ଶେଷ ଦିନରେ ବି ଚାଲି ପାରିଲାନି ବିଧାନସଭା ପ୍ରଶ୍ନ କାଳ

0

ଭୁବନେଶ୍ୱର: ବିଧାନ ସଭାର ବଜେଟ ଅଧିବେଶନର ଶେଷ ଦିନରେ ପ୍ରଶ୍ନକାଳ ଅନୁଷ୍ଠିତ ହୋଇ ପାରି ନାହିଁ । ପ୍ରଶ୍ନକାଳରେ ବିରୋଧି ଦଳର ସଦସ୍ୟମାନେ ହୋ ହଲ୍ଲା କରିବାରୁ ବାଚସ୍ପତି  ଗୃହ କାର୍ଯ୍ୟକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ।

ପ୍ରଶ୍ନ କାଳ ଆରମ୍ଭରେ ବିରୋଧି ଦଳ ନେତା ନରସିଂହ ମିଶ୍ର  ଜନଜାତି ପରାମର୍ଶ କମିଟିର ବୈଠକ ବସୁ ନ ଥିବା କଥା ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ବିରୋଧି ଦଳର ସଦସ୍ୟମାନେ ହୋ ହଲ୍ଲା କରିଥିଲେ । ଫଳରେ ଗୃହକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା ।

Leave A Reply