www.samajalive.in
Sunday, December 14, 2025
26.1 C
Bhubaneswar

ଖେଚୁଡି ଚାଖି ବିଲ୍‌ ଗେଟସ୍‌ କହିଲେ ଅତି ସ୍ୱାଦିଷ୍ଟ ଏବଂ ମଜାଦାର

ମୁମ୍ବଇରେ ଆୟୋଜିତ ଏକ ଅନ୍ତର୍ଜାତୀୟସ୍ତରର କାର୍ଯ୍ୟକ୍ରମରେ ବିଲ୍ ଗେଟସ୍‌ ଯୋଗ ଦେଇଥିଲେ। ବିଶ୍ବର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ହେଲେ ବିଲ୍, ଏବେ ସେ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାମରେ ଯୋଗ ଦେଉଛନ୍ତି।

ମୁମ୍ବଇର ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ରାଜନେତ୍ରୀ ସ୍ମୃତି ଇରାନୀ ଉପସ୍ଥିତ ଥିଲେ। ସ୍ମୃତି ଦର୍ଶକଙ୍କ ଉତ୍ସାହକୁ ଦେଖି ଖେଚୁଡ଼ି ରାନ୍ଧିଲେ। ସବୁଠୁ ମଜାର କଥା ହେଲା, ବିଲ୍ ଗେଟସ୍ ଆସି ସ୍ମୃତିଙ୍କ ପାଖେ ଛିଡ଼ା ହୋଇ ରୋଷେଇ ଦେଖିଲେ।

- Advertisement -

ବିଲ୍‌ଙ୍କର ଆଗ୍ରହ ଦେଖି ସ୍ମୃତି କହିଲେ, ସାର୍ ଆପଣ ଖେଚୁଡ଼ିରେ ଛୁଙ୍କ ଦେବେ କି। ବିଲ୍ ବି ଭାରି ଆଗ୍ରହରେ ଦେଶୀ ଖେଚୁଡ଼ିରେ ଛୁଙ୍କ ଦେଇ ତା’ ସ୍ବାଦ ଚାଖି କହିଥିଲେ, ଓଃ କେତେ ମଜାଦାର୍।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories