ଭାରତୀୟ ମହିଳା ଶାଢ଼ୀ ବଦଳରେ ପିନ୍ଧିବେ ପ୍ୟାଣ୍ଟ୍ Samaja Digital (JP) Feb 20, 2018 0 ନୂଆଦିଲ୍ଲୀ: ଏହା ଏକ ପରମ୍ପରା ଥିଲା ଯେ କୌଣସି ଆନ୍ତର୍ଜାତିକ କ୍ରୀଡ଼ା ଇଭେଣ୍ଟର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ମହିଳା କ୍ରୀଡ଼ାବିତ୍ ଶାଢ଼ୀ ଓ ବ୍ଲେଜର ପିନ୍ଧି ମାର୍ଚ୍ଚପାଷ୍ଟରେ ଭାଗ ନେଇଥାଆନ୍ତି। ହେଲେ ଆସନ୍ତା… Read More...
ଖୁଚୁରା ମୁଦ୍ରା ଗ୍ରହଣ କରିବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦେଶ ଦେଲେ ରିଜର୍ଭ ବ୍ୟାଙ୍କ Samaja Digital (JP) Feb 19, 2018 0 ବ୍ୟାଙ୍କମାନଙ୍କୁ ଗ୍ରାହକଙ୍କଠାରୁ ଖୁଚୁରା ମୁଦ୍ରା ଗ୍ରହଣ କରିବାକୁ ନିର୍ଦେଶ ଦେଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ)। ବ୍ୟାଙ୍କମାନଙ୍କରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦେଶ । ଏକ… Read More...
ଗୁଜରାଟ ପୌର ନିର୍ବାଚନରେ ବିଜେପିର ବାଜିମାତ Samaja Digital (JP) Feb 19, 2018 0 ଅହମଦାବାଦ : ଗୁଜରାଟ ପୌର ନିର୍ବାଚନରେ ବିଜେପି ପୁଣିଥରେ ବାଜିମାତ କରିଛି । ଗୁଜରାଟର ୭୫ ନଗରପାଳିକାରୁ ବିଜେପି ୪୪ଟିରେ ବିଜୟ ଲାଭ କରିଥିବାବେଳେ କଂଗ୍ରେସ ୨୭ଟିରେ ଜିତିଛି । ଅନ୍ୟ ଦଳଙ୍କୁ ୪ଟି ପୌରପାଳିକା ମିଳିଛି ।… Read More...
ମୁମ୍ବଇରୁ-ପୁଣେ ୨୫ ମିନିଟ! Samaja Digital (JP) Feb 19, 2018 0 ମୁମ୍ବଇ : ପୁଣେ-ମୁମ୍ବାଇ ମଧ୍ୟରେ ପରୀକ୍ଷାମୂଳକ ଭାବେ ହାଇପରଲୁପ୍ ପରିଚାଳନା ପାଇଁ ଭରଜିନ୍ ଗ୍ରୁପ୍ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି । ଭରଜିନ୍ ଗ୍ରୁପ୍ ପୁଣେଠାରୁ ମୁମ୍ବାଇ… Read More...
ପ୍ରେମ ଓ ପ୍ରତାରଣା: ଥାନା ଭିତରେ ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ମାରପିଟ Samaja Digital (JP) Feb 19, 2018 0 କଟକ: କଟକ ସହରରେ ଥିବା ମଧୁପାଟଣା ଥାନା ପରିସରରେ ଏକ ଅଭାବନୀୟ ଘଟଣା ଦେଖଥିବାକୁ ମିଳିଛି । ଏକ ପ୍ରେମ ଜନିତ ବିବାଦକୁ ସମାଧାନ କରିବା ପାଇଁ ଆସିଥିବା ଦୁଇ ପକ୍ଷର ଲୋକଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେବାରୁ ମାରପିଟ… Read More...
ଯୁବକଙ୍କୁ ବିଲ ଭିତରେ ଗୋଡାଇ ଗୋଡାଇ ହାଣିଲେ Samaja Digital (JP) Feb 19, 2018 0 କଟକ: ରାଜନୈତିକ ଶତ୍ରୁତାରୁ ଜଣେ ଯୁବକଙ୍କୁ ଫାର୍ଶା ଧରି ଆଉ ଜଣେ ଯୁବକ ବିଲ ଭିତରେ ଗୋଡାଇ ଗୋଡାଇ ହାଣିଥିଲେ। କଟକ ଜିଲା ଆଠଗଡ ଅନ୍ତର୍ଗତ ଗୁରୁଡି ଝାଟିଆରେ ଏହି ଘଟଣା ଘଟିଛି । ସୋମବାରେ ଏକ ରାଜନୈତିକ ଦଳର ଦୁଇ… Read More...
ଗୋଲାପି ଓ ଉଜ୍ଵଳ ତ୍ଵଚା ପାଇଁ ଲଗାନ୍ତୁ ବିଟ୍ ଫେସପ୍ୟାକ୍ Samaja Digital (JP) Feb 19, 2018 0 ଜାଣନ୍ତୁ, ଘରୋଇ ଉପାୟରେ କିପରି କରିବେ ବିଟ୍ ଫେସପ୍ୟାକ୍ ଆବଶ୍ୟକୀୟ ସାମଗ୍ରୀ; ବିଟ୍ ଜୁସ୍ ୨ ଚାମଚ, ବସା ଦହି ୧ ଚାମଚ, ଲେମ୍ବୁ ରସ ୧ ଚାମଚ, ବେସନ ବା ଚାଉଳ ଗୁଣ୍ଡ ୨ ଚାମଚ ପ୍ରସ୍ତୁତି: ପ୍ରଥମେ ବିଟ୍ କୁ… Read More...
ପତ୍ନୀଙ୍କ ପ୍ରେମିକକୁ ଅନ୍ଧ କରି ମାଲିକ ଗିରଫ Samaja Digital (JP) Feb 19, 2018 0 ତେଘରା(ବିହାର): ପତି ସହ ଫେରାର ହୋଇ ଯିବାରୁ ନିଜର କର୍ମଚାରୀଙ୍କ ଆଖି ନଷ୍ଟକିର ଅନ୍ଧ କରିବା ଅଭିଯୋଗରେ ପୁଲିସ ଦୟାରାମ ସିଂ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି । ଗୌତମ କୁମାର ନାମକ ଜଣେ ଲୋକ ଦୟାରାମଙ୍କ ନିକଟରେ… Read More...
ବିଫଳ ପ୍ରେମିକର ନାରକୀୟ କାଣ୍ଡ, ନାବାଳିକାକୁ ପୋଡି ହତ୍ୟା ଉଦ୍ୟମ Samaja Digital (JP) Feb 19, 2018 0 ଚେନ୍ନାଇ: ତାମିଲନାଡୁର ମଦୁରାଇରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମ ନିବେଦନ କରି ବିଫଳ ହେବାରୁ ବିଫଳ ପ୍ରେମିକ ଜଣେ ନାବାଳିକୁ ପୋଡି ହତ୍ୟା କରିବାକୁ ଉଦ୍ୟମ କରିଛି । ୧୪ ବର୍ଷ ବୟସ୍କ ନାବାଳିକାଟି… Read More...
ଟ୍ରକ୍ ଧକ୍କାରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ Samaja Digital (JP) Feb 19, 2018 0 ରେଢାଖୋଲ: ଆଜି ପୂର୍ବାହ୍ନରେ ସହର ଉପକଣ୍ଠସ୍ଥ ଦଳଖମଣ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରକ୍ ଧକ୍କାରେ ଜଣେ ଶିକ୍ଷୟିତ୍ରୀ ପ୍ରାଣ ହରାଇଛନ୍ତି । ଲୁହାପଙ୍କ ଉନ୍ନତ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ… Read More...
ସ୍କୁଲରେ ଶିକ୍ଷକ ଓ ଛାତ୍ରଙ୍କୁ ସୁରକ୍ଷା କର୍ମୀଙ୍କ ମାଡ ଅଭିଯୋଗ Samaja Digital (JP) Feb 19, 2018 0 ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ଗୋବରଘାଟି ସରକାରୀ ଆବାସିକ ଆଦିବାସୀ ହାଇସ୍କୁଲରେ ଟାଟା କାରଖାନା ସୁରକ୍ଷା କର୍ମୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ରାତି ଅଧରେ ସୁରକ୍ଷା କର୍ମୀମାନେ ଶିକ୍ଷକ ଓ… Read More...
ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେଲେ ଅଭିନେତ୍ରୀ ଅପରାଜିତା Samaja Digital (JP) Feb 19, 2018 0 ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ଅଭିନେତ୍ରୀ ଅପରାଜିତା ମହାନ୍ତି । ଆଜି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବିଧିବଦ୍ଧ ଭାବରେ ବିଜେପିରେ ଅଭିନେତ୍ରୀ ଅପରାଜିତା ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ… Read More...
ନିରବ ପରେ ବିକ୍ରମ: ୮୦୦କୋଟି ଜାଲିଆତି Samaja Digital (JP) Feb 19, 2018 0 ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ ଜାଲିଆତିରେ ସମ୍ପୃକ୍ତ କୋଟିପତିଙ୍କ ତାଲିକା କ୍ରମଶଃ ବଢିବାରେ ଲାଗିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପର୍ଦାଫାସ ପରେ ଏବେ ରୋଟୋମେକ୍ କମ୍ପାନୀ ମାଲିକ ବିକ୍ରମ କୋଠାରୀଙ୍କୁ ସିବିଆଇ… Read More...
ମୁମ୍ବଇରୁ-ପୁଣେ ୨୫ ମିନିଟ! Samaja Digital (JP) Feb 19, 2018 0 ମୁମ୍ବଇ : ପୁଣେ-ମୁମ୍ବାଇ ମଧ୍ୟରେ ପରୀକ୍ଷାମୂଳକ ଭାବେ ହାଇପରଲୁପ୍ ପରିଚାଳନା ପାଇଁ ଭରଜିନ୍ ଗ୍ରୁପ୍ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷର ହୋଇଛି । ଭରଜିନ୍ ଗ୍ରୁପ୍ ପୁଣେଠାରୁ ମୁମ୍ବାଇ… Read More...
ଭାରତରେ ଭଲ ଆୟ କରୁଛି ବ୍ଲାକ୍ ପାନ୍ଥର Samaja Digital (JP) Feb 19, 2018 0 ନୂଆଦିଲ୍ଲୀ: ମାର୍ବଲ ଷ୍ଟୁଡିଓଜ୍ ନିର୍ମିତ ହଲିଉଡ୍ ଫିଲ୍ମ ‘ବ୍ଲାକ୍ ପାନ୍ଥର’ ଭାରତରେ ଭଲ ଆୟ କରୁଛି। ମୁକ୍ତିଲାଭ କରିବାର ପ୍ରଥମ ଦିନରେ ଏହି ଫିଲ୍ମ ୫ କୋଟିରୁ ଅଧିକ ବ୍ୟବସାୟ କରିସାରିଛି। ସେହିପରି ଦ୍ୱିତୀୟ… Read More...
ଋଣି ଚାଷୀ କୋର୍ଟରେ ସୁଧ ହାର କମ୍ କରିବାକୁ ଆବେଦନ କରିପାରିବେ : ସୁପ୍ରିମକୋର୍ଟ Samaja Digital (JP) Feb 18, 2018 0 ନୂଆଦିଲ୍ଲୀ : ଋଣ ବୋଝ ଯୋଗୁ ଚାଷୀ ଆତ୍ମହତ୍ୟା ଘଟଣା ସମଗ୍ର ଦେଶରେ ବଢିି ଚାଲିଥିବା ବେଳେ ଚାଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଦୈବଦୁର୍ବିପାକ ତଥା ଫସଲ… Read More...
ଅଗ୍ନିକାଣ୍ଡରେ ୩୦ ପରିବାର ସର୍ବସ୍ବାନ୍ତ, ଜଳିଗଲା ୭୦ ବଖରା ଘର Samaja Digital (JP) Feb 18, 2018 0 ଅନୁଗୁଳ: ଅନୁଗୁଳ ଜିଲା କରତପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩୦ ପରିବାରର ସର୍ବସ୍ବାନ୍ତ ହୋଇଥିବା ଜଣାପଡିଛି । ନିଆଁର ଆଁର ୭୦ ବଖରା ଘର ଜଳି ପୋଡି ଛାରଖାର ହୋଇଯାଇଛି । ପ୍ରଥମେ ଗୋଟିଏ ଘରୁ ନିଆଁ ଲାଗି… Read More...
ମୋଦିଙ୍କ ମୁମ୍ବଇ ଗସ୍ତକୁ ଶିବ ସେନାର ବିରୋଧ Samaja Digital (JP) Feb 18, 2018 0 ମୁମ୍ବଇ : ମହାରାଷ୍ଟ୍ରର ନଭି ମୁମ୍ବଇରେ ଏକ ବିମାନ ବନ୍ଦରର ଭୂମି ପୂଜନ ଉତ୍ସବକୁ ନେଇ ବିଜେପି ଓ ଶିବ ସେନା ମଧ୍ୟରେ ଥିବା ବିବାଦ ପୁଣି ଥରେ ପଦାକୁ ଆସିଛି । ରବିବାର ଏହି ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀ… Read More...
ଶାଶୂ ଦେହରେ କିରୋସିନି ଢାଳି ନିଆଁ ଲଗାଇଲା ବୋହୂ, ପରିବାରର ୪ ଗୁରୁତର Samaja Digital (JP) Feb 18, 2018 0 କଟକ: କୁହାଯାଏ ଶାଶୁ ବୋହୂ ଝଗଡାରେ ବଳି ପଡେ ପୁଅ । ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିବା ଭଳି ଏକ ଘଟଣା ଘଟିଯାଇଛି ଯାହା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଛି । ଶାଶୂଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛି… Read More...
ଡାକ୍ତରଖାନାରେ ପାଣି ବଦଳରେ ପିଆଇଦେଲେ ଏସିଡି, ମହିଳା ମୃତ Samaja Digital (JP) Feb 18, 2018 0 ମୁଜଫରପୁର : ବିହାରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣେ ବୃଦ୍ଧାଙ୍କୁ ଡାକ୍ତରଖାନାର ଜଣେ କର୍ମଚାରୀ ପାଣି ବଦଳରେ ଏସିଡି ପିଆଇ ମାରିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମୁଜଫରପୁରର ଶାମଳୀ ଦେବୀ ନାମକ… Read More...
୫ ବ୍ୟାଙ୍କରୁ ୩୦୦୦ କୋଟି ଠକେଇ Samaja Digital (JP) Feb 18, 2018 0 କାନପୁର : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ରୁ ୧୧, ୩୬୦ କୋଟି ଟଙ୍କା ଠକେଇ ଘଟଣା ପ୍ରଘଟ ହେବାର ମାତ୍ର ଦିନକ ପରେ ଆଉ ୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବହୁ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି । ଉତ୍ତରପ୍ରଦେଶର… Read More...
ଇରାନରେ ବିମାନ ଦୁର୍ଘଟଣା ; ୬୬ ଜଣଙ୍କର ମୃତ୍ୟୁ Samaja Digital (JP) Feb 18, 2018 0 ତେହେରାନ : ଇରାନରେ ରବିବାର ଏକ ବିମାନ ଦୁର୍ଘଟଣା ସମସ୍ତ ୬୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣ ପଡିଛି । ବିମାନଟି ତେହେରାନରୁ ୟାସୁକ୍ ଯିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଇରାନ ଆସମାନ ଏୟାର ଲାଇନ୍ସର ଜଣେ ପ୍ରବକ୍ତା… Read More...
ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ Samaja Digital (JP) Feb 18, 2018 0 ଭୁବନେଶ୍ୱର : ସରକାରଙ୍କ ସହିତ ଆଲୋଚନା ପରେ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ ଆନ୍ଦୋଳନକୁ ସ୍ଥଗିତ ରଖିବା ସହିତ ଆସନ୍ତା କାଲିର ମହାସମାବେଶରୁ ଓହରି ଯାଇଛି । ସରକାର ସଂଘର ୭ଟି ଦାବୀ ମଧ୍ୟରୁ ୬ଟି ଦାବି ପୂରଣ ନେଇ… Read More...
ବିଜେପି ନୂତନ ମୁଖ୍ୟାଳୟକୁ ଉଦ୍ଘାଟନ କଲେ ମୋଦି Samaja Digital (JP) Feb 18, 2018 0 ନୂଆଦିଲ୍ଲୀ : ନୂଆଦିଲ୍ଲୀର ଦିନ୍ଦୟାଲ୍ ଉପାଧ୍ୟୟ ମାର୍ଗରେ ଭାରତୀୟ ଜନତାପାର୍ଟିର ନୂତନ ମୁଖ୍ୟାଳୟକୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଭାରତରେ ପ୍ରଚଳିତ ବହୁ ଦଳୀୟ… Read More...
ବିଧାନସଭା ନିର୍ବାଚନ ପାଇଁ ତ୍ରିପୁରାରେ ମତଦାନ ଜାରି Samaja Digital (JP) Feb 18, 2018 0 ଅଗରତାଲା : ତ୍ରିପୁରାର ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନ ମତଦାନ ପ୍ରକ୍ରିୟା ଜାରି ରହିଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଏବଂ ଏହା ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଦିନ ଗୋଟାଏ ସୁଦ୍ଧା ୪୬… Read More...
ବରଯାତ୍ରୀ ଗାଡି ଓଲଟି ୨ ମୃତ ୩ ଆହତ Samaja Digital (JP) Feb 18, 2018 0 ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରର ଅର୍କାବାହାଲି ପଡାର ଇଶ୍ୱର ବେହେରାଙ୍କ ଝିଅ ସହିତ ଛତିଶଗଡ ରାଜ୍ୟର ରାୟପୁର ନିବାସୀ ସୋହନ ସୋନିର ପୁଅ ଶିବା ସୋନି ସହିତ ଆଜି ସନ୍ଧ୍ୟାରେ ବିବାହ ଥିଲା । ଛତିଶଗଡ଼… Read More...
ମ୍ୟୁନିସପାଲିଟି ନର୍ଦ୍ଦମାରୁ ଉଦ୍ଧାର ହେଲା କିରାଣିଙ୍କ ମୃତଦେହ Samaja Digital (JP) Feb 18, 2018 0 କେନ୍ଦୁଝର: ମାଧପୁର ନିକଟରେ ଥିବା ମ୍ୟୁନିସପାଲିଟି ନର୍ଦ୍ଦମାରୁ କେନ୍ଦୁଝରର ପୂର୍ତ୍ତ ବିଭାଗ କିରାଣିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରେ ଜୋତା ଓ ବାଇକ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ… Read More...
ମହୁଲପାଲି ଛକ ନିକଟରୁ ୪୦ଲକ୍ଷ ଟଙ୍କା ଜବତ ମାମଲା; ବାପା ଓ ପୁଅ ଗିରଫ Samaja Digital (JP) Feb 18, 2018 0 ବରଗଡ: ମହୁଲପାଲି ଛକ ନିକଟରୁ ଏକ କାର୍ରୁ ନଗଦ ୪୦ଲକ୍ଷ ଟଙ୍କା ଜବତ ଘଟଣା ପଦ୍ମପୁର ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ଗାଡି ମାଲିକ ମାଲିକ ଓମ ପ୍ରକାଶ ଅଗ୍ରୱାଲ୍ ଓ ତାଙ୍କ ପୁଅ ଆକାଶ ଅଗ୍ରୱାଲ । ବାପା ଓ… Read More...
କୋହଲି ଧମାକା, ଭାରତ ବିଜୟୀ Samaja Digital (JP) Feb 17, 2018 0 ସେଞ୍ଚୁରିଅନ୍: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ଅନ୍ତିମ ଦିନିକିଆରେ ୮ ୱିକେଟ୍ରେ ପରାସ୍ତ କରି ଭାରତ ଦିନିକିଆ ସିରିଜ୍କୁ ଭାରତ ୫-୧ରେ ଜିତି ନେଇଛି । କୋହଲି ନିଜ… Read More...
ମହିନ୍ଦ୍ରା କ୍ଷୁଦ୍ର ବାଣିଜ୍ୟିକ ଯାନ ସୁପ୍ରୋ ମ୍ୟାକ୍ସି ଟ୍ରକ Samaja Digital (JP) Feb 17, 2018 0 ଭୁବନେଶ୍ୱର : ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ ପକ୍ଷରୁ ନିକଟରେ ସୁପ୍ରୋ ଲୋଡ୍ ହେଭି ଡ୍ୟୁଟି ସିରିଜ୍ର ବଜାର ପ୍ରବେଶ ହୋଇଯାଇଛି। ଏହା କମ୍ପାନୀର କ୍ଷୁଦ୍ର ବାଣିଜ୍ୟିକ ଯାନ ସୁପ୍ରୋ ମ୍ୟାକ୍ସି ଟ୍ରକ ଏବଂ… Read More...
୩ ମହିଳା ମାଓବାଦୀ ଗିରଫ Samaja Digital (JP) Feb 17, 2018 0 ମାଲକାନଗିରି : ମାଲକାନଗିରି ପୁଲିସ ପକ୍ଷରୁ ଶନିବାର ମାଥିଲି ବ୍ଲକର ମହୁପଦର ପଞ୍ଚାୟତ ଅନ୍ତର୍ଗତ ତୁଳସି ପାହାଡ ଠାରେ କୁମ୍ବିଂ ଅପରେସନ କରାଯାଇ ୩ ମହିଳା ମାଓବାଦୀଙ୍କୁ ଗିରଫ କରାଯାଇଛି। ଏରିୟା କମାଣ୍ଡର ଯୋଗି କବାସି… Read More...
ନିଃରୋଗ ରହିବାର ସୂତ୍ର ସେଓ Samaja Digital (JP) Feb 17, 2018 0 ଏବର ବ୍ୟସ୍ତତାଭରା ଜୀବନଶୈଳୀରେ ଲୋକେ ଫଳ କିଣି ଖାଇବା ଅପେକ୍ଷା ବଜାରରେ ମିଳୁଥିବା ଫଳରସକୁ ଅଧିକ ଉପଯୋଗୀ ମନେକରୁଛନ୍ତି । ଏହା ଯେ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ତାହା ସେମାନେ ଜାଣୁନାହାନ୍ତି । କାରଣ ଏସବୁ… Read More...
ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡ Samaja Digital (JP) Feb 17, 2018 0 ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡା ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାର ଆଜି ଶୁଣାଣି ହୋଇଛି । ଫୁଲବାଣୀ ପକ୍ସୋ କୋର୍ଟ ଗଣଦୁଷ୍କର୍ମରେ ସଂପୃକ୍ତ ଥିବା ୩ ଜଣ… Read More...
ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା; ବାପାଙ୍କ ସମେତ ୫ ଅଭିଯୁକ୍ତ ଗିରଫ Samaja Digital (JP) Feb 17, 2018 0 ଜଗତସିଂହପୁର: କୁଜଙ୍ଗ ରଘୁନାଥପୁର ଥାନା ଅନ୍ତର୍ଗତ ଧଳତଙ୍ଗଗଡ ଜଙ୍ଗଲରୁ ଏକ ଅଖା ମଧ୍ୟରୁ ଉଦ୍ଧାର ହୋଇଥିବା ଯୁବତୀଙ୍କ ମୃତଦେହ ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ଯୁବତୀଙ୍କ ବାପା ଅଜୟ ସୁତାର ସମେତ ଅନ୍ୟ ୫… Read More...
ପ୍ରସୂତି ମହିଳାଙ୍କ ଜୀବନ ବଞ୍ଚାଇ ବଧାନ୍ୟତା ଦେଖାଇଲେ ବିଏସଏଫ Samaja Digital (JP) Feb 17, 2018 0 ଜୟ ଯବାନ, ଜୟ କିସାନ,.ଏହିଉକ୍ତିର ଯତାର୍ଥତା ଦେଖାଇଛନ୍ତି ବିଏସଏଫ ଯବାନ । କେବଳକୁମ୍ବିଂ ଅପରେସନ ଓ ମାଓ ଦମନ ନୁହେଁ ମାନବ ସେବା କରୁଛନ୍ତି । ପୁଣି ମାଲକାନଗିରି ଜିଲ୍ଲା ବିଚ୍ଚିନ୍ନାଂଚଳରେ ନିୟଜିତ ବିଏସଏଫ ଯବାନ… Read More...
ପିଏନବି ଜାଲିଆତି ମାମଲା: ୩ଗିରଫ: ୧୫ ନିଲମ୍ବିତ Samaja Digital (JP) Feb 17, 2018 0 ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଜାଲିଆତି ମାମଲାର ତଦନ୍ତ କରୁଥିବା ସିବିଆଇକୁ ଆଜି ଏକ ବଡ଼ ଧରଣର ସଫଳତା ମିଳିଛି। ନିରବଙ୍କୁ ଏଲଓୟୁ(ଲେଟର ଅଫ ଅଣ୍ଡରଟେକିଂ) ଜାରି କରିଥିବା ଡେପୁଟି ମ୍ୟାନେଜର… Read More...
ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର Samaja Digital (JP) Feb 17, 2018 0 ଭୁବନେଶ୍ୱର: ଖାରବେଳନଗର ୟୁନିଟ୍ ୪ ସ୍ଥିତ ଏକ ଭଡା ଘରୁ ଜଣେ ଯୁବକଙ୍କ ତଣ୍ଟିକଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କ ତଣ୍ଟି କାଟି ହତ୍ୟା କରିଥିବା ସନ୍ଦେହ କରାଯାଇଉଛି । ଘଟଣାସ୍ଥଳରେ… Read More...
ଲୋମଶ ମଣିଷଙ୍କ ଜୀବନ ପ୍ରତି ବୀତସ୍ପୃହ Samaja Digital (JP) Feb 17, 2018 0 ଈଶ୍ବରଙ୍କ ଏହି ସୃଷ୍ଟିରେ କାହାକୁ ସୁନ୍ଦର ରୂପ ମିଳିଥିବା ବେଳେ ଅନ୍ୟ କେହି ଚମତ୍କାର ଗୁଣର ଅଧିକାରୀ । ଯଦିଓ ନିଜ ଜୀବନଶୈଳୀକୁ ପରିବର୍ତ୍ତନ କରିବାର କ୍ଷମତା ଅନେକଙ୍କ ପାଖରେ ଅଛି, ହେଲେ ଏହାକୁ ସମସ୍ତଙ୍କ ପକ୍ଷେ… Read More...
ନୟାଗଡ଼: ବୋମାମାଡ଼ କରି ୩ ଲକ୍ଷ ଟଙ୍କା ଲୁଟ୍ Samaja Digital (JP) Feb 17, 2018 0 ନୟାଗଡ଼: ନୟାଗଡ଼ ଜିଲା ଖଣ୍ଡାପଡା ନିକଟରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଜଣ ଛେଳି ବ୍ୟବସାୟୀ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ନାମ ହେଲା… Read More...
ରାଉରକେଲା ଓମ୍ ଆପୋଲ ହସ୍ପିଟାଲରେ ଅଗ୍ନିକାଣ୍ଡ Samaja Digital (JP) Feb 17, 2018 0 ରାଉରକେଲା : ରାଉରକେଲା ସିଭିଲ ଟାଉନସିପ ସ୍ଥିତ ଓମ୍ ଆପୋଲ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ହସ୍ପିଟାଲର ୩ୟ ମହଲାର ଥିବା ଶିଶୁ ବିଭାଗରେ ନିଆଁ ଲାଗିଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ନିଆଁକୁ… Read More...
ମାର୍ଚ୍ଚ ୫ରେ ନେପାଳରେ ରାଷ୍ଟ୍ରପତି ନିର୍ବାଚନ Samaja Digital (JP) Feb 16, 2018 0 କାଠମାଣ୍ଡୁ : ମାର୍ଚ୍ଚ ୫ରେ ନେପାଳରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସେଠାକାର ନିର୍ବାଚନ କମିସନ ଶୁକ୍ରବାର ଘୋଷଣା କରିଛନ୍ତି। ଅପରପକ୍ଷରେ ମାର୍ଚ୍ଚ ୧୬ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।… Read More...
ପ୍ରିୟା ପ୍ରକାଶଙ୍କ ଅଭିନୀତ ସଙ୍ଗୀତକୁ ନିଷିଦ୍ଧ କରିବାକୁ ସ୍ମୃତି ଇରାନିଙ୍କୁ ଚିଠି Samaja Digital (JP) Feb 16, 2018 0 ନୂଆଦିଲ୍ଲୀ : ମାଲାୟଲମ୍ ଚଳଚ୍ଚିତ୍ର ‘ଓରୁ ଅଦାରୁ ଲଭ୍’ର ବିବାଦୀୟ ସଙ୍ଗୀତ ମାଣିକ୍ୟ ମାଲାରାୟା ପୁଭିକୁ ନିଷିଦ୍ଧ କରିବା ଲାଗି ରାଜା ଏକାଡେମୀ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନିଙ୍କ ନିକଟକୁ ପତ୍ର… Read More...
କଞ୍ଚା ଗ୍ରୀନ ମଟରକୁ ବେଶୀ ଦିନ ସାଇତି ରଖିବାର ସହଜ ଉପାୟ Samaja Digital (JP) Feb 16, 2018 0 ପ୍ରଥମେ ଛୁଇଁରୁ ମଟର ଗୁଡିକୁ ବାହାର କରି ରଖନ୍ତୁ । ଗ୍ୟାସ୍ ରେ ପାଣି ଗରମ କରି ସେଥିରେ ଏକ ଚାମଚ ଚିନି ମିଶାନ୍ତୁ । ଏବେ ସେଥିରେ ଗ୍ରୀନ ମଟରକୁ ପକାଇ ୨ ମିନିଟ୍ ଅଧିକ ଆଞ୍ଚରେ ଫୁଟାନ୍ତୁ । ଚିନି ପକାଇବା ଦ୍ବାରା… Read More...
ନିରବ ମୋଦିଙ୍କ ପାସପୋର୍ଟ ରଦ୍ଦ, ସକ୍ରିୟ ଇଣ୍ଟରପୋଲ Samaja Digital (JP) Feb 16, 2018 0 ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ହୋଇଥିବା ୧୧,୫୦୦ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାର ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।… Read More...
୨୫ ବର୍ଷରେ ୩ ଜାଲିଆତି; ଫର୍ମୁଲା ଏକ Samaja Digital (JP) Feb 16, 2018 0 ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୧,୪୦୦କୋଟି ଟଙ୍କାର ଜାତିଆତି ସମ୍ପର୍କିତ ତଥ୍ୟ ଯେତେ ଖୋଲୁଛି, ଭାରତୀୟ ବ୍ୟାଙ୍କିଂ ବ୍ୟବସ୍ଥା କେତେ ଦୁର୍ବଳ ଏହା କ୍ରମଶଃ ପ୍ରମାଣିତ ହେବାରେ ଲାଗିଛି। ନୀରବ ପ୍ରମାଣ… Read More...
ଜଳୁଛି ଶଗୁଆନ ଜଙ୍ଗଲ Samaja Digital (JP) Feb 16, 2018 0 ଖୁଣ୍ଟା: ଖୁଣ୍ଟା ସଂରକ୍ଷିତ ଶଗୁଆନ ଜଙ୍ଗଲରେ ନିଆଁ ଲାଗି ଯାଇଥିବା ଖବର ମିଳିଛି । ଅଗ୍ନିାକଣ୍ଡ ସ୍ଥଳରେ ଖୁଣ୍ଟା ଅଗ୍ନିଶମ କର୍ମଚାରୀ, ସ୍ଥାନୀୟ ବନ କର୍ମଚାରୀ , ବାରଡ଼ାଙ୍ଗୁଆ ଗ୍ରାମବାସୀ ମିଳିତ ଭାବେ ନିଆଁକୁ ଆୟତ… Read More...
ଯୌତୁକ ଲୋଭୀ ମହିଳା, ପୁରୁଷ ସାଜି ୨ ଯୁବତୀଙ୍କୁ କଲେ ବିବାହ Samaja Digital (JP) Feb 16, 2018 0 ଉତ୍ତରଖଣ୍ଡ: ଜଣେ ଯୁବତୀ ପୁରୁଷ ପରିଚୟ ଦେଇ ଅନ୍ୟ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି । ଏହା ଶୁଣିବାକୁ ମିଛ ଲାଗୁଥିଲେ ମଧ୍ୟ କଥାଟା ପୁରା ସତ । ଖାଲି ବିବାହ କରିଛନ୍ତି ତାହା ନୁହେଁ, ଉଭୟ ମହିଳାଙ୍କ ସହ ତିନି… Read More...
କାବେରୀ ଜଳ ବିବାଦ : କର୍ଣ୍ଣାଟକକୁ ମିଳିବ ଅଧିକ ଜଳ Samaja Digital (JP) Feb 16, 2018 0 ନୂଆଦିଲ୍ଲୀ : କାବେରୀ ଜଳ ବିବାଦ ନେଇ ସୁପ୍ରିମ କୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଫଳରେ କର୍ଣ୍ଣାଟକକୁ ଅଧିକ ୧୪.୭୫ଟିଏମ୍ସି ଜଳ ଦେବା ପାଇଁ କୋର୍ଟ ରାୟ ଶୁଣାଇଛନ୍ତି। କର୍ଣ୍ଣାଟକର ରାଜଧାନୀ… Read More...
ବାଇଗଣ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ Samaja Digital (JP) Feb 16, 2018 0 ଆମ ଭାରତୀୟ ଜଳବାୟୁରେ ବାଇଗଣ ପରିବା ଭଲଭାବେ ଫଳିଥାଏ । ଏହି ପରିବାଟି ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥିବା ବେଳେ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ । ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା… Read More...
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟାର କାରଣ ଅସ୍ପଷ୍ଟ Samaja Digital (JP) Feb 16, 2018 0 ରାଉରକେଲା: ରାଉରକେଲା ସେକ୍ଟର ୬ସ୍ଥିତ ତାରା ତାରିଣୀ ମନ୍ଦିର ନିକଟରୁ ଆଜି ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ନାମ ସୁଜତା ମହାପାତ୍ର ଏବଂ ସେ ଏଲଆଇସି ଏଜେଣ୍ଡା ଭାବେ କାର୍ଯ୍ୟ କରନ୍ତି ।… Read More...
ରାଜ୍ୟ ବଜେଟ : ପ୍ରାକ୍ ପ୍ରାଥମିକ ଶିକ୍ଷାରେ ସୁଧାର ସମ୍ଭାବନା Samaja Digital (JP) Feb 15, 2018 0 କଟକ(ରଜତ କାନ୍ତ ଦାଶ) : ଚଳିତ ବର୍ଷର ରାଜ୍ୟ ବଜେଟ କେବେ ଆସିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ପ୍ରାୟ କେନ୍ଦ୍ର ବଜେଟ ଆଗତ ପରେ ଫେବୃୟାରୀ ମାସର ଦ୍ୱିତୀୟ ସପ୍ତାହରେ ରାଜ୍ୟ ବଜେଟ ଆସିଥାଏ। ଚଳିତ ବର୍ଷ… Read More...
ପୃଥିବୀରେ ଧ୍ୱଂସକାଣ୍ଡ ଘଟାଇବେ ଏଲିଅନ୍! Samaja Digital (JP) Feb 15, 2018 0 ନୂଆଦିଲ୍ଲୀ : ଏଲିଅନ୍ (ଭିନ୍ନ ଗ୍ରହର ପ୍ରାଣୀ) ପୃଥିବୀପୃଷ୍ଠକୁ ଆସିବା ନେଇ ଅତୀତରେ ଅନେକ ଖବର ପ୍ରକାଶ ପାଇଥିଲେ ମଧ୍ୟ ବାସ୍ତବରେ ଏଭଳି ପ୍ରାଣୀ କେହି ଅଛନ୍ତି କି ନାହିଁ ସେ ବିଷୟରେ ତଥ୍ୟ ସଂଗ୍ରହ କରିବା ନିମନ୍ତେ… Read More...
ବିଟେକ୍ ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର; ଇସ୍ରୋରେ ବ୍ୟାପକ ନିଯୁକ୍ତି ପ୍ରକାଶ Samaja Digital (JP) Feb 15, 2018 0 ନୂଆଦିଲ୍ଲୀ: ବିଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ)ରେ ବ୍ୟାପକ ନିଯୁକ୍ତି ପ୍ରକାଶ ପାଇଛି । ୧୦୬ଟି ପଦବୀ ପାଇଁ ବାହାରିଥିବା ଏହି ନିଯୁକ୍ତି ପାଇଁ ଇଚ୍ଛୁକ… Read More...
ପିଏମ୍ଆରଏଫ୍କୁ କ୍ୟାବିନେଟ ମଞ୍ଜୁରୀ; ମୋଦି ସରକାର ଦେବେ ମାସିକ ୮୦ ହଜାର ଟଙ୍କାର ମେଧାବୃତ୍ତି Samaja Digital (JP) Feb 15, 2018 0 ନୂଆଦିଲ୍ଲୀ: ଦେଶରୁ ପ୍ରତିଭା ପଳାୟନକୁ ରୋକିବା ଉଦେ୍ଦଶ୍ୟରେ ଉଚ୍ଚଶିକ୍ଷା ସଂସ୍ଥାନ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ (ପିଏମ୍ ଆରଏଫ୍)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି ।… Read More...
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ବିରଧୀ ଦଳ ନେତା ନରସିଂହ ମିଶ୍ର Samaja Digital (JP) Feb 15, 2018 0 ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅବଦୁଲ କଲାମ ମାର୍ଗରେ ଥିବା ନବୀନ ପଟ୍ଟନାୟକଙ୍କ ବାସଭବନରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସାକ୍ଷାତ କରିଛନ୍ତି । ଏହା ସୌଜନ୍ୟ ମୂଳକ ସାକ୍ଷାତ କାର ଥିଲା ବୋଲି ନରସିଂହ ପ୍ରତିକ୍ରିୟାରେ… Read More...
ମେ ୬ରେ ଏନଇଇଟି Samaja Digital (JP) Feb 15, 2018 0 ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ପରିଚାଳିତ ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମ ଲାଗି ଚଳିତ ବର୍ଷର ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ଏନଇଇଟି-୨୦୧୮ ମେ ମାସ ୬ ତାରିଖରେ… Read More...
ୟାମାହା ଆର୧୫ ସ୍ପୋର୍ଟ୍ସ ବାଇକ୍ର ତୃତୀୟ ସଂସ୍କରଣ Samaja Digital (JP) Feb 15, 2018 0 ନୂଆଦିଲ୍ଲୀ: ମଟର ସାଇକେଲ ନିର୍ମାତା କମ୍ପାନୀ ୟାମାହା ଆର୧୫ ସ୍ପୋର୍ଟ୍ସ ବାଇକ୍ର ତୃତୀୟ ସଂସ୍କରଣ ଭାରତରେ ବଜାର ପ୍ରବେଶ କରିଛି। ନୂଆଦିଲ୍ଲୀରେ ଏହାର ଏକ୍ସଶୋ’ରୁମ୍ ମୂଲ୍ୟ ୧.୨୫ ଲକ୍ଷ ଟଙ୍କା ରହିଛି। ୟାମାହା… Read More...
କୋଠା ଭୁଶୁଡ଼ି ୪ ମୃତ, ଅନେକ ଭଗ୍ନାଂଶ ତଳେ Samaja Digital (JP) Feb 15, 2018 0 ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସାରଜାପୁର ରୋଡର କାସୁଭାନାହାଲି ଅଞ୍ଚଳରେ ନିର୍ମାଣଧୀନ ଏକ ୫ ମହଲା ବିଶିଷ୍ଠ କୋଠା ଗୁରୁବାର ଅପରାହ୍ନରେ ଭୁଶୁଡ଼ି ପଡ଼ିଛି। ଏଥିରେ ଅନ୍ୟୁନ ୪ ଜଣ ଲୋକ ପ୍ରାଣ… Read More...
ମହିନ୍ଦ୍ରା ସୁପ୍ରୋ ଲୋଡ୍ ହେଭି ଡ୍ୟୁଟି ସିରିଜ୍ ବଜାରରେ Samaja Digital (JP) Feb 15, 2018 0 ଭୁବନେଶ୍ୱର : ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ ପକ୍ଷରୁ ନିକଟରେ ସୁପ୍ରୋ ଲୋଡ୍ ହେଭି ଡ୍ୟୁଟି ସିରିଜ୍ର ବଜାର ପ୍ରବେଶ ହୋଇଯାଇଛି। ଏହା କମ୍ପାନୀର କ୍ଷୁଦ୍ର ବାଣିଜ୍ୟିକ ଯାନ ସୁପ୍ରୋ ମ୍ୟାକ୍ସି ଟ୍ରକ ଏବଂ… Read More...
ଟିଭି କଳାକାରଙ୍କୁ ବ୍ୟାୟାମଶାଳାରେ ଅସଦାଚରଣ ଅଭିଯୋଗ Samaja Digital (JP) Feb 15, 2018 0 ମୁମ୍ବାଇ: ଜଣେ ଟେଲିଭିଜନ କଳାକାରଙ୍କୁ ଏକ ବ୍ୟାୟାମଶାଳା ବା ଜିମ୍ ମଧ୍ୟରେ ଅସଦାଚରଣ କରାଯାଇଛି ।ଅଭିଯୁକ୍ତ ବିଶ୍ୱନାଥ ସେଟ୍ଟିକୁ ପୁଲିସ ଗିରଫ କରିଛି । ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏହି ଘଟଣା ଘଟିଛି ।… Read More...
ହାଫିଜ୍ ଆତଙ୍କିତ Samaja Digital (JP) Feb 15, 2018 0 ଲାହୋର : ପାକିସ୍ତାନ ସରକାରଙ୍କ ପକ୍ଷରୁ ଆତଙ୍କବାଦୀ ସଂଗଠନ ଜମାତ-ଉଦ୍-ଦାବାର ମୁଖ୍ୟ ହାଫିଜ୍ ସଇଦ ଦ୍ୱାରା ପରିଚାଳିତ ମାଦ୍ରାସା ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିରେ… Read More...
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର Samaja Digital (JP) Feb 15, 2018 0 ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅବଦୁଲ କଲାମ ମାର୍ଗରେ ଥିବା ନବୀନ ପଟ୍ଟନାୟକଙ୍କ ବାସଭବନରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସାକ୍ଷାତ କରିଛନ୍ତି । ଏହା ସୌଜନ୍ୟ ମୂଳକ ସାକ୍ଷାତ କାର ଥିଲା ବୋଲି ନରସିଂହ… Read More...
ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ମୃତ Samaja Digital (JP) Feb 15, 2018 0 ଗୁଆହାଟି : ଭାରତୀୟ ବାୟୁ ସେନାର ଏକ ମାଇକ୍ରୋଲାଇଟ ହେଲିକପ୍ଟର ଆସାମର ମାଜୁଲି ଦ୍ୱୀପ ନିକଟରେ ଗୁରବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ହେଲିକପ୍ଟରରେ ଥିବା ୨ ଜଣ ପାଇଲଟ ପ୍ରାଣ ହରାଇଛନ୍ତି । ମାଜୁଲି ଦ୍ୱୀପ… Read More...
ଜାଣନ୍ତୁ, ଘରର କେଉଁ ଦିଗରେ କେଉଁ ଗଛ ଲଗାଇବା ଶୁଭ ଅଟେ ! Samaja Digital (JP) Feb 15, 2018 0 ଘର ପରିବେଶରେ ଗଛ ଲଗାଇବା ଦ୍ବାରା ଘରର ବାତାବରଣ ଉତ୍ତମ ହୋଇଥାଏ । ଅନେକ ଥର ଗଛ ଲଗାଇବା ବେଳେ ଆମେ ଚିନ୍ତା କରୁ କେଉଁ ଗଛ ଘର ଅଗଣାରେ ଲାଗାଇବା ଦ୍ବାରା ତାହା ଶୁଭ ବା ଅଶୁଭ ହୋଇଥାଏ । ଗଛ ଲାଗଇବା ବେଳେ ଦିଗ ପ୍ରତି… Read More...
ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଜାକବ ଜୁମାଙ୍କ ଇସ୍ତଫା Samaja Digital (JP) Feb 15, 2018 0 ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଜାକବ ଜୁମା ପରିଶେଷରେ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ନ ଦେବା ପାଇଁ ଜିଦ୍ରେ ଅଟଳ ଥିବାବେଳେ ପାର୍ଲାମେଣ୍ଟରେ ଏକ ଅନାସ୍ଥାପ୍ରସ୍ତାବ ଆଣି ତାଙ୍କୁ ପଦରୁ ବହିଷ୍କାର… Read More...
ଆସନ୍ତା ୫ ବର୍ଷ ପାଇଁ ଓଡିଶା ହକି ଇଣ୍ଡିଆର ପ୍ରାୟୋଜକ ହେବ Samaja Digital (JP) Feb 15, 2018 0 ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ପାଇଁ ଓଡିଶା ହକି ଇଣ୍ଡିଆର ପ୍ରାୟୋଜକ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ନୂଆ ଜର୍ସିକୁ ଉନ୍ମୋଚନ କରିଛନ୍ତି । ଏଥିରେ ଓଡିଶା ଲେଖାଥିବା ଲୋଗ ରହିଛି । ଭୁବନେଶ୍ୱରର… Read More...
ପ୍ରେମ ଦିବସରେ ଏସିଡ ଆକ୍ରମଣ ପୀଡିତା ପ୍ରମୋଦିନୀଙ୍କ ସହ ସରୋଜଙ୍କର ନିର୍ବନ୍ଧ Samaja Digital (JP) Feb 14, 2018 0 କଟକ (ଜିତ୍ ପଟ୍ଟନାୟକ): ଫେବ୍ରୁଆରୀ ୧୪କୁ ସାରା ବିଶ୍ୱରେ ପ୍ରେମ ଦିବସ ଭାବେ ପାଳନ କରାଯାଏ । ଏହି ଦିବସକୁ ସ୍ୱତନ୍ତ୍ର ଭାବରେ ପାଳନ କରିଛନ୍ତି କଟକର ସରୋଜ ସାହୁ । ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପୀଡିତା… Read More...
ଫେବ୍ରୁଆରୀ ୧୫ ତାରିଖରେ ସୂର୍ଯ୍ୟ ପରାଗ ହେଲେ ଭାରତରେ ଅଦୃଶ୍ୟ Samaja Digital (JP) Feb 14, 2018 0 ନୂଆଦିଲ୍ଲୀ : ଫେବ୍ରୁଆରୀ ୧୫ ବିଶ୍ୱର ଅନେକ ଦେଶରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଫେବ୍ରୁଆରୀ ୧୫ ତାରିଖରେ ସୂର୍ଯ୍ୟ ପରାଗ ହେବ । ଚନ୍ଦ୍ରଗ୍ରହଣ ର ମାତ୍ର ୧୫ ଦିନ ମଧ୍ୟରେ ସୂର୍ଯ୍ୟ ପରାଗ ହେଉଛି । ଗତ… Read More...
୨୯କୋଟି ମୂଲ୍ୟର ଯନ୍ତ୍ର ଧରି ରେଳବାଇ ଖୋଜୁଛି ମୂଷା ଗାତ Samaja Digital (JP) Feb 13, 2018 0 ନୂଆଦିଲ୍ଲୀ: ବର୍ତ୍ତମାନ ଦିନରେ ଭାରତୀୟ ରେଳବାଇ ମୂଷା ଗାତ ଖୋଜିବାରେ ବ୍ୟସ୍ତ ରହୁଛି। ଜିପିଆର ଜ୍ଞାନକୌଶଳରେ ନିର୍ମିତ ଯନ୍ତ୍ର ଦ୍ୱାରା ରେଳ ରାସ୍ତା ତଳେ ନିର୍ମିତ ମୂଷା ଓ ଠେକୁଆ ଦ୍ୱାରା ନିର୍ମିତ ଗାତ ଖୋଜୁଛି… Read More...
ଅନ୍ତଃରାଜ୍ୟ ବ୍ୟାଟେରୀ ଚୋରି ରାକେଟ୍ର ପର୍ଦ୍ଦାଫାସ,୪୭ ବ୍ୟାଟେରୀ ଜବତ, ୯ଗିରଫ Samaja Digital (JP) Feb 12, 2018 0 ପିପିଲି: ଉପକୂଳବର୍ତ୍ତି ଓଡିଶାରେ ଆତଙ୍କ ସୃଷ୍ଟି କରିଥିବା ଏକ ଅନ୍ତଃରାଜ୍ୟ ବ୍ୟାଟେରୀ ଚୋରି ରାକେଟ୍ର ପର୍ଦ୍ଦାଫାଶ କରିବାରେ ପିପିଲି ପୁଲିସକୁ ବଡ ସଫଳତା ମିଳିଛି। ଏହି ରାକେଟ୍ର ୯ଜଣ ସଦସ୍ୟଙ୍କୁ ପୁଲିସ ଗିରଫ… Read More...
ଜମି ଜମା ବିବାଦରୁ ୨ ଭାଇଙ୍କୁ ହତ୍ୟା, ଉତ୍ୟକ୍ତ ଲୋକଙ୍କର ରାସ୍ତା ରୋକ Samaja Digital (JP) Feb 12, 2018 0 କମର୍ଦ୍ଦା: ଭୋଗରାଇ ବ୍ଲକର ହରିଣକୁଲୀ ଗ୍ରାମରେ ଜମି ଜମା ବିବାଦରୁ ୨ ଜଣ ଭାଇଙ୍କୁ ହତ୍ୟା କରାଯାଇଛି । ଦୁର୍ଗା ଶଙ୍କର ନାମକ ଅଭିଯୁକ୍ତ ମାରଣାସ୍ତ୍ରରେ ପିତାମ୍ବର ଗିରିଙ୍କ ଦୁଇପୁଅ ମଧୁ ଓ ନାରାୟଣଙ୍କୁ ଆକ୍ରମଣ… Read More...
ଆଇନ ଛାତ୍ର ହତ୍ୟାକାଣ୍ଡକୁ ନେଇ ଆହ୍ଲାବାଦ ଅଶାନ୍ତ, ପୋଡ଼ାଜଳା Samaja Digital (JP) Feb 12, 2018 0 ଆହ୍ଲାବାଦ : ଉତ୍ତର ପ୍ରଦେଶର ଆହ୍ଲାବାଦ ସହରରେ ଜଣେ ଆଇନ ଛାତ୍ରଙ୍କୁ ପିଟିପିଟି ହତ୍ୟା କରଯିବା ଘଟଣାକୁ ନେଇ ସମ୍ପୂର୍ଣ୍ଣ ସହର ଅଶାନ୍ତ ହୋଇପଡ଼ିଛି । ଏହି ହତ୍ୟାକାଣ୍ଡକୁ ନେଇ ସହରର ବିଭିନ୍ନ ସ୍ଥାନରେ ଆହ୍ଲାବାଦ ଆଇନ… Read More...
ରୁବେଲା ଟିକା ନେଇ ଶିଶୁ ମୃତ୍ୟୁ ଘଟଣା :ପରିବାରକୁ ଭେଟିଲା ଜିଲା ଚିକିତ୍ସାଳୟର ପ୍ରତିନିଧି ଦଳ Samaja Digital (JP) Feb 12, 2018 0 କଲମପୁର :ମିଳିମିଳା ରୁବେଲା ଓ ମିଳିମିଳା ପ୍ରତିଷେଧକ ଟିକା ନେଇ ଅସୁସ୍ଥ ହେବା ପରେ ବିଶାଖାପାଟଣା ଠାରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର କଲମପୁରର ରାଜିବ ଲୋଚନ ପଣ୍ଡାଙ୍କ ଏକମାତ୍ର ସନ୍ତାନ ମନିଷର ବିୟୋଗ ହେଇଥିଲା।… Read More...
ପାକିସ୍ତାନ ଉପରେ ମେହବୁବା ନରମ, ଫାରୁକ ଗରମ Samaja Digital (JP) Feb 12, 2018 0 ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଗତ ଦୁଇ ଦିନ ମଧ୍ୟରେ ତିନିଟି ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ହୋଇଛି । ଜାମ୍ମୁ ସହରସ୍ଥିତ ସୁଞ୍ଜ୍ୱାନ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସୋମବାର ସକାଳେ ଶ୍ରୀନଗରର ସିଆରପିଏଫ… Read More...
କଟକରେ ପୁଣି ଲୁଗା ସୋ ରୁମ୍ରେ ଅଗ୍ନିକାଣ୍ଡ Samaja Digital (JP) Feb 12, 2018 0 କଟକ: କଟକ ସହରର ଏକ ଲୁଗା ଦୋକାନରେ ପୁଣିି ସୋମବାର ଅଗ୍ନିକାଣ୍ଡ ଘଟିଛି । ଜନଗହଳିପୂର୍ଣ୍ଣ ଗୌରୀଶଙ୍କର ପାର୍କ ସମ୍ମୁଖରେ ଥିବା କୁଇନ୍ସ କଲେକସନ ଲୁଗା ଦୋକାନରେ ନିଆଁ ଲାଗିଛି ପରେ ଏହା ଅନ୍ୟ ୨ଟି ଦୋକାନକୁ ବ୍ୟାପିଥିଲା… Read More...
Samaja Digital (JP) Feb 12, 2018 0 ନୂଆଦିଲ୍ଲୀ : ଭାରତରେ ପଳାତକ ଘୋଷିତ ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି । ତାଙ୍କ କିଙ୍ଗଫିଶ୍ର ବିମାନ କମ୍ପାନୀ ବ୍ରିଟେନରେ ଏକ ମୋକଦ୍ଦମା ହାରିଯାଇଛି । ଏଥିପାଇଁ ତାଙ୍କୁ ଏକ… Read More...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପାର୍ବତୀଙ୍କ ଘୋଷଙ୍କ କୃତ୍ୟ Samaja Digital (JP) Feb 12, 2018 0 ଭୁବନେଶ୍ୱର : ବିଶିଷ୍ଟ ଅଭିନେତ୍ରୀ, ନିର୍ଦେଶିକା ଓ ପ୍ରଯୋଜିକା ପାର୍ବତୀ ଘୋଷଙ୍କର ଶେଷ କୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ପାର୍ବତୀ ଘୋଷଙ୍କ… Read More...
ସୋପିଆନ ଗୁଳିକାଣ୍ଡ ମାମଲାରେ ମେଜର ଆଦିତ୍ୟଙ୍କୁ ଆଶ୍ୱସ୍ତି Samaja Digital (JP) Feb 12, 2018 0 ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ସୋପିଆନ ଗୁଳିକାଣ୍ଡ ମାମଲାରେ ସୋମବାର ୧୦ଗଡୱାଲ ରାଇଫଲ୍ସର ମେଜର ଆଦିତ୍ୟ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୁଲିସ୍… Read More...
ଭାରତକୁ ପାକିସ୍ତାନର ଚେତବାନୀ; ସର୍ଜିକାଲ ଷ୍ଟ୍ରାଇକ୍ କଥା ଭାବନି Samaja Digital (JP) Feb 12, 2018 0 ଇସଲାମାବାଦ : ଜାମ୍ମୁ ସହରସ୍ଥିତ ସୁଞ୍ଜ୍ୱାନ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଏବେ ସର୍ଜିକାଲ ଷ୍ଟ୍ରାଇକ ଭୟ ବିବ୍ରତ କରିବାରେ ଲାଗିଛି । ସେନା ଶିବିର ଉପରେ ଘଟିଥିବା ଆକ୍ରମଣ ପାଇଁ ଭାରତ… Read More...
ସମ୍ବଲପୁର ଦେଇ ଗଡ଼ିଲା ରାଜଧାନୀ ଏକ୍ସପ୍ରେସ୍ Samaja Digital (JP) Feb 10, 2018 0 ନୂଆଦିଲ୍ଲୀ /ବନେଶ୍ୱର : ବହୁପ୍ରତିକ୍ଷୀତ ନୂଆଦିଲ୍ଲୀ-ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଭାୟା ସମ୍ବଲପୁର, ଅନୁଗୋଳ ଦେଇ ଚଳାଚଳ ଆରମ୍ଭ କରିଛି। ନୂଆଦିଲ୍ଲୀ ସ୍ଥିତ ରେଳବାଇ ବୋର୍ଡ କାର୍ଯ୍ୟାଳୟରୁ ଭିଡ଼ିଓ… Read More...
ଭାଲେଣ୍ଟାଇନ୍ସ ଡେ’ ଅଫର୍; ସାଥୀଙ୍କୁ ଦିଅନ୍ତୁ ୧୫ ହଜାର ଟଙ୍କାରେ ଆପଲ୍ ଆଇଫୋନ Samaja Digital (JP) Feb 9, 2018 0 ଆଉ ମାତ୍ର କେଇଦିନ ରହିଲା ଭାଲେଣ୍ଟାଇନ୍ ଡେ’ (ପ୍ରେମ ଦିବସ) । ଖାସ୍ ଏହି ଅବସରରେ ନିଜ ସାଥୀଙ୍କୁ ଆପଲ୍ ଆଇଫୋନ ଉପହାର ଦେବାକୁ ଚାହୁଁଛନ୍ତି କି, ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି । ଆପଲ୍ ଆଇଫୋନ ଓ ଆଇପଡ୍ର… Read More...
ଆତଙ୍କବାଦୀ ଲୁଚି ରହିଥିବା ଘରକୁ ଉଡ଼ାଇବ ସେନା Samaja Digital (JP) Feb 5, 2018 0 ଜମ୍ମୁ: ସୁଂଜୱାନ୍ ଆର୍ମି କ୍ୟାମ୍ପ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣର କଡ଼ା ଜବାବ ଦେବାକୁ ପ୍ରତିରକ୍ଷା ବିଭାଗ ସ୍ଥିର କରିଛି। ଆତଙ୍କବାଦୀମାନେ ଯେଉଁ ଘର ଭିତରେ ଲୁଚି ସେନା ଉପରେ ଗୁଳି ଚାଲଣା କରୁଛନ୍ତି ସେହି ଘରକୁ… Read More...
ଆମେରିକାର ଡ୍ରୋନ୍ ଆକ୍ରମଣରେ ଟିଟିପି ଉପମୁଖ୍ୟ ନିହତ Samaja Digital (JP) Feb 5, 2018 0 ଇସଲାମାବାଦ : ଆଫଗାନିସ୍ତାନର ବାରମାଲ ଅଞ୍ଚଳର ମାରଘାରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଶୁକ୍ରବାର ତେହରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି)ର ଉପମୁଖ୍ୟ ଖାନ ସଇଦ ମେହସୁଦ ଓରଫ ସାଜନା ସମେତ ୪ଆତଙ୍କବାଦୀଙ୍କ ମୃତ୍ୟୁ… Read More...
ମମତାଙ୍କୁ ‘ଲେଡି ଗାନ୍ଧି’ କହିଲେ ହାର୍ଦ୍ଦିକ Samaja Digital (JP) Feb 5, 2018 0 କଲକାତା : ଗୁଜରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ କଲକତାଠାରେ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ଅଧ୍ୟକ୍ଷା ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାର ଅବସରରେ… Read More...
ବଲିଉଡର ହଟ୍ ମଡେଲଙ୍କୁ ପଛରେ ପକାଇଲେ ଏହି ବୟସ୍କା ମଡେଲ, ଜାଣନ୍ତୁ ସେ କିଏ ? Samaja Digital (JP) Feb 5, 2018 0 ଯେପରି ଇଚ୍ଛା ଥିଲେ ଉପାୟ ଆପେଆପେ ଆସେ, ଠିକ୍ ସେହିପରି ନିଜ ବୟସକୁ ନେଇ କେହି ମଧ୍ୟ ବ୍ୟତିବ୍ୟସ୍ତ ହେବା ଅନୁଚିତ । ନିଜ ମନଲାଖି କାମ କରିବା ନିମନ୍ତେ କେବଳ ମନୋବଳ ଆବଶ୍ୟକ ବୋଲି କହିଛନ୍ତି ୯୦ ବର୍ଷୀୟା ମଡେଲର ଡେଫନି… Read More...
ବିଶ୍ୱ କର୍କଟ ଦିବସ Samaja Digital (JP) Feb 4, 2018 0 ନୂଆଦିଲ୍ଲୀ : ଆଜି ଫେବୃୟାରୀ ୪ ତାରିଖ ବିଶ୍ୱ କର୍କଟ ଦିବସ । କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସକୁ ପାଳନ କରାଯାଇଆସୁଛି । ବିଶେଷକରି ରୋଗର ଚିକିତ୍ସା ପ୍ରଣାଳୀ ଏବଂ… Read More...
କୃତ୍ରିମ ଉପଗ୍ରହ ପ୍ରେରଣ ପାଇଁ ଜାପାନ ବ୍ୟବହାର କଲା ସବୁଠାରୁ କ୍ଷୁଦ୍ର ରକେଟ Samaja Digital (JP) Feb 4, 2018 0 ଟୋକିଓ: ରକେଟ ସାହାଯ୍ୟରେ ମହାକାଶକୁ କୃତ୍ରିମ ଉପଗ୍ରହ ପ୍ରେରଣ କରାଯାଇଥାଏ। ଏଥିପାଇଁ ବିଶାଳକାୟ ରକେଟକୁ ବ୍ୟବହାର କରାଯାଏ । ମାତ୍ର ଏବେ ମହାକାଶକୁ କୃତ୍ରିମ ଉପଗ୍ରହ ପ୍ରେରଣ ପାଇଁ କ୍ଷୁଦ୍ର ରକେଟ ବ୍ୟବହାର କରିିଛି… Read More...
ଦକ୍ଷିଣ କୋରିଆ ସହ ମିଶ୍ରଣ ପାଇଁ ଉତ୍ତର କୋରିଆରରେ ସନ୍ଦେଶ Samaja Digital (JP) Jan 25, 2018 0 ସିଓଲ( ଦକ୍ଷିଣ କୋରିଆ): ଦକ୍ଷିଣ କୋରିଆ ସହ ମିଶି ଗୋଟିଏ ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ତର କୋରିଆ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ଉତ୍ତର କୋରିଆର ସରକାରୀ ଗଣ ମାଧ୍ୟମରେ ଏ ନେଇ ଏକ ଖବର ପ୍ରକାଶ ପାଇଛି । ୭୦… Read More...
ଚୀନକୁ ଟପି ଯିବ ଭାରତ ! Samaja Digital (JP) Jan 21, 2018 0 ନୂଆଦିଲ୍ଲୀ : ୨୦୧୮ରେ ଚୀନକୁ ଟପି ଯିବ ଭାରତ । ଏହାର ସେୟାର ବଜାର ବିଶ୍ୱର ୫ମ ସବୁଠାରୁ ବଡ ସେୟାର ମାର୍କେଟ ହୋଇଯିବ । ସାଂକ୍ଟମ ଓ୍ୱେଲ୍ଥ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଭାରତର ଅର୍ଥନୀତିରେ ଦୃତ… Read More...
ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସାମ୍ଭବ୍ୟ ସାଧାରଣ ବିଜ୍ଞାନ ପ୍ରଶ୍ନୋତ୍ତର Samaja Digital (JP) Dec 29, 2017 0 Read More...
ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସାମ୍ଭବ୍ୟ ଗଣିତ ପ୍ରଶ୍ନୋତ୍ତର Samaja Digital (JP) Dec 28, 2017 0 Read More...