୧୩୯.୫୦ କୋଟି – ୩୦୧୬ ପ୍ରକଳ୍ପ ଢେଙ୍କାନାଳର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୦୬ କୋଟି – ୩୦୫୩ ପ୍ରକଳ୍ପ ବୌଦ୍ଧର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୩୪.୫୦ କୋଟି - ୧୧୫୯ ପ୍ରକଳ୍ପ… Read More...
ଶହୀଦ ପ୍ରକାଶଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ samajalive Nov 8, 2023 ଭୁବନେଶ୍ୱର : ଛତିଶଗଡ଼ଠାରେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଅଳ ଶହୀଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଛତିଶଗଡ଼ଠାରେ… Read More...
ଉପସ୍ଥିତ ବୁଦ୍ଧି ଯୋଗୁଁ ଅପହରଣକାରୀଙ୍କ କବଳରୁ ମୁକୁଳିଲେ ନାବାଳିକା samajalive Nov 8, 2023 ପାତ୍ରପୁର : ସାହସ ଥିଲେ ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇ ଥାଏ। ଆଜି ଏଭଳି ଏକ ଘଟଣା ପାତ୍ରପୁର ଚିକିଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ବାଇକ୍ ଆରୋହୀ ଅପହରଣ କରି… Read More...
ଚୋରି ସାମଗ୍ରୀ ଜବତ, ୪ ଗିରଫ samajalive Nov 8, 2023 ପିପିଲି : ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ଦେଉଳସାହିର ବାସିନ୍ଦା ସ୍ୱରାଜ ରଥଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ପିପିଲି ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀକୁ… Read More...
ଜଳ ଦୀପାବଳି : ଆଜିଠାରୁ ‘ମହିଳାଙ୍କ ପାଇଁ ଜଳ, ଜଳ ପାଇଁ ମହିଳା’ ଅଭିଯାନ samajalive Nov 7, 2023 ଭୁବନେଶ୍ବର : କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଟଳ ମିଶନ ଫର ରିଜୁଭିନେସନ୍ ଆଣ୍ଡ୍ ଅର୍ବାନ ଟ୍ରାନ୍ସଫରମେସନ୍ (ଅମୃତ) ଯୋଜନା ଅଧୀନରେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ସହଭାଗିତାରେ… Read More...
ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ samajalive Nov 7, 2023 ଡେସ୍କ : ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ମଙ୍ଗଳବାର ଭୋର ୩ଟା ୨୫ରେ ଶେଷ ନିଶ୍ବାସ… Read More...
ସେମିରେ ପ୍ରବେଶ ଲକ୍ଷ୍ୟରେ ଅଷ୍ଟ୍ରେଲିଆ samajalive Nov 7, 2023 ୱାଙ୍ଖଡେ : କ୍ରିକେଟ୍ ବିଶ୍ୱକପ୍ରେ ମଙ୍ଗଳବାର ୱାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ମୁକାବିଲା ଆଫଗାନିସ୍ତାନ ସହ ହେବ। ଏହି ମ୍ୟାଚ୍କୁ ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ… Read More...
ଆଜି ମିଜୋରାମ ଓ ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ଭୋଟ samajalive Nov 7, 2023 ନୂଆଦିଲ୍ଲୀ : ମିଜୋରାମ ବିଧାନସଭାର ସମସ୍ତ ୪୦ଟି ଆସନ ଓ ଛତିଶଗଡର ୨୦ଟି ବିଧାନସଭା ଆସନ ନିମନ୍ତେ ମଙ୍ଗଳବାର ଭୋଟ ଗ୍ରହଣ କରାଯିବ। ମିଜୋରାମର ୮,୫୧,୮୯୫ଜଣ ଭୋଟରଙ୍କ ମତଦାନ ନିମନ୍ତେ ୧୨୭୬ଟି ମତଦାନ କେନ୍ଦ୍ର… Read More...
ମଙ୍ଗଳବାର ରାଶିଫଳ (୦୭.୧୧.୨୦୨୩) samajalive Nov 7, 2023 ମେଷ : ସୌଭାଗ୍ୟବତୀ ଗୃହଲକ୍ଷ୍ମୀଙ୍କ ପୁଣ୍ୟ ଫଳରେ ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବେ। ଜ୍ଞାନ ବିତରଣ ପାଇଁ ଅଧ୍ୟୟନରତ ହେବେ। ବୃଷ : ଦିବ୍ୟଜ୍ଞାନ… Read More...
ମାସେ ପୂରିଲା ଯୁଦ୍ଧ ; ଆକ୍ରମଣ କିଛି ଘଣ୍ଟା କୋହଳ samajalive Nov 7, 2023 ତେଲ୍ ଆବିଭ୍ : ଉତ୍ତର ଗାଜାରୁ ସାଧାରଣ ଜନତାଙ୍କ ଅପସାରଣ ପାଇଁ ଇସ୍ରାଏଲ ପକ୍ଷରୁ ଗତ ଦୁଇ ଦିନ ମଧ୍ୟରେ ଦୀର୍ଘ ସମୟ ଧରି ବୋମା ବର୍ଷଣ ବନ୍ଦ ରଖାଯାଇଥିବା ଜଣାପଡ଼ିଛି। ସାଧାରଣ ଜନତାଙ୍କୁ ଗାଜାର ଦକ୍ଷିଣ ଦିଗକୁ… Read More...
ଶିଶୁକନ୍ୟାକୁ ବଳାତ୍କାର ପରେ ହତ୍ୟା samajalive Nov 7, 2023 ଭୁବନେଶ୍ବର : ଜଣେ ୫ବର୍ଷର ଶିଶୁକନ୍ୟାକୁ ବଳାତ୍କାର ପରେ ବେକ କାଟି ହତ୍ୟା କରିଛି ଅଭିଯୁକ୍ତ। ସ୍ଥାନୀୟ ଲୋକଙ୍କୁ ଚକ୍ମା ଦେଇ ସେ ଫେରାର ହେବାରେ ସକ୍ଷମ ହୋଇଛି। ଫେରାର ଅଭିଯୁକ୍ତ ଘନିଆ ଦାସ (୩୨)। ଏଭଳି ନୃଶଂସକାଣ୍ଡ… Read More...
୨୦୨୪ ନିର୍ବାଚନ ଲଢ଼ିବେ ପୁତିନ samajalive Nov 7, 2023 କ୍ରେମ୍ଲିନ୍ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସ୍ବାସ୍ଥ୍ୟବାସ୍ଥାକୁ ନେଇ ନାନା ପ୍ରଚାର ଚାଲିଥିବା ସତ୍ତ୍ବେ ସେ ଆସନ୍ତା ୨୦୨୪ ମାର୍ଚ୍ଚରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି… Read More...
ଶ୍ରୀଲଙ୍କାକୁ ପରାସ୍ତ କଲା ବାଂଲାଦେଶ samajalive Nov 7, 2023 ନୂଆଦିଲ୍ଲୀ : କ୍ରିକେଟ୍ ବିଶ୍ବକପ୍ରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରିଛି ବାଂଲାଦେଶ। ଶ୍ରୀଲଙ୍କା ତରଫରୁ ଆଶାଲଙ୍କା ଶତକ ହାସଲ କରିଥିଲେ। ତେବେ ବାଂଲାଦେଶ ତରଫରୁ ନଜମୁଲ… Read More...
ଗିରଫ ଆଶଙ୍କା : ବିଧାୟକଙ୍କ ବୈଠକ କଲେ କେଜରିୱାଲ samajalive Nov 7, 2023 ନୂଆଦିଲ୍ଲୀ : ଅବକାରୀ ନୀତି ଅନିୟମିତତାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଯଦି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରେ ତେବେ ସେ ଜେଲ୍ରେ ଥାଇ ସରକାର ଚଳାଇବେ । ସୋମବାର ଆମ ଆଦମୀ ପାର୍ଟି… Read More...
ପତ୍ନୀଙ୍କୁ ୧୭ଥର ଛୁରି ଭୁସି ଓ ଗାଡ଼ି ମଡ଼ାଇ ହତ୍ୟା samajalive Nov 7, 2023 ଫ୍ଲୋରିଡା : ପତ୍ନୀ ମେରିନ୍ ଜୟ (୨୬)ଙ୍କୁ ୧୭ଥର ଛୁରି ଭୁସି ହତ୍ୟା କରିବା ମାମଲାରେ କେରଳୀ ଯୁବକ ଫିଲିପ୍ ମାଥ୍ୟୁଙ୍କୁ ଆମେରିକାର ଫ୍ଲୋରିଡାସ୍ଥିତ ଅଦାଲତ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି। ଫିଲିପ୍ ୨୦୨୦ରେ… Read More...