QNETIC – Mobile

ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୩୨୫ କୋଟି ଟଙ୍କା ଭଡ଼ା ବାକି

ନୂଆଦିଲ୍ଲୀ : ଭିଭିଆଇପିଙ୍କ ବିମାନ ଯାତ୍ରା ବାବଦରେ ସରକାର ଏୟାର ଇଣ୍ଡିଆକୁ ୩୨୫ କୋଟି ଟଙ୍କାର ବକେୟା ଭଡା ପ୍ରଦାନ କରିବେ ବୋଲି ଜଣାପଡିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ଏ ବାବଦରେ ଭଡା…
Read More...

୧୩ରେ କେଜରିୱାଲଙ୍କ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ସିଲିଂ କାର୍ଯ୍ୟକ୍ରମ ଯୋଗୁଁ ବ୍ୟବସାୟୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଆଲୋଚନା କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆସନ୍ତା ୧୩ରେ ଏକ…
Read More...

ପାକିସ୍ତାନର ଅଭିଯୋଗ ; ପାକ୍‌ କୂଟନୀତିଜ୍ଞଙ୍କୁ ହଇରାଣ କରୁଛି ଭାରତ

ଇସଲାମାବାଦ : ଭାରତରେ ଅବସ୍ଥାପିତ ପାକ୍‌ କୂଟନୀତିଜ୍ଞଙ୍କୁ ଉଦ୍ଦେଶ୍ୟମୂଳକଭାବେ ହଇରାଣ କରାଯାଉଛି ବୋଲି ପାକ୍‌ ସରକାର ଅଭିଯୋଗ କରିଛନ୍ତି। ଏ ପ୍ରସଙ୍ଗରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଓ ଇସଲାମାବାଦସ୍ଥିତ…
Read More...

ଚାନ୍ଦିମାଲ ୨ଟି ମ୍ୟାଚ୍‌ରୁ ବାସନ୍ଦ

କଲମ୍ବୋ : ଧିମା ଓଭର ହାର ପାଇଁ ଶ୍ରୀଲଙ୍କା ଅଧିନାୟକ ଦିନେଶ ଚାନ୍ଦିମାଲ ଚଳିତ ନିଦାହାସ୍‌ ଟ୍ରଫି ଟି୨୦ ଟୁର୍ଣ୍ଣାମେଣ୍ଟର ୨ଟି ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ଶନିବାର ବାଂଲାଦେଶ ବିରୋଧରେ ଘରୋଇ ଶ୍ରୀଲଙ୍କା ଦଳ…
Read More...

ଜଙ୍ଗଲ ନିଆଁରେ ଜଳିଗଲେ ୪ ଛାତ୍ର

ଚେନ୍ନଇ : ତାମିଲନାଡୁର ଥେନି ଜିଲା କୁରେଙ୍ଗିନି ଜଙ୍ଗଲରେ ରବିବାର ବଡ ଧରଣର ନିଆଁ ଲାଗିଥିବାବେଳେ ସେଠାକୁ ଟ୍ରେକିଂ (ପର୍ବତାରୋହଣ) ପାଇଁ ଯାଇଥିବା ୪ ଜଣ ଛାତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଟ୍ରେକିଂ ପାଇଁ ଯାଇଥିବା…
Read More...

ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଆର୍‌ବିଆଇ ଅଡିଟ୍‌

ବ୍ୟାବସାୟିକ କାରବାର, ଫାଇନାନ୍ସ, ଏଲ୍‌ଓୟୁ ଉପରେ ଗୁରୁତ୍ୱ ନୂଆଦିଲ୍ଲୀ  : ଦେଶରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ବଢି ଚାଲିଥିବା ଠକେଇ ଘଟଣାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)…
Read More...

ଭୋଟର କାର୍ଡ ସହ ଆଧାର ସଂଯୋଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଭୋଟ ପରିଚୟ ପତ୍ର ସହିତ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ କରିବା ନେଇ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆୟୋଗଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ସଂଶୋଧିତ ପିଟିସନ ଦାୟର…
Read More...

ମହିଳା ହକି: ଅନ୍ତିମ ମ୍ୟାଚ୍‌ ଡ୍ର ; ଭାରତ ସିରିଜ୍‌ ଜିତିଲା

ସିଓଲ : ଭ୍ରମଣକାରୀ ଭାରତ ଓ ଘରୋଇ ଦକ୍ଷିଣ କୋରିଆ ମହିଳା ହକି ଦଳ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାସିଂତ ଭାବେ ଶେଷ ହୋଇଛି। ଏହି ସିରିଜ୍‌କୁ ଭାରତ ୩-୧ରେ…
Read More...

ଗାଡି ଚୋରୀ ରାକେଟର ପର୍ଦ୍ଦାଫାସ୍‌ ; ଚୋରୀ ଗାଡି ଉଦ୍ଧାର

ରାଉରକେଲା : ରାଉରକେଲା ପ୍ଲାଣ୍ଟ ସାଇଟ୍‌ ପୁଲିସ ଏକ ଗାଡି ଚୋରୀ ରାକେଟର ପର୍ଦ୍ଦାଫାସ୍‌ କରିବାରେ ସକ୍ଷମ ହୋଇଛି। ଏହା ସହିତ ସେମାନଙ୍କଠାରୁ ଲୁଟ୍‌ ହୋଇଥିବା ଗାଡି ଉଦ୍ଧାର ହୋଇଛି। ୫ଜଣ ଗାଡିଚୋରଙ୍କୁ ଗିରଫ କରିବା ସହ…
Read More...

ବେତନ ବୃଦ୍ଧି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ଦୃଷ୍ଟାନ୍ତ ସୃଷ୍ଟି କଲେ କାନାଡାର ଶତାଧିକ ଡାକ୍ତର କ୍ୟୁବେକ୍‌ : ସାଧାରଣତଃ ବେତନ ବୃଦ୍ଧି ପ୍ରସ୍ତାବକୁ ସବୁସ୍ତରରେ ସ୍ୱାଗତ କରାଯାଇଥାଏ। ତେବେ ଏହି ପ୍ରସଙ୍ଗରେ କାନାଡାର ଶତାଧିକ ଡାକ୍ତର ଏକ ବିରଳ ଦୃଷ୍ଟାନ୍ତ…
Read More...

୧୫ରେ ନୂଆ ଦଳ ଘୋଷଣା କରିବେ ଦିନାକରନ୍

ଚେନ୍ନଇ : ଏଆଇଏଡିଏମକେର ବିଦ୍ରୋହୀ ଗୋଷ୍ଠୀ ନେତା ଟି.ଟି.ଭି.ଦିନାକରନ୍ ଆସନ୍ତା ୧୫ରେ ନୂତନ ଦଳ ଗଠନ ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାପଡିଛି। ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଏଡିଏମକେରେ ନେତୃତ୍ୱ ପ୍ରସଙ୍ଗକୁ…
Read More...

କଂଗ୍ରେସର ନୈଶ ଭୋଜିରୁ ଦୂରରେ ରହିବ ବିଜେଡି !

ଭୁବନେଶ୍ୱର: ୟୁପିଏରର ଅଧ୍ୟକ୍ଷା  ସୋନିଆ ଗାନ୍ଧୀ  ବିରୋଧି ଦଳ ଓ ସମାନ ଚିନ୍ତାଧାରା ରଖୁଥିବା ଦଳର ନେତାମାନଙ୍କ ପାଇଁ ନୈଶ ଭୋଜିର ଆୟୋଜନ କରିଛନ୍ତି ।  ମାତ୍ର ବିଜୁ ଜନତା ଦଳ ଏହି ନୈଶ ଭୋଜିରେ ଅଂଶ ଗ୍ରହଣ କରିବା…
Read More...

ନିଦାହାସ୍‌ ଟ୍ରଫି : ଭାରତ-ଶ୍ରୀଲଙ୍କା ୨ୟ ମୁକାବିଲା

କଲମ୍ବୋ : ନିଦାହାସ୍‌ ଟ୍ରଫି ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟରେ ସୋମବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଟୁର୍ଣ୍ଣାମେଣ୍ଟର ଏହା ୪ର୍ଥ ଲିଗ୍‌ ମ୍ୟାଚ୍‌ ହୋଇଥିବା ବେଳେ ଭାରତ ଓ ଶ୍ରୀଲଙ୍କା ୨ୟ ଥର ପାଇଁ…
Read More...

୩ଟି ଲୋକସଭା ଏବଂ ୨ଟି ବିଧାନସଭା ଉପନିର୍ବାଚନ ପାଇଁ ମତଦାନ

ଲକ୍ଷ୍ନୌ/ପାଟନା : ଉତ୍ତର ପ୍ରଦେଶର ଦୁଇଟି ଓ ବିହାରର ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ରବିବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ଗୋରଖପୁରରେ ୪୩ ପ୍ରତିଶତ ଓ ଫୁଲପୁରରେ ୩୭.୩୯ପ୍ରତିଶତ ମତଦାନ ହୋଇଥିବା ସୂଚନା…
Read More...

ଋଣ ଛାଡ ଦାବି : ମୁମ୍ବଇରେ ପହଞ୍ଚିଲେ ୩୫,୦୦୦ ଚାଷୀ

ସୋମବାର ବିଧାନସଭା ଘେରାଓ ମୁମ୍ବଇ : କୃଷି ଋଣ ଛାଡ କରିବା ପାଇଁ ଦାବି ଜଣାଇବାକୁ ମୁମ୍ବଇରେ ପହଞ୍ଚିଛନ୍ତି ୩୫,୦୦୦ କୃଷକ । ପାଞ୍ଚ ଦିନ ଧରି ଦୀର୍ଘ ୧୮୦ କିଲୋମିଟର ଚାଲି ଚାଲି ମହାରାଷ୍ଟ୍ର ନାସିକ ଜିଲ୍ଲାର ୩୫,୦୦୦…
Read More...

ପିତାଙ୍କ ହତ୍ୟାକାରୀକୁ କ୍ଷମା କରିଛୁ: ରାହୁଲ ଗାନ୍ଧୀ

କୁଆଲାଲାମ୍ପୁର:   ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀମାନଙ୍କୁ କ୍ଷମା କରିଦେଇଥିବା କଥା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ପ୍ରକାଶ କରିଛନ୍ତି । ସେ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ରାଜୀବଙ୍କୁ ହତ୍ୟା କରିଥିବା…
Read More...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନାଓ୍ୱାଜ ସରିଫଙ୍କ ଉପରକୁ ଜୋତାମାଡ

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଉପରକୁ ଜୋତା ମାଡ ହୋଇଛି ।  ଲାହୋରର ଏକ ସଭାରେ ଉଦ୍‌ବୋଧନ ଦେଉଥିବା ସମୟରେ ତାଙ୍କ ଉପରକୁ ଜୋତା ମାଡ ହୋଇଛି ।  ସରିଫଙ୍କର କାନ୍ଧରେ ଏହି ଜୋତା ମାଡ…
Read More...

ଭାରତ ଦୃତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥନୀତି ଆଡ଼କୁ ଗିତ କରୁଛି : ଆଇଏମ୍‌ଏଫ

ନୂଆଦିଲ୍ଲୀ : ଭାରତ ଦୃତ ଅଭିବୃଦ୍ଧି ସମ୍ପନ୍ନ ପ୍ରମୁଖ ଅର୍ଥନୀତି ଆଡ଼କୁ ଗତି କରୁଛି ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ୍‌) କହିଛି। ବିମୁଦି୍ରକରଣ ଏବଂ ସାମଗ୍ରୀ ଓ ସେବାକର ଲାଗୁ ହେବା ପରେ ଭାରତୀୟ…
Read More...

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର:  ଲୁଇଶିଙ୍ଗା ବ୍ଲକ୍‌ ଅନ୍ତର୍ଗତ ପତରା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରାଯାଇଛି । ଉଭୟ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବେ ବୋଲି ପାରିପାର୍ଶ୍ବ ଅବସ୍ଥାରୁ ଅନୁମାନ କରାଯାଉଛି ।…
Read More...

୩୨ କୋଟି ଆଧାର ନମ୍ବର ସହ ସଂଯୋଗ ହୋଇଛି ଭୋଟର ଆଇଡି 

ବେଙ୍ଗାଲୁରୁ : ଦେଶରେ ବର୍ତ୍ତମାନ ସୁଦ୍ଧା ୩୨ କୋଟି ଆଧାର ନମ୍ବରକୁ ଭୋଟର ଆଇଡ ସହ ସଂଯୋଗ କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର୍‌ ଓମ୍‌ ପ୍ରକାଶ ରାୱତ୍‌ ଏହି ସୂଚନା ଦେଇଛନ୍ତି। ସୁପ୍ରିମ୍‌କୋର୍ଟରେ ଚାଲିଥିବା…
Read More...

ଆଜୀବନ ଚୀନର ରାଷ୍ଟ୍ରପତି ରହିବେ ସି ଜିନ୍‌ ପିଙ୍ଗ୍‌

ବେଜିଂ: ସି ଜିନପିଙ୍ଗ ଆଜୀବନ ଚୀନର  ରାଷ୍ଟ୍ରପତି ରହିବାର ପଥ ପରିଷ୍କାର ହୋଇଛି । ରବିବାରରେ ସଂସଦରେ ବସିଥିବା ବୈଠକରେ  ତାଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି । ଆଗରୁ ଚୀନରେ ଥିବା ରାଷ୍ଟ୍ରପତି ହେବାର ୨ଟି…
Read More...

ବାଳ ଅପରାଧୀଙ୍କର ଥଇଥାନ ଆବଶ୍ୟକ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

କଟକ: କଟକରେ ଆୟୋଜିତ ଜୁଡିସିଆଲ ଏକାଡେମୀର ରାଜ୍ୟସ୍ତରୀୟ ସମ୍ମିଳନୀ ‘ଜୁଭେନାଇଲ ଜଷ୍ଟିସ୍: ଇସ୍ୟୁ ଆଣ୍ଡ ଚ୍ୟାଲେଞ୍ଜ’ ଆଲୋଚନା ଚକ୍ରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଯୋଗ ଦେଇଛନ୍ତି । ବାଳ…
Read More...

୨୦୨୨ ସୁଦ୍ଧା ଭାରତ ଅଣ ପାରମ୍ପରିକ ଉତ୍ସରୁ ୧୭୫ ଜିଗାୱାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବ : ମୋଦି

ଆନ୍ତର୍ଜାତିକ ସୌର ମେଣ୍ଟ ସମ୍ମେଳନ ଉଦଘାଟିତ ନୂଆଦିଲ୍ଲୀ :୨୦୨୨ ସୁଦ୍ଧା ଭାରତ ଅଣ ପାରମ୍ପରିକ ଉତ୍ସରୁ ୧୭୫ ଜିଗାୱାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛି । ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ରିହାତି ଏବଂ…
Read More...

ପୁଲିସ ଜାଲରେ ଅନଃଜିଲା ବାଇକ୍ ଲୁଟେରା ଗ୍ୟଙ୍ଗ

ରାଉରକେଲା: ପୁଲିସ ଜାଲରେ ଧରାପଡିଛି ଅନଃଜିଲା ବାଇକ୍ ଲୁଟେରା । ଆଜି ରାଉରକେଲା ପୁଲିସ ୫ ଜଣ ଅନଃଜିଲା ବାଇକ୍ ଚୋରଙ୍କୁ ଗିରଫ କରିଛି । ଗିରଫ ବେଳେ ସେମାନଙ୍କ ନିକଟରୁ ୧୫ଟି ଚୋରା ଜବତ ହୋଇଛି । ପ୍ରାୟ ୧୦୦ରୁ ଅଧିକ…
Read More...

ଖଣ୍ଡପଡ଼ା ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ, କେନ୍ଦ୍ରପଡାରୁ ପୁଣି ଆସିଲା ସମାନ ଅଭିଯୋଗ

କଟକ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା କଣ୍ଟିଲୋ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହେବା ଘଟଣାରେ ଆଜି ପୁଲିସ ଜଣଙ୍କୁ ଗିରଫ କରିଛି । ଭିଡିଓରେ ଦୃଶ୍ୟମାନ ଥିବା ଛାତ୍ରଙ୍କୁ ପୁଲିସ କରି…
Read More...

ନିଖୋଜ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

କଟକ: ଶୁଦସାଇଲୋ ଗାଁରୁ ନିଖୋଜ ନାବାଳିକା ଘଟଣାର ପୁଲିସ ପର୍ଦ୍ଦାଫାସ୍ କରିଛି । ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି । ଦୁର୍ବୃତ୍ତମାନେ ହତ୍ୟା ପରେ ମୃତଦେକୁ କୁଣ୍ଡାଗାଁରେ ପୋତି…
Read More...

ଜାଣନ୍ତୁ କିପରି କାମଳ ରୋଗର ଚିକିତ୍ସା ପ୍ରାକୃତିକ ଉପାୟରେ କରିବେ !

କାମଳ ରୋଗରେ ମୂଳାଭସ୍ମ ଚମତ୍କାର ପରିଣାମ ଦେଖାଏ । ମୂଳା ମିଳୁଥିବା ସମୟରେ କିଛି ମୂଳା ଆଣି ଛୋଟଛୋଟ ଖଣ୍ଡକରି କାଟି ଏକ ମାଟି ହାଣ୍ଡିରେ ରଖି ଧୀର ଆଞ୍ଚରେ ବସାନ୍ତୁ । ପାତ୍ରର ମୁହଁକୁ କପଡା ଦ୍ୱାରା ବାନ୍ଧିଦେଇ ମଝିରେ…
Read More...

ରାସ୍ତା ତଳକୁ ଖସି ପଡିଲା ବସ୍

ମାଲକାନାଗିରି: ମାଲକାନାଗିରି ଥାନା ଅନ୍ତର୍ଗତ ସିନ୍ଦ୍ରିମାଲ ଗାଁ ନକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ମାଲକାନାଗିରି ଆସୁଥିବା ଏକ ଯାତ୍ରୀବାହୀ ବସ୍ ରାସ୍ତା ତଳକୁ ଖସି ପଡିଛି । ଏଥିରେ କେହି ଆହତ ହୋଇ…
Read More...

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ରୋଗୀଙ୍କ ସମ୍ପର୍କୀୟଙ୍କୁ ପିଟିଲେ ଡାକ୍ତର

ଭୁବନେଶ୍ୱର: ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଘଟିଛି । ଏଭଳି ଅଭିଯୋଗ କୌଣସି ବିଚ୍ଛିନ୍ନ ଅଞ୍ଚଳରୁ ନୁହେଁ ବଂର ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଥିବା ଏମ୍ସ ହସ୍ପିଟାଲରୁ ଆସିଛି । ଏହାକୁ ନେଇ ଏମ୍ସ ହସ୍ପିଟାଲ…
Read More...

କଟକରେ ଏନକାଉଣ୍ଟର୍; ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର, ଏସସିବିରେ ଭର୍ତ୍ତି

କଟକ: କଟକରେ ପୁଣି ଏନକାଉଣ୍ଟର୍ । ଏଥିରେ ଦୁର୍ଦାନ୍ତ ଅପରାଧୀ ମଙ୍ଗୁ ଓ ଲିପୁ ଗୁରୁତର ହୋଇଛନ୍ତି।  ଏନକାଉଣ୍ଟର ବେଳେ କମିଶନରେଟ ପୁଲିସ ଦୁହିଙ୍କ ଠାରୁ ଦୁଇଟି ମାଉଜର ଓ ୧୭ ରାଉଣ୍ଡ ଗୁଳି ଜବତ କରିଛି । ଏନକାଉଣ୍ଟରରେ…
Read More...

କଟା ଗୋଡ଼କୁ ରୋଗୀଙ୍କ ତକିଆ ଭାବେ ବ୍ୟବହାର କଲେ ଡାକ୍ତର

ଝାନ୍ସି : ଉତ୍ତର ପ୍ରଦେଶ ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ପୁଣି ଏକ ଚରମ ଅବହେଳା ଦେଖିବାକୁ ମିଳିଛି । ଝାନ୍ସିସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ଡାକ୍ତରମାନେ ବସ୍‌ ଦୁର୍ଘଟଣାରେ ଗୁରୁତର ଜଣେ ରୋଗୀର ଗୋଟିଏ…
Read More...

କଟକ ପୁଲିସ୍‌ର ଏନକାଉଣ୍ଟର, ଦୁଇ ଅପରାଧୀ ଆହତ

କଟକ : କଟକ ସଦର ଥାନା ଅଞ୍ଚଳରେ ରବିବାର ଭୋରୁ ଏନକାଉଣ୍ଟର ଘଟିଛି। ଏଥିରେ ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି। ସଦର ଥାନା ୱାଲମୀ ନିକଟରେ ପୁଲିସ ରାତିରେ ପ୍ରହରା ଦେଉଥିବାବେଳେ ଦୁଇଟି ବାଇକରେ ଦୁଇଜଣ ୱାଲିମୀ ଆଡ଼କୁ…
Read More...

ଦୁବାଇ ରାଜକୁମାରୀଙ୍କ ଦେଶ ଛାଡ଼ି ପଳାୟନ

ୱାଶିଂଟନ : ଦୁବାଇର ଶାସକ ମୋହମ୍ମଦ ବିନ ରାଶିଦ ଅଲ ମାକତୌମଙ୍କ ଝିଅ ତଥା ରାଜକୁମାରୀ ଶେଖ୍‌ ଲାତିଫା ସ୍ୱୀଧନ ଭାବେ ବଞ୍ଚିବା ପାଇଁ ଦେଶ ଛାଡ଼ି ପଳାଇଛନ୍ତି । ସେ ଏକ ସ୍ୱାଧୀନ ଓ ସାଧାରଣ ଜୀବନ ଜିଇବାକୁ ଚାହୁଁଛନ୍ତି ।…
Read More...

ଭାରତକୁ ଆଉ ୩୬ ରାଫେଲ ବିକିବାକୁ ଚାହୁଁଛି ଫ୍ରାନ୍ସ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ରାଜିନାମାକୁ ନେଇ ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ରର ବିଜେପି ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ଫଳରେ ରାଫେଲ ଯୁଦ୍ଧ ବିମାନ ରାଜିନାମା ବିବାଦୀୟ ହୋଇପଡିଛି । ଏଭଳି…
Read More...

ରବିବାର ରାଶିଫଳ

ମେଷ: ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିପାରନ୍ତି। ବାତାବରଣ ସୌହାର୍ଦ୍ୟପୂର୍ଣ୍ଣ ହୋଇପାରେ। ଭାଗ୍ୟଶାଳୀ ହେବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ…
Read More...

ରାଜ୍ୟସଭା ନିର୍ବାଚନ; ବିଏସ୍‌ପିକୁ କଂଗ୍ରେସର ସମର୍ଥନ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନରେ ବହୁ ଜନ ସମାଜବାଦୀ ପାର୍ଟି (ବସପା)କୁ ସମର୍ଥନ ଦେବାକୁ କଂଗ୍ରେସ ଘୋଷଣା କରିଛି । ବିଧାନସଭାରେ ବିଏସ୍‌ପି ବିଧାୟକ ଦଳ ନେତା ଲାଲଜୀ ବର୍ମାଙ୍କ ସହ ସାକ୍ଷାତକାର ପରେ…
Read More...

ଆଗରୁ ରାହୁଲଙ୍କୁ ଭେଟିଥିଲେ ଗୁଜରାଟରେ ବିଜେପି ଜିତିନଥାନ୍ତା : ହାର୍ଦ୍ଦିକ

ମୁମ୍ବଇ : ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନ ଭେଟିବା ଏକ ଭୁଲ ଥିଲା । ଏହି ନିର୍ବାଚନ ପୂର୍ବରୁ ରାହୁଲଙ୍କ ସହ ସେ ମିଶିଥିଲେ ଗୁଜରାଟରେ ବିଜେପି ଶାସନକୁ ଆସିନଥାନ୍ତା…
Read More...

ନିଦାହାସ୍‌ ଟ୍ରଫି ଟି୨୦: ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶର ଚମକପ୍ରଦ ବିଜୟ

କଲମ୍ବୋ : ନିଦାହାସ୍‌ ଟ୍ରଫି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଶନିବାର ଏକ ଚମକପ୍ରଦ ବିଜୟ ହାସଲ କରିଛି ବାଂଲଦେଶ। ଏହି ତି୍ରରାଷ୍ଟ୍ରୀୟର ୩ୟ ମ୍ୟାଚ୍‌ରେ ଆୟୋଜକ ଶ୍ରୀଲଙ୍କାକୁ ୫ ୱିକେଟରେ ବାଂଲାଦେଶ ପରାସ୍ତ କରିଛି।…
Read More...

ମୁଁ ପ୍ରଧାନମନ୍ତ୍ରୀ ହୋଇଥିଲେ ବିମୁଦ୍ରାୟନ ଦଲିଲିକୁ ଚିରି ଫିଙ୍ଗିଦେଇଥାନ୍ତି: ରାହୁଲ

କୁଆଲାଲୁମ୍ପପୁର : ସେ ଯଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ବିମୁଦ୍ରାୟନ ସମ୍ପର୍କିତ ଦଲିଲ୍‌ (କାଗଜପତ୍ର)କୁ ଚିରି ଅଳିଆଗଦାରେ ଫିଙ୍ଗିଦେଇଥାନ୍ତେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି। ସେ କହିଛନ୍ତି…
Read More...

୫ ବର୍ଷରେ ‘ନୋଟା’କୁ ୧.୩୩ କୋଟି ଭୋଟ୍‌

ନୂଆଦିଲ୍ଲୀ : ଭାରତୀୟ ଭୋଟିଂ (ମତଦାନ) ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ସ୍ୱରୂପ ‘ନନ୍‌ ଅଫ୍‌ ଦି ଏବଭ୍‌ (ନୋଟା)’ ବ୍ୟବସ୍ଥାର ପ୍ରଚଳନକୁ ଇତିମଧ୍ୟରେ ପାଞ୍ଚ ବର୍ଷ ପୂର୍ତ୍ତି ହୋଇଛି। ଇତିମଧ୍ୟରେ ‘ନୋଟା’ର ବହୁଳ…
Read More...

ଭାରତୀୟ ଯବାନଙ୍କ ମାଣ୍ଡାରିନ୍‌ ଶିକ୍ଷା ନେଇ ଚିନ୍ତାରେ ଚୀନ

ନୂଆଦିଲ୍ଲୀ : ଇଣ୍ଡୋ-ତିବ୍ଦତ ସୀମାରେ ମୁତୟନ ଭାରତୀୟ ଯବାନ ସମ୍ପ୍ରତି ଏହି ରାଷ୍ଟ୍ରରେ ପ୍ରଚଳିତ ‘ମାଣ୍ଡାରିନ୍‌’ ଭାଷା ଶିକ୍ଷା ଲାଭ କରୁଛନ୍ତି। ଏଥିକ୍ରମେ ନିକଟରେ ଇଣ୍ଡୋ-ତିବ୍ଦତ ସୀମାନ୍ତ ପୁଲିସ (ଆଇଟିବିପି)ର ୨୫…
Read More...

ଭିସୁଟ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ, ପୁଲିସ୍ ମୁତୟନ

ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ବୈଷୟିକ ମହାବିଦ୍ୟାଳୟ (ଭିସୁଟ)ର ଦୁଇଟି ଛାତ୍ରାବାସ ଅନ୍ତେବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଛାତ୍ରଙ୍କ ମଧ୍ୟରେ ମାରପିଟ ସହ ଖଣ୍ଡାରେ ହଣାହଣି ଘଟିଥିବା ସୂଚନା ମିଳିଛି । କିଛି…
Read More...

ଆଜ୍‌ଲାନ୍‌ ଶାହା ହକି: ଭାରତକୁ ୫ମ ସ୍ଥାନ

ଇପୋ (ମାଲେସିଆ) : ଏଠାରେ ଖେଳାଯାଉଥିବା ଆଜ୍‌ଲାନ୍‌ ଶାହା ହକି ପ୍ରତିଯୋଗିତାରେ ଭାରତକୁ ୫ମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଶନିବାର ଖେଳାଯାଇଥିବା ସ୍ଥାନ ନିରୂପଣ ମ୍ୟାଚ୍‌ରେ ଭାରତ ୪-୧ ଗୋଲ୍‌ରେ ଆୟରଲାଣ୍ଡକୁ…
Read More...

ପ୍ରଧାନମନ୍ତ୍ରୀଙ୍କ ଧରମ ଭଉଣୀ ବିୟୋଗ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶତାୟୁ ଧରମ ଭଉଣୀ ସର୍‌ବତୀ ଦେବୀଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ସର୍‌ବତୀ ମୋଦିଙ୍କର ରକ୍ତ ସମ୍ପର୍କୀୟ ନୁହନ୍ତି। ସେ ମୋଦିଙ୍କୁ…
Read More...

ତଟରକ୍ଷୀ ବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ମୁମ୍ବଇ : ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଶନିବାର ମହାରାଷ୍ଟ୍ରର ରାୟଗଡ ଜିଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବଇରୁ ହେଲିକପ୍ଟରଟି ନିୟମିତ ଉଡାଣ ଆରମ୍ଭ କରିବାର ୨୫ ମିନିଟ ମଧ୍ୟରେ ଏଥିରେ ଯାନ୍ତ୍ରିକ…
Read More...

ପିପିଲି ହେଉଛି କଳା ଓ ସଂସ୍କୃତିର ମାଟି

 ଦ୍ୱାଦଶ ଦୟା ମହୋତ୍ସବ ଉଦ୍‌ଘାଟିତ ପିପିଲି : ଓଡିଶାର ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା ଓ ଭାସ୍କର୍ଯ୍ୟ ଅନନ୍ୟ। ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ ବୋଲି ଦ୍ୱାଦଶ ଦୟା…
Read More...

ଇସ୍ରୋ ଅଧ୍ୟକ୍ଷଙ୍କୁ ୱାଇ+ ସୁରକ୍ଷା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଇତିମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଧ୍ୟକ୍ଷ ପ୍ରଫେସର କେ.ସିବନଙ୍କୁ ୱାଇ+ ସୁରକ୍ଷା ଯୋଗାଇ ଦେଇଛନ୍ତି। ପ୍ରଫେସର ସିବନ ଇସ୍ରୋ ଅଧ୍ୟକ୍ଷ ସମେତ ମହାକାଶ ବିଭାଗ ସଚିବ…
Read More...

ଦିଲ୍ଲୀରେ ଦୁଇ ପୁଲିସ ଅଧିକାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଦୁଇଜଣ ପୁଲିସ ଅଧିକାରୀ ଆତ୍ମହତ୍ୟା କରିଛନ୍ତି। ଚାଣକ୍ୟପୁରୀ ଥାନାରେ ସହକାରୀ ସବ୍‌ଇନିସପେକ୍ଟର ଭାବେ କାର୍ଯ୍ୟରତ ୫୨ ବର୍ଷୀୟ ଟି.ପି.ଅନିରୁଦ୍ଧ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା…
Read More...

ସୁରେଶ ଜୋଷୀ ପୁନର୍ବାର ସଂଘର ସାଧାରଣ ସମ୍ପାଦକ ନିର୍ବାଚିତ

ନାଗପୁର : ସୁରେଶ ଜୋଷୀ ପୁନର୍ବାର ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ)ର ସାଧାରଣ ସମ୍ପାଦକ (ସରକାର୍ଯ୍ୟବାହ) ଭାବେ ନିର୍ବାଚିତ ହୋଇଛନ୍ତି। ଭାୟାଜୀ ଭାବେ ପରିଚିତ ଶ୍ରୀ ଜୋଷୀ କ୍ରମାଗତ ୪ର୍ଥ ଥର ପାଇଁ ସାଧାରଣ…
Read More...

ଜାତିସଂଘରେ ପାକିସ୍ତାନକୁ ଭାରତର ଜବାବ; ଏକ ବିଫଳ ଦେଶଠାରୁ ଆମେ ଶିକ୍ଷା ଚାହୁଁ ନାହୁଁ

ଜେନେଭା : ଗଣତନ୍ତ୍ର ପ୍ରତିଷ୍ଠା କ୍ଷେତ୍ରରେ ପାକିସ୍ତାନ ଏକ ବିଫଳ ରାଷ୍ଟ୍ର। ଏପରି ଏକ ବିଫଳ ରାଷ୍ଟ୍ର ଠାରୁ ଗଣତନ୍ତ୍ରର ମୂଲ୍ୟବୋଧ ଓ ମାନବାଧିକାର ସୁରକ୍ଷା ଭଳି ପ୍ରସଙ୍ଗରେ ଭାରତ ଶିକ୍ଷା ଲାଭ କରିବାକୁ ଚାହେଁ ନାହିଁ…
Read More...

ବିମାନବନ୍ଦରରେ କଡ଼ା ସୁରକ୍ଷା

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତକୁ ନେଇ ଏବେ ପୁରା ପ୍ରଶାସନ ଚଳଚଞ୍ଚଳ ଥିବା ବେଳେ ବିମାନବନ୍ଦରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ଆସନ୍ତା ୧୭ ତାରିଖ ଦିନ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର…
Read More...

ଭାରତ-ଫ୍ରାନ୍ସ ମଧ୍ୟରେ ୧୪ ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ : ଆତଙ୍କବାଦ ଦମନଠାରୁ ଆରମ୍ଭ କରି ସାମରିକ ସହଯୋଗ ଓ ବାଣିଜ୍ୟ କାରବାର ଭଳି ବିଭିନ୍ନ କ୍ଷେତ୍ରରେ ପରସ୍ପରର ସହଯୋଗ କରିବାକୁ ଭାରତ-ଫ୍ରାନ୍ସ ସମ୍ମତି ପ୍ରକାଶ କରିଛନ୍ତି। ଏ ନେଇ ଦୁଇଦେଶ ମଧ୍ୟରେ ୧୪ଟି…
Read More...

୧୭ରେ ଖୋଲିବ ବିଜୁ ପଟ୍ଟନାୟକ ସଂଗ୍ରହାଳୟ

ଉଦ୍‌ଘାଟନ କରିବେ ରାଷ୍ଟ୍ରପତି କଟକ : ଚଳିତମାସ ୧୭ ତାରିଖରେ କଟକ ବିଜୁ ପଟ୍ଟନାୟକ ଛକରେ ନୂତନଭାବେ ନିର୍ମାଣ କରାଯାଇଥିବା "ବିଜୁ ପଟ୍ଟନାୟକ ସଂଗ୍ରହାଳୟ'କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିବେ। ପୂର୍ବରୁ…
Read More...

ବହୁ କୋଟି ଟଙ୍କା ଠକେଇ ଅଭିଯୋଗରେ ଦମ୍ପତି ଅଟକ

ଗଞ୍ଜାମ : ସାଇ ଲ୍ୟାଣ୍ଡ ନାମକ ଚିଟ୍ ଫଣ୍ଡ ସଂସ୍ଥା ଜରିଆରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଵ୍ରହ୍ମପୁର ନେହେରୁନଗର ନିବାସୀ ରଜନିକାନ୍ତ ପାଢ଼ୀ ଠକେଇର ଶିକାର ହୋଇଥିବା ନେଇ ଗୋଶାଣିନୁଆଗାଁ ଥାନାରେ  ଲିଖିତ ଅଭିଯୋଗ …
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା ୧ ମୃତ, ୨ ଗୁରୁତର

ଗଞ୍ଜାମ : ଦିଗପହଣ୍ଡି ଥାନା ଅନ୍ତର୍ଗତ ତୁଳାସିଙ୍ଗି ଗାଁ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ…
Read More...

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭବାନୀପାଟଣା : ରାୟଗଡାରୁ ଉତ୍ତରପ୍ରଦେଶର ମଥୁରା ଯାଉଥିବା ଏକ ଟ୍ରକକୁ କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅଧିନରେ ଥିବା ବଡଧାରପୁର ନିକଟରେ ନର୍ଲା ପୋଲିସ ଶନିବାର ଅପରାହ୍ନ ୩ ଘଣ୍ଟା ସମୟରେ ଅଟକ ରଖି ଯାଞ୍ଚ କରିଥିଲେ ।…
Read More...

୫୦ଏକର ଜମି ଜବରଦଖଲ, ହାଇକୋର୍ଟରେ ମାମଲା

କଟକ : ଭୁବନେଶ୍ୱରର କଳାରାହାଙ୍ଗ ମୌଜାରେ ୫୦ ଏକର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଖୋର୍ଦ୍ଧା ଜିଲା କଲ୍ୟାଣପୁରର ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର…
Read More...

ଲୋଧା ସୁପାରିସକୁ ସବୁଜ ସଙ୍କେତ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)ର ବାର୍ଷିକ ସାଧାରଣ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା ଲୋଧା ସୁପାରିସ ଲାଗୁକରିବା ନେଇ ଓସିଏର ଆଭିମୁଖ୍ୟ। ବୈଠକରେ ସଦସ୍ୟମାନେ…
Read More...

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ସୌରମେଣ୍ଟ ସମ୍ମିଳନୀ

ନୂଆଦିଲ୍ଲୀ : ଆନ୍ତର୍ଜାତିକ ସୌରମେଣ୍ଟ ସମ୍ମିଳନୀ ରବିବାର ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଏହି…
Read More...

ଆଜମ୍‌ଙ୍କୁ ଖିଲଜୀଙ୍କ ସହ ତୁଳନା କଲେ ଜୟା

ନୂଆଦିଲ୍ଲୀ : ବରିଷ୍ଠ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟାପ୍ରଦା ଶନିବାର ସମାଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ମହମ୍ମଦ ଆଜମ୍‌ ଖାନ୍‌ଙ୍କୁ ବଲିଉଡ୍‌ ଚଳଚ୍ଚିତ୍ର ‘ପଦ୍ମାବତ୍‌’ର ଆଲ୍ଲାଉଦ୍ଦିନ ଖିଲଜୀଙ୍କ ସହିତ…
Read More...

ଏଣିକି ରକ୍ତ ସମ୍ପର୍କୀୟଙ୍କୁ ନିଶ୍ଚିତ ରେଳ ଟିକଟ ହସ୍ତାନ୍ତର ସମ୍ଭବ

ନୂଆଦିଲ୍ଲୀ : ଏଣିକି ରକ୍ତ ସମ୍ପର୍କୀୟଙ୍କୁ ନିଶ୍ଚିତ (କନ୍‌ଫର୍ମ) ରେଳ ଟିକଟ୍‌ ହସ୍ତାନ୍ତର କରିବା ସମ୍ଭବ ହେବ। ଟିକଟ କନ୍‌ଫର୍ମ ହେବା ସତ୍ତ୍ୱେ ଯଦି କୌଣସି ଯାତ୍ରୀ ତାହାର ଉପଯୋଗ ପୂର୍ବକ ରେଳଯାତ୍ରା କରି ନ ପାରନ୍ତି…
Read More...

ଗୋଚାଲାଣ ଗାଡି ଜବତ

ବ୍ରହ୍ମପୁର : ବ୍ରହ୍ମପୁର ସଦରଥାନା ଅନ୍ତଗର୍ତ ଆମ୍ବଗଡ ଗ୍ରାମ ନିକଟରେ ଗୋଚାଲାଣ ଗାଡି ଜବତ । ଗାଡିକୁ ଅଟକ ରଖି ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Read More...

୩ ହାଇକୋର୍ଟରେ ୨୩ ସ୍ଥାୟୀ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଗୁଜରାଟ, ରାଜସ୍ଥାନ ଓ ବମ୍ବେ ହାଇକୋର୍ଟରେ ୨୩ ଜଣ ସ୍ଥାୟୀ ବିଚାରପତି ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହା ପୂର୍ବରୁ ମାର୍ଚ୍ଚ ୭ରେ କଲିକତା…
Read More...

ସୁରେଶ ପ୍ରଭୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ : ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏ ସମ୍ବନ୍ଧୀୟ ସୂଚନା…
Read More...

ହତ୍ୟାକାରୀକୁ ଧରିବାରେ ପୁଲିସ ବିଫଳ

ଘରେ ନିଆଁ ଲଗାଇ ଟ୍ରିପଲ ମର୍ଡର ଘଟଣାକୁ ମାସେ ପୁରିଲା ପିପିଲି : ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିପିଲିର ବହୁଚର୍ଚ୍ଚିତ ଦାନୋଗହିର ଟ୍ରିପଲ ମର୍ଡର ଘଟଣାକୁ ଇତିମଧ୍ୟରେ ମାସେ ପୁରିଛି। ଏହି ରହସ୍ୟମୟ ଓ…
Read More...

ବିହାର ଏବଂ ଉତ୍ତରପ୍ରଦେଶର ତିନୋଟି ଲୋକସଭା ଆସନ ପାଇଁ ଉପନିର୍ବାଚନ

ନୂଆଦିଲ୍ଲୀ : ବିହାର ଏବଂ ଉତ୍ତରପ୍ରଦେଶର ତିନୋଟି ଲୋକସଭା ଆସନ ପାଇଁ ରବିବାର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉତ୍ତରପ୍ରଦେଶର ଫୁଲପୁର ଏବଂ ଗୋରଖପୁର ଓ ବିହାରର…
Read More...

ଚଟଣୀରେ ସ୍ବାଦ ବଢାଇବ ଏହି ଟପ୍ସ

ଚଟଣୀ ପ୍ରସ୍ତୁତ ବେଳେ ସେଥିରେ ଅଦା, ଶୁଣ୍ଠି ଏବଂ କଳାଜିରା ପକାଇ ଦିଅନ୍ତୁ । ଏହା ଦ୍ବାରା ସ୍ବାଦ ବଢିଯାଏ । ଚଟଣୀରେ ଖଟାପଣ ଆଣିବା ପାଇଁ କଞ୍ଚାଆମ୍ବ ପକାଇ ପାରିବେ । ଟମାଟୋ ଚଟଣୀରେ ରସୁଣ ପକାଇଲେ ତାହା…
Read More...

ସାଇବର ଠକେଇକୁ ନିୟନ୍ତ୍ରିତ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗୁରୁତ୍ୱ

ସିଆଇଏସ୍‌ଏଫ୍‌ର ୪୯ତମ ପ୍ରତିଷ୍ଠା ଦିବସ ନୂଆଦିଲ୍ଲୀ : ସାଇବର ଠକେଇକୁ ନିୟନ୍ତ୍ରିତ କରିବାପାଇଁ ସରକାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଏକ ପୃଥକ ପ୍ରଭାଗ ସୃଷ୍ଟି କରିଛନ୍ତି । ସାଇବର ସୁରକ୍ଷା ବ୍ୟବସ୍ଥାକୁ…
Read More...

ଶିଶୁଙ୍କୁ ପିଆନ୍ତୁ ଡାଲିପାଣି, ମିଳିବ ଏହି ଉପକାର

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଡାଲିପାଣିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ଓ ମିନିରାଲସ୍ ରହିଥାଏ । ମୁଗ ଓ ମସୁରୀ ଡାଲିପାଣି ଶିଶୁଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଆସନ୍ତୁ…
Read More...

ପଛୁଆ ଜିଲ୍ଲାଗୁଡ଼ିକର ବିକାଶ ଦ୍ୱାରା ଦେଶର ସାମଗ୍ରିକ ବିକାଶ ସମ୍ଭବ : ପ୍ରଧାନମନ୍ତ୍ରୀ

 ଦୁଇଦିନିଆ ବ୍ୟବସ୍ଥାପକ ସମ୍ମିଳନୀ ଉଦଘାଟିତ ନୂଆଦିଲ୍ଲୀ : ଆର୍ଥିକ ଦୃଷ୍ଟିରୁ ଦେଶର ପଛୁଆ ଜିଲ୍ଲାଗୁଡ଼ିକର ବିକାଶ ଦ୍ୱାରା ହିଁ ଦେଶର ସାମଗ୍ରିକ ବିକାଶ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।…
Read More...

ଆଖିର ରଙ୍ଗରୁ ଜାଣନ୍ତୁ ବ୍ୟକ୍ତିର ସ୍ବଭାବ ବିଷୟରେ..

୧.କଳା ଆଖି: ଏହି ଆଖି ଥିବା ବ୍ୟକ୍ତମାନେ ରହସ୍ୟମୟ ହେବା ସହ ପୂର୍ବାଭାଷୀ ଅଟନ୍ତି । ସେମାନେ ଭରସାଯୋଗ୍ୟ ​‌ହୋଇଥାନ୍ତି । କୌଣସି କଥା ଗୋପନୀୟ ରଖିବାରେ ଏମାନେ ମାହିର ଅଟନ୍ତି । ଏମାନେ ଦାୟିତ୍ଵବାନ ହେବା ସହ…
Read More...

‘୨୦୧୯ ଯାଏଁ ପିସିସି ସଭାପତି ରହିବେ ପ୍ରସାଦ ହରିଚନ୍ଦନ’

କଟକ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦ ଭାର ପରିବର୍ତ୍ତନ ହେବନାହିଁ। ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ସଭାପତି ପଦରେ ରହିବେ। ଏ ନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା…
Read More...

ବାଘ ଆକ୍ରମଣରେ ୪ ଆହତ

ଇନ୍ଦୋର: ଇନ୍ଦୋର ପହ୍ଲର ନଗରରେ ଶୁକ୍ରବାର ଏକ ବାଘ ଆତଙ୍କ ଖେଳାଇଥିଲା। ବାଘଟି ଜନବସତିର ଗୋଟିଏ ଘରୁ ଅନ୍ୟ ଘରକୁ ପଶିବା ବେଳେ ତା’ ସାମନାରେ ଯିଏ ପଡ଼ିଲା, ତାହାକୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା। ଏଥିରେ ଆହତ…
Read More...

ପ୍ରତାପନଗରୀ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ପୁପୁନ ଗିରଫ

କଟକ: ପ୍ରତାପନଗରୀ ଗୁଳିକାଣ୍ଡ ଘଟଣାରେ ସଦର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ହେଲା ସ୍ମୃତିରଞ୍ଜନ ପ୍ରଧାନ ଓରଫ ପୁପୁନ । ଗିରଫ ବେଳେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୪…
Read More...

ପ୍ରେମିକାଙ୍କୁ ଛୁରାମାଡ କରି ନିଜେ ବିଷ ପିଇ ଅାତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକ

ରାୟଗଡା: ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନା କରିବାରୁ ପ୍ରେମିକାକୁ ଛୁରାମାଡ କରିଛନ୍ତି ଯୁବକ । ପରେ ସେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଯାଇଥିଲା। ସେଠାରେ…
Read More...

ଜାଣନ୍ତୁ ନୀତା ଅମ୍ବାନୀଙ୍କ ମହଙ୍ଗା ସଉକ୍ ଜୀବନଶୈଳୀ ସମ୍ପର୍କରେ

କେବଳ ଭାରତରେ ନୁହେଁ, ବରଂ ବିଶ୍ବସ୍ତରରେ ନିଜ ବ୍ୟବସାୟ ନିମନ୍ତେ ଶିଳ୍ପପତି ମୁକେଶ ଅମ୍ବାନୀ ପରିଚିତ। ତାଙ୍କ ପତ୍ନୀ ନୀତା ଅମ୍ବାନୀ ମଧ୍ୟ ଗଣମାଧ୍ୟମରେ ଖୁବ୍ ଲୋକପ୍ରିୟ। ନୀତାଙ୍କ ଉଦାରତା ଓ ଅମାୟିକ ବ୍ୟବହାର ହିଁ…
Read More...

ଜୀବନର ମଜା ନେଉଛନ୍ତି ୮୬ ବର୍ଷୀୟା ‘ସୁପର୍ ଦାଦି’

ବୟସ ବଢ଼ିଲେ ଯେ ମନୋବଳ କମିଥାଏ, ଏହା ପ୍ରକୃତରେ ସତ ନୁହେଁ। ଏହି ଯୁକ୍ତି ବାଢ଼ିଛନ୍ତି ଡବଲିନ୍ ନିବାସୀ ୮୬ ବର୍ଷୀୟା ଇଲିନ୍ ମେଗୁରେ। ବୟସ୍କ ଲୋକେ ଥଣ୍ଡା ସହ୍ୟ କରିପାରନ୍ତି ନାହିଁ, ହେଲେ ଏହି ବୃଦ୍ଧାଜଣକ ବରଫରେ…
Read More...

ଜାଣନ୍ତୁ କୁକୁରଙ୍କ ଚମତ୍କାରୀ ଅନ୍ତର୍ନିହିତ ଶକ୍ତି

କୁକୁରଙ୍କ ଚମତ୍କାର ଅନ୍ତର୍ନିହିତ ଶକ୍ତି ବିଶ୍ବସ୍ତ ବନ୍ଧୁ ଭାବେ କୁକୁର ଜଣାଯାଏ କୁକୁରଙ୍କ ଉପରେ କାଲିଫର୍ଣ୍ଣିଆ ଦଳ ପରୀକ୍ଷା ବିଭିନ୍ନ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ୧୫ ପ୍ରଜାତିର ଦେଢ଼ ହଜାର କୁକୁରଙ୍କୁ ଏଥିରେ…
Read More...

ଟଙ୍କା ଗଣିବା ପାଇଁ ଭିକାରି ଦିଏ ଟିପ୍ସ

ଧନିକ ଓ ସମ୍ଭ୍ରାନ୍ତ ବର୍ଗର ଲୋକେ ସଉକରେ ହିଁ ଅନ୍ୟମାନଙ୍କୁ ଟିପ୍ସ ଦେଇଥାନ୍ତି। ଏହା ସେମାନଙ୍କ ରହଣିଶୈଳୀର ଷ୍ଟାଇଲ୍ କହିଲେ ଭୁଲ ହେବନାହିଁ। ହେଲେ ଜଣେ ଭିକାରି ଅନ୍ୟମାନଙ୍କୁ ଟିପ୍ସ ଦେବା ନିହାତି ଭାବେ…
Read More...

ସବୁଠୁ ଦାମୀ ଓ ପବିତ୍ର ଫୁଲ: କଦୁପୁଲ, ଭଗବାନଙ୍କୁ ଅର୍ପଣ କଲେ ମନସ୍କାମନା ପୂରଣ ନିଶ୍ଚିତ

ଇଂଲଣ୍ଡରେ ଚାଷ ହେଉଥିବା ‘ଜୁଲିଏଟ୍ ରୋଜ୍’ ଗୋଲାପ ଫୁଲର ବିଶ୍ବସ୍ତରରେ ଖ୍ୟାତି ରହିଛି। କେବଳ ଧନିକ ଓ ରାଜପରିବାରର ବିବାହ ତଥା ଅନ୍ୟ ଉତ୍ସବରେ ଏହି ଫୁଲର ଆସର ଦେଖିବାକୁ ମିଳେ। ୨୦ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଏହି…
Read More...

ବନ୍ଦ ହେବ ବିକ୍ରମ କୋଠାରୀଙ୍କ ରୋଟୋମାକ୍ କମ୍ପାନୀ

ନୂଆଦିଲ୍ଲୀ: ଖୁବଶୀଘ୍ର ବନ୍ଦ ହେବ ବିକ୍ରମ କୋଠାରୀଙ୍କ ରୋଟୋମାକ କମ୍ପାନୀ। ୪୦୦୦ କୋଟି ଟଙ୍କା ଠକେଇ କରିଥିବା ଏହି କମ୍ପାନୀ ମାଲିକଙ୍କ ଭାଗିଦାରୀ ଯୋଜନାକୁ ବ୍ୟାଙ୍କ ବନ୍ଦ କରିଛନ୍ତି। ବ୍ୟାଙ୍କଗୁଡ଼ିକ ୯୦ ଦିନ…
Read More...

ବସ୍‌ରେ ଯାତ୍ରା କରୁଥିଲେ ଜାଣିରଖନ୍ତୁ ଏହି ନିୟମ

କେନ୍ଦ୍ରୀୟ ମୋଟରଯାନ ନିୟମକୁ ପୁଙ୍ଖାନୁପୁଙ୍ଖ ଭାବେ ଅଧିକାଂଶ ଭାରତୀୟ ଜାଣନ୍ତି ନାହିଁ। ବସରେ ଯାତ୍ରା କରୁଥିବା ଲୋକେ ଏହା ସମ୍ପର୍କିତ ସମସ୍ତ ତଥ୍ୟ ଜାଣି ରଖିବା ସେମାନଙ୍କ ପାଇଁ ହିଁ ଉପକାରୀ। ଭାରତର ବିଭିନ୍ନ…
Read More...

ଉତ୍ତରପ୍ରଦେଶ: ଥମୁନି ମୂର୍ତ୍ତିଭଙ୍ଗା ଘଟଣା

ଆଜମଗଡ଼: ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ଲାଗିରହିଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଥମିବାର ନାଁ ଧରୁନି। ଉତ୍ତରପ୍ରଦେଶରେ ଗତ କିଛିଦିନ ମଧ୍ୟରେ ଏପରି ଘଟଣା…
Read More...

ବଜାରକୁ ଆସିବ ଉଡ଼ନ୍ତା କାର୍ !

କେତୋଟି ଚଳଚ୍ଚିତ୍ରରେ ପୂର୍ବରୁ ଉଡ଼ନ୍ତା କାର ଚିତ୍ରାୟିତ କରାଯାଇଛି। ଭାବନା ରାଇଜରେ ଥିବା ଉଡ଼ନ୍ତା କାର୍ ଏବେ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଉଡ଼ିବୁଲିବ। ଜେନିଭାରେ ଅନୁଷ୍ଠିତ ହୋଇଥିବା କାର୍ ପ୍ରଦର୍ଶନୀରେ ଉଡ଼ନ୍ତା…
Read More...

ପାକିସ୍ତାନ ସେନା ଉପରେ ଚାପ ଜାରି ରଖିବ ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଭାରତ ପାକିସ୍ତାନ ଉପରେ ଚାପ ପ୍ରୟୋଗ ଜାରି ରଖିବ। ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗ ବନ୍ଦ ନ କରିବା ପର୍ୟ୍ୟନ୍ତ ତା’ର ସେନା ଉପରେ ସର୍ବଦା…
Read More...

ଅନ୍ୟକୁ ଦେଇପାରିବେ ନିଜ ରେଳ ଟିକେଟ

ନୂଆଦିଲ୍ଲୀ: କନଫର୍ମ ହୋଇଥିବା ରେଳ ଟିକେଟରେ ଯଦି ଆପଣ କୌଣସି କାରଣରୁ ଯାତ୍ରା କରୁନାହାନ୍ତି, ତେବେ ଉକ୍ତ ଟିକେଟକୁ ଆପଣ ଅନ୍ୟଙ୍କୁ ଦେଇପାରିବେ। ୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌କୁ ୧୯୯୭ ଓ ୨୦୦୨ରେ ସଂଶୋଧନ ପରେ ଏହି…
Read More...

ନିଅାଁ ଲିଭାଇବା ପାଇ ପୋଖରୀକୁ ପାଣି ଆଣିବାକୁ ଯାଇଥିବା ଯୁବକଙ୍କ ମୃତ୍ୟୁ

ପୁରୀ: ନିଅାଁ ଲିଭାଇବା ପାଇଁ ପୋଖରୀକୁ ପାଣି ଆଣିବାକୁ ଯାଇଥିବା ଜଣେ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦନପୁର ଥାନା ଅରାଳ ଗାଁରେ। ବିଳମ୍ବିତ ରାତିରେ ଗାଁର…
Read More...

ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି ପ୍ରସ୍ତାବ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରାଯିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଆଇନ ରାଷ୍ଟ୍ରମନ୍ତ୍ରୀ ପି.ପି.ଚୌଧୁରୀ ଶୁକ୍ରବାର ରାଜ୍ୟସଭାକୁ ସୂଚିତ କରିଛନ୍ତି। ବର୍ତ୍ତମାନ…
Read More...

‘ଭବିଷ୍ୟତରେ ଗାନ୍ଧି ପରିବାର ଭିନ୍ନ କେହି କଂଗ୍ରେସର ନେତୃତ୍ୱ ନେବେ’

ମୁମ୍ବଇ : ଭବିଷ୍ୟତରେ ଗାନ୍ଧି-ନେହେରୁ ପରିବାରର ଭିନ୍ନ କୌଣସି ନେତା କଂଗ୍ରେସର ନେତୃତ୍ୱ ନେବେ ବୋଲି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶୁକ୍ରବାର କହିଛନ୍ତି। ସେ କହିଛନ୍ତି ଯେ ୨୦୦୪ରେ କଂଗ୍ରେସ ନେତୃତ୍ୱ ସଂଯୁକ୍ତ…
Read More...

ବୀର ପାଇକ ହାରିବା ଶିଖିନାହାନ୍ତି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ବୀର ପାଇକ ଲଢ଼େଇ କରି ଜାଣେ, ସନ୍ଧି ଅଥବା ବୁଝାମଣାରେ ବିଶ୍ୱାସ କରେ ନାହିଁ। ଇତିହାସ କହୁଛି ଓଡ଼ିଆ ପାଇକ ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରି ବଳିଦାନ ଦେଇଛି; କେବେ ପଳାୟନ କରିନାହାନ୍ତି ବୋଲି…
Read More...

ନନ୍ଦନକାନନ: ଏପ୍ରିଲରୁ ବଢ଼ିବ ପ୍ରବେଶ ଶୁଳ୍କ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଗଲେ ଏଣିକି ପର୍ଯ୍ୟଟକଙ୍କୁ ଅଧିକ ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ। ଆସନ୍ତା ଏପ୍ରିଲ ୧ରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ। ବୟସ୍କଙ୍କ ଲାଗି ପୂର୍ବରୁ ପ୍ରବେଶ ଶୁଳ୍କ ୪୦…
Read More...

ଶନିବାର ରାଶିଫଳ

ମେଷ: ଅସୁବିଧାର ସମ୍ମୁଖୀନ ହେବେ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଅତି ଜରୁରୀ। ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଶୁଭକାର୍ଯ୍ୟରେ ଯୋଗ ଦେବେ। ବିଦ୍ୟାର୍ଥୀ ସୁଖୀ…
Read More...

୧୪ରୁ ବନ୍ଦ ରହିବ ୧୭ ହଜାର ବସ୍‌ର ଚଳାଚଳ

ଭୁବନେଶ୍ୱର: ପୂର୍ବ ଘୋଷଣା ଅନୁସାରେ ୧୪ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ଆଜି ଅପରାହ୍ନରେ ଏଠାରେ ଘରୋଇ ବସ୍‌ ମାଲିକ ସଂଘର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସଂଘ…
Read More...

ସୌମ୍ୟ ସବୁଠୁ ଧନୀ; ଅଚ୍ୟୁତ ଗରିବ

ଭୁବନେଶ୍ୱର: ପ୍ରାର୍ଥିପତ୍ର ଦାଖଲ ସହିତ ବିଜେଡିର ତିନି ରାଜ୍ୟସଭା ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତି ସମ୍ପର୍କରେ ସତ୍ୟପାଠ ଦାଖଲ କରିଛନ୍ତି। ଏହି ସତ୍ୟପାଠ ଅନୁସାରେ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁଠୁ ଧନୀ ବୋଲି ସାବ୍ୟସ୍ତ…
Read More...

ସାମିଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା

କଲକାତା: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନିମନ୍ତେ ଅଡ଼ୁଆ କ୍ରମଶଃ ବଢ଼ିବାରେ ଲାଗିଛି। କିଛିଦିନ ତଳେ ପତ୍ନୀ ହସିନ୍‌ ଜାହାଁ ପତି ସାମିଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିଥିବା ବେଳେ ଶୁକ୍ରବାର ବିଧିବଦ୍ଧ…
Read More...

ବିବିଧତା ହିଁ ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ-ରାଜ୍ୟପାଳ

ପିପିଲି: ବିବିଧତା ହିଁ ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ। ଏହି ଦେଶରେ ବିଭିନ୍ନ ଧର୍ମାବଲମ୍ବୀମାନଙ୍କୁ ଏକତା ସୂତ୍ରରେ ବାନ୍ଧିଅଛି ଭାରତର ସମ୍ବିଧାନ ଓ ସଂହିତା। ରାଷ୍ଟ୍ର ନିର୍ମାଣ ଦିଗରେ ସମସ୍ତେ କାର୍ଯ୍ୟ କରିବା ଦରକାର…
Read More...

ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଅଭିଯୋଗ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର  ତିନି ବର୍ଷର ଶିଶୁ କନ୍ୟାଙ୍କୁ ଉକ୍ତ ଗ୍ରାମର ସମ୍ପର୍କୀୟ ଦାଦା ବିସ୍କୁଟ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ୫ ଟଙ୍କା ଦେବା ସହ କାହାକୁ କିଛି ନ…
Read More...

ଓୟୁଏଟି ପ୍ରବେଶିକା ଏପ୍ରିଲ ୨୯ରେ

ଭୁବନେଶ୍ୱର  : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ୟୁଜି ପାଠ୍ୟକ୍ରମରେ ନାମଲେଖା ଲାଗି ଯୁଗ୍ମ ପ୍ରବେଶିକା ପରୀକ୍ଷା ଏପ୍ରିଲ ୨୯(ରବିବାର) ତାରିଖରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଓୟୁଏଟି…
Read More...