ଟଙ୍କା ସହ ତାଡିନେଲେ ଏଟିଏମ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଏଟିଏମ୍ ତାଡି ନେଇଛନ୍ତି ଦୁର୍ବୃତ୍ତ । ଏୟାରଫିଲ୍ଡ ଥାନା ଶ୍ରୀରାମପୁର ସ୍ଥିତ ଏସବିଆଇ ଏଟିଏମକୁ ଦୁର୍ବୃତ୍ତ ତାଡି ନେଇଛନ୍ତି । ତେବେ ଏଟିଏମରେ କେତେ ଟଙ୍କା ଥିଲା ତାହା ଜଣାପଡିନି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ ଜରିଆରେ ସନ୍ଧାନ ଆରମ୍ଭ କରିଦେଇଛି ।

kalyan agarbati

Comments are closed.