ଇରାନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଉତ୍ତେଜନା ହ୍ରାସ, ନିରନ୍ତର ମାନବିକ ସହାୟତା, ଶାନ୍ତି ଓ ନିରାପତ୍ତାର ଶୀଘ୍ର ପୁନରୁଦ୍ଧାର ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି ଚାବାହାର ବନ୍ଦର ସମେତ ଦ୍ୱିପାକ୍ଷିକ ସହଯୋଗର ଅଗ୍ରଗତିକୁ ନେତାମାନେ ସ୍ୱାଗତ…
Read More...

ମୁଖ୍ୟ ସୂଚନା କମିଶନର ହେଲେ ହୀରାଲାଲ ସମାରିଆ

ନୂଆଦିଲ୍ଲୀ : ହୀରାଲାଲ ସମାରିଆ ଦେଶର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ…
Read More...

ଓଡ଼ିଆରେ ନାମଫଳକ ଲେଖିବା ସଂପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର : ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ସଂପର୍କରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ…
Read More...

ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର : ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଧାନସଭା ପରିସରରେ ଆୟୋଜିତ ଉତ୍ସବରେ ବାଚସ୍ପତି ପ୍ରମିଳା ମଲ୍ଲିକ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ନିରଞ୍ଜନ…
Read More...

ଅନିମା ପୁଣି ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଫୁଲବାଣୀ : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କନ୍ଧମାଳ ଜିଲାରେ ବିଜେଡ଼ିରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ବେଳେ ପୁଣିଥରେ ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ଜିଲା ବିଜୁ ମହିଳା ଜନତା ଦଳ ସଭାନେତୀ ମାନେ…
Read More...

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ

ଡେସ୍କ :  ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ଭବନରେ ରାଜ୍ୟପାଳ, ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ଅବସରରେ…
Read More...

ରୋଚକ ସ୍ଥିତିରେ ସେମି ଦୌଡ଼ : ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ମ୍ୟାଚ ଉପରେ ପାକିସ୍ତାନର ନଜର

ଅହମ୍ମଦାବାଦ୍‌  : ଚଳିତ ଆଇସିସି ଦିନିକିୖୖଆ ବିଶ୍ବକପ ମ୍ୟାଚ ଯେତିକି ସରିସରି ଆସୁଛି ରୋମାଞ୍ଚ ସେତିକି ବଢିବାରେ ଲାଗିଛି । ଏବେ ସେମିଫାଇନାଲ ଦୌଡ଼କୁ ନେଇ ଦଳ ଗୁଡ଼ିକ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିିଛି।…
Read More...

ଜାନୁଆରୀ ସୁଦ୍ଧା ଶିକ୍ଷାଦାନରେ ସାମିଲ ହେବେ ୨୦ ହଜାର ଶିକ୍ଷକଶିକ୍ଷୟିତ୍ରୀ

ଭୁବନେଶ୍ବର  : ରାଜ୍ୟରେ ଥିବା ବିଭିନ୍ନ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦ ଖୁବଶୀଘ୍ର ପୂରଣ ହେବ। ରାଜ୍ୟରେ ଚାଲିଥିବା ଶିକ୍ଷକ ନିଯୁକ୍ତି ପରୀକ୍ଷା ଆସନ୍ତା ୧୭ ତାରିଖରେ ଶେଷ ହେବ। ପରୀକ୍ଷା ସରିବା ପରେ ଶୀଘ୍ର…
Read More...

ପ୍ରଦୂଷଣ ବଳୟରେ ଓଡ଼ିଶାର ୭ ସହର

ଭୁବନେଶ୍ବର : ଦେଶର ପ୍ରାୟ ୧୩୧ଟି ସହରର ଏବେ ବାୟୁ ପ୍ରଦୂଷଣ ବଳୟ ଭିତରେ ରହିଥିବାବେଳେ ଓଡ଼ିଶାର ୭ଟି ସହର ରହିଛି। ରାଜଧାନୀ ଭୁବନେଶ୍ବରର ବାୟୁ ପ୍ରଦୂଷଣ ହାର ନିୟନ୍ତ୍ରଣ ଭିତରେ ରହିଥିଲେ ହେଁ ଲୋକେ ସଚେତନ ନ ହେଲେ…
Read More...

ଗାଜାରେ ପରମାଣୁ ବୋମା ପକାଇବୁ : ଇସ୍ରାଏଲ ମନ୍ତ୍ରୀ

ତେଲ ଆବିଭ୍‌ : ଗାଜାରେ ହମାସ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଦୃଢ ପ୍ରତିଜ୍ଞା କରିଥିବା ଇସ୍ରାଏଲ ଏଠାରେ ପରମାଣୁ ବୋମା ପକାଇବାର ଯୋଜନା କରୁଛି। ଗାଜାରେ ପରମାଣୁ ଆକ୍ରମଣ ବିକଳ୍ପ ସମ୍ପର୍କରେ କହିଛନ୍ତି…
Read More...

ସୋମବାର ରାଶିଫଳ (୦୬.୧୧.୨୦୨୩)

ମେଷ : ଆୟୁଷ୍ମାନ୍‌ ହେବେ। ବିଦ୍ବାନ୍‌, ଶିକ୍ଷାବିତ୍‌, ନୀତିବାନ୍‌ ଓ ପ୍ରଜ୍ଞାଶୀଳ ହେବେ। ବୈଦେଶିକ ମୁଦ୍ରା ହସ୍ତଗତ ହୋଇପାରେ। ଯାନବାହନ ସୁଖ ମିଳିପାରେ। ଉଦାରଚେତା ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ :…
Read More...

ମଣିପୁରକୁ ହରାଇ ସ୍ବର୍ଣ୍ଣ ଜିତିଲା ଓଡ଼ିଶା

କଟକ : ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ଫୁଟବଲ ଦଳ ସ୍ବର୍ଣ୍ଣ ପଦକ ଜିତିଛି। ରବିବାର ଖେଳା ଯାଇଥିବା ଫାଇନାଲରେ ଓଡ଼ିଶା ଟାଇବ୍ରେକର ୧-୧(୪-୨)ରେ ଶକ୍ତିଶାଳୀ ମଣିପୁରକୁ ପରାସ୍ତ କରି ସ୍ବର୍ଣ୍ଣ…
Read More...

ଦକ୍ଷିଣ ଉପକୂଳ ସମେତ ୩ ଜିଲାକୁ ବର୍ଷା

ଭୁବନେଶ୍ବର : ପୂର୍ବାଳୀ ବାୟୁ ପ୍ରଭାବରେ ରବିବାର ରାଜ୍ୟରେ କେତେକ ଅଞ୍ଚଳରେ ବର୍ଷା ହୋଇଛି । ଆସନ୍ତା ୮ତାରିଖ ସକାଳ ଯାଏଁ ରାଜ୍ୟରେ ବର୍ଷା ପ୍ରଭାବ ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
Read More...

ରାଜ୍ୟ ଭୋଟର ପଞ୍ଜିକରଣ ପର୍ଯ୍ୟବେକ୍ଷକଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : ଆଗାମୀ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟାରେ ଯୋଗ୍ୟ ମତଦାତାମାନଙ୍କୁ ଭୋଟଦାନ ପ୍ରକ୍ରିୟାରେ ସାମିଲ କରିବା ଲକ୍ଷ୍ୟ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଭୋଟର ପଞ୍ଜିକରଣ…
Read More...

ଗୁଣପୁର କୃଷି ଜିଲାରେ ଚକଡା ପୋକ ଉପଦ୍ରବ, ଚାଷୀକୂଳ ଆତଙ୍କିତ 

ଗୁଣପୁର :  ବିଲରେ ରୋଗ ପୋକ ଆତଙ୍କ ଚିନ୍ତାରେ ଚାଷୀ,ରିହାତି ଦରରେ ମିଳୁନି କୀଟନାଶକ ଔଷଧ,ଚକହା ପୋକ ଲାଗି ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ । ପିଛା ଛାଡୁନି ଚାଷୀଙ୍କ ସମସ୍ୟା। କେତେ ବେଳେ ବିହନ ଅଭାବ ତ ଆଉ କେତେ ବେଳେ…
Read More...

ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ

ବୌଦ୍ଧ : ଜିଲ୍ଲାପାଳଙ୍କ ବୌଦ୍ଧ  ସମ୍ମିଳନୀ କକ୍ଷରେ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ଜ଼ିଲ୍ଲାସ୍ତରୀୟ ଅଧିକାରୀମାନେ ଏବଂ ବୌଦ୍ଧ ଡିସଟିଲାରି ଶିଳ୍ପ…
Read More...

ଜିଲ୍ଲା ସ୍ତରୀୟ ସୁରଭି ଓ ମିଲେଟସ ପ୍ରତିଯୋଗିତା

ବୌଦ୍ଧ : ସ୍ଥାନୀୟ ଟାଉନହଲ ଓ ଭିକାରି କଳାମଣ୍ଡପରେ ଜିଲ୍ଲସ୍ତରୀୟ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ସୁରଭି ଓ ଓଡିଶା ମିଲେଟସ ପ୍ରତିଯୋଗିତା ଆରମ୍ଭ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ର୍ଯ୍ୟକ୍ରମକୁ…
Read More...

ପନିପରିବା ଦର ଆକାଶ ଛୁଆଁ, ଖାଉଟି ମୁଣ୍ଡରେ ଚଡକ

କଲମପୁର : ପୁଣି ଦର ବୃଦ୍ଧି ଲେଉଟିଛି । ଗତ ଦୁଇ ମାସ ତଳେ ଟମାଟୋ କିଲେ ୨ଶହରୁ ଅଧିକ ଥିବା ବେଳେ ଅନ୍ୟ ପନିପରିବା ମଧ୍ୟ ଦର ବୃଦ୍ଧି ଘଟି ଖାଉଟିଙ୍କୁ ନୟାନ୍ତ କରିଥିଲା । କିନ୍ତୁ କିଛି ଦିନ ଦର ଦାମରେ ବ୍ରେକ…
Read More...

ଡିଏଭି ଜାତୀୟ ଫୁଟବଲ ପ୍ରତିଯୋଗିତାରେ କଳାହାଣ୍ଡିର ୧୪ ଖେଳାଳି

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୧୪ ଜଣ ଫୁଟବଲ ପ୍ରତିଯୋଗୀ ତାଳଚେର ଗସ୍ତ କରିଛନ୍ତି । ଅନୁଗୋଳ ଜିଲ୍ଲା ତାଳଚେର ଡେରା ଡିଏଭି ପବ୍ଲିକ ସ୍କୁଲରେ ନଭେମ୍ବର ୬ ଓ ୭…
Read More...

ମାଛ ଧରିବାକୁ ଯାଇ ପାଣିରେ ବୁଡି ଜଣେ ମୃତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା  ଅନ୍ତର୍ଗତ କୃଷ୍ଣପାଲି ଗ୍ରାମରେ ଏକ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ଜଣେ ମତ୍ସ୍ୟଜୀବୀ ଲକ୍ଷ୍ମୀ ନାଳରେ ବୁଡି ମୃତ୍ୟୁ ବରଣ କରିଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ…
Read More...

ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ

କଲକାତା  : ବିରାଟ କୋହଲି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଦିନିକିଆ ୪୯ ଶତକ ସହ ସମକକ୍ଷ ହୋଇଛନ୍ତି। ରବିବାର କଲକାତାର ଇଡେନଗାର୍ଡେନରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିରାଟ ଶତକ ସହ…
Read More...

ବ୍ରହ୍ମପୁର ବିଧାୟକଙ୍କ ବଦାନ୍ୟତା, କଟକ ମେଡିକାଲରୁ ଘରକୁ ଆସିଲା ମୃତଦେହ

ଗୋପାଳପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷି ଗ୍ରାମର ନାରାୟଣ ସାହୁଙ୍କର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପରିବାର ଲୋକ ମୃତ ନାରାୟଣଙ୍କ ପାର୍ଥିବ ଶରୀରକୁ ଗାଁକୁ…
Read More...

ବାଙ୍କୀ ଜନ କଲ୍ୟାଣ ବରିଷ୍ଠ ନାଗରିକ ସଂଘର ସମ୍ମିଳନୀ

କଳାପଥର (ବାଙ୍କୀ ) :  ବରିଷ୍ଠ ନାଗରିକମାନଙ୍କୁ କିଭଳି ସୁରକ୍ଷା ଓ ତାଙ୍କର ବୃଦ୍ଧ ଅବସ୍ଥାରେ ଘଟୁଥିବା ସମସ୍ୟାର ନିରାକରଣ ସମ୍ପର୍କିତ ବାଙ୍କୀ ଜନ କଲ୍ୟାଣ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ଦିବସୀୟ ସମ୍ମିଳନୀ ବାଙ୍କି…
Read More...

ଶୀର୍ଷରେ ଭାରତ

୧୫ରେ ୱାଙ୍ଖେଡ଼ରେ ଖେଳିବ ସେମିଫାଇନାଲ, ଜନ୍ମଦିନରେ କୋହଲିଙ୍କ ଶତକ, ସଚିନ (୪୯)ଙ୍କ ସମକକ୍ଷ ଜାଡେଜାଙ୍କୁ ୫ ୱିକେଟ, କ୍ରମାଗତ ୮ମ ବିଜୟରେ କୀର୍ତ୍ତିମାନ କଲକାତା : ଚଳିତ ଏକଦିବସୀୟ ବିଶ୍ବକପ କ୍ରିକେଟରେ ଭାରତ ତା’ର…
Read More...

ରେଳ ଷ୍ଟେସନ ଅଞ୍ଚଳରୁ ୩୦ଦାଦନ ଶ୍ରମିକ ଉଦ୍ଧାର ;୨ସର୍ଦ୍ଦାର ସମେତ ୩ କୋର୍ଟ ଚାଲାଣ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୁଲିସ ରେଳ ଷ୍ଟେସନ ଅଂଚଳରୁ ବେଆଇନ ଭାବରେ ତେଲଙ୍ଗାନାକୁ ଚାଲାଣ ପାଇଁ ଯାଉଥିବା ୩୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ଏକ ବୋଲେରୋରେ ସେମାନଙ୍କୁ ଆଣୁ ଥିବା ବେଳେ ପୁଲିସ ଅଟକାଇ…
Read More...

ସରପଞ୍ଚ ସଙ୍ଘର ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମକୁ ବିରୋଧ

ଫୁଲବାଣୀ : ସାରା ରାଜ୍ୟରେ ବର୍ତ୍ତମାନ କିଛିଦିନ ହେଲା ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଭିନ୍ନ ଜାଗାରେ ଏହି କାର୍ଯ୍ୟକ୍ରମକୁ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ଜାତୀୟ ସମ୍ମିଳନୀ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ରସାୟନ ବିଜ୍ଞାନ ବିଭାଗର ଦୁଇ ଦିନିଆ ‘ରସାୟନ ବିଜ୍ଞାନର ଉଦିୟମାନ ଗବେଷଣାତ୍ମକ'ଶୀର୍ଷକ ଉପରେ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି। ବ୍ରହ୍ମପୁର…
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବାର୍ଷିକ କ୍ରୀଡା ଉତ୍ସବ

ଆଠଗଡ : ଆଠଗଡ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ଅନ୍ତର୍ନିବେଶୀ ଶିକ୍ଷା ଉପବିଭାଗ ପକ୍ଷରୁ ଭୋଗରା ପଞ୍ଚାୟତ ଅଧିନ ତୋଟାପଡା ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କର ବାର୍ଷିକ କ୍ରୀଡା…
Read More...

ବାତଜ୍ୱର ଚିହ୍ନଟ ଲାଗି ରକ୍ତନମୁନା ସଂଗ୍ରହ

ଆଠଗଡ : ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ଓ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମିିଳିତ ସହଯୋଗରେ ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଆଠଗଡ ଏନଏସି ଏବଂ କେତେକ ଗ୍ରାମରେ ବାତଜ୍ୱର ଚିହ୍ନଟ…
Read More...

ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚମତ୍କାର ପ୍ରଦର୍ଶନ ଓ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଶୁଭେଚ୍ଛା ଓ  ଅଭିନନ୍ଦନ ଜଣାଇଛନ୍ତି । ସାମଜିକ ଗଣ ମାଧ୍ୟମରେ ପୋଷ୍ଟ କରି…
Read More...

ପୁରୁଣା କଟକରେ ଦୁର୍ନୀତି ନିବାରଣ ସଚେତନତା ସଭା ଓ ଶପଥ ପାଠ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସମ୍ପର୍କରେ ଏକ ସଚେତନତା ସଭା ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦୁର୍ନୀତି ନିବାରଣ…
Read More...

ଆମ ଓଡିଶା ନବୀନ ଓଡିିଶା ; ରେଙ୍ଗାଲି ବ୍ଳକରେ ୧୮୬ ପ୍ରକଳ୍ପକୁ ୮କୋଟି

ରେଙ୍ଗାଲି :  ଆମ ଓଡିଶା ନବୀନ ଓଡିଶାରେ ଶନିବାର ସମ୍ବଲପୁର ଜିଲ୍ଲା ଯୋଡି ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ ସମ୍ବଲପୁର ପାଇଁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ୧ ହଜାର ୮୦୧ ଟି ଉନ୍ନୟନ…
Read More...

ବିଜେଡିର ୩ ଦିନିଆ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା

ଆଠଗଡ :  ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଦଳୀୟ କର୍ମୀ ଓ ଛାମୁଆ ନେତାଙ୍କ ପାଇଁ ଏକ ୩ ଦିନିଆ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟ ସୂର୍ଯ୍ୟ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧…
Read More...

ବିରଳ ପ୍ରଜାତିର ସାପ ଉଦ୍ଧାର

ପାତ୍ରପୁର : ପାତ୍ରପୁର ବ୍ଳକ ଖାରିଆ ଗୁଡ଼ା ଗ୍ରାମରେ ଶନିବାର ଅପରାହ୍ନରେଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି । ଖାରିଆ ଗୁଡ଼ା ନୂଆସାହିର ଜଣେ ବ୍ୟକ୍ତିଙ୍କ ଘରୁ ମଧ୍ୟରେ ଗୋଟିଏ ସବୁଜ ରଙ୍ଗ ସାପଟି ଥିବା ଦେଖିବାକୁ…
Read More...

ଡେରାଡୁନରେ ସିବିଏସଇ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା, ଭାଗନେବେ କଳାହାଣ୍ଡିର କଳ୍ପିତା

ଲାଞ୍ଜିଗଡ : ଉତ୍ତରାଖଣ୍ଡର ରାଜଧାନୀ ଡେହେରାଡୁନରେ ନଭେମ୍ବର ୭ ତାରିଖରେ ସିବିଏସଇ ଜାତୀୟ ତୀରନ୍ଧାଜ ପ୍ରତିଯୋଗୀତା ଆୟୋଜିତ ହେବ। ଏଥିରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତିୟ…
Read More...

ମୁଖ୍ୟମନ୍ତ୍ରୀ ମକା ମିଶନ : ଓରମାସ ସହଯୋଗରେ କ୍ରେତା-ବିକ୍ରେତା ସମ୍ମିଳନୀ

 ନବରଙ୍ଗପୁର :  ନବରଙ୍ଗପୁର ଜିଲାର ମକା ଚାଷୀଙ୍କର ଉନ୍ନତି ପାଇଁ,  ଚାଷୀଙ୍କର ଆୟ ବୃଦ୍ଧି ଓ ଅଭାବି ବିକ୍ରୀରୁ ମୁକୁଳିବା ସହ ସୁଲଭ ମୂଲ୍ୟରେ ମକା ବିକ୍ରି ଓ ପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ…
Read More...

ମାଟ୍ରିକ୍‌‌ ଛାତ୍ରଛାତ୍ରୀଙ୍କୁ ଦିଆଗଲା ସଫଳତାର ମନ୍ତ୍ର

ପିପିଲି : ପିପିଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ହାଇସ୍କୁଲର ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ ବୋର୍ଡ ପରୀକ୍ଷାର ପ୍ରସ୍ତୁତି ପାଇଁ କେତୋଟି ସହଜ ଉପାୟ ଓ ନିୟମାବଳୀ ସଂପର୍କରେ ଉପଯୋଗୀ ଟିପ୍ସ ପ୍ରଦାନ…
Read More...

ଦେବୋତ୍ତର ଜମି ଜବରଦଖଲ ଅଭିଯୋଗ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ କୟଳପଡ଼ା ଗ୍ରାମସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ଦେବୋତ୍ତର ଜମିକୁ କିଛି ବ୍ୟକ୍ତି ଜବର ଦଖଲ କରି ଏହାକୁ ବିକ୍ରି କରିଦେବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚ…
Read More...

୨୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଡେସ୍କ :  ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଶୀତକାଳୀନ ଅଧିବେଶନରେ ମୋଟ୍‌‌ ୩୦ଟି କାର୍ଯ୍ୟ ଦିବସ ରହିବ । ଏ…
Read More...

୨୮ରେ ରତ୍ନଭଣ୍ଡାରର ଲେଜର ସ୍କାନିଂ

ଡେସ୍କ : ଆସନ୍ତା ୨୮ ତାରିଖରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତେବେ…
Read More...

ଜେଲ୍ ଗଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଶେଷରେ ଜେଲ ଯାଇଛନ୍ତି । ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ଶନିବାର ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଶେଷରେ ତାଙ୍କୁ ୧୪…
Read More...

ଆଉ ୫ ବର୍ଷ ବଢିଲା ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା

ରାୟପୁର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆଉ ୫ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକଙ୍କୁ ମାସିକ ୫ କିଗ୍ରା ଗହମ ଅବା ଚାଉଳ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏହି ଘୋଷଣା…
Read More...

ଝାରସୁଗୁଡା ଗଲେ କଳାହାଣ୍ଡିର ୬ କରାଟେ ପ୍ରତିଯୋଗୀ

ଲାଞ୍ଜିଗଡ : ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲରେ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଡିଏଭି ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୬ ଜଣ କରାଟେ ପ୍ରତିଯୋଗୀ ଝାରସୁଗୁଡା ଗସ୍ତ…
Read More...

କୃପାଜଳ ଇଞ୍ଜିନିୟରିଂ କଲେଜରେ ୫ଦିନିଆ ଅଧ୍ୟାପକ ପ୍ରଶିକ୍ଷଣ ଓ ବିକାଶ କର୍ମଶାଳା

ପିପିଲି : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜର ବେସିକ ସାଇନ୍ସ ଏଣ୍ଡ ହ୍ୟୁମାନିଟିଜ୍‌‌ ବିଭାଗ ଆନୁକୂଲ୍ୟରେ ଏବଂ କୋଲକାତା ସ୍ଥିତ ଜାତୀୟ ବୈଷୟିକ ଶିକ୍ଷା, ଗବେଷଣା ଓ ତାଲିମ…
Read More...

ସାମ୍ବାଦିକାଙ୍କୁ ମାଡ ମାରିବା ମାମଲା : ଟୁଟୁ ନାୟକ ଗିରଫ

ଭୁବନେଶ୍ୱର : ଶେଷରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି। ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ପୁଲିସ ଶନିବାର ତାଙ୍କୁ ଥାନାକୁ ଆଣିଥିଲା। ଖାରବେଳନଗର ଥାନାରେ ତାଙ୍କୁ ପଚରାଉଚରା କରାଯିବା ପରେ ଗିରଫ…
Read More...

ଚଳିତ ମାସରେ ଝାରସୁଗୁଡ଼ାରୁ କଲକତା ଏବଂ ବେଙ୍ଗାଲୁରୁକୁ ବିମାନ ସେବା

ଡେସ୍କ : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କଲକତା ଏବଂ ବେଙ୍ଗାଲୁରୁକୁ ବିମାନ ସେବା ଚଳିତ ମାସରେ ଆରମ୍ଭ ହେବ। ଇଣ୍ଡିଗୋ ଏୟାର ଲାଇନ୍ସ ସୂତ୍ରରୁ ଏହା କୁହାଯାଇଛି। ଆସନ୍ତା ୫ ତାରିଖ ରବିବାର ଦିନ…
Read More...

ଆନନ୍ଦପୁରରେ ୟୁନିସେଫ ଓଡିଶା ରାଜ୍ୟ ମୁଖ୍ୟ : ସ୍କୁଲ ଓ ଅଙ୍ଗନୱାଡିରେ ଖାଦ୍ୟର ମାନ ଯାଞ୍ଚ

ଆନନ୍ଦପୁର : ୟୁନିସେଫ ଓଡିଶା ରାଜ୍ୟ ମୁଖ୍ୟ ମୋନା ଶର୍ମା ଶୁକ୍ରବାର ଆନନ୍ଦପୁରର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ଗୁଡିକରେ ଚାଲିଥିବା ଏମଡ଼ିଏମ ଖାଦ୍ୟର ମାନ ଯାଞ୍ଚ କରି ଫେରିଥିବା ଜଣାପଡିଛି । ୟୁନିସେଫ…
Read More...

ବରିଷ୍ଠ ସାମ୍ବାଦିକ ଅମୂଲ୍ୟ ପାଣିଗ୍ରାହୀଙ୍କ ଅକାଳ ବିୟୋଗ

କଳାପଥର (ବାଙ୍କୀ):  କଳାପଥର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଅମୂଲ୍ୟ କୁମାର ପାଣିଗ୍ରାହୀ (୫୦)ଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା…
Read More...

ରେଙ୍ଗାଲିରେ କଂଗ୍ରେସର ପ୍ରସ୍ତୁତି ବୈଠକ

ରେଙ୍ଗାଲି : ଜିଲ୍ଲା କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ରେଙ୍ଗାଲି ସ୍ଥିତ ହରିହର ଧର୍ମଶାଳାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ  ପ୍ରସ୍ତୁତି ବୈଠକ ବ୍ଲକ ସଭାପତି ଚତୁର୍ଭୁଜ ଝାଙ୍କରଙ୍କ ସଭାପତିତ୍ବରେ ଅନୁଷ୍ଠିତ…
Read More...

ବିଦେଶରେ ନିଯୁକ୍ତି ପାଇଁ ଏନଏସଡିସି ଓ ଡିପି ଓ୍ୱାର୍ଲଡର ୱି ୱାନ୍ ମଧ୍ୟରେ ଚୁକ୍ତି : ଧର୍ମେନ୍ଦ୍ର ପ୍ରଧାନ

ଦୁବାଇ / ନଭେମ୍ବର : ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଧାରିତ…
Read More...

ରୂପଯାତ୍ରା ସରିବା ପରେ ବି ଯାତ୍ରା ପଡ଼ିଆରୁ କମୁନି ଭିଡ଼

ଚୌଦ୍ୱାର : ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା ବୁଧବାର ଦିନ ଉଦଯାପିତ ହୋଇଯାଇଥିବା ବେଳେ ଶୁକ୍ରବାର ସୁଦ୍ଧା ଯାତ୍ରା ପଡ଼ିଆରେ ଲୋକଙ୍କ ଗହଳି କମିବାରେ ନାଁ ଧରୁନି । ବ୍ୟବସାୟୀ ମାନେ ଫେରିବା ପାଇଁ ନିଜ ନିଜର ପସରା…
Read More...

କଲମପୁର ସମବାୟ ସମିତି ସ୍ତରୀୟ ଚାଷୀ କମିଟି ବୈଠକ

କଲମପୁର : ଚଳିତ ଖରିଫ ଧାନ ସଂଗ୍ରହ ପାଇଁ କଲମପୁର ସମବାୟ ସମିତି ସ୍ତରରେ ଚାଷୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମବାୟ ସମିତି ଅଧ୍ୟକ୍ଷ ଶଙ୍କର୍ଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମିତି ନିର୍ଦେଶକ…
Read More...

୮ ଦିନିଆ ଭାରତ ଗସ୍ତରେ ଭୁଟାନ ରାଜା

ଗୌହାଟୀ : ଭୁଟାନ ରାଜା ଜିଗ୍‌‌ମେ ଖେଶର ନାମଗ୍ୟେଲ୍‌‌ ୱାଙ୍ଗ୍‌‌ଚୁକ୍‌‌ ୮ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଗୌହାଟୀଠାରେ ପହଞ୍ଚିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭୁଟାନ ରାଜାଙ୍କୁ ବିମାନ…
Read More...

ତେଲଙ୍ଗାନା ବିଧାନସଭା ନିର୍ବାଚନ : ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ହାଇଦରାବାଦ :  ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏଥିସହିତ ସେଠାରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୧୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷଦିନ ଥିବାବେଳେ…
Read More...

ଲକ୍ଷ୍ମୀ ଯୋଜନାରେ ଆଉ ୧୨୨ଟି ବସ୍‌‌ କିଣିବେ ସରକାର

ଡେସ୍କ : ଲକ୍ଷ୍ମୀ ଯୋଜନାରେ ରାଜ୍ୟ ସରକାରଙ୍କ ଆଉ ୧୨୨ଟି ବସ୍‌‌ କିଣାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୨୬୦ କୋଟି ୪୦ ଲକ୍ଷ ଟଙ୍କା ପରିବହନ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଛି । ଶ୍ରୀଜଗନ୍ନାଥ ଏବଂ ଲକ୍ଷ୍ମୀ…
Read More...

ବିଷମୂଳ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ଅବସରରେ ଭବ୍ୟ କଳସଯାତ୍ରା 

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ପାହାଡ଼ପଦର ପଞ୍ଚାୟତ ସାକଡିଂ ଗୁମ୍ଫାରେ ଅବସ୍ଥାପିତ ବିଷମୂଳ ବୁଢାରଜାଙ୍କ ବାର୍ଷିକ ଉତ୍ସବ ଭବ୍ୟ କଳସ ଯାତ୍ରା ସହିତ ଉଦଘାଟିତ ହୋଇଯାଇଛି । ତିନିଦିନ…
Read More...

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା, ମମତା ଯୋଜନାରେ ମା’ ମାନଙ୍କୁ ୫ ହଜାର ଟଙ୍କା, ମିଶନ ଶକ୍ତିରେ ମା’ ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ଡେସ୍କ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

୨୦ରୁ ରାଷ୍ଟ୍ରପତିଙ୍କ ୨ ଦିନିଆ ଓଡ଼ିଶା ଗସ୍ତ

ରାଇରଙ୍ଗପୁର : ଚଳିତ ନଭେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ସେ ନିଜ ଜିଲା ତଥା ଜନ୍ମମାଟି ଓ କର୍ମଭୂମି ରାଇରଙ୍ଗପୁରକୁ ଦ୍ୱିତୀୟ ଥର ଗସ୍ତରେ ଆସୁଛନ୍ତି ।…
Read More...

ଆଜିଠାରୁ ତିନି ଦିନିଆ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’

ନୂଆଦିଲ୍ଳୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂଆଦିଲ୍ଲୀର ପ୍ରଗତି ମଇଦାନ ଭାରତ ମଣ୍ଡପମରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀକୁ ଉଦଘାଟନ କରିବେ। ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପକ୍ଷରୁ…
Read More...

୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି : ଆଜିଠାରୁ ସିବିଟି ପରୀକ୍ଷା

ଭୁବନେଶ୍ବର :  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ଶୁକ୍ରବାର ଠାରୁ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏଥି ଲାଗି ଆଜି ଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟର…
Read More...

୨୦୨୪ ନିର୍ବାଚନ ପୂର୍ବରୁ ସରିବ ୯ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅପ୍ରେଲ ମାସ ପ୍ରଥମ ସପ୍ତାହରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ଜଣ ମନ୍ତ୍ରୀଙ୍କ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟକାଳ ସମାପ୍ତ ହେବ। ତାଲିକାରେ ଓଡ଼ିଶାର ଉଭୟ…
Read More...

ପୁରୀରେ ପ୍ରତିଷ୍ଠା ହେବ ବିପର୍ଯ୍ୟୟ ନିରୋଧୀ ଏନ୍‌ସିସି ତାଲିମ କେନ୍ଦ୍ର

ଭୁବନେଶ୍ବର : ପୁରୀରେ ବିପର୍ଯ୍ୟୟ ନିରୋଧୀ ଏନସିସି ତାଲିମ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିପାଇଁ ୧ କୋଟି ୨୧ ଲକ୍ଷ ୭୩ହଜାର ୨୩୮ ଟଙ୍କା ଖର୍ଚ୍ଚ ହେବ। ଏହା ସହ ରାଉରକେଲାରେ ଏନସିସି କ୍ୟାଡେଟଙ୍କ ପାଇଁ ୪ ଲକ୍ଷ ୯୦ ହଜାର…
Read More...

ଶୁକ୍ରବାର ରାଶିଫଳ (୦୩.୧୧.୨୦୨୩)

ମେଷ : ଶାନ୍ତିପୂର୍ଣ୍ଣଭାବେ ଦିନଟି ଅତିବାହିତ ହେବ। ଅଳ୍ପକେ ସନ୍ତୁଷ୍ଟ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଠାକୁରଙ୍କ ଦର୍ଶନ ଲାଭ କରି ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ବୃଷ :‌…
Read More...

ଯାତ୍ରୀ ଉଠାଇବାକୁ ନେଇ ବିବାଦ, ଅଟୋ ଚାଳକଙ୍କୁୁ ହତ୍ୟା 

କଟକ : ଅଟୋରେ ଯାତ୍ରୀ  ଉଠାଇବାକୁ ନେଇ ଗୁରୁବାର ଚଣ୍ଡୀ ମନ୍ଦିର ନିକଟରେ  ଜଣେ  ଅଟୋ ଚାଳକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ସତୀଚୌରା ଇଦଗା କଲୋନୀର ମହମ୍ମଦ ରୋସନ(୪୨)। ଖବର ପାଇ ଲାଲବାଗ ପୁଲିସ ଶବ…
Read More...

‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ବିୟୋଗରେ ଶୋକ

ଭୁବନେଶ୍ବର :  ‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ବିୟୋଗରେ ଲୋକସେବକ ମଣ୍ଡଳର ଓଡ଼ିଶା ଶାଖା ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ନିଜ ଶୋକବାର୍ତ୍ତାରେ ସେ କହିଛନ୍ତି ଶରତ ବାବୁ…
Read More...

ବେକାରୀ ହାର ୧୦.୦୫ %କୁ ବୃଦ୍ଧି

ନୂଆଦିଲ୍ଲୀ  : ଦେଶରେ ବେକାରୀ ହାର ଗତ ସେପ୍ଟେମ୍ବରରେ ୭.୦୯%ରୁ ୧୦.୦୫%କୁ ବୃଦ୍ଧି ପାଇଛି, ଯାହାକି ୨ ବର୍ଷ ମଧ୍ୟରେ ସର୍ବୋଚ୍ଚ ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ଗୁରୁବାର…
Read More...

ହମାସ୍‌ର ରଣ ହୁଙ୍କାର : ଇସ୍ରାଏଲକୁ ନିଶ୍ଚିହ୍ନ କରିବା ପାଇଁ ସବୁ ମୂଲ୍ୟ ଦେବୁ

ତେଲ୍‌ ଆବିଭ୍‌ : ଗାଜାରେ ଇସ୍ରାଏଲର ଭୂପୃଷ୍ଠରୁ ଆକ୍ରମଣ ଦିନୁଦିନ ଜୋର୍‌ଦାର ହେବାରେ ଲାଗିଛି। ଗୁରୁବାର ଯୁଦ୍ଧ ୨୭ ଦିନରେ ପହଞ୍ଚିଥିବାବେଳେ ଇସ୍ରାଏଲ ସେନା ଆଇଡିଏଫ୍‌ ଗାଜା ସହରର ଫାଟକ ଅତିକ୍ରମ କରିଛି। ଅପରପକ୍ଷରେ…
Read More...

‘ଇଣ୍ଡିଆ’ ମେଣ୍ଟର ମନ୍ଥରତା ପାଇଁ କଂଗ୍ରେସ ଦାୟୀ

ନୂଆଦିଲ୍ଲୀ : ବିରୋଧ ଇଣ୍ଡିଆ ମେଣ୍ଟର ମନ୍ଥରତା ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର। ସିପିଆଇ ପକ୍ଷରୁ ଆୟୋଜିତ ରାଲି ‘ଭାଜପା ହଟାଅ- ଦେଶ ବଞ୍ଚାଅ’କୁ ସମ୍ବୋଧନ…
Read More...

ସଦାଚାର କମିଟିରୁ ଉଠି ପଳାଇଲେ ମହୁଆ ଓ ବିରୋଧୀ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ତଦନ୍ତ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୋଗର ତଦନ୍ତ କରୁଥିବା ଲୋକସଭା ସଦାଚାର କମିଟି…
Read More...

ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ କ୍ରିକେଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ଚମତ୍କାର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ…
Read More...

ଶିଶୁ ସୁରକ୍ଷା ଆଇନ-୨୦୧୨ ଉପରେ କର୍ମଶାଳା

ହରଭଙ୍ଗା/ବୌଦ୍ଧ : ହରଭଙ୍ଗା ବ୍ଲକ ମିଶନ ଶକ୍ତି ଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଲିଙ୍ଗଗତ ବୈଷମ୍ୟ,ବାଲ୍ୟ ବିବାହ, ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ଆଇନ ତଥା ଶିଶୁ ଅଧିକାର ଓ ବେଟି…
Read More...

ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା

ବୌଦ୍ଧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଳା ପ୍ରଶାସନ, ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ବୌଦ୍ଧ ଶାଖା ଏବଂ ମିଶନ ଶକ୍ତିର ମିଳିତ ଆନୁକୁଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି…
Read More...

ମାଧପୁରରେ ଚାଷୀଙ୍କୁ ନେଇ ପାଣି ପଞ୍ଚାୟତ ବୈଠକ

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମାଧପୁରସ୍ଥିତ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପକୁ ନେଇ ଚାଷୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ଷୁଦ୍ର ଜଳ ସେଚନ ବିଭାଗ…
Read More...

ଅଲିଭ ରିଡଲେଙ୍କ ସୁରକ୍ଷା, ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କଲେ ଡିଏଫଓ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ମିଳନ ପ୍ରକ୍ରିୟାର ସମୟ ଆସିଯାଇଛି। ଯାହାଫଳରେ ବନ ବିଭାଗ ପକ୍ଷରୁ ନଭେମ୍ବର ପହିଲାରୁ ସମୁଦ୍ରରେ ପାଟ୍ରୋଲିଂ…
Read More...

ପଛପଟୁ ପିଟିଲା ଇନୋଭା ଦୁଇ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ନଂ ଜାତୀୟ ରାଜପଥ କଖାରୁଫାଳ ନିକଟରେ ବୁଧବାର ଦୁଇଜଣ ଯୁବକଙ୍କୁ ଏକ ଇନୋଭା ପଛପଟୁ ଧକ୍କା ଦେଇଥିଲା। ଏଥିରେ ଉଭୟ ଗୁରୁତର ଆହତ ହୋଇଥିଲେ। ସୂଚନାନୁସାରେ ୫୭ନଂ ଯାତୀୟ…
Read More...

ଶାନ୍ତି ଶୃଙ୍ଖଳାରେ ସରିଲା ଚୌଦ୍ୱାର ରୂପଯାତ୍ରା

ଚୌଦ୍ୱାର : କୁମାର ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ୫ଦିନ ଧରି ଚାଲିଥିବା ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା ବୁଧବାର ଦିନ ଶେଷ ହୋଇଛି । ସହରର ବିଭିନ୍ନ ପୁଜା ମଣ୍ଡପରେ ନିର୍ମିତ ଦୂର୍ଗା, ମହାଲକ୍ଷ୍ମୀ, ଗଜଲକ୍ଷ୍ମୀ,…
Read More...

କଣ୍ଟାବାଞ୍ଜି : ୨୬ ଦାଦନ ଶ୍ରମିକ ଉଦ୍ଧାର, ୨ ସର୍ଦ୍ଦାର କୋର୍ଟ ଚାଲାଣ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୁଲିସ ୨୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି।  ତେଲଙ୍ଗାନାକୁ ଚାଲାଣ ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯିବା ବେଳେ ବାହେରେନ ସିଲେଟ ରାସ୍ତାରେ ଧରିଥିଲେ। ଦାଦନ ଶ୍ରମିକଙ୍କ ମଧ୍ୟରେ…
Read More...

ମାଛ ଧରି ଯିବା ହେଲା କାଳ, ପାଣିରେ ବୁଡି ଯୁବକ ମୃତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତଳଗାଁ ଗ୍ରାମର ଜନୈକ ବ୍ୟକ୍ତି ଦମ୍ମକୁଜ ଡ୍ୟାମକୁ ମାଛ ଧରିବାକୁ ଯାଇ ପାଣିରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି । ସୂଚନାନୁସାରେ ତଳଗାଁ ଗ୍ରାମର ମହଞି ବେହେରା ଦମ୍ମକୁଜ…
Read More...

ରେଙ୍ଗାଲି ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣାମେଣ୍ଟ, ଟିମ୍ ଏବଂ ଖେଳାଳୀ ନିଲାମ

ରେଙ୍ଗାଲି :  ରେଙ୍ଗାଲି କ୍ରିକେଟ୍ କ୍ଳବ୍ ପକ୍ଷରୁ ଚଳିତ ମାସ ୫ ରୁ ୧୦ ତାରିଖ ପର୍ଯ୍ୟନ୍ତ ରେଙ୍ଗାଲି ଡେ-ନାଇଟ୍ କ୍ରିକେଟ୍ ପଡିଆରେ ହେବାକୁ ଥିବା ରେଙ୍ଗାଲି ପ୍ରିମିୟର ଲିଗ୍ ଟେନିସ୍ ବଲ୍ କ୍ରକେଟ୍ ଟୁର୍ଣାମେଣ୍ଟ୍…
Read More...

ସାପୁଆ ନଦୀ ଉପରେ ନୂତନ ସେତୁ ପାଇଁ ଶିଳାନ୍ୟାସ

ଆଠଗଡ : ଆଠଗଡ ସହରକୁ ସଠିଲୋ ପଞ୍ଚାୟତ ସହିତ ସିଧାସଳଖ ସଂଯୋଗ ଲାଗି ଉତ୍ତରାଚଣ୍ଡୀ ମନ୍ଦିରର ଅନତି ଦୂରରେ ଗଣେଶ ମୁଣ୍ଡିଆ ନିକଟରେ ସାପୁଆ ନଦୀ ଉପରେ ଏକ ନୂତନ ସେତୁ ଲାଗି ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।…
Read More...

ସାବତ ମା’ ମାଡରେ ଆହତ ଝିଅ କଟକ ସ୍ଥାନାନ୍ତରିତ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଷୋଳଘରିଆ ଗ୍ରାମରେ ଗତ ୩୦ତାରିଖରେ ସାବତ ମା’ ମାଡରେ ଗୁରୁତର ଆହତ ହୋଇଥିବା ପୁଅ ଓ ଝିଅଙ୍କ ମଧ୍ୟରୁ ଝିଅର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାକୁ…
Read More...

ଜାମ୍ମୁ-କାଶ୍ମୀରର ନୂଆ ଡିଜିପି ଓଡ଼ିଆ ଆଇପିଏସ୍‌ ଅଫିସର ରଶ୍ମିରଞ୍ଜନ ସ୍ବାଇଁ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଲିସ ମହାନିର୍ଦେଶକ (ଡିଜିପି) ଭାବେ ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଫିସର ରଶ୍ମିରଞ୍ଜନ ସ୍ବାଇଁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସେ…
Read More...

ନ୍ୟୁଜିଲାଣ୍ଡ ପାଇଁ ୩୫୮ରନର ବିଜୟ ଲକ୍ଷ୍ୟ

ଡେସ୍କ :  ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଆଇସିସି କ୍ରିକେଟ ବିଶ୍ବକପର ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ପାଇଁ ଦକ୍ଷିଣ ଆଫ୍ରିକା ୩୫୮ରନର ବିଜୟ ଲକ୍ଷ୍ୟ ରଖିଛି । ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲଡିଂ…
Read More...

ଅକ୍ଟୋବରରେ ଜିଏସଟି ରାଜସ୍ୱ ସଂଗ୍ରହ ୧.୭୨ ଲକ୍ଷ କୋଟି

ନୂଆଦିଲ୍ଲୀ :  ଦେଶରେ ଅକ୍ଟୋବର ମାସରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧,୭୨,୦୦୩ କୋଟି ଟଙ୍କା ରହିଛି । ଏହା ଚଳିତ ଆର୍ଥିକ ବର୍ଷରେ ଦ୍ବିତୀୟ ସର୍ବାଧିକ ରାଜସ୍ୱ ସଂଗ୍ରହ । ତେବେ ଏହି ରାଜସ୍ବ ମଧ୍ୟରୁ ୩୦,୦୬୨ କୋଟି…
Read More...

ଗରିବଙ୍କ ପାଇଁ ରାଜଭବନ ୨୪ ଘଣ୍ଟା ଖୋଲା : ରଘୁବର

ଭୁବନେଶ୍ବର/ପୁରୀ : ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ଶପଥ ନେବେ । ଦିନ ୧୧.୪୫ ରେ ରାଜଭବନରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହାପୂର୍ବରୁ ସେ ସକାଳେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ…
Read More...

ବାଂଲାଦେଶକୁ ପରାସ୍ତ କରିବା ଲକ୍ଷ୍ୟରେ ପାକିସ୍ତାନ

ଇଡେନ୍‌‌ ଗାର୍ଡେନ୍‌‌ସ : କ୍ରିକେଟ୍‌‌ ବିଶ୍ୱକପ୍‌‌ରେ ମଙ୍ଗଳବାର ଇଡେନ୍‌‌ ଗାର୍ଡେନ୍‌‌ସରେ ପାକିସ୍ତାନର ମୁକାବିଲା ବାଂଲାଦେଶ ସହ ହେବ। ଏହି ମ୍ୟାଚ୍‌‌ରେ ବିଜୟୀ ହେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ।…
Read More...

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମନୋନୟନ କମିଟି ଗଠିତ

ଭୁବନେଶ୍ବର :  ଆଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ସ୍ବଳ୍ପଅବଧି ଲିଗାଲ୍ ଟ୍ରେନି ମନୋନୟନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ମନୋନୟନ କମିଟି ଗଠନ କରାଯାଇଛି । ବିଭାଗର ସ୍ବତନ୍ତ୍ର ସଚିବ ରମାକାନ୍ତ ନାୟକଙ୍କ…
Read More...

ଏମ୍‌ଏସ୍‌ଏମ୍‌ଇକୁ ପ୍ରୋତ୍ସାହନ : ଏକ୍ସପୋର୍ଟ ଇନ୍‌ସେନ୍‌ଟିଭ୍‌ ରିଅମ୍ବର୍ସମେଣ୍ଟ ପୋର୍ଟାଲ ଉଦ୍‌ଘାଟିତ

ଭୁବନେଶ୍ବର : ୨୦୨୨ ନଭେମ୍ବର ୩୦ ତାରିଖରେ ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌ରେ ଓଡ଼ିଶା ଏକ୍ସପୋର୍ଟ ପଲିସି-୨୦୨୨ ଅନୁମୋଦିତ ହୋଇଥିଲା। ଏହି ପଲିସି ଅନୁସାରେ ଯେଉଁ ରପ୍ତାନୀକାରୀମାନେ ସାତଟି ବିଷୟ ଉପରେ ରପ୍ତାନିକ…
Read More...

ମଙ୍ଗଳବାର ରାଶିଫଳ ( ୩୧.୧୦.୨୦୨୩)

ମେ​ଷ :​‌ ପ୍ରଥିତଯଶା ଓ ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ହେବେ। ପରମ ଭାଗ୍ୟଶାଳୀ ହୋଇପାରନ୍ତି। ମହାକ୍ରମୋ, ମହାକର୍ମା ଓ ମହାତେଜା ହୋଇପାରନ୍ତି। ବିଦେଶରେ ଥାଇବି ସ୍ବଦେଶ ସେବାରେ ନିଜକୁ ନିୟୋଜିତ କରିବେ। ବୃଷ : ଜୀବନର…
Read More...

ଆଜି ଅମୃତ କଳସ ଯାତ୍ରାର ଉଦ୍‌ଯାପନୀ ସମାରୋହ : ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର (୩୧ ଅକ୍ଟୋବର) ଅପରାହ୍ଣ ୫ଟାରେ କର୍ତ୍ତବ୍ୟ ପଥରେ ମେରି ମାଟି ମେରା ଦେଶ ଅଭିଯାନର ଅମୃତ କଳସ ଯାତ୍ରାର ଉଦଯାପନୀ ସମାରୋହରେ ଯୋଗ ଦେବେ। ଆଜାଦୀ କା ଅମୃତ…
Read More...

ଯୁଦ୍ଧ ବନ୍ଦ କଲେ ପଣବନ୍ଦୀଙ୍କୁ ଛାଡ଼ିବୁ

ତେଲ୍‌ ଆବିଭ୍‌ : ଇସ୍ରାଏଲ ସେନା ଶୁକ୍ରବାରଠାରୁ ଗାଜାରେ ଆରମ୍ଭ କରିଥିବା ଭୂପୃଷ୍ଠ ଆକ୍ରମଣ ବ୍ୟାପକ କରିଛି। ଏହାର ଟ୍ୟାଙ୍କଗୁଡ଼ିକ ଗାଜା ସହରର ପ୍ରମୁଖ ରାସ୍ତାରେ ଦୌଡ଼ୁଛି। ଗାଜାର ଉତ୍ତରାଞ୍ଚଳ ପ୍ରମୁଖ ଯୁଦ୍ଧ…
Read More...

ସିସୋଦିଆଙ୍କ ଜାମିନ ଆବେଦନ ଅଗ୍ରାହ୍ୟ ; କେଜରିୱାଲଙ୍କୁ ଇଡି ସମନ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି…
Read More...

ତେଜିଲା ଆଠଗଡକୁ ଜିଲ୍ଲା ଦାବି, ପ୍ରତିକାତ୍ମକ ଧାରଣା ଆରମ୍ଭ

ଆଠଗଡ : ଆଠଗଡକୁ ଜିଲ୍ଲା ଘୋଷଣା କରିବା ଦାବି ଏବେ ତେଜିବାରେ ଲାଗିଛି । ବିଭିନ୍ନ ବର୍ଗର ଲୋକ ଏବଂ ସଂଗଠନ ଆଠଗଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ…
Read More...

ବୌଦ୍ଧରେ ଦୂର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟର ଅସ୍ୱାନ ହଲରେ ସୋମବାର  ଦୂର୍ନୀତି ନିବାରଣ ସଚେତନତା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୂର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୁରୁଷ ଫୁଟବଲ ଦଳର କଲକତା ଗସ୍ତ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ଫୁଟବଲ ପୁରୁଷ ଦଳ ସୋମବାର କଲକତା ଗସ୍ତ କରିଛନ୍ତି । କଲକାତା ବିଶ୍ବବିଦ୍ୟାଳୟରରେ ନଭେମ୍ବର ୧ ରୁ ୮ ତାରିଖ…
Read More...

ଧଳାପଥର ଫାଣ୍ଡିରେ ଆମ ପୁଲିସ, ଜନତା ବନ୍ଧୁତା କାର୍ଯ୍ୟକ୍ରମ

କଳାପଥର(ବାଙ୍କୀ ) : ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଫାଣ୍ଡି ପକ୍ଷରୁ ଧଳାପଥର, ଗେଡିଆପଲ୍ଲୀ ଏବଂ ମାନିବନ୍ଧ ଗ୍ରାମ ପଂଚାୟତର ଜନତା ଓ ପୁଲିସର ବନ୍ଧୁତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆ ଥାନା ଅଧିକାରୀ…
Read More...

ଭାଗିରଥି ସାହୁଙ୍କ ବିୟୋଗରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଶୋକସଭା

ଗୁରୁଡିଝାଟିଆ : ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ନଦୀକୂଳ କଖଡି ପକ୍ଷରୁ ରାଜନେତା,ସମାଜସେବୀ ତଥା ସଂଘର ସଭାପତି ଭାଗିରଥି ସାହୁଙ୍କ ବିୟୋଗରେ କଖଡି ପାଲାତୋଟା ମଣ୍ଡପ ଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଛି । ସାମାଜିକ…
Read More...

ଶ୍ରୀ ଶ୍ରୀ ମଦନମୋହନ ନଦିଆ ନାମସଂକୀର୍ତ୍ତନ ମହାମଣ୍ଡଳର ନଗର ପରିକ୍ରମା

ଗୁରୁଡିଝାଟିଆ :  ଅନିତ୍ୟ ସଂସାରରେ ମାନବ ସମାଜ ପଥଭ୍ରଷ୍ଟ। ଅର୍ଥ, କ୍ଷମତା, ପଦ ପଦବୀ ଓ ଆତ୍ମ ପ୍ରଚାରରେ ବିଭୋର। ହେଲେ ଏ ସବୁ ମଣିଷକୁ ରସାତଳଗାମୀ କରାଇଥାଏ । ପ୍ରକୃତ ଶାନ୍ତି ,ଶାଶ୍ୱତ ଆନନ୍ଦ ପରୋପକାର ଓ…
Read More...

କାର୍ତ୍ତିକର ପ୍ରଥମ ସୋମବାରରେ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ଗୁରୁଡିଝାଟିଆ : କାର୍ତ୍ତିକ ମାସର ପ୍ରଥମ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ରଭୁଙ୍କୁ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ ଲାଗିଥିଲା। ଶ୍ରଦ୍ଧାଳୁମାନଙ୍କ ସଅଳ ଦର୍ଶନ ପାଇଁ ଦେବୋତ୍ତର ବିଭାଗ…
Read More...

ସାବତ ମାଆ ଆକ୍ରମଣରେ ପୁଅ ଝିଅ ଗୁରୁତର 

ଆଠଗଡ : ଆଠଗଡରେ ସାବତ ମା' ର ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇ ପୁଅ ଓ ଝିଅ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଅ, ଝିଅଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି…
Read More...