QNETIC – Mobile

ସାମିଲ ହେବେ ୩, ବାଦ୍‌ ପଡ଼ିବେ ଜଣେ

ସମ୍ବଲପୁର  : ବିଜେପୁର ନିର୍ବାଚନ ପରେ ଦଳର ନେତା ଓ କର୍ମୀଙ୍କୁ ପୁରସ୍କୃତ କରିବାକୁ ନବୀନ କୁଣ୍ଠିତ ହୋଇ ନାହାନ୍ତି। ସେହିପରି ଦଳରେ ଥିବା ଆଭ୍ୟନ୍ତରୀଣ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଦ୍ୱିତୀୟ ବର୍ଗର କିଛି…
Read More...

ମାର୍ଚ୍ଚ ୨୩ରେ ବିଜେପି ସାଂସଦଙ୍କ ବୈଠକ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ମାର୍ଚ୍ଚ ୨୩ରେ ସମସ୍ତ ବିଜେପି ସାଂସଦଙ୍କ ବୈଠକ ହେବାକୁ ଯାଉଛି।…
Read More...

୨୦୧୬ ମସିହା  ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ  : ଚିନ୍ମୟୀ ଚେତନା ଦାଶ ଟପର

ଭୁବନେଶ୍ୱର : ୨୦୧୬ ମସିହା ଓଡିଶା ପ୍ରଶାସନିକ ସେବା ବା ଓଏଏସ୍‌ର ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।  ଓପିଏସିର ଓ୍ୱେବସାଇଟରେ ଏହି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ୧୪୫  ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ।…
Read More...

ସୁଟିଂ ବିଶ୍ୱକପ୍‌ : ରୌପ୍ୟ ଜିତିଲେ ଅଂଜୁମ୍‌

ନୂଆଦିଲ୍ଲୀ  : ମେକ୍ସିକୋର ଗୌଡାଲାଜାରାରେ ଅନୁଷ୍ଠିତ ବନ୍ଧୁକଚାଳନା ବିଶ୍ୱକପ୍‌ର ମହିଳା ରାଇଫଲ୍‌-୩ ପୋଜିସନ୍‌ସ ବିଭାଗରେ ଭାରତୀୟ ସୁଟର ଅଂଜୁମ୍‌ ମୁଦଗିଲ୍‌ ରୌପ୍ୟ ପଦକ ହାସଲ କରିଛନ୍ତି। ୪୫ ସଟ୍‌ ବିଶିଷ୍ଟ ଫାଇନାଲ…
Read More...

ଆୟରଲାଣ୍ଡଠାରୁ ହାରି ଭାରତ ପଦକ ଦୌଡ଼ରୁ ବାଦ୍‌

ଇପୋ (ମାଲେସିଆ) : ଏଠାରେ ଚାଲିଥିବା ୨୭ତମ ସୁଲ୍‌ତାନ ଆଜ୍‌ଲାନ ଶାହା କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଛି। ଶୁକ୍ରବାର ଖେଳା ଯାଇଥିବା ମ୍ୟାଚ୍‌ରେ ବିଶ୍ୱର ୬ନଂ ଦଳ…
Read More...

ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ଓଡିଶାରେ ତାତି : ପ୍ରସଙ୍ଗ ସଂସଦରେ ଉଠିବ

-ମହେଶ ଶର୍ମା ଭୁବନେଶ୍ୱର : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ଦାବି ଜୋର ଧରିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି କି କେନ୍ଦ୍ର ଓଡ଼ିଶା ପ୍ରତି ସାବତ ପୁଅ ଭଳି ବ୍ୟବହାର…
Read More...

ଆଦିମ ଜନଜାତି ବହୁଳ ୯ଟି ଜିଲାପାଇଁ  ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଆରମ୍ଭ

ଭୁବନେଶ୍ୱର: ଆଦିମ ଜନଜାତି ବହୁଳ ୯ଟି ଜିଲା ପାଇଁ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଆରମ୍ଭ କରାଯାଇଛି । ରାଜଧାନୀର ଉତ୍କଳ ମଣ୍ଡପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆରମ୍ଭ କରିଛନ୍ତି । ଏହାକୁ ଆରମ୍ଭ କରିବା…
Read More...

ଦୁର୍ଘଟଣାରେ ବର ସହ ୫ ମୃତ

ହାଇଦରାବାଦ  : ତେଲେଙ୍ଗାନାର କରିମନଗର ଜିଲାରେ ଏକ ଇନୋଭା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ସେଥିରେ ଥିବା ନବବିବାହିତ ବର ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ଗୁରୁତର ଆହତ ହୋଇଥିବା ନବବଧୂ ଓ ଅନ୍ୟ ତିନିଜଣଙ୍କୁ…
Read More...

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏପ୍ରିଲ ୨ ତାରିଖରୁ ସମସ୍ତ ବିଦ୍ୟାଳୟକୁ ସକାଳୁଆ କରିବା ପାଇଁ  ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।  ସକାଲ ୬ଟା୩୦ ସମୟରେ ବିଦ୍ୟାଳୟ ଖୋଲା ହୋଇ ୧୦ଟା ୩୦…
Read More...

ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ରାଜସ୍ଥାନରେ ବିଧେୟକ ଗୃହୀତ

ଜୟପୁର : ୧୨ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ରାଜସ୍ଥାନ ସରକାର ବ୍ୟବସ୍ଥା କରିଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ବିଧାନସଭାରେ ନୂଆ ବିଧେୟକ ଗୃହୀତ ହୋଇଛି।…
Read More...

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ କେନ୍ଦ୍ର ନିକଟରେ ପୁଣି ଦାବି କରିବୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ନିକଟରେ ଓଡିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଗରୁ ଏଥିପାଇଁ ଦାବି କରାଯାଉଛି  ଓ ଏହା ଚାଲୁ ରହିବ  ବୋଲି ସେ ଗଣ…
Read More...

ସିଏମ୍‌ସି ଆସନ ସଂରକ୍ଷଣ ମାମଲାରେ ୭ ଜଣଙ୍କୁ ନୋଟିସ୍‌ ଜାରି କଲେ ହାଇକୋର୍ଟ

କଟକ: ସିଏମ୍‌ସି ବା କଟକ ମହାନଗର ନିଗମରେ ଆସନ ସଂରକ୍ଷଣ ମାମଲାରେ ୭ ଜଣଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟ ନୋଟିସ ଜାରି କରିଛନ୍ତି ।  ରାଜ୍ୟ ନିର୍ବାଚନ କମିଶନଙ୍କ ସହ ୭ ଜଣଙ୍କୁ ଏ ବିଷୟରେ ନିଜର ଉତ୍ତର ରଖିବାକୁ  ଅଦାଲତ…
Read More...

ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉଦ୍‌ଯାପିତ

ପିପିଲି:ମଙ୍ଗଳବାର ମଧ୍ୟରାତ୍ରରୁ ଚିତ୍ତାକର୍ଷକ ଆତସବାଜିରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ହରିରାଜପୁରର ପଞ୍ଚୁଦୋଳ ମେଳଣ ଶୁକ୍ରବାର ଅପରାହ୍ନରେ ଗୋଧୂଳୀ ଲଗ୍ନରେ ୪ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ମେଳରେ ରଙ୍ଗୀନ ଫଗୁ ଖେଳରେ ଶେଷ…
Read More...

ଖାଦ୍ୟ ପରଷିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ !

କେବଳ ରୋଷେଇ ନୁହେଁ ଖାଦ୍ୟ ପରଷିବା ମଧ୍ୟ ଏକ କଳା ଅଟେ । କୁହାଯାଏ ସଠିକ୍ ଢଙ୍ଗରେ ଖାଦ୍ୟ ପରଷା ଗଲେ ତାହାର ସ୍ବାଦ ଦୁଇ ଗୁଣ ହୋଇଯାଏ । ଆସନ୍ତୁ ଜାଣିବା ଖାଦ୍ୟ ପରଷିବା ସମୟରେ କେଉ ଦିଗ ପ୍ରତି ଧ୍ୟାନ ଦେବେ ।…
Read More...

ମୁଶାରଫଙ୍କୁ ଗିରଫ ନିର୍ଦେଶ

ଇସଲାମାବାଦ : ପାକିସ୍ତାନର ସ୍ୱତନ୍ତ୍ର ପ୍ରାଧିକରଣ ଅଦାଲତ ରାଷ୍ଟ୍ରଦ୍ରୋହ ମାମଲାରେ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଗିରଫଦାରୀ ପାଇଁ ନିର୍ଦେଶ ଦେଇଛନ୍ତି । ୭୩ ବର୍ଷିୟ ମୁଶରଫଙ୍କ ନାମରେ ୨୦୦୭ରେ ଦେଶରେ…
Read More...

ରାଉରକେଲାରୁ ୯ କ୍ୱିଣ୍ଟାଲ ଗୁଟୁଖା ଓ ୬ ଲକ୍ଷ ଟଙ୍କା ଜବତ

ରାଉରକେଲା: ରାଜଗାଙ୍ଗପୁରରୁ ଏକ ଗାଡିରୁ  ୯ କ୍ୱିଣ୍ଟାଲ ଗୁଟୁଖା  ଓ ୬ ଲକ୍ଷଟଙ୍କା ଜବତ କରିଛି ପୁଲିସ । ଏହା ସହ ୧୦ଟି ରୂପା ମୁଦ୍ରା, ଗାଡି ଓ ଅନ୍ୟାନ୍ର ସାମଗ୍ରୀ ଜବତ ହୋଇଛି । ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ…
Read More...

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଚାରିଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଚାରିଦିନିଆ ଗସ୍ତରେ ଆସି ଶୁକ୍ରବାର ଭାରତରେ ପହଞ୍ଚୁଛନ୍ତି । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ, ରାଜନୈତିକ ଆଦି ଅନେକ କ୍ଷେତ୍ରରେ ସଂପର୍କକୁ ସୁଦୃଢ଼…
Read More...

ହାଫିଜ ସଇଦର ରାଜନୈତିକ ଦଳକୁ ପଞ୍ଜିକରଣ ଅନୁମତି

ଇସଲାମାବାଦ : ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସଇଦ ଦ୍ୱାରା ପ୍ରତିଷ୍ଠିତ ମିଲ୍ଲି ମୁସଲିମ୍‌ ଲିଗ (ଏମ୍‌ଏମ୍‌ଏଲ)କୁ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିବାକୁ ଇସଲାମବାଦ ହାଇକୋର୍ଟ ଗୁରୁବାର…
Read More...

ଯୁବତୀ ଚାଲାଣ ଅଭିଯୋଗରେ ଯୁବକ ଗିରଫ

ରାଉରକେଲା/କେନ୍ଦ୍ରାପଡା : ଦୁବାଇ ଏବଂ ମଧ୍ୟପ୍ରାଚ୍ୟ ଦେଶକୁ ଯୁବତୀ ଚାଲାଣ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀ ପୁଲିସ କେନ୍ଦ୍ରାପଡାରୁ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ତା’ର ନାମ ବିଶ୍ୱଜିତ ମଲିକ। ଗତ…
Read More...

କେଉଁ ରାଜ୍ୟଗୁଡିକରେ ବାପାଙ୍କ ପରେ ପୁଅ ବା ଝିଅ ହୋଇଛନ୍ତି ମୁଖ୍ୟମନ୍ତ୍ରୀ

କନରାଡ୍ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ହେବା ପରେ ରାଜନୀତିରେ ବଂଶବାଦ ତାଲିକାରେ ଏବେ ଏହି ରାଜ୍ୟ ସାମିଲ ହୋଇଛି । କେବଳ ଯେ ରାଜନୀତିରେ ବଂଶବାଦର ବୃଦ୍ଧି ହୋଇଛି ତାହା ନୁହେଁ ବଂର ଅତି କମରେ ସେମାନଙ୍କ ଦୁଇ ପିଢୀ…
Read More...

କଂଗ୍ରେସ ନାମରେ ମୁସଲମାନ ଦଳ ଦାଗ : ସୋନିଆ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶୁକ୍ରବାର ମୋଦି ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପି ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହନ ଦେଇ କଂଗ୍ରେସ ନାମରେ ମୁସଲମାନ ଦଳ ହେବାର ଦାଗ ଲଗାଇଛି…
Read More...

କାର୍ତ୍ତିଙ୍କୁ ଇଡି ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ସିବିଆଇ ଦ୍ୱାରା ଗିରଫ କାର୍ତ୍ତି ଚିଦମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି । ମାର୍ଚ୍ଚ ୯ରେ ତାଙ୍କ ସିବିଆଇ ରିମାଣ୍ଡ ଶେଷ ହେଉଛି । ଏହା ପରେ…
Read More...

ଆପ୍‌ ବିଧାୟକ ପ୍ରକାଶ ଜରୱାଲଙ୍କୁ ଜାମିନ୍‌

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ ମାମଲାରେ ଗିରଫ ଆମ ଆଦମୀ ପାର୍ଟି (ଆପ୍‌) ବିଧାୟକ ପ୍ରକାଶ ଜରୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଜାମିନ୍‌ ପ୍ରଦାନ କରିଛନ୍ତି । ଫେବୃଆରୀ ୧୯ରେ ଦିଲ୍ଲୀ…
Read More...

ନାନ୍ଦପୁର ପଞ୍ଚାୟତରେ ଖାଉଟିଙ୍କୁ ମିଳୁଛି ପୋକରା ଓ ଗୋଡି ମିଶା ଚାଉଳ

ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତରେ ଖାଉଟିଙ୍କୁ ମିଳୁଛି ପୋକରା, ଖୁଦ ଓ ଗୋଡି ମିଶା ଚାଉଳ । ଏହାକୁ ନେଇ ଖାଉଟିମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଚଳିତମାସ…
Read More...

ଗାନ୍ଧିଙ୍କ ସ୍ୱାକ୍ଷର ଫଟୋ ୪୧,୮୦୬ ଡଲାରରେ ନିଲାମ

ୱାଶିଂଟନ : ମହତ୍ମା ଗାନ୍ଧିଙ୍କ ହସ୍ତାକ୍ଷର ସମ୍ବଳିତ ଏକ ଦୁର୍ଲଭ ଫଟୋ (ଛବି) ଆମେରିକାରେ ୪୧,୮୦୬ ଡଲାରରେ ନିଲାମ ହୋଇଛି । ଏହି ଫଟୋରେ ଗାନ୍ଧିଙ୍କ ସହ ମଦନ ମୋହନ ମାଲଭିୟ ଅଛନ୍ତି । ବୋଷ୍ଟନସ୍ଥିତ ଆରଆର ଅକ୍ସନ…
Read More...

ଗଛରେ ପିଟି ହେଲା ବାଇକ, ୩ ମୃତ

ମୋହନା: ମୋହନା ଥାନା ଚନ୍ଦ୍ରଗିରି ତିବ୍ବତ କଲୋନୀ ନିକଟରେ ଥିବା ଛିଟିଙ୍ଗ ଘାଟିରେ ଏକ ବାଇକ ଗଛକୁ ପିଟି ହୋଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତ ମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲା…
Read More...

ମଇରେ କିମ୍‌-ଟ୍ରମ୍ପ ସାକ୍ଷାତକାର!

ୱାଶିଂଟନ : ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ସୁଧୁରିବାର ସଂକେତ ମିଳିଛି । ଏପର୍ଯ୍ୟନ୍ତ ପରସ୍ପର ସହ ବାକ୍‌ ଯୁଦ୍ଧରେ ଲିପ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ…
Read More...

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିପ୍ଳବ

ଅଗରତାଲା : ତ୍ରିପୁରାର ଦଶମ ମୁଖ୍ୟମନ୍ତ୍ରୀ ଭାବେ ବିପ୍ଳବ ଦେବ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ତଥାଗତ ରାୟ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଅଗରତାଲାଠାରେ ଆୟୋଜିତ ଏହି ଶପଥପାଠ…
Read More...

ବିରାଟ ଓ ଅନୁଷ୍କାଙ୍କ ଭଳି ଏମାନେ ବି ବିଦେଶରେ କରିବେ କି ବିବାହ ?

‘ଗୋଲିଓଁ କି ରାସଲୀଲା- ରାମଲୀଲା’ ଫିଲ୍ମରୁ ଆରମ୍ଭ ହୋଇଥିଲା ସେମାନଙ୍କ ପ୍ରେମକାହାଣୀ। ଏବେ ଦୁହେଁ ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡି। ଏମାନେ ହେଲେ ଦୀପିକା ପାଦୁକୋନ୍‌ ଏବଂ ରଣବୀର ସିଂହ। ଏବେ ଖୁବ୍‌ ଶୀଘ୍ର ଦୁହେଁ…
Read More...

ରାଜ୍ୟସଭା ପାଇଁ ୩ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର : ରାଜ୍ୟସଭା ପାଇଁ ବିଜେଡି ପକ୍ଷରୁ ସୌମ୍ୟ ରଂଜନ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଚ୍ୟୁତ ସାମନ୍ତ ବିଧିବଦ୍ଧ ଭାବେ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣି ଅଫିସ୍‌ର ନିକଟରେ…
Read More...

ପରଲୋକରେ ସୁଫି ଗାୟକ ପ୍ୟାରେଲାଲ

ଅମୃତସର : ପଞ୍ଜାବର ବର୍ଷୀୟାନ ସୁଫି ଗାୟକ ପ୍ୟାରେଲାଲ ୱାଡାଲିଙ୍କ ହୃଦ୍‌ଘାତରେ ଶୁକ୍ରବାର ପରଲୋକ ଘଟିଛି । ପ୍ୟାରେଲାଲ ଦେଶରେ ସୁଫି ସଂଗୀତ ପାଇଁ ବେଶ ଲୋକପ୍ରିୟ ହୋଇଥିଲେ । ନିଜ ବଡ଼ ଭାଇ ପୁରନଚନ୍ଦ ୱାଡାଲିଙ୍କ ସହ…
Read More...

‘କୁଛ୍ କୁଛ୍ ହୋତା ହୈ’ର ରିମେକ୍ !

୯୦ଦଶକର ଶେଷ ଭାଗରେ ମୁକ୍ତିଲାଭ କରିଥିବା ‘କୁଛ୍ କୁଛ୍ ହୋତା ହୈ’ ସେ ସମୟର ସୁପରହିଟ୍ ଚଳଚ୍ଚିତ୍ର ଭାବେ ରେକର୍ଡ କରିଥିଲା। କରନ୍ ଜୋହର ନିର୍ଦେଶିତ ତଥା ଶାହରୁଖ ଖାନ୍, କାଜଲ, ରାଣୀ ମୁଖାର୍ଜୀ ଅଭିନୀତ ଦେଶବିଦେଶରେ…
Read More...

ବଣାଇ: ଆଜିଠୁ ବଣାଇରେ ଟ୍ରକ୍‌ ଧର୍ମଘଟ

ବଣାଇ: ଆଜିଠୁ ବଣାଇରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଟ୍ରକ୍‌ ଧର୍ମଘଟ ଡାକରା ଦିଆଯାଇଛି । ଡିଜେଲ ଦର ବୃଦ୍ଧି ହୋଇଥିଲେ ମଧ୍ୟ ଭଡ଼ା ବୃଦ୍ଧି ହେଉ ନଥିବାରୁ ଟ୍ରକ୍‌ ମାଲିକମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏନେଇ ଆଜିଠୁ…
Read More...

ଇଚ୍ଛା ମୃତ୍ୟୁକୁ ବୈଧ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ମରଣାସନ୍ନ ଜଣେ ବ୍ୟକ୍ତିଙ୍କୁ ଇଚ୍ଛା ମୃତ୍ୟୁର ଅଧିକାର ଦେଇଛନ୍ତି । ମରଣାସନ୍ନ ଶଯ୍ୟାଶାୟୀ ବ୍ୟକ୍ତି ଜଣଙ୍କ ଇଚ୍ଛା ମୃତ୍ୟୁ ଅଧିକାର ପାଇଁ ଲେଖିଥିବା ‘ଲିଭିଂ…
Read More...

ଭୂଷଣ ପ୍ଲାଣ୍ଟରରେ ଦୁର୍ଘଟଣା, ୬ ଶ୍ରମିକ ଆହତ

ସମ୍ବଲପୁର: ରେଙ୍ଗାଲି ଠେଲକୁଲି ଭୂଷଣ ପ୍ଲାଣ୍ଟରରେ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ…
Read More...

୧୨୦ ଏକର ଧାନ ଫସଲ ଜାଳିଦେଲେ ଚାଷୀ

ବାଲେଶ୍ବର : ଭୋଗରାଇ ବ୍ଳକ ଗୋପୀନାଥପୁର ପଞ୍ଚାୟତରେ ପ୍ରାୟ ୧୨୦ ଏକର ଧାନ ଫସଲକୁ ଚାଷୀମାନେ ନିଆଁ ଲଗାଇ ଜଳି ଦେଇଛନ୍ତି । ବିଦ୍ୟୁତ ବିଭାଗ ଟ୍ରାନ୍ସଫର୍ମରକୁ ବିଦ୍ୟୁତ ସଂଯୋଗ କଟିଦେବାରୁ ଧାନ ଫସଲ ନଷ୍ଟ ହୋଇଯାଇଥିଲା…
Read More...

କାର୍‌ ଧକ୍କାରେ ବୁଦ୍ଧା ମୃତ, ୨ ଗୁରୁତର

ପିପିଲି :ବିବାହ ସାରି ନବଦମ୍ପତ୍ତିଙ୍କୁ ନେଇ ଯାଉଥିବା ଏକ କାର୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇସିପୁର…
Read More...

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩ ଦଗ୍ଧ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପାଲଘରସ୍ଥିତ ଏମ୍‌ଆଇଡିସି କେମିକାଲ ଫ୍ୟାକ୍ଟ୍ରି(ରାସାୟନିକ କାରଖାନା)ରେ ଭୟାବହ ବିସ୍ଫୋରଣ ଘଟି ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ପ୍ରାଥମିକ…
Read More...

ଟିଡିଏସ୍‌ ଦୁର୍ନୀତିର ଖୋଳତାଡ଼ ; ଓଡ଼ିଶାରେ ୧୦୦ କୋଟି

ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ନିରବ ମୋଦିଙ୍କ ଦ୍ୱାରା ମହାଠକେଇ ପରେ ଏବେ ଆଉ ଏକ ବଡ ଦୁର୍ନୀତିର ପର୍ଦାଫାସ କରିଛି ଆୟକର ବିଭାଗ। ଉତ୍ସରୁ ଟିକସ ବାଦ୍‌ (ଟିଡିଏସ୍‌) ଅର୍ଥ ପଇଠ କ୍ଷେତ୍ରରେ…
Read More...

୨୯ ମହିଳା ଓ ୯ ଅନୁଷ୍ଠାନକୁ ରାଷ୍ଟ୍ରପତି ପୁରସ୍କାର: ସାବରମତୀଙ୍କୁ ନାରୀଶକ୍ତି ସମ୍ମାନ

ନୟାଗଡ଼: ଅନ୍ତର୍ଜାତୀୟ ମହିଳା ଦିବସରେ ଓଡ଼ିଶାର ସ୍ୱନାମଧନ୍ୟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସାବରମତୀଙ୍କ ସମେତ ଦେଶର ୨୯ ଜଣ ପ୍ରତିଷ୍ଠିତ ନାରୀ ପ୍ରତିଭା ଏବଂ ୯ଟି ଅନୁଷ୍ଠାନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ…
Read More...

ଶ୍ରୀମନ୍ଦିର ଜଗମୋହନ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ବିଚାରପତି

ପୁରୀ: ଶ୍ରୀମନ୍ଦିର ଜଗମୋହନ ସ୍ଥିତି ନିଜେ ଅନୁଧ୍ୟାନ କରିଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନିତ ଶରଣ। ମରାମତି ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଥିବା ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ…
Read More...

ଶୋଷଣ ବିରୋଧୀ ସଂଗ୍ରାମରୁ ସୃଷ୍ଟି ହୁଏ ବଞ୍ଚିବାର ରାହା

କଟକ: ନିର୍ଯାତନାର ବିରୋଧ କରିଛି ବାଳକ ‘ବାନା’; ତା ନୁହେଁ ଯେ, ସେ ହିଂସାର ଜବାବ ହିଂସାରେ ଦେଇଛି। ତା’ ପାଖରେ ପ୍ରତିହିଂସାର ସମ୍ବଳ ଥିଲା କେବଳ ବାଟୁଳି ଖାଡ଼ା। ଏଇଥିରେ ସେ ଶୋଷଣକାରୀ ଟିକାୟତକୁ ଗ୍ରାମ ସଭାରେ ହତ୍ୟା…
Read More...

ଶୁକ୍ରବାର ରାଶିଫଳ

ମେଷ: ବିବାଦୀୟ ପରିସ୍ଥିତି ଉପୁଜିବାର ସୂଚନା ମିଳୁଛି। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟାବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ ମନଯୋଗୀ ହେବେ। ଖେଳରେ ସତର୍କ ରହିବେ।…
Read More...

ଖୁଣ୍ଟା: କାଜୁ ବଗିଚା ଜଳିଗଲା

ଖୁଣ୍ଟା: ମୟୂରଭଞ୍ଜ ଜିଲା ଖୁଣ୍ଟା ଟିଟିଆ ଛକ ନିକଟ ବଡ଼ଫେଣି କାଜୁ ବଗିଚାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର କାଜୁ ଗଛ ନଷ୍ଟ ହୋଇଛି। ଖୁଣ୍ଟା ଦମକଳ ବାହିନୀ ନିଅାଁ ଲିଭାଇବାକୁ ଚେଷ୍ଟା…
Read More...

ପିଏନ୍‌ବି ମହାଠକେଇ : ଋଣ ପାଇଁ ୩୨୧ କୋଟିର ଜାଲିଆତି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ମହାଠକେଇର କାର୍ପଟପଦାର ନିରବ ମୋଦିଙ୍କ ପିଛା ଛାଡୁନି ସିବିଆଇ। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଗୁରୁବାର ଋଣ ସୁବିଧା ପ୍ରଦାନରେ ୩୨୧ କୋଟି…
Read More...

ଟି୨୦: ଭାରତର ସହଜ ବିଜୟ

କଲମ୍ବୋ: ନିଦାହାସ୍‌ ଟ୍ରଫି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଗୁରୁବାର ୨ୟ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ସହଜରେ ୬ ୱିକେଟରେ ଭାରତ ପରାସ୍ତ କରିଛି। ଭାରତୀୟ ବୋଲର ନିୟମିତ ୱିକେଟ…
Read More...

ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ଫଳ

୫୭ କେନ୍ଦ୍ରରେ ୨୦ରୁ ଖାତା ଦେଖା ପ୍ରଶ୍ନପତ୍ର ପ୍ରଘଟ କେବଳ ଗୁଜବ: ଶିକ୍ଷାମନ୍ତ୍ରୀ ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ପରୀକ୍ଷା ଖାତା ଦେଖା ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ୫୭ଟି କେନ୍ଦ୍ରରେ ଏହି ଖାତା ଦେଖା…
Read More...

ମାର୍ଚ୍ଚ ୨୩ରେ ବିଜେପି ସାଂସଦଙ୍କ ବୈଠକ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ମାର୍ଚ୍ଚ ୨୩ରେ ସମସ୍ତ ବିଜେପି ସାଂସଦଙ୍କ ବୈଠକ ହେବାକୁ ଯାଉଛି।…
Read More...

ଆହ୍ଲାବାଦ ହାଇକୋର୍ଟରେ ସ୍ଥାୟୀ ବିଚାରପତି ପାଇଁ ଚାରିଜଣଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟରେ ଆଉ ଚାରିଜଣ ସ୍ଥାୟୀ ବିଚାରପତିଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ଗୁରୁବାର ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଜେ.ଚେଲମେଶ୍ୱର…
Read More...

ବିକାଶ ପ୍ରକ୍ରିୟାରେ ମହିଳାଙ୍କ ଦକ୍ଷତା ପ୍ରତିଫଳିତ

- ଆନ୍ତର୍ଜାତିକ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା - ୫ ଜିଲାରେ ‘ୱାନ୍‌ ଷ୍ଟପ୍‌ ସେଣ୍ଟର’ ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସର ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ‘ନୂଆ…
Read More...

ଲୋଗୋ ଓଲଟାଇଲା ମ୍ୟାକ୍‌ଡୋନାଲଡ୍‌

ନୂଆଦିଲ୍ଲୀ : ଗୁରୁବାର ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଖ୍ୟାତିସମ୍ପନ୍ନ ଫାଷ୍ଟଫୁଡ୍‌ ବ୍ୟାବସାୟିକ କମ୍ପାନୀ ‘ମ୍ୟାକ୍‌ଡୋନାଲଡ୍‌’ ନିଜର ଲୋଗୋକୁ ଓଲଟା କରିଛି। ପୂର୍ବରୁ ଏହା…
Read More...

ପୁଲିସର ଗୋଇଠା ମାଡରେ ଗାଡ଼ିରୁ ପଡି ଗର୍ଭବତୀଙ୍କ ମୃତ୍ୟୁ

ତିରୁଚିରାପାଲି : ବିଶ୍ୱ ମହିଳା ଦିବସ ଅବସରରେ ଗୁରୁବାର ଏକ ଅମାନବୀୟ ଘଟଣା ଲୋକଲୋଚନକୁ ଆସିଛି। ଜନୈକ ପୁଲିସ ଅଧିକାରୀଙ୍କ ଗୋଇଠା ମାଡ଼ରେ ଜଣେ ଗର୍ଭବତୀ ମହିଳା ଗାଡ଼ିରୁ ପଡି ପ୍ରାଣ ହରାଇଛନ୍ତି। ଅଭିଯୁକ୍ତ ପୁଲିସ…
Read More...

୪ ବର୍ଷ ହୋଇପାରେ ବିଏଡ୍‌ ପାଠ୍ୟକ୍ରମ

ଲକ୍ଷ୍ନୌ: ବିଏଡ୍‌ ପାଠ୍ୟକ୍ରମରେ ପୁଣି ପରିବର୍ତ୍ତନ ହେବାକୁ ଯାଉଛି। ପ୍ରାରମ୍ଭରେ ଏକ ବର୍ଷ ଥିବା ଏହି ପାଠ୍ୟକ୍ରମ ଦୁଇ ବର୍ଷ କରାଗଲା, ଏବେ ଏହି ପାଠ୍ୟକ୍ରମ ୪ ବର୍ଷ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଲଏଲବି…
Read More...

ଶ୍ରୀଲଙ୍କା ଦଙ୍ଗା ଘଟଣାରେ ଆଉ ୧୦ ଗିରଫ

କଲମ୍ବୋ : ଶ୍ରୀଲଙ୍କାର କାଣ୍ଡି ପ୍ରଦେଶରେ ଉପୁଜିଥିବା ସାଂପ୍ରଦାୟିକ ଦଙ୍ଗା ଘଟଣାରେ ପୁଲିସ ଗୁରୁବାର ଆଉ ୧୦ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଦଙ୍ଗାର ମୁଖ୍ୟ ଷଡଯନ୍ତ୍ରକାରୀ ରହିଥିବା ଜଣାପଡିଛି। ଫଳରେ ମୋଟ…
Read More...

ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟସରକାରଙ୍କ ପକ୍ଷରୁ ଗୁରୁବାର ଆଇପିଏସ୍‌ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ କେତେକ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ଭିତ୍ତିରେ ବଦଳି କରାଯାଇଥିବାବେଳେ ଆଉ…
Read More...

ସୁ କୀ’ଙ୍କ ପୁରସ୍କାର ପ୍ରତ୍ୟାହୃତ

ୱାଶିଂଟନ : ଆମେରିକାର ହୋଲୋକଷ୍ଟ୍‌ ମ୍ୟୁଜିୟମ ପକ୍ଷରୁ ମିଁ୍ୟାମାର ରାଷ୍ଟ୍ରମୁଖ୍ୟ (ଷ୍ଟେଟ୍‌ କାଉସସେଲର) ଅଙ୍ଗ୍‌ ସାନ୍‌ ସୁ କୀଙ୍କୁ ପ୍ରଦାନ କରାଯାଇଥିବା ମାନବାଧିକାର ପୁରସ୍କାରକୁ ପ୍ରତ୍ୟାହାର କରାଯାଇଛି।…
Read More...

ସିପିଏମ କାର୍ଯ୍ୟାଳୟରେ ଆଶ୍ରୟ ନେବେ ମାଣିକ ସରକାର

ଅଗରତାଲା : ଦୀର୍ଘ କୋଡିଏ ବର୍ଷ ଧରି ରାଜ୍ୟକୁ ଶାସନ କରିବାପରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ବର୍ତ୍ତମାନ ସରକାରୀ ବଙ୍ଗଳା ଛାଡି ସିପିଏମ କାର୍ଯ୍ୟାଳୟରେ ସପରିବାର ଆଶ୍ରୟ ନେବାକୁ ଯାଉଛନ୍ତି। ଚଳିତ…
Read More...

ଜୟାଙ୍କୁ ପୁଣି ପ୍ରାର୍ଥୀ କରିବ ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ : ଆଗାମୀ ରାଜ୍ୟସଭା ନିର୍ବାଚନରେ ଜୟା ବଚ୍ଚନ ସମାଜବାଦୀ ପାର୍ଟି ଟିକଟରେ ଉତ୍ତର ପ୍ରଦେଶରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି। ପୂର୍ବରୁ ରାଜ୍ୟସଭା ଟିକଟ ହାର୍ଦୋଇ ବିଧାୟକ ନରେଶ ଅଗ୍ରୱାଲଙ୍କୁ…
Read More...

ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମାଡ ଘଟଣାର ଜେରା ; ଆପ୍‌ର ଆଉ ଦୁଇ ବିଧାୟକଙ୍କୁ ଡକରା

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ମରାଯାଇଥିବା ଘଟଣାରେ ପୁଲିସ ଗୁରୁବାର କ୍ଷମତାସୀନ ଆପ୍‌ (ଆମ୍‌ ଆଦମୀ ପାର୍ଟି)ର ଆଉ ଦୁଇ…
Read More...

ୱାଇଫାଇ ବନ୍ଦ କରିବାରୁ ସ୍ତ୍ରୀଙ୍କୁ ନିସ୍ତୁକମାଡ଼

ହାଇଦରାବାଦ: ୱାଇଫାଇ ବନ୍ଦ କରିବାକୁ ନେଇ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ନିସ୍ତୁକମାଡ଼ ମାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ହାଇଦରାବାଦ ସୋମାଜିଗୁଡ଼ା ଅଞ୍ଚଳରେ। ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସମ୍ପୃକ୍ତ…
Read More...

ଆଫଗାନିସ୍ତାନରେ ତାଲିବାନୀ ଆକ୍ରମଣ ; ୫ ମୃତ

କାବୁଲ: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟ ଉପରେ ଆକ୍ରମଣ ଘଟଣାରେ ଜଣେ ପୁଲିସ୍‌ ଅଧିକାରୀ ପ୍ରାଣ ହରାଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଆଞ୍ଚଳିକ ପୁଲିସ୍‌ ଚଫ୍‌ ଜେନେରାଲ୍‌ ଅବଦୁଲ…
Read More...

‘ଚ ଫର୍‌ ଚୋର୍‌’ ପଢୁଛନ୍ତି ଝାଡ଼ଖଣ୍ଡ ଶିଶୁ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର କୁଟି ଗ୍ରାମସ୍ଥିତ ଏକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଯେଭଳି ଶିକ୍ଷା ଦିଆଯାଉଛି, ତାହା ଦେଶର ଆଭ୍ୟନ୍ତରୀଣ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଗ୍ରାମସ୍ଥିତ…
Read More...

ଟିଡିପିର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା

ନୂଆଦିଲ୍ଲୀ : ଟିଡିପିକୁ କେନ୍ଦ୍ରର ଏନଡିଏ ସରକାରରେ କାଏମ ରଖିବା ପାଇଁ ବିଜେପିର ପ୍ରୟାସ ଫେଲ ମାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତେଲୁଗ୍‌ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ…
Read More...

ରାଜନେତାଙ୍କୁ  ବିଭିନ୍ନ ନିଗମ ଏବଂ ବୋର୍ଡରେ ଥଇଥାନ

ମୁନ୍ନା ଖାଁ କାଜୁ ନିଗମର ଅଧ୍ୟକ୍ଷ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର  କେତେକ  ରାଜନେତାଙ୍କୁ  ବିଭିନ୍ନ ନିଗମ ଏବଂ ବୋର୍ଡରେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଚଳଚ୍ଚିତ୍ର ବୋର୍ଡ଼ର ଅଧ୍ୟକ୍ଷ ଥିବା…
Read More...

ରବିଶଙ୍କରଙ୍କ ବିରୋଧରେ ଅଭିଯୋଗ ଦାଖଲ

ଲକ୍ଷ୍ନୌ : ଅଯୋଧ୍ୟା ମାମଲାରେ କୋର୍ଟ ମନ୍ଦିର ସପକ୍ଷରେ ରାୟ ନ ଦେଲେ ସିରିଆ ପରି ଭାରତରେ ମଧ୍ୟ ରକ୍ତପାତ ହେବ ବୋଲି କହି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ବିବାଦୀୟ ମନ୍ତବ୍ୟକୁ ବିଭିନ୍ନ ମହଲରୁ ନିନ୍ଦା…
Read More...

ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ତେଲୁଗ୍‌ ଦେଶମ ପାର୍ଟି (ଟିଡିପି) କେନ୍ଦ୍ରର ଏନଡିଏ ସରକାରରୁ ଓହରିଯିବା ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଡିପି ମୁଖ୍ୟ ତଥା…
Read More...

ସଚିବାଳୟରେ ମହୁମାଛି ଆକ୍ରମଣ

ଭୁବନେଶ୍ୱର: ସଚିବାଳୟ ପରିସରରେ ଗୁରୁବାର ଅପରାହ୍ନରେ  ମହୁମାଛି ଆକ୍ରମଣ କରିଛନ୍ତି । ଆଦିବାସୀମାନଙ୍କ  ସହ ମୁଖ୍ୟମନ୍ତ୍ରଙ୍କର ଏକ ଫଟୋ ସୁଟ କାର୍ଯ୍ୟକ୍ରମ ଥିବା ବେଳେ  ଏହି ଘଟଣା ଘଟିଛି । ରାଜ୍ୟରେ ଥିବା ୬୨ ଟି…
Read More...

କୁପୱାଡାରେ ଯବାନଙ୍କ ଆତ୍ମହତ୍ୟା

ଶ୍ରୀନଗର : ଜାମ୍ମୁ କାଶ୍ମୀର କୁପୱାଡା ଜିଲାରେ ମୁତୟନ ଜଣେ ୩୬ ବର୍ଷିୟା ସୈନିକ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୮ ରାଷ୍ଟ୍ରୀୟ ରାଇଫଲରେ ମୁତୟନ…
Read More...

କର୍ଣ୍ଣାଟକର ଅଲଗା ପତାକାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନୂଆ ନିର୍ବାଚନୀ ଗୋଟିଚାଳନା ବିଜେପିକୁ ଅଡୁଆରେ ପକାଇଛି । କର୍ଣ୍ଣାଟକ ରାଜ୍ୟ ପାଇଁ ପ୍ରସ୍ତୁତ ଏକ ଅଲଗା ରାଜ୍ୟ ପତାକାକୁ ସିଦ୍ଧରମୈୟାଙ୍କ କ୍ୟାବିନେଟ…
Read More...

ନିରବ ମୋଦିଙ୍କ ବିରୋଧରେ ସିବିଆଇର ସାନି ମାମଲା

ନୂଆଦିଲ୍ଲୀ : ପିଏନବି ବ୍ୟାଙ୍କ ଦୁର୍ନୀତି ମାମଲାରେ ଭାରତରୁ ଫେରାର ହୋଇଯାଇଥିବା ଗହଣା ବ୍ୟବସାୟୀ ନିରବ ମୋଦିଙ୍କ ବିରୋଧରେ ସିବିଆଇ ସାନି ମାମଲା ରୁଜ୍ଜୁ କରିଛି। ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ ପକ୍ଷରୁ ନିରବ…
Read More...

ଆପ୍‌ ବିଧାୟକଙ୍କ ହାଜତ ମିଆଦ ୧୪ ଦିନ ବଢିଲା

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆମ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନ ଏବଂ ପ୍ରକାଶ ଜରୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ୧୪ ଦିନ…
Read More...

ବାଲକ୍ରିଷ୍ଣ ଦୋଷୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପ୍ରଥମ ଭାରତୀୟ  ସ୍ଥପତି ଭାବେ ସମ୍ମାନ ଜନକ ପ୍ରିଜ୍‌କର ପୁରସ୍କାର ପାଇଁ ମନୋନୀତ ନୂଆଦିଲ୍ଲୀ : ପ୍ରଥମ ଭାରତୀୟ  ସ୍ଥପତି ଭାବେ  ଡକ୍ଟର ବାଲକ୍ରିଷ୍ଣ ଦୋଷୀ ସମ୍ମାନ ଜନକ ପ୍ରିଜ୍‌କର ପୁରସ୍କାର ପାଇଁ ମନୋନୀତ…
Read More...

ହାଦିଆ ବିବାହକୁ ସ୍ୱୀକୃତି, ସ୍ୱାମୀ ସହ ରିହିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେରଳର ବହୁ ଚର୍ଚ୍ଚିତ ଲଭ୍‌ ଜିହାଦ ମାମଲାରେ ମୁସଲମାନ ଧର୍ମ ଗ୍ରହଣ କରିଥିବା ହାଦିଆ ଓରଫ ଅଖିଳାର ନିକାହ ବା ବିବାହକୁ ସୁପ୍ରିମକୋର୍ଟ ଗୁରୁବାର ସ୍ୱୀକୃତି ପ୍ରଦାନ କରିବା ସହ ସ୍ୱାମୀ ସହ ରହିବାକୁ…
Read More...

ସ୍ବାମୀଙ୍କ ଅନୁପସ୍ଥିତିରେ ଅନ୍ୟତ୍ର ବିବାହ କଲେ ସ୍ତ୍ରୀ

ରାଉରକେଲା: ବିବାହ ପରି ଏକ ପବିତ୍ର ସମ୍ପର୍କରେ ପୁଣି ଲାଗିଛି କଳଙ୍କ । ସ୍ବାମୀ ଘରେ ନ ଥିବାର ସୁଯୋଗ ନେଇ ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି ସ୍ତ୍ରୀ । ଏଭଳି ଲଜ୍ୟାଜନକ ଘଟଣା ପୁଣି ରାଉରକେଲାର ବନ୍ଧମୁଣ୍ଡାରେ ଘଟିଛି ।…
Read More...

ନୂଆପଡ଼ା ଏନଏସି ନିର୍ବାଚନ ଉପରେ ରହିତାଦେଶ ଜାରି

କଟକ: ଆଜି ଓଡ଼ିଶା ହାଇକୋର୍ଟ ନୂଆପଡ଼ା ଏନଏସି ନିର୍ବାଚନ ଉପରେ ରହିତାଦେଶ ଜାରି କରିଛି । ଆସନ୍ତା ୧୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ରାଜ୍ୟ ନିର୍ବାଚନ ଅଧିକାରୀ ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ, ବରଗଡ଼…
Read More...

ଅଚଳାବସ୍ଥା ଜାରୀ : ଉଭୟ ଗୃହ ମୁଳତବୀ

ନୂଆଦିଲ୍ଲୀ : ସଂସଦର ଉଭୟ ଗୃହକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ଲୋକସଭାକୁ ଗୁରୁବାର ଦିନକ ପାଇଁ ଏବଂ ରାଜ୍ୟସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପରେ ରାଜ୍ୟସଭାକୁ ମଧ୍ୟ ଦିନକ ପାଇଁ…
Read More...

ଶେଷ ହେଲା ମାଟ୍ରିକ ପରୀକ୍ଷା, ୨୦ରୁ ଖାତା ଦେଖା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ  ୨୦୧୮ ମାଟ୍ରିକ ପରୀକ୍ଷା ଗୁରୁବାର ଶେଷ ହୋଇଛି। ପରୀକ୍ଷା ଖାତାର ମୂଲ୍ୟାୟନ ୨୦ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ୫୭ଟି ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା…
Read More...

ଘରେ କର୍ପୁର ଜାଳିଲେ ମିଳିବ ଏହି ଚତ୍ମକାରୀ ଶୁଭ ଫଳ

ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ପୂଜାରେ କର୍ପୁର ଜଳାଯାଇଥାଏ । ଦେବାଦାବୀଙ୍କୁ ପ୍ରସନ୍ନ କରେ କର୍ପୁର ଆଳତୀ  । ଏହାସହ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ।ପୂଜା ସମୟରେ କର୍ପୁର ଜାଳିବା ଦ୍ୱାରା ଘରର ବାତାବରଣ…
Read More...

ଏମ୍ସର ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ କମିଶନରେଟ୍‌ ପୁଲିସର ଦିଲ୍ଲୀ ଯାତ୍ରା

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର ଦ୍ୱିତୀୟ ବର୍ଷର ନିଖୋଜ ଜମ୍ମୁକାଶ୍ମୀର ଛାତ୍ର ସୋହେଲ୍‌ ଏଜାଜ୍‌ଙ୍କୁ ଖୋଜିବା ପାଇଁ କମିଶନରେଟ୍‌ ପୁଲିସ୍‌ର ଏକ ତିନି ଜଣିଆ ଦଳ ଦିଲ୍ଲୀ ଯାତ୍ରା କରିଛି । ଗୁରୁଗ୍ରାମରେ ନିଖୋଜ…
Read More...

ଦାଉଦର ସହଯୋଗୀ ଫାରୁକ୍‌ ଟକ୍‌ଲା ଗିରଫ

ନୂଆଦିଲ୍ଲୀ : ଅଣ୍ଡର ୱାର୍ଲଡ ଡନ୍‌ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ମୁସ୍ତାକ ମହମ୍ମଦ ଫାରୁକ ଓରଫ୍‌ ଫାରୁକ୍‌ ଟକ୍‌ଲାକୁ ସିବିଆଇ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଗିରଫ କରିଛି। ଫାରୁକ୍‌…
Read More...

‘ଜିରୋ’ରେ କ୍ୟାଟ୍ରିନାଙ୍କ ହିରୋ ଶାହାରୁଖ୍ ନୁହେଁ, ଅନ୍ୟ କେହି ! ଜାଣନ୍ତୁ ସେ କିଏ

ଆନନ୍ଦ ଏଲ. ରାଏ ନିର୍ଦେଶିତ ରୋମାଣ୍ଟିକ୍-ଡ୍ରାମା ଚଳଚ୍ଚିତ୍ର ‘ଜିରୋ’ରେ ମୁଖ୍ୟ ଭୂମିକାରେ ଶାହରୁଖ୍, କ୍ୟାଟ୍ରିନା କେଫ୍ ଓ ଅନୁଷ୍କା ଶର୍ମା ଅିଭନୟ କରୁଛନ୍ତି। ସମୀକ୍ଷକ ତଥା ପ୍ରଶଂସକ ମହଲରେ ଏହି ଚଳଚ୍ଚିତ୍ରକୁ ନେଇ…
Read More...

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରିଓ

ନୂଆଦିଲ୍ଲୀ : ନାଗାଲାଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି)ର ନେତା ନେଇଫିଉ ରିଓ ଗୁରୁବାର ଶପଥ ଗ୍ରହଣ କରଛନ୍ତି। ରାଜ୍ୟପାଳ ବି.ପି ଆଚାର୍ଯ୍ୟ…
Read More...

ଶଯ୍ୟାରେ ପରୀକ୍ଷା ଦେଲେ ରୋଗୀ ଛାତ୍ରୀ

ଯେ କୌଣସି ପରିସ୍ଥିତିକୁ ଲଢ଼ି ଆଗକୁ ବଢ଼ିବା ହିଁ ସାହସିକତାର ପରିଚୟ। ଏହି କଥାକୁ ପ୍ରମାଣିତ କରିଛନ୍ତି ଜଲନ୍ଧରନିବାସୀ ଦଶମଶ୍ରେଣୀ ଛାତ୍ରୀ ଖୁସି। ସ୍ଥାନୀୟ ବିଦ୍ୟାଳୟରେ ପଢ଼ୁଥିବା ଖୁସି ଜାନୁଆରୀ ଶେଷ ସପ୍ତାହରେ…
Read More...

ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ସ୍ଥାନୀୟଲୋକ ରାସ୍ତାରୋକ

ବଡ଼ସାହି: ବୈଶିଙ୍ଗା-ମାଣତ୍ରୀ ରାସ୍ତାର ଉତ୍ତରପାଳ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ମାଡ଼ି ଯିବାରୁ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଲଗି ରହିବା ସହ ସ୍ଥାନୀୟଲୋକ…
Read More...

ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ରେଳ ଧାରଣାରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଛି । ଜିଆରପ ପୁଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଯୁବକଙ୍କ କୌଣସି ପରିଚୟ…
Read More...

ବନକଲାଗି ନୀତି ଯୋଗୁଁ ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ଅପରାହ୍ଣ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଯୋଗୁଁ ଶ୍ରୀମନ୍ଦିର ୫ ଘଣ୍ଟା ବନ୍ଦ ରହିବ । ନୀତି ସମ୍ପନ୍ନ ପରେ ରାତି ପ୍ରାୟ ୮ଟା ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କର…
Read More...

ମାଓବାଦୀ ଓ ବିଏସଏଫ ଯବାନ ମୁହାଁମୁହିଁ, ୨ ଯବାନ ସହିଦ

ମାଲକାନଗିରି: ମାଓବାଦୀ ଓ ବିଏସଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଛତିଶଗଡ଼ କାଙ୍କେର ଜଙ୍ଗଲରେ ମାଓବାଦୀ ଓ ବିଏସଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ୨ ଯବାନ ସହିଦ ହୋଇଥିବା ନେଇ ସୂଚନା…
Read More...

ଦୂଷିତ ପାଣି ପିଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଥୁଆମୂଲରାମପୁର ବ୍ଲକର କାଟଘରା ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ ମାନେ ଦୂଷିତ ପାଣି ପିଇ ଅସୁସ୍ଥ ହୋଇ ପଡିଛନ୍ତି । ୧୯ଜଣ ଛାତ୍ରଛାତ୍ରୀ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଭବାନୀପାଟଣା…
Read More...

ଋଣ ବାଣ୍ଟି ମହାଶକ୍ତି ହେବା ଲକ୍ଷ୍ୟରେ ଚୀନ

ୱାଶିଂଟନ : ବିଶ୍ୱର ମହାଶକ୍ତି ହେବା ପାଇଁ ଚୀନ ଏକ ନୂଆ ଋଣନୀତି ଆପଣାଇଛି । ଏହି ଋଣ ନୀତିରେ ବିଭିନ୍ନ ଦେଶକୁ ଋଣ ଓ ଆର୍ଥିକ ସାହଯ୍ୟ ଦେଇ ଚୀନ ନିଜ ପଟକୁ ଆଣିବାରେ ଲାଗିଛି । ଆମେରିକା ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ…
Read More...

ପୁରୁଷଙ୍କ ତୁଳନାରେ ଭାରତୀୟ ମହିଳାଙ୍କ ଦରମା ୨୦% କମ୍‌ : ସର୍ବେକ୍ଷଣ

ନୂଆଦିଲ୍ଲୀ : ଭାରତରେ କାର୍ଯ୍ୟରତ ମହିଳାଙ୍କ ଦରମା ପୁରୁଷଙ୍କ ତୁଳନାରେ ୨୦% କମ୍‌ ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି । ରିପୋର୍ଟ ଅନୁସାରେ ଦରମା ନିର୍ଦ୍ଧାରଣ କ୍ଷେତ୍ରରେ କର୍ମଚାରୀ ପୁରୁଷ କି ମହିଳା ତାହା ଗୁରୁତ୍ୱ…
Read More...

ମହିଳା ଓ ବୃଦ୍ଧ ବନ୍ଦୀଙ୍କୁ ମୁକ୍ତ କରିବେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ : ଭାରତ ଏବଂ ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ଥିବା ଉଭୟ ଦେଶର ମହିଳା ଓ ୭୦ ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧଙ୍କ ମୁକ୍ତି ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହି କ୍ରମରେ ଭାରତର ବିଭିନ୍ନ ଜେଲରେ…
Read More...

ରାଜସ୍ଥାନ ପୌର ପରିଷଦ ନିର୍ବାଚନରେ କଂଗ୍ରେସର ବାଜିମାତ

ଜୟପୁର : ରାଜସ୍ଥାନର ଦୁଇ ଲୋକସଭା ଏବଂ ଗୋଟିଏ ବିଧାନସଭା ଆସନ ଉପନିର୍ବାଚନରୁ ଆରମ୍ଭ ହୋଇଥିବା କଂଗ୍ରେସର ବିଜୟ ଅଭିଯାନ ଅବ୍ୟାହତ ରହିଛି । ରାଜସ୍ଥାନର ପଞ୍ଚାୟତ ସମିତି, ଜିଲା ପରିଷଦ, ନଗରପାଳିକା ଓ ପୌର ପରିଷଦ…
Read More...

ସମ୍ମତି ଭିତ୍ତିରେ ବିବାହ କରିଥିବା ସାବାଳକ ଦମ୍ପତିଙ୍କ ଉପରେ କେହି ହସ୍ତକ୍ଷେପ କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ପରସ୍ପରର ସମ୍ମତି ଭିତ୍ତିରେ ବିବାହ କରିଥିବା ସାବାଳକ ଦମ୍ପତିଙ୍କ ଉପରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ…
Read More...

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ବିଏସ୍‌ଏଫ ଯବାନଙ୍କ ଉପରୁ ଦଣ୍ଡାଦେଶ ହଟିଲା

ନୂଆଦିଲ୍ଲୀ : ବିଏସଏଫ ଯବାନଙ୍କ ଦରମା କଟାଯିବା ଭଳି ଦଣ୍ଡାଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାପସନ୍ଦ କରିବା ପୂର୍ବକ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ…
Read More...

ସାମ୍ବାଦିକ କଲ୍ୟାଣ ରାଶି ୨୦ଲକ୍ଷରୁ ୧ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ : ଦୁର୍ଦ୍ଦିନ ସମୟରେ ସାମ୍ବାଦିକ କଲ୍ୟାଣ ଯୋଜନାରେ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ଦିଆଯାଉଥିବା ସହାୟତା ରାଶିର ପରିମାଣ ୨୦ଲକ୍ଷରୁ ୧କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବୁଧବାର ଏ ନେଇ କେନ୍ଦ୍ର ସୂଚନା…
Read More...

କେନ୍ଦ୍ର ସରକାରରୁ ଅଲଗା ହେଲା ଟିଡିପି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆ ନ ଯିବା ପ୍ରସଙ୍ଗରେ ଅସନ୍ତୁଷ୍ଟ ତେଲୁଗ ଦେଶମ ପାର୍ଟି (ଟିଡିପି) କେନ୍ଦ୍ର ସରକାରରୁ ଅଲଗା ହେବାର ନିଷ୍ପତ୍ତି ନେଇଛି । ଟିଡିପି ଅଧ୍ୟକ୍ଷ ତଥା…
Read More...

ଗୁରୁବାର ରାଶିଫଳ

ମେଷ: ମାନସିକ ସ୍ତରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ…
Read More...

ଆନ୍ଧ୍ରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ସମ୍ଭବ ନୁହେଁ: ଜେଟଲୀ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ନେଇ ହୋଇ ଆସୁଥିବା ଦାବି ଉପରେ ବୁଧବାର କେନ୍ଦ୍ର ସରକାର ମୁହଁ ଖୋଲିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ…
Read More...

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

କଲକାତା : ତ୍ରିପୁରାରେ ଭ୍ଲାଡିମୀର ଲେନିନ୍‌ ଓ ତାମିଲନାଡୁରେ ପେରିୟାରଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଥିବା ଘଟଣା ବର୍ତ୍ତମାନ ଦେଶର ରାଜନୈତିକ ବାତାବରଣକୁ ସରଗରମ କରିଥିବାବେଳେ ବୁଧବାର ସିପିଏମ ସମର୍ଥକମାନେ କଲକାତା…
Read More...

ଜିତେନ୍ଦ୍ରଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା

ସିମଳା : ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ବିରୋଧରେ ଏକ ଯୌନ ନିର୍ଯାତନା ମାମଲା ରୁଜୁ କରାଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଘଟଣାଟି ଆଜକୁ ୪୭ ବର୍ଷ ପୂର୍ବେ ହିମାଚଳ ପ୍ରଦେଶର ରାଜଧାନୀ ସିମଳା ସହରରେ ଘଟିଥିଲା…
Read More...