ଆଜି ପବିତ୍ର ଗଣେଶ ଚତୁର୍ଥୀ: ସବୁଠି ଅଗ୍ରପୂଜ୍ୟଙ୍କୁ ଆରାଧନା

ଭୁବନେଶ୍ଵର: ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ। ଆଜି ପବିତ୍ର ଗଣେଶ ପୂଜା। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହ ସବୁଠି ଉତ୍ସାହ ଉଦ୍ଦିପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଏପରିକି ସାହି ଗଳିରେ ବ୍ୟାପକ…
Read More...

ଅବପାତ ରୂପ ନେବ ଲଘୁଚାପ : ୪ ଦିନ ପ୍ରବଳ ବର୍ଷା !

ଭୁବନେଶ୍ୱର :  କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ପରବର୍ତ୍ତୀ ସମୟରେ ଉତ୍ତର ଦିଗରେ ଗତି କରି ଘନୀଭୂତ ହେବା ସହ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ…
Read More...

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍: ହେଲପର ମୃତ, ଡ୍ରାଇଭର ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଥରବନ୍ଧ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଅନ୍ୟ ଏକ ଟ୍ରକ୍।  ହେଲପର ମୃତ, ଡ୍ରାଇଭର ଗୁରୁତର । ତେବେ ମିଳିଥିବା ସୂଚନା ଅନୁଯାୟୀ …
Read More...

ଓଡ଼ିଶାରୁ ଦୁବାଇ ଗଲା ଡ୍ରାଗନ୍‌ : ଉପମୁଖ୍ୟମନ୍ତ୍ରୀ କନକଙ୍କ ଫାର୍ମରେ ହୋଇଥିଲା ଚାଷ

ଭୁବନେଶ୍ୱର : ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି। ବଲାଙ୍ଗିର ଜିଲାର ପାଟଣାଗଡ଼ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ…
Read More...

ଚଳନ୍ତା ବସ୍‌ରେ ଶିଶୁ କନ୍ୟା ଜନ୍ମ

ଗୁଣୁପୁର: ଚଳନ୍ତା ବସ୍‌ ରେ ଶିଶୁ କନ୍ୟା ଜନ୍ମ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି ଗୁଣୁପୁରରେ। ମିଳିଥିବା ସୂଚନା ଅନୁଯାୟୀ ଏକ ବସ୍ ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିଲା। ଏଥିରେ ଯାଉଥିବା ଜଣେ ଗର୍ଭବତୀ…
Read More...

ବିଦ୍ୟୁତ୍ କାଟ୍‌ ପ୍ରତିବାଦ: ୧୨ ଘଣ୍ଟିଆ କଙ୍କଡାହାଡ ବନ୍ଦ

ଢେଙ୍କାନାଳ: ବାରମ୍ବାର ବିଦ୍ୟୁତ୍ କାଟ୍ ବିରୋଧରେ ତାତିଲେ ଲୋକେ। ସମସ୍ୟା ସମାଧାନ ପାଇଁ ଆଜି ବଣିକ ସଂଘ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ସେମାନଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ସାମିଲ…
Read More...

ଜାଲ୍‌ ନୋଟ୍ କାରବାର ମାମଲା ; ପୁଅ ଦୋଷ କରିଥିଲେ ଦଣ୍ଡ ପାଉ, ଗିରଫ ଜାହିରଙ୍କ ବାପା

ବାସୁଦେବପୁର : ଉତ୍ତରପ୍ରଦେଶର ପ୍ରୟାଗରାଜର ମଦ୍ରାସାରେ ଛପା ଚାଲିଥିଲା ଜାଲ୍ ନୋଟ୍। ଏହି ଜାଲ୍ ନୋଟ୍ କାରବାରର ଚେର ଭଦ୍ରକ ଜିଲାର ବାସୁଦେବପୁରକୁ ଲମ୍ବିଛି। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଉତ୍ତରପ୍ରଦେଶ ପୁଲିସ୍ ଗିରଫ…
Read More...

ସ୍କୁଲରେ ଗୁଳିମାଡ: ୪ ମୃତ, ଅଭିଯୁକ୍ତ ସେହି ସ୍କୁଲର ଛାତ୍ର

ନୂଆଦିଲ୍ଲୀ: ଆମେରିକା ଜର୍ଜିଆର ଏକ ହାଇସ୍କୁଲରେ ଗୁଳିମାଡ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଛାତ୍ର ଓ ଦୁଇ ଜଣ ଶିକ୍ଷକ ରହିଛନ୍ତି। ଗୁଳିମାଡରେ ଗୁରୁତର ହୋଇଥିବା ୯…
Read More...

ଗାଧୋଇବାକୁ ଯାଇ ବୁଡିଗଲେ ଦୁଇ ନାବାଳକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଭିଏସଏସ କଲୋନୀରେ ଅଘଟଣ । ଗାଧୋଇବା ଯାଇ ପାଣିରେ ବୁଡ଼ି ୨ ନାବାଳକ ମୃତ। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଭିଏସଏସ୍ କଲୋନୀର ଦୁଇ ଜଣ ନାବାଳକ ପୋଖରୀକୁ…
Read More...

ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ମୋଦୀ: ଦ୍ଵିପାକ୍ଷିକ ସମ୍ପର୍କ ମଜବୁତ୍ କରିବା ଉପରେ ଗୁରୁତ୍ଵ

ନୂଆଦିଲ୍ଲୀ: ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ଏହି ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଥିବା ଜଣାପଡିଛି। ଆଜି ( ଗୁରୁବାର) ସିଙ୍ଗାପୁର…
Read More...

ଅଭୟାଙ୍କୁ ନ୍ୟାୟ ଦାବିରେ ୧ଘଣ୍ଟା ଅନ୍ଧାର ହେଲା କଲକାତା ସହର: ସମର୍ଥନ ଜଣାଇଲେ ରାଜ୍ୟପାଳ

କଲକାତା: କଲକାତା ପୀଡିତା ଅଭୟାଙ୍କ ପାଇଁ ଅଭୁତପୂର୍ବ ଆନ୍ଦୋଳନ। ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ । କଲକାତା ସହର ସାରା ପ୍ରତିବାଦର ନିଆଁ ଜଳୁଛି। ଅଭୟାକାଣ୍ଡର ଦୃଢ ପ୍ରତିବାଦ ଓ ପୀଡିତାଙ୍କ…
Read More...

ବନ୍ୟା ବିତ୍ପାତ: କେରଳ ଓ ତ୍ରିପୁରାକୁ ୫କୋଟି ଲେଖାଏଁ ସହାୟତା ଦେବ ଓଡ଼ିଶା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ଶାହାଙ୍କ ସହିତ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ଉଭୟ ରାଜ୍ୟରେ ପ୍ରାକୃତିକ…
Read More...

ଆଜି ଲଘୁଚାପ: ୯ ତାରିଖ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ବର: ଉତ୍ତର ଆନ୍ଧ୍ର ଉପକୂଳ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମ କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…
Read More...

ଦଳବଦଳକାରୀ ବିଧାୟକଙ୍କୁ ମିଳିବନି ପେନ୍‌ସନ

ସିମ୍‌ଲା : ଦଳବଦଳ ନିରୋଧ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିବା ହିମାଚଳ ପ୍ରଦେଶର ବିଧାୟକଙ୍କୁ ପେନସନ୍‌ ମିଳିବ ନାହିଁ। ଦଳବଦଳକାରୀ ବିଧାୟକଙ୍କ ପେନସନକୁ ବନ୍ଦ କରିବା ଲାଗି ରାଜ୍ୟ ବିଧାନସଭାରେ ନୂଆ ବିଧେୟକ…
Read More...

୯ରେ ସମସ୍ତ ବିଦ୍ୟାଳୟ ଛୁଟି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ଆସନ୍ତା ୯ ତାରିଖ (ସୋମବାର) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ…
Read More...

ଜାଲ୍ ନୋଟ୍ କାରବାରରେ ଓଡିଶା ଲିଙ୍କ୍: ବାସୁଦେବପୁରରେ ଅଭିଯୁକ୍ତଙ୍କ ଘର

ଭଦ୍ରକ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସା ରେ ଗତ ୨୮ ତାରିଖରେ ସନ୍ଦେହଜନକ ଗତିବିଧି ନେଇ ବିଶ୍ଵସ୍ତସୂତ୍ରରୁ ଖବର ପାଇବା ପରେ ଚଢାଉ କରିଥିଲା ପୁଲିସ୍। ଚଢାଉ ପରେ ପୁଲିସ୍ କୁ ଏପରି ଏକ ତଥ୍ୟ ମିଳିଛି ,…
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ଘସିପୁରା ଥାନା କଦବହାଳୀ ଗାଁରେ ଭାଲୁ ଆତଙ୍କ। ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଦବହାଳୀ ଗାଁର ଗଙ୍ଗାଧର ନାମକ ଜଣେ ବ୍ୟକ୍ତି…
Read More...

ଆନ୍ଧ୍ର ବନ୍ୟା ପ୍ରପୀଡିତଙ୍କୁ ୧ କୋଟି…

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଜୁନିୟର ଏନଟିଆର ୧କୋଟି ଟଙ୍କା ଦାନ କରିଛନ୍ତି। ମଙ୍ଗଳବାର ଜୁନିୟର ଏନଟିଆର ସୋସିଆଲ ମିଡିଆ ଏକ୍ସରେ ଦୁଇ…
Read More...

କପା ବାଡ ନିକଟରୁ ମାଈ ହାତୀର ମୃତଦେହ ଠାବ

ଗୁଣୁପୁର: ଗୁଣୁପୁର ରେଞ୍ଜ ଫୁଚପୁଟି ସାନ ନଦୀ ବ୍ରିଜ୍ ନିକଟରୁ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି। କପା ବାଡ ବିଦ୍ୟୁତ୍ ଖୁଣ୍ଟ ପାଖରେ ହାତୀର ମୃତଦେହ ପଡିରହିଛି । ଦୁଇଟି ହାତୀ ଏହି ଅଞ୍ଚଳ ରେ ରହିଥିଲେ। ସେଥି…
Read More...

ଜାଣନ୍ତୁ କେଉଁ ରାଶି ପାଇଁ ଦିନଟି ଶୁଭ: ବୁଧବାର ରାଶିଫଳ

ମେଷ: ସୁକୁମାର ରୂପସମ୍ପନ୍ନ ହୋଇପାରନ୍ତି। ଅକ୍ଷୟ କୀର୍ତ୍ତି ସ୍ଥାପନ କରିବେ। ଜନସାଧାରଣଙ୍କର ଆଦରଣୀୟ ଓ ପ୍ରାଣାଧିକ ହେବେ। ସୁରମ୍ୟ ନେତ୍ରସମ୍ପନ୍ନ ହେବେ। ସଦାସମୃଦ୍ଧ ହେବାର ସୂଚନା ମିଳୁଛି। ବୃଷ: ଅନ୍ତରଙ୍ଗ ଓ ଅତି…
Read More...

ଆଜିଠୁ ସୁଭଦ୍ରା ଫର୍ମ ସଂଗ୍ରହ ଆରମ୍ଭ

ଭୁବନେଶ୍ଵର: ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ହିତାଧିକାରୀଙ୍କ ପାଇଁ ଆଜିଠୁ ଆରମ୍ଭ ହେଉଛି ସୁଭଦ୍ରା ଫର୍ମ ସଂଗ୍ରହ। ସବୁ ଯୋଗ୍ୟ ମହିଳା ଯୋଜନାରେ ସାମିଲ ହେବା ଯାଏଁ ଚାଲୁରହିବ ଚିହ୍ନଟ ପ୍ରକ୍ରିୟା। ଏଥିପାଇଁ ଗାଁ…
Read More...

ହାତୀ ଘଉଡାଇବାବେଳେ କଚାଡି ମାରିଲା ଦନ୍ତା

ସୁନ୍ଦରଗଡ: ଘଉଡାଇବାବେଳେ ଯୁବକଙ୍କୁ କଚାଡି ମାରିଲା ହାତୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅଞ୍ଚଳରେ। ହାତୀ ଆକ୍ରମଣରେ କୁଳକୁଟା ମୁଣ୍ଡା ସାହିର ଗୋବିନ୍ଦ ମୁଣ୍ଡାଙ୍କର ମୃତ୍ୟୁ…
Read More...

ପ୍ରଶିକ୍ଷଣ ପରେ ଉପଜିଲ୍ଲାପାଳ ହେଲେ ୬ ନବାଗତ ଆଇଏଏସ୍‌

ଭୁବନେଶ୍ଵର: ରାଜ୍ୟ ସରକାର ୬ ଜଣ ଓଡିଶା କ୍ୟାଡର ଆଇଏଏସ୍ ଅଫିସରଙ୍କୁ ନୂତନ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି…
Read More...

ମଦ୍ରାସାରେ ଛପାଯାଉଛି ଜାଲ୍‌ ନୋଟ୍: ମାଷ୍ଟରମାଇଣ୍ଡ ଓଡିଶାର !

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସା ରେ ଗତ ୨୮ ତାରିଖରେ ସନ୍ଦେହଜନକ ଗତିବିଧି ନେଇ ବିଶ୍ଵସ୍ତସୂତ୍ରରୁ ଖବର ପାଇବା ପରେ ଚଢାଉ କରିଥିଲା ପୁଲିସ୍। ଚଢାଉ ପରେ ପୁଲିସ୍ କୁ ଏପରି ଏକ ତଥ୍ୟ ମିଳିଛି…
Read More...

୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବ ନକ୍ସଲ କାର୍ଯ୍ୟକଳାପ: ଡିଜିପି

ଭୁବନେଶ୍ବର : ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବ ନକ୍ସଲ କାର୍ଯ୍ୟକଳାପ। ଆଗାମୀ ଦିନରେ ନକ୍ସଲ ଦମନ ଅଭିଯାନକୁ ଜୋରଦାର୍‌ କରାଯିବ। ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ନେଇ ଆଲୋଚନା ହୋଇଛି।…
Read More...

‘ଆଧାର ସଂଶୋଧନ: ଧାର୍ଯ୍ୟଠାରୁ ଅଧିକ ଟଙ୍କା ନେଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର : ସୁଭଦ୍ରା ଯୋଜନାରେ ଆବେଦନ କରିବା ଲାଗି ରାଜ୍ୟର ସମସ୍ତ ଜନସେବା କେନ୍ଦ୍ରରେ ପ୍ରବଳ ଭିଡ଼ ହେଉଥିବା ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତ କହିଛନ୍ତି। ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ୪ଟି…
Read More...

ବାର୍ଡ-ଫ୍ଲୁ ସ୍ଥିତି ପରଖିବେ କେନ୍ଦ୍ରୀୟ ଦଳ: ଭୟଭୀତ ନହେବାକୁ ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ ବାର୍ଡ-ଫ୍ଲୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସ୍ଥିତିରେ ସୁଧାର ଆସିଥିବାବେଳେ ନିମାପଡ଼ା ଏବଂ ଡେଲାଙ୍ଗରେ କୁକୁଡ଼ା ମରା ଅଭିଯାନ ଜାରି…
Read More...

୫ରୁ ପ୍ରବଳ ବର୍ଷା !

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ…
Read More...

ଗଭୀର ସମୁଦ୍ରରୁ ଭାସି ଆସିଲା କଣ୍ଟେନର

ରାଜନଗର : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପୁରୁଣା ସାତଭାୟା ସମୁଦ୍ର କୂଳରେ ଦୁଇଟି ଅଜଣା କଣ୍ଟେନର ଲାଗିଛି। ଆଇଟିଟି ଲାଇନ୍‌‌ସ ପ୍ରାଇଭେଟ ଲିମିଟେଡ ଲେଖାଥିବା ଦୁଇଟି କଣ୍ଟେନର ସମୁଦ୍ରରେ କେଉଁଠୁ ଭାସି ଆସିଲା…
Read More...

ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ପୂର୍ବତନ ଅଧ୍ୟକ୍ଷଙ୍କ ପରେ ବନ୍ଧା ହେଲେ ୩ ଜଣ

କଲକାତା: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା। ସୋମବାର କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରାଯିବା ପରେ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି…
Read More...

ସମଲେଇ ମନ୍ଦିରରେ ନୂଆଁଖାଇ ପାଇଁ ପହଞ୍ଚିଲା ନୂଆ ଧାନ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆ ଧାନ ବା ସରିଆ ଧାନ। ମା ଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ…
Read More...

ଆଜିଠୁ ଚାଲିବ ଧଉଳି ଆଲୋକ ଓ ଶଦ୍ଦ ଶୋ

ଭୁବନେଶ୍ଵର: ଦୀର୍ଘ ୯ ମାସ ପରେ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ।  ଓଟିଡିସିର ପ୍ରତିଷ୍ଠା ଦିବସ ଅବସରରେ ଆଜି ସନ୍ଧ୍ୟାରେ ଶାନ୍ତିସ୍ତୁପ ଧଉଳିରେ ପୁଣି ଚାଲିବ ଆଲୋକ ଓ ଶଦ୍ଦ ଶୋ। ଧଉଳି ଉପରେ ପର୍ଯ୍ୟବେସିତ…
Read More...

ଜାଣନ୍ତୁ ଆଜି ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ: ମଙ୍ଗଳବାର ରାଶିଫଳ

ମେଷ: ଥଣ୍ଡା କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ଉଚ୍ଚାସନ ଲାଭକରି ପାରନ୍ତି। ଆନନ୍ଦ ଉତ୍ସବରେ ଅଧିକ ବ୍ୟୟ କରିବେ। ସୁଖୀ ହେବେ। ବୃଷ: ଆୟୁଷ୍ମାନ୍‌ ହେବେ।…
Read More...

ଆଜି ବିଜେପିର ସଦସ୍ୟତା ଅଭିଯାନ-୨୦୨୪ ଶୁଭାରମ୍ଭ

ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟିର ପ୍ରତି ୬ ବର୍ଷରେ ଥରେ ପ୍ରାଥମିକ ସଦସ୍ୟତା ଅଭିଯାନ ହୋଇଥାଏ। ସୋମବାର ରାଷ୍ଟ୍ରୀୟସ୍ତରରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
Read More...

ଛାତରୁ ପ୍ଲାଷ୍ଟର ଖସି ଦୁଇ ଗୁରୁତର

ବାସୁଦେବପୁର : ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତ ରତାଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି।  ସୋମବାର ବିଳମ୍ବିତ ରାତିରେ ଛାତରୁ ପ୍ଲାଷ୍ଟର ଖସି  ମା’ ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ମାଆ , ପୁଅ ବଉଳ ମଳିକ ଏବଂ ୮…
Read More...

ପଶ୍ଚିମବଙ୍ଗରେ ନିଷିଦ୍ଧ ହେବ ୩ ଟିଭି ଚ୍ୟାନେଲ୍‌

କଲକାତା : ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍‌ସି (ତୃଣମୂଳ କଂଗ୍ରେସ) ସରକାର ଖୁବ୍‌ଶୀଘ୍ର ୩ଟି ଟିଭି ଚ୍ୟାନେଲକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡିକ ହେଲା ଏବିପି ଆନନ୍ଦ, ରିପବ୍ଲିକ ଟିଭି ଏବଂ ଟିଭି୯।…
Read More...

ଆନ୍ଧ୍ର,ତେଲଙ୍ଗାନା ବନ୍ୟା ବିତ୍ପାତ: ମୃତ୍ୟୁସଂଖ୍ୟା ୨୮କୁ ବୃଦ୍ଧି, ଆଜି ସବୁ ସ୍କୁଲ ଛୁଟି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ବର୍ଷା ପ୍ରକୋପ ଅବ୍ୟାହତ ହୋଇଛି। ଦୁଇ ରାଜ୍ୟରେ ବର୍ଷାଜନିତ ଘଟଣାରେ ମୋଟ ୨୮ ଜଣ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ଆନ୍ଧ୍ରରେ ୧୨ ଏବଂ ତେଲଙ୍ଗାନାରେ ୧୬ ଜଣଙ୍କର ମୃତ୍ୟୁ…
Read More...

ଚିକିଟି ମଦ ମୃତ୍ୟୁ ମାମଲା: ଆଖି ବୁଜିଲେ ଆଉ ଜଣେ, ସଂଖ୍ୟା ୫କୁ ବୃଦ୍ଧି

ବ୍ରହ୍ମପୁର/ଚିକିଟି : ଗଞ୍ଜାମ ଜିଲା ଚିକିଟିରେ ଅପମିଶ୍ରିତ ମଦ ପିଇ ଚିକିତ୍ସିତ ହେଉଥିବା ଆଉ ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏମକେସିଜି ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଥିବା ଚିକିଟି ଜେନାପୁରର…
Read More...

ଥମୁନି ଗଧିଆ ଆତଙ୍କ: ଘରେ ପଶି ପୁଣି ୫ ବର୍ଷର ଶିଶୁକୁ କଲା ଲହୁଲୁହାଣ

ବାହରାଇଚ : ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ। ସୋମବାର ଜଣେ ମହିଳାଙ୍କୁ ଗୁରୁତର ଆହତ କରିଥିବାବେଳେ ଆଜି ଘରେ ପଶି ଜଣେ ୫ ବର୍ଷର ଶିଶୁକୁ ଲହୁଲୁହାଣ କରିଥିବା ସୂଚନା ମିଳିଛି। ଗତ ଦୁଇ ମାସରେ ୯ଜଣଙ୍କୁ…
Read More...

ଆଜି ବି ସରଗରମ ରହିପାରେ ଗୃହ

ଭୁବନେଶ୍ଵର: ଆଜି ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ଦ୍ଵାଦଶ ଦିନ। ଆଜି ବି ଗୃହ ବେଶ୍ ସରଗରମ ରହିପାରେ। ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ପଞ୍ଚାୟତିରାଜ ଏବଂ ପାନୀୟ ଜଳ , ଗୃହ ନିର୍ମାଣ ଏବଂ ନଗର…
Read More...

ପୁଲିସ୍ ଗାଡି-ଆମ୍ବୁଲାନ୍ସ ଧକ୍କା: ହୋମ୍‌ଗାର୍ଡ ମୃତ

ମୟୁରଭଞ୍ଜ: ମୟୁରଭଞ୍ଜ ଉଦଳା ବାରିପଦା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ଏକ ପୁଲିସ୍ ଭ୍ୟାନକୁ ୧୦୮ ଆମ୍ବୁୁଲାନ୍ସ ଧକ୍କା ଦେଇଛି। ଏଥିରେ ଜଣେ ହୋମଗାର୍ଡଙ୍କର…
Read More...

ନନ୍ଦନକାନନରେ ‘ହୀରା’ ଅସୁସ୍ଥ, ଫୁଲୁଛି ଆଗ ବାମପଟ ଗୋଡ଼

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହାତୀ ସଫାରୀରେ ରହୁଥିବା ୨୭ବର୍ଷର ମାଈ ହାତୀ ‘ହୀରା’ ଏବେ ଅସୁସ୍ଥ। ସେ ଠିକ୍‌ରେ ଚଲାବୁଲା କରିପାରୁ ନାହିଁ। ଗତ ମାସରେ ଥଣ୍ଡା ଯୋଗୁଁ ତାର ନାହି ଫୁଲି ଆବୁ ପରି…
Read More...

୫ରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ପଶ୍ଚିମକେନ୍ଦ୍ରୀୟ ତଥା ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୫ ରୁ ୭ ତାରିଖ ଯାଏ…
Read More...

ଖଣି ଅଧିକାରୀଙ୍କ ଅମାପ ସମ୍ପତ୍ତି, ତାଜୁବ୍ ଭିଜିଲାନ୍ସ ବିଭାଗ

ତାଳଚେର: ତାଳଚେର ଖଣି ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ତେବେ ଚଢାଉ ସମୟରେ…
Read More...

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା !

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନିଆଳିଝରଣ ଗାଁରେ ଅଭାବନୀୟ ଘଟଣା ଘଟିଛି।  ଘରେ ପଶି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ମୋହନ ହେମ୍ରମଙ୍କ ପତ୍ନୀ ସାଲକେ ହେମ୍ରମ୍ ବୋଲି…
Read More...

ପାରାଦୀପରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ପାରାଦୀପ: ପାରଦୀପ ବାଉରିଆ ପାଳନ୍ଦା ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ଗୋଟିଏ ବଗି ଟ୍ରାକ୍ ବାହାରକୁ ଓଲଟି ପଡିଥିବାବେଳେ ଅନ୍ୟଟି ଟ୍ରାକରୁ ଖସିପଡିଛି। ପାରାଦୀପ…
Read More...

ସୁଭଦ୍ରା ଯୋଜନା ତାତି: ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା, ଦିନ ୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର: ସୁଭଦ୍ରା ଯୋଜନାକୁ ନେଇ ବିଧାନସଭାରେ ବିଜେଡି ସଦସ୍ୟଙ୍କ ହୋହାଲ୍ଲା। ଗୃହ ବାରମ୍ବାର ମୁଲତବୀ। ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ପାଳନ ହୋଇନଥିବା ଅଭିଯୋଗ ହୋଇଛି। ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ବିଜେଡି…
Read More...

ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ବଲାଙ୍ଗୀର: ଦନ୍ତା ଆକ୍ରମଣରେ ଦମ୍ପତି ମୃତ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ରେଞ୍ଜର ଚାବିରୀପାଳି ଗାଁରେ ଅଭାବନୀୟ ଘଟଣା ଘଟିଛି।  ହାତୀ ଆକ୍ରମଣରେ ସ୍ଵାମୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତକ ନଲାମ୍ବର ବରିହା ଏବଂ…
Read More...

ମା ଭୈରବୀଙ୍କ ଷୋଳପୂଜା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା: ଆସୁଛି ପାର୍ବଣ ଋତୁ। ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଷୋଳପୂଜା ପାଇଁ ରବିବାର ପୁରୁଣା କଟକସ୍ଥିତ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା…
Read More...

ନନ୍ଦନକାନନକୁ ଆସିଲେ ଦୁଇ ଜିରାଫ୍

ଭୁବନେଶ୍ଵର: ଦୀର୍ଘ ୮ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଜିରାଫ୍ ଆଣିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରବିବାର ରାତିରେ କଲକାତା ସ୍ଥିତ ଆଲିପୁର ଚିଡିଆଖାନାରୁ ଦୁଇଟି ଗାଡି ଯୋଗେ ମାଈ ଓ ଏକ ଅଣ୍ଡିରା…
Read More...

ବ୍ୟବସାୟକୁ ନେଇ ମିଳିବ ଖୁସି ଖବର: ସୋମବାର ରାଶିଫଳ

ମେଷ: ରାଜଯୋଗ ଅଛି। ଉଚ୍ଚାସନରେ ଅଧିଷ୍ଠିତ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଥଣ୍ଡାକଫରେ ପୀଡ଼ିତ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ଶୁଭ ଅଙ୍କ ୯ ଓ ଶୁଭ ରଙ୍ଗ ଲାଲ। ବୃଷ: ଅଧିକ…
Read More...

​‘ସମାଜ’ କାର୍ଯ୍ୟାଳୟରେ ଉପ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ

କଟକ: ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର ମଧ୍ୟାହ୍ନରେ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ପରିଦର୍ଶନରେ ଆସିଥିଲେ। ଏଠାରେ ସେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପଦ୍ମଭୂଷଣ ରାଧାନାଥ ରଥ ଏବଂ…
Read More...

ଯୁବକକୁ ହତ୍ୟା ଅଭିଯୋଗ, ୩ ଅଟକ

ପିପିଲି : ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁର ଜଣେ ଯୁବକଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ସାନକଣ୍ଟି ଗାଁର ବବଲୁ ପାଇକରାୟ ବୋଲି ଜଣାପଡିଛି। ମିଳିଥିବା ସୂଚନା…
Read More...

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦେଶକ: ଏକକାଳୀନ ୪ଟି ସ୍ଥାନରେ ଛାନଭିନ୍

ତାଳଚେର: ତାଳଚେର ଖଣି ଉପନିର୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ଧରଣୀଧରଙ୍କ ୪ଟି ଠିକଣାରେ…
Read More...

ନିମାପଡାରେ କୁକୁଡା ମରା ଆରମ୍ଭ : ସରକାରୀ ସହାୟତା ଦାବିରେ ଆଜି ଆନ୍ଦୋଳନ

ପିପିଲି/ନିମାପଡା : ପୁରୀ ଜିଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ, ବଳଙ୍ଗା, ପୁରୀସଦର ଓ ନିମାପଡା ଅଞ୍ଚଳରେ ବାର୍ଡ଼ଫ୍ଲୁ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଏଥିରେ ଲକ୍ଷାଧିକ ସଂଖ୍ୟାରେ ବ୍ରଏଲର କୁକୁଡା…
Read More...

ଶିମିଳିପାଳରେ ହାତୀ ଛୁଆର ମୃତଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ

ବାରିପଦା: ଶିମିଳିପାଳ ଅଭୟାରଣ୍ୟର କୋର୍‌ ଇଲାକାରେ ହାତୀ ଶାବକର ମୃତ୍ୟୁ ଘଟିଛି। ଛୁଆ ହାତୀର ବୟସ ପ୍ରାୟ ବର୍ଷେ ହେବ। ବନ ବିଭାଗର ସ୍ଵତନ୍ତ୍ର ଟିମ୍ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ କରାଇଛି। ତେବେ କେମିତି ଓ କେଉଁ…
Read More...

ଚନ୍ଦକାରେ ଅସୁସ୍ଥ ହାତୀ ଛୁଆ ମୃତ

ଭୁବନେଶ୍ଵର: ଚନ୍ଦକା ଗୋଡିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ । ଚିକିତ୍ସାଧିନ ଅବସ୍ଥାରେ ବଲାଙ୍ଗୀର ଦେଓଗାଁରୁ ଆସିଥିବା ୩ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଛି। ଚନ୍ଦକା ଡମପଡା ଅଭୟାରଣ୍ୟର ଗୋହିବାରି ହାତୀ ପ୍ରଶିକ୍ଷଣ…
Read More...

କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: କ୍ରାଇମ୍‌ ସ୍ପଟ୍ ରେ ସିବିଆଇର ତନାଘନା

ନୂଆଦିଲ୍ଲୀ:କଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ। ରବିବାର ରାତିରେ ସିବିଆଇ ଟିମ୍  କ୍ରାଇମ୍ ସ୍ପଟ୍ ସେମିନାର୍ ହଲକୁ ଯାଇଥିଲା। ଯେଉଁଠାରେ ଅଭୟାଙ୍କୁ…
Read More...

ଆନ୍ଧ୍ର, ତେଲଙ୍ଗାନାରେ ବର୍ଷା ବିତ୍ପାତ: ଆଜି ସ୍କୁଲ୍‌ ଛୁଟି, ବହୁ ଟ୍ରେନ୍ ବାତିଲ୍‌

ବିଜୟୱାଡା : ଦୁଇ ଦକ୍ଷିଣୀ ରାଜ୍ୟରେ ଜଳପ୍ରଳୟ। ଲଗାଣ ବର୍ଷାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ଶହ ଶହ ଗାଁ ଜଳବନ୍ଦୀ ହୋଇଥିବାବେଳେ ବହୁ ଧନଜୀବନ ହାନୀ ଘଟିଛି। ଗାଡିମୋଟର…
Read More...

ବାଣ କାରଖାନାରେ ବିସ୍ଫୋରଣ, ଦୁଇ ମୃତ

ନୂଆଦିଲ୍ଲୀ: ବାଣ କାରଖାନାରେ ବିସ୍ଫୋରଣ , ଚାଲିଗଲା ଦୁଇ ଜୀବନ। ତାମିଲନାଡୁର ଥୁଥୁକୁଡି ଜିଲ୍ଲା ନାଜରେଥ ନିକଟରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…
Read More...

ମାଟି କାନ୍ଥ ପଡି ଶିଶୁ ପୁତ୍ର ମୃତ, ବାପା ମାଆ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ତୋଟାସାହିରେ ଅଭାବନୀୟ ଘଟଣା ଘଟିଛି। ମାଟି କାନ୍ଥ ପଡି ଶିଶୁ ପୁତ୍ର ମୃତ, ବାପା ମାଆ ଗୁରୁତର। ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ବାପା, ମାଆ ଏବଂ ଅଢେଇ ବର୍ଷର ଶିଶୁ…
Read More...

କାନ୍ଥ ଭୁଶୁଡି ଅଜା, ଆଈ ସମେତ ୪ ବର୍ଷର ନାତି ଗୁରୁତର

ପୁରୀ: ପୁରୀ ଜିଲ୍ଲା ବାଉରୀପଲ୍ଲୀ ଗାଁରେ ଅଘଟଣ।  କାନ୍ଥ ପଡ଼ି ଅଜା, ଆଈ ସମେତ ୪ବର୍ଷର ନାତି ଗୁରୁତର ଆହତ। ସକ୍ରିୟ ଲଘଚୁାପ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଏହାରି…
Read More...

ବଢିଲା କମର୍ସିଆଲ ଗ୍ୟାସ୍ ଦର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ଦେଶରେ ବଢିଲା କମର୍ସିଆଲ ଗ୍ୟାସ୍ ଦର। ୩୯ ଟଙ୍କା ମହଙ୍ଗା ହୋଇଛି କମର୍ସିଆଲ ଗ୍ୟାସ୍ ଦାମ୍। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୧୬୯୧.୫୦…
Read More...

ଆଜିଠୁ ସୁଭଦ୍ରା ପଞ୍ଜୀକରଣ: ଅଧିକ ସୂଚନା ପାଇଁ ଟୋଲ୍ ଫ୍ରି ନମ୍ବର ୧୪୬୭୮

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ଆଜି(ରବିବାର)ଠାରୁ ପଞ୍ଜୀକରଣ ଆରମ୍ଭ ହେବ। ଶନିବାରଠାରୁ ଆବେଦନ ପତ୍ର ପ୍ରଦାନ ଆରମ୍ଭ ହୋଇଛି। ଆବେଦନ ପତ୍ର ସମ୍ପୂର୍ଣ୍ଣ ମାଗଣା ଏବଂ ଦେୟ ମୁକ୍ତ। ଆଶାକର୍ମୀ ଓ…
Read More...

ଚିକିଟି ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି: ଆଇସିୟୁରେ ୪ ଅସୁସ୍ଥ

ବ୍ରହ୍ମପୁର/ଚିକିଟି : ଗଞ୍ଜାମ ଜିଲା ଚିକିଟି ଜେନାପୁରରେ ଅପମିଶ୍ରିତ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେ‌ଳେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଇସିୟୁରେ…
Read More...

ଡା. ଲୁସି ଦାସ ଏସ୍‌ସିବି ଅଧ୍ୟକ୍ଷ

କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଶନିବାର ମୁରବୀ ଶୂନ୍ୟ ହେବାକୁ ଯାଉଥିବାବେଳେ ସରକାର ମାସେ ହେଲା ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦ ପୂରଣ କରିଛନ୍ତି; କିନ୍ତୁ ସଦ୍ୟ ଖାଲି ହୋଇଥିବା ଅଧୀକ୍ଷକ ପଦରେ କାହାକୁ…
Read More...

ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ହେବା ଉଚିତ: ଧର୍ମେନ୍ଦ୍ର

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ବଦଳିବା ଦରକାର। ବିଶ୍ବବିଦ୍ୟାଳୟ ନାଁ ଯେଉଁ ରେଭେନ୍ସାଙ୍କ ନାଁରେ ହୋଇଛି, ତାଙ୍କର ଭୂମିକା କ’ଣ ? ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କ’ଣ କରୁଥିଲେ? ଯେଉଁ…
Read More...

ନନ୍ଦନକାନନରେ ଦୁଇ ସିଂହ ଶାବକ ମୃତ

ନନ୍ଦନକାନନ : ନନ୍ଦନକାନନରେ ୨୯ ତାରିଖରେ ସିଂହୀ ‘ବିଜଲୀ’ ୫ ଶାବକ ଜନ୍ମ ଦେଇଥିଲା। ‘ବିଜଲୀ’ ସେମାନଙ୍କ ମଧ୍ୟରୁ ଦୁଇଟି ଶାବକଙ୍କୁ ଗ୍ରହଣ କରିନଥିଲା। ଫଳରେ ଶାବକ ଦୁଇଟି ଅସୁସ୍ଥ ହୋଇ ଶନିବାର ସେମାନଙ୍କର ମୃତ୍ୟୁ…
Read More...

ନିମାପଡ଼ା, ଡେଲାଙ୍ଗରେ ବାର୍ଡ-ଫ୍ଲୁ ଚିହ୍ନଟ : ଆଜିଠୁ କୁକୁଡ଼ା ମରା ଅଭିଯାନ ଆରମ୍ଭ

ପିପିଲି : ପୁରୀ ଜିଲାରେ ଚିନ୍ତା ବଢ଼ାଇଛି ବାର୍ଡ-ଫ୍ଲୁ । ପିପିଲି ଓ ସତ୍ୟବାଦୀ ପରେ ଏବେ ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ନିକଟ କୋଟକୁସାଙ୍ଗ ଓ ଡେଲାଙ୍ଗ ବ୍ଲକ ମୋଟରୀରେ ବାର୍ଡ-ଫ୍ଲୁ ଚିହ୍ନଟ ହୋଇଛି। ଆଜିଠାରୁ ଉଭୟ…
Read More...

୪ରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଶନିବାର ମଧ୍ୟରାତ୍ରିରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବିଶାଖାପାଟଣାରୁ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ଉତ୍ତର…
Read More...

ପାକିସ୍ତାନ ଯିବାକୁ ମୋଦୀଙ୍କୁ ଆମନ୍ତ୍ରଣ

ଇସଲାମାବାଦ : ଅକ୍ଟୋବର ଦ୍ବିତୀୟ ସପ୍ତାହରେ ପାକିସ୍ତାନରେ ଏସ୍‌ସିଓ (ସାଂଘାଇ କୋ-ଅପରେସନ ଅର୍ଗାନାଇଜେସନ) ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଉକ୍ତ ବୈଠକରେ ଯୋଗଦେବାକୁ ପାକିସ୍ତାନ ସରକାରଙ୍କ…
Read More...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ସରକାରୀ ସହାୟତା ଲାଗି ପ୍ରତିଶ୍ରୁତି

ଫୁଲବାଣୀ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଲାଗି ଜିଲ୍ଲାପାଳଙ୍କୁ ଗୁହାରୀ କଲେ ଯୁବକ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଡ଼ିମିରିଗୁଡା ପଞ୍ଚାୟତ ବରପଡା ଗାଁରେ। ମିଳିଥିବା…
Read More...

୩୬ ଘଣ୍ଟାରେ ଅବପାତ! : ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ବଲପୁର: ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା କ୍ରମଶଃ ପଶ୍ଚିମ -ଉତ୍ତର ପଶ୍ଚିମ ଆଡକୁ…
Read More...

ମାଡି ଆସୁଛି ମହାବିପତ୍ତି: ଦାନା ବାନ୍ଧୁଛି ବାତ୍ୟା ଆସନା

ନୂଆଦିଲ୍ଲୀ: ଗୁଜୁରାଟ ଉପରେ ମାଡି ଆସୁଛି ମହାବିପତ୍ତି। ଗତ କିଛି ଦିନ ହେବ ଗୁଜୁରାଟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ପରେ ଉବୁଟୁବୁ ହୋଇଉଠିଛି ଗୁଜୁରାଟର ବିଭିନ୍ନ ଅଞ୍ଚଳ । ବିଶେଷ କରି ସୁରତ ଏବଂ ସୌରାଷ୍ଟ୍ର…
Read More...

ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ: ଶୁକ୍ରବାର ରାଶିଫଳ

ମେଷ: ବ୍ରାହ୍ମଣମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଅଧୀର ବ୍ୟକ୍ତିମାନଙ୍କୁ ଆଶ୍ବାସନା ଦେବେ। ରାଜତୁଲ୍ୟ ପୂଜ୍ୟ ହୋଇପାରନ୍ତି। ଧର୍ମକାର୍ଯ୍ୟ ଚାଲୁ ରଖିବେ। ବୃଷ:…
Read More...

ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀର ମୃତ୍ୟୁ ! କାରଣ ଖୋଜୁଛି ବନ ବିଭାଗ

ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଟାଙ୍ଗୀ ରେଞ୍ଜ ଡମଣଭୂଇଁ ଗାଁର ଜନବସତି ନିକଟରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ…
Read More...

ଆଜି ଶ୍ରୀମନ୍ଦିର ବଜେଟ୍ : ଭକ୍ତମାନେ କିଣିପାରିବେ ଗୋଲ୍ଡ ବଣ୍ଡ୍‌

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଶ୍ରୀମନ୍ଦିରର ବାର୍ଷିକ ଆୟ ବ୍ୟୟ ଅଟକଳ ଆଗତ କରାଯିବ। ତାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ…
Read More...

ପରିତ୍ୟକ୍ତ ଘରେ ନାବାଳିକାର ମୃତଦେହ

ବାଲେଶ୍ଵର: ବାଲେଶ୍ଵର ରେମୁଣା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି।  ଏକ ପରିତ୍ୟକ୍ତ ଘରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଦୁର୍ବନ୍ଧ ହେବାରୁ ସ୍ଥାନୀୟ ଲୋକ ପୁଲିସ୍ କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ…
Read More...

ଆଜି ବି କମ୍ପିବ ବିଧାନସଭା

ଭୁବନେଶ୍ଵର: ଆଜି ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ନବମ ଦିନ । ଆଜି ବି ସରଗରମ ରହିପାରେ ବିଧାନସଭା। ଗୃହରେ ବିଦ୍ୟାଳୟ, ଗଣଶିକ୍ଷା, ଉଚ୍ଚଶିକ୍ଷା , ଶିଳ୍ପ, ଅନୁସୂଚିତ ଜନଜାତି ଭଳି ବିଭାଗର ପ୍ରଶ୍ନକାଳ…
Read More...

ପ୍ରବଳ ବର୍ଷିବ: କୋରାପୁଟ ଓ ଗଜପତିରେ ସବୁ ସ୍କୁଲ୍ ଛୁଟି

କୋରାପୁଟ: ଆଜି କୋରାପୁଟ ଓ ଗଜପତି ଜିଲ୍ଲାରେ ସବୁ ସ୍କୁଲ ଛୁଟି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ପରବର୍ତ୍ତୀ ସମୟରେ ଏହା…
Read More...

ଅବପାତର ରୂପ ନେବ ଲଘୁଚାପ: ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ଆସୁଛି ବଡ ବର୍ଷା। ଆଜିଠୁ ୩ ଦିନ ଭିଜିବ ସାରା ଓଡିଶା। ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି ଓ ଗଜପତି ଜିଲାକୁ ଅତି ପ୍ରବଳ…
Read More...

ସମାଜର ବିକାଶ ପାଇଁ ଖବର ପରିବେଷଣ ହେଉ

ଭୁବନେଶ୍ଵର: ସମାଜର ବିକାଶ ପାଇଁ ଖବର ପରିବେଷଣ କରାଯିବା ଉଚିତ୍ ବୋଲି ହିନ୍ଦୀ ଖବର କାଗଜ ସନ୍‌ମାର୍ଗ  ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥିମାନେ ମତପୋଷଣ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ଭାଲୁ ଆକ୍ରମଣରେ ଚାଷୀ ଗୁରୁତର

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଅତଲସରା ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଗୁରୁତର ଚାଷୀ ଅତଲସରା ଗାଁର ପଦ୍ମଚରଣ ନାଏକ ବୋଲି…
Read More...

ସିଏଚ୍‌ଏସ୍‌ଇ ରେକର୍ଡ ସପ୍ଲାୟର୍ ଗିରଫ

ଭୁବନେଶ୍ଵର: ସିଏଚଏସଇ ରେକର୍ଡ ସପ୍ଲାୟର୍ସ ପୁରେନ୍ଦ୍ର ସେଠୀ ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ କରିବା ପରେ ତାଙ୍କ…
Read More...

ସିମ୍‌ବକ୍ସ ଜବତ ଘଟଣା: କଲକାତା ଯିବ ସ୍ବତନ୍ତ୍ର ଦଳ

ଭୁବନେଶ୍ବର : ରାଜଧାନୀରୁ ସିମବକ୍ସ ଜବତ ଘଟଣାରେ କମିସନରେଟ ପୁଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ରାଜୁ ମଣ୍ଡଳଙ୍କୁ ଜେରା ବେଳେ ପୁଲିସକୁ ଜବତ ହୋଇଥିବା ସିମ୍‌ର ତଥ୍ୟ ମିଳିଛି। ସିମଗୁଡିକର ସିଡିଆର୍‌ ତଥ୍ୟ ଆସିଥିବା…
Read More...

ସାତକୋଶିଆରେ ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ: ମହାରାଷ୍ଟ୍ରରୁ ଅଣାଯିବ ୧୪ ବାଘ

ଭୁବନେଶ୍ବର : ସାତକୋଶିଆରେ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପୂର୍ବ ଥର ଏଥିରେ ବିଫଳ ହୋଇଥିଲେ ବି ଏଥର ବନ ବିଭାଗ ତରଫରୁ ୫ ବର୍ଷିଆ ଯୋଜନା କରାଯିବ। ଏଥିପାଇଁ ଜାତୀୟ ବ୍ୟାଘ୍ର…
Read More...

ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ, ଆର୍ଥିକ ସମସ୍ୟା ଦୂର ହେବ

ମେଷ: କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିନୟ ସ୍ବଭାବସମ୍ପନ୍ନ ହେବେ। ସନ୍ତାନ ଲାଳସୀ ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ବୃଷ: ଶାସ୍ତ୍ରପଟୁ…
Read More...

ଏକତରଫା ପ୍ରେମକୁ ବିରୋଧ: ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳ ପ୍ରେମୀ

ଭୁବନେଶ୍ଵର: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳ ପ୍ରେମୀ। ଖଣ୍ଡଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ଜଗା…
Read More...

ସାଲିଆ ସାହିରେ ପୁଣି ବୁଲିଲା ବୁଲ୍‌ଡୋଜର

ଭୁବନେଶ୍ଵର: ପୁଣି ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ। ଇଡକୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାସ୍ଥଳରେ ଅବକାରୀ ବିଭାଗ…
Read More...

ଆଜି ଜାତୀୟ କ୍ରୀଡା ଦିବସ

ଭୁବନେଶ୍ଵର: ଆଜି ଜାତୀୟ କ୍ରୀଡା ଦିବସ। ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କର ଜନ୍ମଦିନ। ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି। ଭାରତୀୟ  ଖେଳକୁ କିମ୍ବଦନ୍ତୀ ହକି ଖେଳାଳୀ…
Read More...

ବସ୍ ଧକ୍କାରେ ୧୬ ଗୋରୁ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ଏନଏଚ୍ ୫୩ ବାରିହାପୁର ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ କିଛି ଗୋରୁ ଶୋଇଥିବାବେଳେ ଦ୍ରୁତ ଗତି ଯାଉଥିବା ଏକ ଘରୋଇ ବସ୍ ଚଢିଯାଇଛି। ଫଳରେ…
Read More...

ଗୁଜରାଟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି: ୨୯ ମୃତ

ଗାନ୍ଧୀନଗର : ଗୁଜରାଟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଗତ ଦୁଇଦିନ ମଧ୍ୟରେ ୨୯ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଗତ କିଛିଦିନ ହେବ ଗୁଜରାଟରେ…
Read More...

୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆଗାମୀ ଦୁଇ ଦିନରେ ଏହା ଦକ୍ଷିଣ ଓଡ଼ିଶା ଏବଂ…
Read More...

ବିଧାନସଭା ଅଧିବେଶନର ଅଷ୍ଟମ ଦିନ

ଭୁବନେଶ୍ଵର: ଆଜି ହେଉଛି ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ଅଷ୍ଟମ ଦିନ। ଗୃହରେ ଜଳସମ୍ପଦ, ରାଜସ୍ଵ , ବିପର୍ଯ୍ୟୟ ପରିଚାଳନା, ଇସ୍ପାତ୍ ଓ ଖଣି ଯୋଜନା ଓ ସଂଯୋଜନା , ବାଣିଜ୍ୟ, ସୂଚନା ଓ ଲୋକ ସମ୍ପର୍କ ଏବଂ…
Read More...

ମଙ୍କିପକ୍ସ ଭୂତାଣୁ ସଂକ୍ରମଣ: ସ୍ବଦେଶୀ ଆରଟି-ପିସିଆର କିଟ୍ ତିଆରି କଲା ଭାରତ

ନୂଆଦିଲ୍ଲୀ : ମଙ୍କିପକ୍ସ (ଏମ୍‌ପକ୍ସ) ଭୂତାଣୁ ସଂକ୍ରମଣ ଚିହ୍ନଟ କରିବା ଲାଗି ସ୍ବଦେଶୀ ଆରଟି-ପିସିଆର କିଟ୍ ବିକଶିତ ହୋଇଛି। ସିମେନ୍ସ ହେଲ୍‌ଥନିୟର୍ସ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏହି ଆରଟି-ପିସିଆର କିଟ୍ ପ୍ରସ୍ତୁତ…
Read More...

କୁନୋରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଳ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଥିବା ଏକ ଆଫ୍ରିକୀୟ ଅଣ୍ଡିରା ଚିତା ‘ପବନ’ର ମୃତ୍ୟୁ ଘଟିଛି। ମଙ୍ଗଳବାର ପବନର ମୃତଦେହ ପାର୍କରେ ଥିବା ଏକ ନାଳ ନିକଟରେ ପଡିଥିବା ଲକ୍ଷ୍ୟ କରାଯାଇଥିଲା। ଉକ୍ତ ଚିତାର…
Read More...

ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍ ବନ୍ଦ

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୧୨ଟି ଗେଟ୍ ବନ୍ଦ  । ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ହୀରାକୁଦକୁ ଜଳ ପ୍ରବେଶ କମୁଥିବାରୁ ଗେଟ୍ ଗୁଡିକୁ ବନ୍ଦ କରାଯାଇଛି। ମଙ୍ଗଳବାର ୧୪ଟି ଗେଟ୍…
Read More...

ମାନବିକତା ଦେଖାଇଲେ ପୁଲିସ ଏସ୍ଆ‌ଇ: ଅସହାୟ ବୃଦ୍ଧଙ୍କୁ ବିଲରୁ ଉଦ୍ଧାର କଲେ

କଲମପୁର: ମାନବିକତା ଦେଖାଇଲେ ପୁଲିସ ଏସଆଇ। ଦୁଇ ଦିନ ଧରି ଜଣେ ବୃଦ୍ଧ ଅସହାୟ ଅବସ୍ଥାରେ ଜୟପାଟଣା ଦୁଲକିବନ୍ଧ ଗୌନ୍ତିଆପଡା ନିକଟସ୍ଥ ଏକ ଜମିରେ ପଡି ରହିଥିଲେ। ସେହି ରାସ୍ତା ଦେଇ ଅନେକ ଲୋକ ଯିବା ଆସିବା କରୁଥିଲେ।…
Read More...

ନନ୍ଦନକାନନକୁ ଆସିଲେ ନୂଆ ଅତିଥି: ଆଜି ଜିରାଫ୍ ଆଣିବାକୁ ଆଲିପୁର ଯିବ ଟିମ୍

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ କୋଲକାତାସ୍ଥିତ ଆଲିପୁର ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ନନ୍ଦନକାନନ…
Read More...

କେଉଁ ବ୍ୟକ୍ତିଙ୍କ ପାରିବାରିକ ଜୀବନରେ ଆସିବ ଉନ୍ନତି ? ଜାଣନ୍ତୁ ବୁଧବାର ରାଶିଫଳ

ମେଷ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନରେ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିପାରେ। ବୃଷ: ତ୍ୟାଗପୂତ…
Read More...